Latest Odisha News

BREAKING NEWS

Browsing Category

ଖେଳ

ଆନ୍ତର୍ଜାତୀୟ ଟି୨୦ରେ ହେବ ବଡ ଧରଣର ପରିବର୍ତନ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦କୁ ଆହୁରି ରୋମାଂଚକର କରିବା ପାଇଁ ଆଇସିସି କେତେକ ବଡ ପରିବର୍ତନ କରିବାକୁ ଯାଉଛି । ଦର୍ଶକମାନେ ଆନ୍ତର୍ଜାତୀୟ ଟି୨୦ ଏବଂ ଲିଗ କ୍ରିକେଟରେ ଯେପରି ଫରକ ପାଇବେ ନାହିଁ ସେଥିପାଇଁ ଉଦ୍ୟମ କରାଯାଉଛି । ମ୍ୟାଚ ସମୟରେ ୨୦ ମିନିଟ ବ୍ରେକକୁ ୧୫ ମିନିଟ କରିବା ପାଇଁ…

ଟି୨୦ ବିଶ୍ୱକପ ଖେଳିବା ପାଇଁ ଲଣ୍ଡନ ଗଲେ ଭାରତୀୟ ମହିଳା ଟିମ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ ଶନିବାର ଟି୨୦ ବିଶ୍ୱକପ ଖେଳିବା ପାଇଁ ମୁମ୍ବାଇରୁ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରଶଂସକମାନେ ବାଜା ବଜାଇବା ସହ ତିଳକ ଲଗାଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ଟିମ ଗତ ବର୍ଷ ପ୍ରଥମ ଥର ପାଇଁ…

ଧୋନୀଙ୍କ ଯୋଗୁ ଚେନ୍ନାଇକୁ ମିଳୁନି ନୂଆ କୋଚ : ରିପୋର୍ଟ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ ସହ ମହେନ୍ଦ୍ର ସିଂ ଧୋନୀ ୧୮ ବର୍ଷ ହେଲା ଜଡିତ ହୋଇ ରହିଛନ୍ତି । ଫ୍ରାଂଚାଇଜ ମଧ୍ୟ ତାଙ୍କର ସମସ୍ତ କଥା ମାନିଥାଏ । ତେବେ ପ୍ରଥମ ଥର ୧୯ତମ ସିଜନରେ ଧୋନୀଙ୍କ ଗୁରୁତ୍ୱ ଚେନ୍ନାଇ ଟିମରେ ଦେଖିବାକୁ ମିଳି ନ ଥିଲା । ଚେନ୍ନାଇର ପ୍ରଦର୍ଶନ ଭଲ ନ ଥିଲା ଏବଂ ଦଳ…

ଟ୍ରେଣ୍ଡ କରୁଛି ଏମଏସ ଧୋନୀ ସ୍କାମ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ ଚଳିତ ଆଇପିଏଲରେ ନୈରାଶ୍ୟଗନକ ପ୍ରଦର୍ଶନ କରି ପ୍ଲେ ଅଫ ଦୌଡରୁ ବାଦ ପଡିଛି । ସମ୍ପୂର୍ଣ୍ଣ ସିଜନରେ ଦଳର ଷ୍ଟାର ଖେଳାଳି ମହେନ୍ଦ୍ର ସିଂ ଧୋନୀ ଗୋଟିଏ ବି ମ୍ୟାଚ ଖେଳି ନ ଥିଲେ । ଧୋନୀ ସିଜନ ଆରମ୍ଭରୁ ଆଘାତପ୍ରାପ୍ତ ହୋଇଥିଲେ । ଏହା ପରେ ଫ୍ରାଚାଇଜ ପକ୍ଷରୁ…

ଭିନେଶଙ୍କୁ ଅଯୋଗ୍ୟ କରିବା ନେଇ ଡବ୍ଲ୍ୟୁଏଫଆଇ ଉପରେ ବର୍ଷିଲେ ହାଇକୋର୍ଟ

ନୂଆଦିଲ୍ଲୀ: ଭାରତର ମହିଳା ଅଲିମ୍ପିଆନ ଭିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷିତ କରିବା ନେଇ ଦିଲ୍ଲୀ ହାଇକୋର୍ଟ ଭାରତୀୟ କୁସ୍ତି ମହାସଂଘକୁ ଭର୍ତ୍ସନା କରିଛନ୍ତି । କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ, ଫୋଗଟଙ୍କ ମୂଲ୍ୟାଙ୍କନ କରିବା ପାଇଁ ଏକ ବିଶେଷଜ୍ଞ ପ୍ୟାନେଲ ଗଠନ କରାଯାଛ । ଏହା ପରେ ସେ…

କେକେଆରକୁ ବଡ ଝଟକା, ଆଇପିଏଲରୁ ଓହରିଲେ ରଘୁବଂଶୀ

କୋଲକାତା: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ୱିକେଟକିପର ବ୍ୟାଟ୍ସମ୍ୟାନ ଅଙ୍ଗକ୍ରିଶ ରଘୁବଂଶୀ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ୧୨ଟି ଇନିଂସରେ ୪୨୨ ରନ ସଂଗ୍ରହ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ସେ ଆଘାତପ୍ରାପ୍ତ ହୋଇଥିଲେ । ତାଙ୍କ ଆଙ୍ଗୁଳି ଭାଙ୍ଗି…

ଆଇପିଏଲରେ ସାମିଲ ହେବ ବିହାର ଟିମ !

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ରେ ବିହାର କ୍ରିକେଟର ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି । ବୈଭବ ସୂର୍ଯ୍ୟବଂଶୀ ଓ ଈଶାନ କିଶାନ ଏହାର ଜ୍ୱଳନ୍ତ ଉଦାହରଣ । ବେଦାନ୍ତ ଗ୍ରୁପର ଅନୀଲ ଅଗ୍ରୱାଲ ଏକ ବଡ ବୟାନ ଦେଇଛନ୍ତି । ଯାହାକୁ ନେଇ ବିହାର ପ୍ରଶଂସକମାନେ ଉତ୍ସାହିତ ହୋଇ ପଡିଛନ୍ତି । ସେ କହିଛନ୍ତି…

୧୮ ବର୍ଷରୁ କମ ଏସିଆ କପ ହକି: ଜାତୀୟ ଦଳରେ ସୁଯୋଗ ପାଇଲେ ଓଡିଶାର ଅରମାନ

ଭୁବନେଶ୍ୱର: ଜାପାନର କାକାମିଘାରାରେ ଖେଳାଯିବାକୁ ଥିବା ୧୮ ବର୍ଷରୁ କମ ଏସିଆ କପ ହକି ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ୧୮ଜଣିଆ ଭାରତୀୟ ଦଳରେ ଓଡିଶାର ଉଦୀୟମାନ ଡିଫେଣ୍ଡର ଅରମାନ ସୋରେଙ୍ଗଙ୍କୁ ସୁଯୋଗ ମିଳିଛି । ସାଇ ଭୋପାଳରେ କୋଚ ସର୍ଦ୍ଦାର ସିଂଙ୍କ ଅଧ୍ୟକ୍ଷତାରେ ଦଳ ଚୟନ…

୧୮ ବର୍ଷ ପରେ ଧୋନୀଙ୍କ କ୍ଷେତ୍ରରେ ଘଟିଲା ଏହି ଘଟଣା

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ରେ ଚେନ୍ନାଇ ସୁପର କିଙ୍ଗସ ତାର ଶେଷ ଲିଗ ମ୍ୟାଚ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳିଛି । ଏହି ମ୍ୟାଚରେ ମଧ୍ୟ ଦଳର ଷ୍ଟାର ଖେଳାଳି ଏମଏସ ଧୋନୀ ଚୂଡାନ୍ତ ଦଳରେ ସ୍ଥାନ ପାଇ ନାହାନ୍ତି । ୧୮ ବର୍ଷ ଆଇପିଏଲ କ୍ୟାରିୟରରେ ପ୍ରଥମ ଥର ପାଇଁ ଧୋନୀ ଆଇପିଏଲର ଗୋଟିଏ ସିଜନରେ…

ଡିସକସ ଥ୍ରୋୟର ବନବୀର ସିଂଙ୍କୁ ୭ ,ଡିଷ୍ଟାନ୍ସ ରନର ହରେନ୍ଦ୍ର କୁମାର ୪ ବର୍ଷ ପାଇଁ ବାସନ୍ଦ

ନୂଆଦିଲ୍ଲୀ: ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି(ନାଡା) ଓ ଏଡିଏପି ଡୋପିଂ ନିୟମ ଉଲ୍ଲଂଘନ କରିବା ନେଇ ୨ ଜଣ ଭାରତୀୟ ଆଥଲେଟଙ୍କୁ ଦଣ୍ଡିତ କରିଛନ୍ତି । ଡିସକସ ଥ୍ରୋୟର ବନବୀର ସିଂଙ୍କୁ ୭ ବର୍ଷ ଏବଂ ଡିଷ୍ଟାନ୍ସ ରନର ହରେନ୍ଦ୍ର କୁମାରଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରିଛି । ଗତ ବର୍ଷ ନାଡା…