Latest Odisha News

BREAKING NEWS

Browsing Category

ଖେଳ

ଆଇପିଏଲ ଫାଇନାଲକୁ ଡିଜିଟାଲରେ ଉପଭୋଗ କଲେ ରେକର୍ଡ ସଂଖ୍ୟକ ଦର୍ଶକ

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚକୁ ରେକର୍ଡ ସଂଖ୍ୟକ ଦର୍ଶକ ଡିଜିଟାଲ ପ୍ଲାଟଫର୍ମରେ ଉପଭୋଗ କରିଛନ୍ତି । ରିପୋର୍ଟ ମୁତାବକ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚକୁ ୧୨କୋଟିରୁ ଊର୍ଦ୍ଧ୍ୱ ଦର୍ଶକ ଉପଭୋଗ କରିଛନ୍ତି । ରିଲାଏନ୍ସ…

ରେସଲରଙ୍କ ଆନ୍ଦୋଳନକୁ ହାଇଜ୍ୟାକ କରୁଛି କିଏ ?

ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିିଜଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରଙ୍କ ଧାରଣର ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ନ୍ୟାୟ ପାଇଁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ଏବେ ଧିରେ ଧିରେ ଅନ୍ୟ ହାତକୁ ଚାଲିଯାଉଛି । ତେବେ ରେସଲରଙ୍କ ଏହି ଆନ୍ଦୋଳନକୁ ହାଇଜ୍ୟାକ କରୁଛି କିଏ ? ଏଥିରେ…

୨୦ ବର୍ଷରୁ କମ ଫିଫା ବିଶ୍ୱକପ: କ୍ୱାର୍ଟରରେ ଆମେରିକା, ଇସ୍ରାଏଲ

ବୁଏନ୍ସ ଏରିସ: ଆର୍ଜେଂଟିନାରେ ଚାଲିଥିବା ୨୦ ବର୍ଷରୁ କମ ଫିଫା ବିଶ୍ୱକପର ରୋମାଂଚ ବଢ଼ିବାରେ ଲାଗିଛି । ବୁଧବାର ଚମତ୍କାର ପ୍ରଦର୍ଶନ କରି ଆମେରିକା ଓ ଇସ୍ରାଏଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି-କ୍ୱାର୍ଟରରେ ଆମେରିକା ୪-୦ ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇଥିଲା । ଆମେରିକା…

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ଭାରତର ଷ୍ଟାର ମହିଳା ଖେଳାଳି ପିଭି ସିନ୍ଧୁ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ସାଇନା ନେହ୍ୱାଲ, ସାତ୍ୱିକ-ଚିରାଗ ଓ ଲକ୍ଷ୍ୟ ସେନ ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ସିନ୍ଧୁ କାନାଡାର ମିଚେଲ ଲୀଙ୍କ ନିକଟରୁ ୨୧-୮, ୨୧-୧୮ ଓ…

ପନ୍ତଙ୍କ ବିଶ୍ୱକପ ଖେଳିବା ସମ୍ଭାବନା ଉଜ୍ଜୀବୀତ

ନୂଆଦିଲ୍ଲୀ: କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଟିମ ଇଣ୍ଡିଆର ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ ଦ୍ରୁତ ଆରୋଗ୍ୟ ହେବାରେ ଲାଗିଛନ୍ତି । ନ୍ୟାଶନାଲ କ୍ରିକେଟ ଏକାଡେମୀରେ ସେ ଅଭ୍ୟାସ ଆରମ୍ଭ କରିଛନ୍ତି । ପନ୍ତଙ୍କ ଆଉ କୌଣସି ଅପରେଶନର ଆବଶ୍ୟକତା ନାହିଁ ଏନସିଏ ପକ୍ଷରୁ ତାଙ୍କ ଉପରେ ନଜର…

ପିସିବିକୁ ଆଇସିସିର ପ୍ରଶ୍ନ, ବିଶ୍ୱକପ ଖେଳିବ କି ନାହିଁ ?

ଲାହୋର: ଭାରତରେ ଅକ୍ଟୋବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ଖେଳିବା ନେଇ ସ୍ପଷ୍ଟ କରିବା ପାଇଁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ପାକିସ୍ତାନ କ୍ରିକେଟ ବୋର୍ଡକୁ କହିଛି । ଏଥିପାଇଁ ଆଇସିସି ଅଧ୍ୟକ୍ଷ ଗ୍ରେଗ ୱାର୍କଲ ଓ ସିଇଓ ଜ୍ୟେଫ ଏଲର୍ଡିସ ଲାହୋର ଆସିଛନ୍ତି । ପିସିବି ଅଧ୍ୟକ୍ଷ ନଜମ ସେଠୀ…

ମହମ୍ମଦ ଅଲୀ ବି ନଦୀରେ ଫିଙ୍ଗିଥିଲେ ଅଲିମ୍ପିକ ମେଡାଲ

ନୂଆଦିଲ୍ଲୀ: ଭାରତୀୟ ରେସଲରଙ୍କ ପ୍ରଦର୍ଶନ ଏବେ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ସେମାନଙ୍କ ଧାରଣ ରାଜନୈତିକ ରୂପ ମଧ୍ୟ ନେଇସାରିଛି । ନୂତନ ସଂସଦ ଭବନ ଯିବାବେଳେ ପୋଲିସ ରେସଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ରାୟୁଡୁ

ଅହମ୍ମଦାବାଦ: ଚେନ୍ନାଇ ସୁପର କିଙ୍ଗସର ସିନିୟର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି । ସେ ଗୁଜରାଟ ଟାଇଟନ୍ସ ବିପକ୍ଷ ଫାଇନାଲ ପୂର୍ବରୁ ଏ ସମ୍ପର୍କରେ ସୂଚନା ଦେଇ ସାରିଥିଲେ । ଫାଇନାଲରେ ରାୟୁଡୁ ୮ ବଲରେ ଗୁରୁତ୍ୱପୂର୍ଣ୍ଣ ୧୯ ରନ କରିଥିଲେ । ଯାହା…

ଇଣ୍ଟରକଣ୍ଟିନେଣ୍ଟାଲ କପ୍ ୨୦୨୩: ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ଜୁନ ମାସ ୯ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଆୟୋଜିତ ହେବାକୁ ଯାଉଛି ଇଣ୍ଟରକଣ୍ଟିନେଣ୍ଟାଲ କପ୍ ୨୦୨୩ । ମ୍ୟାଚର ପ୍ରଥମ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ମଙ୍ଗଳବାର ଏହି ଟିକେଟ କିଣିଛନ୍ତି । ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ…

ଆନ୍ଦୋଳନରତ ରେସଲର ଗଙ୍ଗାରେ ଫିଙ୍ଗିବେ ମେଡାଲ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରମାନେ ଜନ୍ତରମନ୍ତରରେ ଧାରଣା ଦେଇଥିଲେ । ଦୁଷ୍କର୍ମ ମାମଲାରେ ଦଣ୍ଡିତ କରିବା ସେମାନଙ୍କ ଦାବୀ ରହିଥିଲା । ନୂତନ ସଂସଦ ଭବନ ଅଭିମୁଖେ ଯିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖିବା ସହ ଯନ୍ତରମନ୍ତରରୁ…