Latest Odisha News

BREAKING NEWS

Browsing Category

ଖେଳ

IND vs PAK: ପାକିସ୍ତାନକୁ ପରାସ୍ତ ପରେ BCCIର ବଡ଼ ଘୋଷଣା: ଟିମ୍ ଇଣ୍ଡିଆକୁ ମିଳିବ ଏତେ କୋଟି ଟଙ୍କାର ପୁରସ୍କାର

ମୁମ୍ବାଇ: ଏସିଆ କପ୍ ୨୦୨୫ ଫାଇନାଲରେ ଭାରତ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଛି। ଏସିଆ ଦଖଲ କରିଛି ଭାରତୀୟ କ୍ରିକେଟ୍‌ ଦଳ। ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଭାରତ ନବମ ଥର ପାଇଁ ଏସିଆ କପ୍‌ ମୁକୁଟ ଜିତିଛି। ଦଶହରା ଓ ଦୀପାବଳି ପୂର୍ବରୁ…

ହ୍ୟାଟ୍ରିକ ହାରିଲା ପାକିସ୍ତାନ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ; କଟା ଘା’ରେ ବାଜିଲା ଚୂନ

ନୂଆଦିଲ୍ଲୀ: ସୀମାରୁ ମୈଦାନ ପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ଭାରତର ବିଜୟର ସେଲିବ୍ରେସନ ଜାରି ରହିଛି। କିଛି ମାସ ତଳେ ଅପରେସନ୍ ସିନ୍ଦୂରରେ ଭାରତୀୟ ସେନା ପାକିସ୍ତାନର ସାମରିକ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। ଏବେ ଭାରତୀୟ କ୍ରିକେଟ୍ ଟିମ୍ ମଧ୍ୟ ପାକିସ୍ତାନକୁ ଏସିଆ କପ୍ ୨୦୨୫ର…

ଏସିଆ କପ୍ ୨୦୨୫ ଫାଇନାଲ: ପାକିସ୍ତାନ ହାତରୁ ମ୍ୟାଚ ଛଡ଼ାଇ ଆଣିଲା ଭାରତ

ମୁମ୍ବାଇ: ଏସିଆ କପ୍ ୨୦୨୫ର ଫାଇନାଲ ମ୍ୟାଚରେ ଭାରତ ପାକିସ୍ତାନକୁ ହରାଇ ନବମ ଥର ପାଇଁ ମ୍ୟାଚ ଜିତିଛି। ଏହି ରୋମାଞ୍ଚକର ମ୍ୟାଚରେ ତିଲକ ବର୍ମାଙ୍କ ଦମଦାର ପାଳି ଭାରତକୁ ବିଜୟୀ କରାଇଛି। ତାଙ୍କର ଅର୍ଦ୍ଧଶତକ ପାକିସ୍ତାନ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଛି। ପାକିସ୍ତାନ ଭାରତ ଆଗରେ ୧୪୭ ରନର…

ସ୍ପିନ ଜାଲରେ ପୂନର୍ବାର ଫସିଲା ପାକିସ୍ତାନ

ଦୁବାଇ: ଚଳିତ ଏସିଆ କପ କ୍ରିକେଟର ଫାଇନାଲରେ ପାକିସ୍ତାନ ଭାରତ ସମ୍ମୁଖରେ ୧୪୭ ରନର ବିଜୟ ଲକ୍ଷ୍ୟ ରଖିଛି । ଭାରତ ଟସ ଜିିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ପାକିସ୍ତାନ ଆରମ୍ଭରୁ ଭଲ ବ୍ୟାଟିଂ ପ୍ରଦର୍ଶନ କରି ୧୨.୫ ଓଭରରେ ୨ ୱିକେଟ ହରାଇ ୧୧୩ ରନ ସଂଗ୍ରହ କରି ନେଇଥିଲା । ଦଳ ଏକ ବଡ…

ଚୟନ କମିଟିରେ ଏବେ ୨ ଓଡିଆ

ଭୁବନେଶ୍ୱର: ବିସିସିଆଇ ପୁରୁଷ ସିନିୟର ଚୟନ କମିଟିରେ ଏବେ ୨ଜଣ ପୂର୍ବତନ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ବାର୍ଷିକ ବୈଠକରେ ପ୍ରଜ୍ଞାନ ଓଝା ଓ ଆରପି ସିଂଙ୍କୁ ଚୟନ କମିଟିରେ ସାମିଲ କରାଯାଇଛି । ସେମାନେ ଏସ.ଶରଥ ଓ ସୁବ୍ରତ ବାନାର୍ଜୀଙ୍କ ସ୍ଥାନରେ ସୁଯୋଗ ପାଇଛନ୍ତି । ଅଜିତ ଅଗରକରଙ୍କ…

୧୦ମ କ୍ରିକେଟର ଭାବେ ମିଥୁନ ହେଲେ ବିସିସିଆଇ ସଭାପତି

ନୂଆଦିଲ୍ଲୀ: ବିସିସିଆଇ ଏବେ ବିଶ୍ୱ କ୍ରିକେଟରେ ବିତଶାଳୀ ବୋର୍ଡ ଭାବେ ପରିଗଣିତ । ଏହାର ସଭାପତି ହେବା ନିଶ୍ଚିତ ଭାବେ ଗର୍ବ ତଥା ଦାୟିତ୍ୱର ବିଷୟ । ରାଜନେତା, ଆଡମିିନଷ୍ଟ୍ରେଟରଙ୍କଠାରୁ ଆରମ୍ଭ କରି ପୂର୍ବତନ କ୍ରିକେଟରମାନେ ଏହି ଦାୟିତ୍ୱ ତୁଲାଇ ସାରିଛନ୍ତି । ଏବେ ନୂତନ ଭାବେ ସଭାପତି…

ବିସିସିଆଇ ଚୟନ କମିଟିରେ ପ୍ରଜ୍ଞାନ ଓଝା, ଆରପି ସିଂ ସାମିଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ବାର୍ଷିକ ବୈଠକରେ ଅନେକଗୁଡିଏ ପଦବୀ ପୂରଣ କରାଯାଇଛି । ଏସ.ଶରଥ ଓ ସୁବ୍ରତ ବାନାର୍ଜୀଙ୍କ ବଦଳରେ ଚୟନ କମିଟିରେ ପ୍ରଜ୍ଞାନ ଓଝା ଓ ଆରପି ସିଂ ସାମିଲ କରାଯାଇଛି । ପ୍ରବୀଣ କୁମାର ଅଳ୍ପକେ ସୁଯୋଗ ପାଇ ପାରି ନାହାନ୍ତି । ଉତରାଂଚଳରୁ ଆରପି ସିଂ ଓ…

India vs Pakistan Asia Cup: ଯଦି ହାର୍ଦ୍ଦିକ ପାଣ୍ଡ୍ୟା ବାଦ ପଡ଼ନ୍ତି, ଷ୍ଟାର ଅଲରାଉଣ୍ଡରଙ୍କ ସ୍ଥାନ କିଏ ନେବ?,…

ନୂଆଦିଲ୍ଲୀ: ଆଉ କେଇ ଘଣ୍ଟା ପରେ ଐତିହାସିକ ଏସିଆ କପ୍ ୨୦୨୫ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି । ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ପଲଡା ଭାରି ରହିଥିବା ବେଳେ ଫାଇନାଲ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଟେନସନ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ। ଟିମ୍ ଇଣ୍ଡିଆ…