Latest Odisha News

BREAKING NEWS

Browsing Category

ଖେଳ

ସମ୍ମାନିତ ହେଲେ ଉଦୀୟମାନ ବାସ୍କେଟବଲ ଖେଳାଳି

ଭୁବନେଶ୍ୱର: ଆଜି ଖୋର୍ଦ୍ଧା ଜିଲ୍ଲା ବାସ୍କେଟବଲ୍ ଆସୋସିଏସନ୍ (KDBA) ଓ ଭୁବନେଶ୍ୱର ବାସ୍କେଟବଲ୍ ଆସୋସିଏସନ୍ (BBA)ର ଖେଳାଳିମାନଙ୍କ ପାଇଁ ଏକ ଅଭିନନ୍ଦନ ସଭା ୟୁନିଟ୍–୧ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପରିସରରେ ଆୟୋଜିତ ହୋଇଥିଲା । ୬୨ତମ ଜୁନିଅର ବାସ୍କେଟବଲ୍ ଚାମ୍ପିଆନସିପ୍ ଓ ୫୦ତମ…

ଇଂଲଣ୍ଡ କୋଚ ପଦରୁ ହଟିଲେ ମ୍ୟାକକୁଲାମ

ଲଣ୍ଡନ: ବେନ ଷ୍ଟୋକ୍ସଙ୍କ ଅବସର ପରେ ଇଂଲଣ୍ଡ କ୍ରିକେଟ ଟିମର ମୂଖ୍ୟ କୋଚ ବ୍ରେଣ୍ଡନ ମ୍ୟାକକୁଲାମଙ୍କୁ ମଧ୍ୟ ଟେଷ୍ଟରୁ ହଟାଇ ଦିଆଯାଇଛି । ସେ କେବଳ ଧଳା ବଲ କ୍ରିକେଟରେ କୋଚିଂ ଦେବେ । ଟେଷ୍ଟ ଟିମର ନୂତନ କୋଚ କିଏ ହେବ ସେ ନେଇ ମଧ୍ୟ ଆଲୋଚନା ଜୋର ଧରିଛି । ଇଂଲଣ୍ଡ ପରେ ପାକିସ୍ତାନ ଏବଂ…

ଦିନିକିଆ ସିରିଜ ପୂର୍ବରୁ ଗିଲଙ୍କୁ ବ୍ୟାଟିଂ ଟିପ୍ସ ଦେଲେ କୋହଲି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଭାରତ ଶୋଚନୀୟ ଭାବେ ପରାଜିତ ହୋଇଛି । ୪-୦ରେ ସିରିଜ ହାରିବା ପରେ ଏବେ ଦିନିକିଆ ସିରିଜ ଉପରେ ସମସ୍ତଙ୍କ ନଜର ରହିଛି । ୧୪ ଜୁଲାଇରୁ ଏହି ସିରିଜ ଆରମ୍ଭ ହେବ । ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମରାହଙ୍କ ପରି ଖେଳାଳିଙ୍କ…

ଚାପରେ ଗମ୍ଭୀରଙ୍କ ଟିମ, ହାତ ଛାଡିବେ ସହକାରୀ କୋଚ

ନୂଆଦିଲ୍ଲୀ:ଇଂଲଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରି ସିରିଜ ପରାଜୟବରଣ କରିଛି । ବିସିସିଆଇ ଏହି ପରାଜୟ ନେଇ ଅସନ୍ତୋଷ ରହିଛି । ରିପୋର୍ଟ ମୁତାବକ କୋଚ ଗୌତମ ଗମ୍ଭୀରଙ୍କ ଟିମ ଏବେ ଚାପରେ ରହିଛି । ବିସିସିଆଇ ସପୋର୍ଟ ଷ୍ଟାଫ ବଦଳାଇବା ପାଇଁ ଚାହୁଁଛି ।…

ଡାଇମଣ୍ଡ ଲିଗରେ ପୋଡିୟମ ଫିନିଶ କରି ଇତିହାସ ରଚିଲେ ସର୍ବେଶ

ନୂଆଦିଲ୍ଲୀ: ଭାରତୀୟ ହାଇଜମ୍ପର ସର୍ବେଶ କୁଶାରେ ଡାଇମଣ୍ଡ ଲିଗରେ ପୋଡିୟମ ଫିନିଶ କରି ଇତିହାସ ରଚିଛନ୍ତି । ମୋନାକୋ ଡାଇମଣ୍ଡ ଲିଗରେ ସେ ପ୍ରଥମ ଭାରତୀୟ ଭାବେ ହାଇଜମ୍ପରେ ଏହି ସଫଳତା ହାସଲ କରିଛନ୍ତି । ୩୧ ବର୍ଷୀୟ ସର୍ବେଶ ୨.୨୬ ମିଟର ଜମ୍ପ କରି ତୃତୀୟ ସ୍ଥାନ ହାତେଇଥିଲେ । ଡାଇମଣ୍ଡ…

ଫିଫା ବିଶ୍ୱକପ: ବ୍ରାଜିଲ ପଛକୁ ଭାରତରେ ଅଧିକ ପ୍ରଶଂସକ

ନୂଆଦିଲ୍ଲୀ: ଚଳିତ ଫିଫା ବିଶ୍ୱକପରେ ଭାରତ ଖେଳୁ ନାହିଁ । ଅଥଚ ଭାରତରେ କିନ୍ତୁ ଫୁଟବଲ କ୍ରେଜ କମିନି । ଏକ ରିପୋର୍ଟ ମୁତାବକ ବ୍ରାଜିଲା ପରେ ଦ୍ୱିତୀୟ ସର୍ବାଧିକ ପ୍ରଶଂସକ ଭାରତରେ ରହିଛନ୍ତି । କ୍ରିଏଟର ଇଂଟେଲଜେନ୍ସି ପ୍ଲାଟଫର୍ମରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଫିଫା ବିଶ୍ୱକପ…

ପୂନର୍ବାର ଭାଙ୍ଗିଲା ଏହି ମହାନ ଖେଳାଳିଙ୍କ ୨୫ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ ସ୍ୱପ୍ନ

ଲଣ୍ଡନ: ଚଳିତ ୱିମ୍ବେଲଡେନ ଟେନିସ ଟୁର୍ଣ୍ଣାମେଂଟରେ ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ସର୍ବିୟାର ମହାନ ଖେଳାଳି ନୋଭାକ ଜୋକୋଭିଚ ୨୫ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲର ସ୍ୱପ୍ନ ପୂନର୍ବାର ଭାଙ୍ଗିଯାଇଛି । ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ସେ ଇଟାଲୀର ଜାନିକ ସିନରଙ୍କ ନିକଟରୁ ୬-୪, ୬-୪…

ଏସିଆନ ଗେମ୍ସ ପାଇଁ ଭାରତୀୟ ହକି ଦଳ ଘୋଷିତ, ଓଡିଶାର ସୁନେଲିତାଙ୍କୁ ସୁଯୋଗ

ଭୁବନେଶ୍ୱର: ଆଇଚି-ନାଗୋୟା ଏସିଆନ ଗେମ୍ସ ପାଇଁ ଭାରତୀୟ ମହିଳା ହକି ଦଳର ଘୋଷଣା କରାଯାଇଛି । ଜାପାନରେ ସେପ୍ଟମ୍ବର ୧୮ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ସଲିମା ଟେଟେଙ୍କ ନେତୃତ୍ୱରେ ଘୋଷିତ ଦଳରେ ଓଡିଶାର ଉଦୀୟମାନ ମିଡଫିଲ୍ଡର ସୁନେଲିତା ଟପ୍ପୋ ସ୍ଥାନ ପାଇଛନ୍ତି । ରାଜଗିରିରେ…

୩ଟି ଷ୍ଟାଡିୟମ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଏନଜିଟି

ନୂଆଦିଲ୍ଲୀ: ଭାରତର ୩ଟି ବଡ କ୍ରିକେଟ ଷ୍ଟାଡିୟମ ଉପରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ୩ଟି ଷ୍ଟାଡିୟମ ହେଲା ନଭୀ ମୁମ୍ବାଇର ଡିୱାଇ ପାଟିଲ, ରାୟପୁରର ଶହୀଦ ବୀର ନାରାୟଣ ସିଂ ଓ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ । ଜୟପୁରରେ ବୈଭବ ୩୪ ବଲରେ ଶତକ…

ରାଜ୍ୟଗୋଷ୍ଠୀ କ୍ରୀଡା: ଅଂଶଗ୍ରହଣ ପାଇଁ ୧୯୧ଜଣଙ୍କୁ ଅନୁମତି ପ୍ରଦାନ କଲେ କ୍ରୀଡା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଗ୍ଲାସଗୋରେ ଜୁଲାଇ ୨୩ରୁ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ହେବ । ଏଥିପାଇଁ ୧୯୧ ଜଣିଆ ଭାରତୀୟ ଦଳକୁ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ମଂଜୁରୀ ପ୍ରଦାନ କରାଯାଇଛି । ସମ୍ପୂର୍ଣ୍ଣ ଦଳରେ ୧୨୬ ଖେଳାଳି ଓ ୫୧ ସପୋର୍ଟ ଷ୍ଟାଫ ରହିଛନ୍ତି । ୭୮ଜଣ ପୁରୁଷ ଓ ୪୮ଜଣ ମହିଳା ପ୍ରତିଯୋଗୀ ଏଥିରେ…