Latest Odisha News

BREAKING NEWS

Browsing Category

ଖେଳ

ହକି ବିଶ୍ୱକପ: କ୍ୱାର୍ଟର ଫାଇନାଲରେ ଦକ୍ଷିଣ କୋରିଆ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଦ୍ୱିତୀୟ କ୍ରସଓଭର ମ୍ୟାଚରେ ଆର୍ଜେଂଟିନାକୁ ହରାଇ ଦକ୍ଷିଣ କୋରିଆ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛି । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚର ଫଳାଫଳ ପେନାଲ୍ଟି ଶୁଟଆଉଟରେ ବାହାରିଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଟିମ ପରସ୍ପର ବିରୋଧରେ ୫ଟି…

ହକି ବିଶ୍ୱକପ : ଫ୍ରାନ୍ସକୁ ହରାଇ କ୍ୱାର୍ଟରରେ ଜର୍ମାନୀ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ହକି ବିଶ୍ୱକପ କ୍ରସଓଭର ମ୍ୟାଚରେ ଜର୍ମାନୀ ୫-୧ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ଜର୍ମାନୀ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା । ଫ୍ରାନ୍ସ ବହୁ କଷ୍ଟରେ ଗୋଟିଏ…

ବିବାହ ମୁଦି କଥା ବି ଭୁଲି ଯାଇଥିଲେ ରୋହିତ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଟସ ବେଳେ ଟିମ ଡିସିଶନ ଭୁଲି ଯାଇଥିଲେ । ଟମ ଲାଥାମ ଓ ମ୍ୟାଚ ରେଫରୀଙ୍କୁ ଏଥିପାଇଁ ବେଶ କିଛି ସମୟ ଅପେକ୍ଷା କରିବାକୁ ପଡିଥିଲା । ରୋହିତ ଜଣେ ଭୁଲା ମନ ବ୍ୟକ୍ତି । ତାଙ୍କ ପ୍ରିୟ ବନ୍ଧୁ ବିରାଟ…

ଅଷ୍ଟ୍ରେଲିଆନ ଓପନ ଟେନିସ: ମିକ୍ସଡ ଡବଲ୍ସ କ୍ୱାର୍ଟରରେ ସାନିଆ-ବୋପାନ୍ନା

ମେଲବୋର୍ଣ୍ଣ: କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ଖେଳୁଥିବା ଭାରତର ଷ୍ଟାର ମହିଳା ଖେଳାଳି ସାନିଆ ମିର୍ଜା ମିକ୍ସଡ ଡବଲ୍ସ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଏଥିସହ ତାଙ୍କ ନିକଟରେ ଶେଷ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ସମ୍ଭାବନା ସୃଷ୍ଟି ହୋଇଛି । ସାନିଆ ଓ ରୋହନ ବୋପାନ୍ନା ଯୋଡି…

ବର୍ଷକର ଶ୍ରେଷ୍ଠ ଟି୨୦ ଏକାଦଶରେ ଭାରତରୁ ୩

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୨ ଶ୍ରେଷ୍ଠ ଟି୨୦ ଏକାଦଶ ଚୟନ କରିଛି । ଏଥିରେ ଭାରତର ୩ଜଣ ଖେଳାଳି ସ୍ଥାନ ପାଇଛି । ସେମାନେ ହେଲେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା । ବିଶ୍ୱ ଚାମ୍ପିୟନ ଇଂଲଣ୍ଡ ଓ ପାକିସ୍ତାନରୁ ୨ଜଣ ଲେଖାଁଏ ଖେଳାଳିଙ୍କୁ…

ଋଷଭ ପନ୍ତଙ୍କ ପାଇଁ ଉଜ୍ଜୟୀନ ମନ୍ଦିରର ପୂଜାର୍ଚ୍ଚନା କଲେ ଟିମ୍‌ ଇଣ୍ଡିଆର ଖେଳାଳି ଓ ଅମ୍ପାୟାର

ଭୋପାଳ: ଦୁର୍ଘଟଣାର ଶିକାର ହୋଇ ଆହତ ଅବସ୍ଥାରେ ଚିକିତ୍ସିତ ଥିବା ଋଷବ ପନ୍ତଙ୍କ ପାଇଁ ମନ୍ଦିରର ପୂଜା କଲେ ଟିମ୍ ଇଣ୍ଡିଆର ଖେଳାଳି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ ଖେଳିବା ପୂର୍ବରୁ ସୋମବାର ସକାଳେ ଖେଳାଳି, ଅମ୍ପାୟାର ଓ ଅଧିକାରୀମାନେ ପ୍ରସିଦ୍ଧ ଉଜ୍ଜୟୀନ ମନ୍ଦିରରେ…

ବିଶ୍ୱକପରେ ଭାରତର ସ୍ୱପ୍ନ ବାରମ୍ବାର ଭାଙ୍ଗୁଛି ନ୍ୟୁଜିଲାଣ୍ଡ

ଭୁବନେଶ୍ୱର: ହକି ବିଶ୍ୱକପ କ୍ରସ ଓଭର ମ୍ୟାଚରେ ଭାରତ ପେନାଲ୍ଟି ଶୁଟ ଆଉଟରେ ନ୍ୟୁଜିଲାଣ୍ଡଠାରୁ ପରାଜିତ ହୋଇଛି । ଏଥିସହ ୧୯୭୫ ପରେ ଭାରତର ବିଶ୍ୱକପ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି । ତେବେ ସବୁଠାରୁ ମଜା କଥା ସେ ହକି ହେଉ କିମ୍ବା କ୍ରିକେଟ ଭାରତ ବିଶ୍ୱକପ ଜିତିବା ପଥରେ ନ୍ୟୁଜିଲାଣ୍ଡ…

ହକି ବିଶ୍ୱକପ : ଭାରତକୁ ହରାଇ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହକି ବିଶ୍ୱକପ କ୍ରସ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରି ଭାରତ କ୍ୱାର୍ଟରଫାଇନାଲରେ ପ୍ରବେଶ କରିପାରି ନାହିଁ । ଏହି ରୋମାଂଚକ ମୁକାବିଲାର ନିର୍ଦ୍ଧାରିତ ସମୟରେ ଉଭୟ ଟିମ ୩-୩ ଗୋଲ ସ୍କୋର କରିଥିଲେ । ଏହା ପରେ ପେନାଲ୍ଟି ଶୁଟ ଆଉଟର…

ହକି ବିଶ୍ୱକପ:ରୋମାଂଚକ ମୁକାବିଲାରେ ମାଲେସିଆକୁ ହରାଇ କ୍ୱାର୍ଟରରେ ସ୍ପେନ

ଭୁବନେଶ୍ୱର: ଚଳିତ ହକି ବିଶ୍ୱକପରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ କ୍ରସଓଭର ମୁକାବିଲାରେ ସ୍ପେନ ପେନାଲ୍ଟି ଶୁଟ ଆଉଟରେ ମାଲେସିଆକୁ ହରାଇ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି । ନିର୍ଦ୍ଧାରିତ ସମୟରେ ଉଭୟ ଟିମ ୨ଟି ଲେଖାଁଏ ଗୋଲ ସ୍କୋର କରିଥିଲେ । ଫଳାଫଳ ପାଇଁ ପେନାଲ୍ଟି…

ମୁହଁ ଖୋଲିଲେ ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର କବିତା, ଉତ୍ପୀଡନ ଯୋଗୁ ରେସଲିଂ କ୍ୟାରିୟର ଛାଡି ଦେଇଥିଲି

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ଓ ରେସଲରଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଥମିବାର ନାମ ଧରୁନି । ହରିୟାଣା ଜିନ୍ଦର ଡବ୍ଲୁଡବ୍ଲ୍ୟୁଇ ଷ୍ଟାର କବିତା ଦଲାଲ ଏ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ମୁଁ ମଧ୍ୟ ଉତ୍ପୀଡନ ଯୋଗୁ ରେସଲିଂ ଛାଡିବାକୁ ବାଧ୍ୟ ହୋଇଥିଲି । ସେ ସମୟରେ ଫେଡେରେଶନ…