Latest Odisha News

BREAKING NEWS

Browsing Category

ଖେଳ

ଫିଟନେସ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଯିବେ କୁମିନ୍ସ

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ପ୍ୟାଟ କୁମିନ୍ସ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଅଷ୍ଟ୍ରେଲିଆର ଏହି ଷ୍ଟାର ଖେଳାଳି ଆଘାତ ସମସ୍ୟା ଯୋଗୁ ଏବେ ଆଇପିଏଲର କେତେକ ମ୍ୟାଚରୁ ଓହରି ଯାଇଛନ୍ତି । ଏପ୍ରିଲର ତୃତୀୟ ସପ୍ତାହ ଆଡକୁ ସେ ଭାରତ ଆସିବେ । ଅଷ୍ଟ୍ରେଲିଆର ତାଙ୍କ ଫିଟନେସ…

ଯୁବିଙ୍କ ବଡ ଖୁଲାସା: ଅଧିନାୟକ, କୋଚ ସ୍ପଷ୍ଟ କରି ନ ଥିଲେ ମୋତେ ଟିମରେ ନିଆଯିବ କି ନାହିଁ

ନୂଆଦିଲ୍ଲୀ: ୨୦୧୧ ବିଶ୍ୱକପ ହୀରୋ ଯୁବରାଜ ସିଂ ଏକ ସାକ୍ଷାତକାରରେ କେତେକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି । ମୁଁ ଜଣେ ସିନିୟର ଖେଳାଳି ହେବା ସତ୍ୱେ କ୍ୟାରିୟରର ଶେଷ ଭାଗରେ ଟିମରେ ନିଆଯିବ କି ନାହିଁ ସେ ନେଇ କୋଚ କିମ୍ବା ଅଧିନାୟକ ଖୁଲାସା କରି ନ ଥିଲେ । ଯୁବରାଜଙ୍କ ଏହି ବୟାନ ଏବେ ବେଶ…

ଚେନ୍ନାଇର କ୍ରମାଗତ ଦ୍ୱିତୀୟ ପରାଜୟ

ଚେନ୍ନାଇ: ଚଳିତ ଆଇପିଏଲରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଶ୍ରେୟାଶ ଆୟାର ଓ ପ୍ରଭସିମ୍ରନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗସ ୫ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ଚେନ୍ନାଇର ଏହା କ୍ରମାଗତ ଦ୍ୱିତୀୟ ପରାଜୟ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୫…

ଅଧିନାୟକ ପଦ ହରାଇବେ କି ରାହାଣେ

କୋଲକାତା: କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଅଜିଙ୍କ୍ୟ ରାହାଣେ ତାଙ୍କ ଅଧିନାୟକ ପଦ ହରାଇବା ନେଇ ସୋସିଆଲ ମିଡିଆରେ ବିଭିନ୍ନ ରିପୋର୍ଟମାନ ପ୍ରକାଶ ପାଇବାରେ ଲାଗିଛି । ରାହାଣେଙ୍କ ବଦଳରେ ରିଙ୍କୁ ସିଂଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯିବା ନେଇ ଆଲୋଚନା ହେଉଛି । ମୁମ୍ବାଇ ବିପକ୍ଷ…

ଦିନିକିଆ ବିଶ୍ୱକପ: ସାମୀଙ୍କ ପରେ ବରୁଣଙ୍କୁ ସୁଯୋଗ ନ ମିିଳିପାରେ

ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ୱକପ ଦଳ ଚୟନ ପାଇଁ ବିସିସିଆଇର ଚୟନ କମିଟି ଆଇପିଏଲ ୨୦୨୬ରେ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିଛନ୍ତି । ପେସ ବୋଲର ମହମ୍ମଦ ସାମୀ ଏହି ଦଳରେ ସ୍ଥାନ ପାଇବା ସମ୍ଭାବନା ପ୍ରାୟତଃ କ୍ଷୀଣ । ସ୍ପିନର ବରୁଣ ଚକ୍ରବର୍ତିଙ୍କ ପ୍ରଦର୍ଶନ ଉପରେ ନଜର ରଖାଯାଇଥିଲେ…

କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ପାକିସ୍ତାନର ସାହେବଜାଦା ଫରହାନ ଭାରତର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଟି୨୦ କ୍ରିକେଟରେ ପଛରେ ପକାଇ ଦେଇଛନ୍ତି । ନିକଟରେ ଟି୨୦ ବିଶ୍ୱକପରେ ସେ କୋହଲିଙ୍କ ରେକର୍ଡ ଭାଙ୍ଗିଥିଲେ । ଗୋଟିଏ ବିଶ୍ୱକପରେ ସର୍ବାଧିକ ରନ ସଂଗ୍ରହ କରିବା ରେକର୍ଡ କୋହଲିଙ୍କ…

ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ସମୀର ରିଜଭୀ ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷରେ ବିସ୍ଫୋରକ ତଥା ମ୍ୟାଚ ବିଜୟୀ ଇନିଂସ ଖେଳି ଚର୍ଚ୍ଚାରେ ରହିଛନ୍ତି । ଏବେ ସମୀରଙ୍କ କ୍ରିକେଟ ବ୍ୟତୀତ ଅନ୍ୟ ଏକ କାରଣ ଯୋଗୁ ସୋସିଆଲ ମିଡିଆରେ ଟ୍ରେଣ୍ଡିଙ୍ଗରେ ରହିଛନ୍ତି । ରିପୋର୍ଟ ମୁତାବକ ସମୀର ଏବେ ମଡେଲ ତଥା…

ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖୁସୀ ଖବର, ନେଟ୍ସକୁ ଫେରିଲେ କ୍ୟାପଟେନ କୁଲ

ନୂଆଦିଲ୍ଲୀ: ଆଇପିଏଲର ଚଳିତ ସିଜନ ଆରମ୍ଭରୁ ଚେନ୍ନାଇ ସୁପର କିଙ୍ଗସକୁ ଶକ୍ତ ଧକ୍କା ଲାଗିଥିଲା । ଦଳର ଷ୍ଟାର ଖେଳାଳୀ ମହେନ୍ଦ୍ର ସିଂ ଧୋନୀ ଆଘାତ ସମସ୍ୟା ଯୋଗୁ ପ୍ରଥମ ମ୍ୟାଚରେ ଖେଳି ନ ଥିଲେ । ତାଙ୍କୁ ଡାକ୍ତର ୨ ସପ୍ତାହ ବିଶ୍ରାମ କରିବା ପାଇଁ ପରାମର୍ଶ ଦେଇଛି । ଚେନ୍ନାଇ ପ୍ରଥମ ମ୍ୟାଚରେ…

ପୂନର୍ବାର ଚର୍ଚ୍ଚାରେ ପନ୍ତ-ଗୋୟଙ୍କାଙ୍କ ଆଲୋଚନା

ନୂଆଦିଲ୍ଲୀ: ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ମାଲିକ ସଞ୍ଜୀବ ଗୋୟନଙ୍କାଙ୍କୁ ନେଇ ପୂନର୍ବାରେ ଚର୍ଚ୍ଚା ଜୋର ଧରିଛି । ଲକ୍ଷ୍ନୌ ସୁପର ଜ୍ୟାଂଟସ ପରାଜୟ ସହ ତାର ଅଭିଯାନ ଆରମ୍ଭ କରିଛି । ମ୍ୟାଚ ପରେ ଗୋୟଙ୍କା ଓ ଅଧିନାୟକ ରିଷଭ ପନ୍ତଙ୍କ ମଧ୍ୟରେ ହେଉଥିବା ଆଲୋଚନା ସୋସିଆଲ ମିଡିଆରେ ଭାଇରାଲ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଶ୍ୱିନ୍ କାହିଁକି ଦେଲେ ସତର୍କବାଣୀ ?

ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରୁ ଆସୁଛି ଏକ ବଡ଼ ଖବର। ମାତ୍ର ୧୫ ବଲ୍‌ରେ ଅର୍ଦ୍ଧଶତକ ଏବଂ ଆଇପିଏଲ୍ ଡେବ୍ୟୁରେ ଚମତ୍କାର ବ୍ୟାଟିଂ କରି ସାରା ବିଶ୍ୱର ନଜରକୁ ଆସିଛନ୍ତି ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ତାଙ୍କୁ ତୁରନ୍ତ ଟିମ୍ ଇଣ୍ଡିଆରେ ସାମିଲ କରିବା ପାଇଁ ଅନେକ ଦିଗ୍‌ଗଜ ଦାବି କରୁଥିବା…