Latest Odisha News

BREAKING NEWS

Browsing Category

ଖେଳ

କୋହଲି-ସଚିନଙ୍କଠାରୁ ବି ଅଧିକ ଧନୀ ଗିଲଖ୍ରୀଷ୍ଟ! ମିଛ ରିପୋର୍ଟ ଦେଖି କଟାକ୍ଷ କଲେ ଖେଳାଳି

ନୂଆଦିଲ୍ଲୀ: କ୍ରିକେଟ ଖେଳିବା ବ୍ୟତୀତ ବିଜ୍ଞାପନ, କମେଣ୍ଟ୍ରି ଇତ୍ୟାଦିରୁ କ୍ରିକେଟରମାନେ ବିପୁଳ ଟଙ୍କା ରୋଜଗାର କରନ୍ତି । ନିଜ ଦେଶ ପାଇଁ ଖେଳିବା ବ୍ୟତୀତ ଆଇପିଏଲ ଭଳି ବିଭିନ୍ନ ଲିଗ ମ୍ୟାଚରୁ ମଧ୍ୟ କ୍ରିକେଟରମାନେ ଆୟ କରିଥାନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ କ୍ରିକେଟ…

ବାଂଲାଦେଶ କ୍ୟାପ୍ଟେନ୍ ଶକିବ ଅଲ ହସନଙ୍କୁ ଦୁର୍ବ୍ୟବହାର; କଲର ଟାଣି ତଳେ ପକାଇଲେ ଫ୍ୟାନ୍

ଢାକା: ବାଂଲାଦେଶ ଟି-୨୦ ଓ ଟେଷ୍ଟ କ୍ରିକେଟ୍‌ ଟିମ୍‌ର କ୍ୟାପ୍ଟେନ୍‌ ଶକିବ ଅଲ ହସନଙ୍କୁ ଦୁର୍ବ୍ୟବହାର। କ୍ରିକେଟରଙ୍କୁ କଲର ଟାଣି ତଳେ ପକାଇ ଦେଲେ ଫ୍ୟାନ୍। ପଛରେ ଜଣେ ଠେଲି ବି ଦେଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଶକିବଙ୍କ ସହ ଫଟୋ ଉଠାଇବା ପାଇଁ ଠେଲାପେଲା ବେଳେ…

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ପୂର୍ବତନ ମହିଳା କ୍ୟାପ୍ଟେନ୍ ଡେନ୍ ଭାନ ନିକର୍କ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କଲେ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଟିମ୍‌ର ପୂର୍ବତନ କ୍ୟାପ୍ଟେନ୍ ଡେନ୍ ଭାନ ନିକର୍କ। ବର୍ତ୍ତମାନ ସେ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖଳ ଜାରି ରଖିଥିବା ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ଅମ୍ପାୟାର କ୍ୟାରିୟରରୁ ସନ୍ନ୍ୟାସ ଘୋଷଣା କଲେ ପାକିସ୍ତାନର ଅଲୀମ ଦାର

ନୂଆଦିଲ୍ଲୀ: ୧୯ ବର୍ଷର କ୍ୟରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଅମ୍ପାୟାର କ୍ୟାରିୟରରୁ ସନ୍ନ୍ୟାସ ନେଲେ ପାକିସ୍ତାନର ଲୋକପ୍ରିୟ ଅମ୍ପାୟାର ଅଲୀମ ଦାର। ପାକିସ୍ତାନୀ ଅମ୍ପାୟାର ଅଲୀମ ଦାର ସନ୍ନ୍ୟାସ ଘୋଷଣା କରିବା ପରେ ଦକ୍ଷିଣ ଆଫ୍ରିକାର ଏଡ୍ରିୟନ ହୋଲ୍ଡଷ୍ଟକ ଓ ପାକିସ୍ତାନର ଏହସାନ ରଜାଙ୍କୁ…

ଏକ ଭାରତ ଶ୍ରେଷ୍ଠ ଭାରତ ଜୋନାଲ ଶୁଟିଂବଲ ଚାମ୍ପିୟନଶିପ ଉଦଯାପିତ

ପୁରୀ: ସ୍ଥାନୀୟ ଝାଡେଶ୍ୱରୀ କ୍ଲବରେ ଆୟୋଜିତ ଏକ ଭାରତ ଶ୍ରେଷ୍ଠ ଭାରତ ଜୋନାଲ ଶୁଟିଂବଲ ଚାମ୍ପିୟନଶିପ ଗୁରୁବାର ଉଦଯାପିତ ହୋଇଯାଇଛି । ଏହି ଚାମ୍ପିୟନିପରେ ୨ଟି ରାଜ୍ୟର ଟିମକୁ ମିଳିତ ଭାବେ ଗୋଟିଏ ଦଳ ଭାବେ ଖେଳାଯାଇଥିଲା । ପୁରୁଷ ବିଭାଗରେ ମଧ୍ୟପ୍ରଦେଶ-ନାଗାଲାଣ୍ଡ ଟାଇଟଲ ହାସଲ କରିଥିବା…

ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପ: ବିଜୟ ଅଭିଯାନ ଆରମ୍ଭ କଲେ ନିଖତ ଜରୀନ

ନୂଆଦିଲ୍ଲୀ: ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପରେ ଭାରତର ନିଖତ ଜରୀନ ସମ୍ପୂର୍ଣ୍ଣ ଷ୍ଟାଇଲରେ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି । ୫୦ କିଗ୍ରା ମୁକାବିଲାର ପ୍ରଥମ ରାଉଣ୍ଡ ମୁକାବିଲାରେ ନିଖତ ଆଜରବୈଜାନର ଅନଖାନିମ ଇସମାଇଲୋଭାଙ୍କୁ ପରାସ୍ତ କରିଥିଲେ । ଟାଇଟଲ ଫେଭରାଇଟ ନିଖତ ଆରମ୍ଭରୁ…

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ ମାର୍ଚ୍ଚ ୧୭ରୁ, କୋହଲିଙ୍କ ଟାର୍ଗେଟ ସଚିନଙ୍କ ଶତକ ରେକର୍ଡ

ମୁମ୍ବାଇ: ଟେଷ୍ଟ ସିରିଜକୁ ୨-୧ରେ ଜିତିବା ପରେ ଭାରତ ଏବେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ କ୍ରିକେଟ ସିରିଜକୁ ହାତେଇବା ଲକ୍ଷ୍ୟରେ ରହିଛି । ୧୭ ମାର୍ଚ୍ଚରୁ ମୁମ୍ବାଇର ୱାଙ୍ଖେଡରେ ଏହି ସିରିଜ ଆରମ୍ଭ ହେବ । ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ…

ୱାର୍ନର ହେବେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ, ଅକ୍ଷର ସମ୍ଭାଳିବେ ଉପ-ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ -୧୬ ସିଜିନ ପୂର୍ବରୁ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏକ ବଡ ନିଷ୍ପତ୍ତି ନେଇଛି । ଦିଲ୍ଲୀ ପକ୍ଷରୁ ଆଜି ନୂତନ ଅଧିନାୟକ ଓ ଉପ-ଅଧିନାୟକଙ୍କ ନାମ ଘୋଷଣା କରାଯାଇଛି । ଋଷଭ ପନ୍ତ ଦୁର୍ଘଟଣାରେ ଆହତ ହେବା ପରେ ସେ ଆଇପିଏଲରୁ ବାଦ ପଡ଼ିଥିଲେ । ଆଉ…

ବୀର କଳିଙ୍ଗ ପୁତ୍ର ବଡି ବିଲ୍ଡିଂ ଚାମ୍ପିୟନଶିପ ୩୧ରୁ ଆରମ୍ଭ

ପୁରୀ: ପୁରୀ ଜିଲ୍ଲା ବଡି ବିଲ୍ଡିଂ ଆସୋସିଏଶନ ଆନୁକୂଲ୍ୟରେ ଚଳିତ ମାସ ୩୧ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ଅଲ ଓଡିଶା ବଡି ବିଲ୍ଡିଂ ଚାମ୍ପିୟନଶିପ ଆୟୋଜିତ ହେବ । ଏଥିରେ ଓଡିଶାର ସମସ୍ତ ଜିଲ୍ଲାର ୨୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେବେ । ସେମାନଙ୍କ ସହ ୫୦ ଅଫିସିଆଲ ମଧ୍ୟ ଯୋଗ ଦେବେ । ପ୍ରଥମ ଥର…

ଅଲ ଇଂଲଣ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପ: ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ଲଣ୍ଡନ: ୨ ଥର ଅଲିମ୍ପିକ ପଦକ ବିଜେତା ଭାରତର ପିଭି ସିନ୍ଧୁ ଅଲ ଇଂଲଣ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ମହିଳା ସିଙ୍ଗଲ୍ସର ଏହି ମୁକାବିଲାରେ ସିନ୍ଧୁଙ୍କୁ ୧୭-୨୧, ୧୧-୨୧ରେ ଚୀନର ଝାଙ୍ଗ ୟୋ ମେନ ପରାସ୍ତ କରିଥିଲେ । ଚଳିତ ବର୍ଷ ସିନ୍ଧୁ ମାଲେସିଆ ଓପନ,…