Latest Odisha News

BREAKING NEWS

Browsing Category

ଖେଳ

ଏସିଆ କପ୍ ୨୦୨୫ ଫାଇନାଲ: ପାକିସ୍ତାନ ହାତରୁ ମ୍ୟାଚ ଛଡ଼ାଇ ଆଣିଲା ଭାରତ

ମୁମ୍ବାଇ: ଏସିଆ କପ୍ ୨୦୨୫ର ଫାଇନାଲ ମ୍ୟାଚରେ ଭାରତ ପାକିସ୍ତାନକୁ ହରାଇ ନବମ ଥର ପାଇଁ ମ୍ୟାଚ ଜିତିଛି। ଏହି ରୋମାଞ୍ଚକର ମ୍ୟାଚରେ ତିଲକ ବର୍ମାଙ୍କ ଦମଦାର ପାଳି ଭାରତକୁ ବିଜୟୀ କରାଇଛି। ତାଙ୍କର ଅର୍ଦ୍ଧଶତକ ପାକିସ୍ତାନ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଛି। ପାକିସ୍ତାନ ଭାରତ ଆଗରେ ୧୪୭ ରନର…

ସ୍ପିନ ଜାଲରେ ପୂନର୍ବାର ଫସିଲା ପାକିସ୍ତାନ

ଦୁବାଇ: ଚଳିତ ଏସିଆ କପ କ୍ରିକେଟର ଫାଇନାଲରେ ପାକିସ୍ତାନ ଭାରତ ସମ୍ମୁଖରେ ୧୪୭ ରନର ବିଜୟ ଲକ୍ଷ୍ୟ ରଖିଛି । ଭାରତ ଟସ ଜିିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ପାକିସ୍ତାନ ଆରମ୍ଭରୁ ଭଲ ବ୍ୟାଟିଂ ପ୍ରଦର୍ଶନ କରି ୧୨.୫ ଓଭରରେ ୨ ୱିକେଟ ହରାଇ ୧୧୩ ରନ ସଂଗ୍ରହ କରି ନେଇଥିଲା । ଦଳ ଏକ ବଡ…

ଚୟନ କମିଟିରେ ଏବେ ୨ ଓଡିଆ

ଭୁବନେଶ୍ୱର: ବିସିସିଆଇ ପୁରୁଷ ସିନିୟର ଚୟନ କମିଟିରେ ଏବେ ୨ଜଣ ପୂର୍ବତନ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ବାର୍ଷିକ ବୈଠକରେ ପ୍ରଜ୍ଞାନ ଓଝା ଓ ଆରପି ସିଂଙ୍କୁ ଚୟନ କମିଟିରେ ସାମିଲ କରାଯାଇଛି । ସେମାନେ ଏସ.ଶରଥ ଓ ସୁବ୍ରତ ବାନାର୍ଜୀଙ୍କ ସ୍ଥାନରେ ସୁଯୋଗ ପାଇଛନ୍ତି । ଅଜିତ ଅଗରକରଙ୍କ…

୧୦ମ କ୍ରିକେଟର ଭାବେ ମିଥୁନ ହେଲେ ବିସିସିଆଇ ସଭାପତି

ନୂଆଦିଲ୍ଲୀ: ବିସିସିଆଇ ଏବେ ବିଶ୍ୱ କ୍ରିକେଟରେ ବିତଶାଳୀ ବୋର୍ଡ ଭାବେ ପରିଗଣିତ । ଏହାର ସଭାପତି ହେବା ନିଶ୍ଚିତ ଭାବେ ଗର୍ବ ତଥା ଦାୟିତ୍ୱର ବିଷୟ । ରାଜନେତା, ଆଡମିିନଷ୍ଟ୍ରେଟରଙ୍କଠାରୁ ଆରମ୍ଭ କରି ପୂର୍ବତନ କ୍ରିକେଟରମାନେ ଏହି ଦାୟିତ୍ୱ ତୁଲାଇ ସାରିଛନ୍ତି । ଏବେ ନୂତନ ଭାବେ ସଭାପତି…

ବିସିସିଆଇ ଚୟନ କମିଟିରେ ପ୍ରଜ୍ଞାନ ଓଝା, ଆରପି ସିଂ ସାମିଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ବାର୍ଷିକ ବୈଠକରେ ଅନେକଗୁଡିଏ ପଦବୀ ପୂରଣ କରାଯାଇଛି । ଏସ.ଶରଥ ଓ ସୁବ୍ରତ ବାନାର୍ଜୀଙ୍କ ବଦଳରେ ଚୟନ କମିଟିରେ ପ୍ରଜ୍ଞାନ ଓଝା ଓ ଆରପି ସିଂ ସାମିଲ କରାଯାଇଛି । ପ୍ରବୀଣ କୁମାର ଅଳ୍ପକେ ସୁଯୋଗ ପାଇ ପାରି ନାହାନ୍ତି । ଉତରାଂଚଳରୁ ଆରପି ସିଂ ଓ…

India vs Pakistan Asia Cup: ଯଦି ହାର୍ଦ୍ଦିକ ପାଣ୍ଡ୍ୟା ବାଦ ପଡ଼ନ୍ତି, ଷ୍ଟାର ଅଲରାଉଣ୍ଡରଙ୍କ ସ୍ଥାନ କିଏ ନେବ?,…

ନୂଆଦିଲ୍ଲୀ: ଆଉ କେଇ ଘଣ୍ଟା ପରେ ଐତିହାସିକ ଏସିଆ କପ୍ ୨୦୨୫ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି । ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ପଲଡା ଭାରି ରହିଥିବା ବେଳେ ଫାଇନାଲ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଟେନସନ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ। ଟିମ୍ ଇଣ୍ଡିଆ…

ଏଥର ଅଫିସିଆଲ, ମିଥୁନ ମନହାସ ହେଲେ ବିସିସିଆଇର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ମିଥୁନ ମନହାସ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ନୂତନ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ତାଙ୍କ ଏକ୍ସ ଆକାଂଉଟରେ ପ୍ରଥମେ ଏହି ଖୁସୀ ଖବର ଶେୟାର କରିଛନ୍ତି । ଜମ୍ମୁ-କଶ୍ମୀରେ ଜନ୍ମିତ ମିଥୁନ ସଭାପତି ହେବେ ବୋଲି ପୂର୍ବରୁ ରିପୋର୍ଟ…

କୂଲଦୀପ ୭ ବର୍ଷ ପରେ ପୂନର୍ବାର କରିବେ କି କମାଲ

ଦୁବାଇ: ଆଉ କିଛି ସମୟ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଚଳିତ ଏସିଆ କପରେ ଭାରତ ୨ଥର ପାକିସ୍ତାନକୁ ହରାଥ ଭଲ ଫର୍ମରେ ରହିଛି । ଆଜିକୁ ୭ ବର୍ଷ ତଳେ କୂଲଦୀପ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଭାରତକୁ ଏସିଆ କପରେ ଚାମ୍ପିୟନ କରାଇବାରେ ମୂଖ୍ୟ…