Latest Odisha News

BREAKING NEWS

Browsing Category

ଖେଳ

କୋହଲି କାହିଁକି ପିନ୍ଧନ୍ତି ୧୮ ନମ୍ବର ଜର୍ସି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ କିଏ ବା ନ ଜାଣେ । ନିଜ ଖେଳ ମାଧ୍ୟମରେ ସେ ସାରା ବିଶ୍ୱରେ ପରିଚିତ । ୧୫ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରରେ ସେ ୨୫ ହଜାରରୁ ଅଧିକ ରନ ସଂଗ୍ରହ କରି ସାରିଛନ୍ତି । ମାତ୍ର ୫ଜଣ ଖେଳାଳି ଏହି କୀର୍ତିମାନ କରି ପାରିଛନ୍ତି…

ଖେଲୋ ଇଣ୍ଡିଆ ୟୁଥ ମିଟ: ଓଡିଶାର ମୀନାଙ୍କୁ ସ୍ୱର୍ଣ୍ଣ

ବାଙ୍ଗାଲୋର: ଖେଲୋ ଇଣ୍ଡିଆ ୟୁଥ ମହିଳା ର‌୍ୟାଙ୍କିଙ୍ଗ ମିଟରେ ଓଡିଶାର ଲିଫ୍ଟର ମୀନା ସିଂ ଜବରଦସ୍ତ ଫର୍ମରେ ରହିଛନ୍ତି । ସେ ବାଙ୍ଗାଲୋରରେ ଅନୁଷ୍ଠିତ ମୁକାବିଲାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୪୫ କିଗ୍ରା ବିଭାଗରେ ସେ ଏହି ସଫଳତା ହାସଲ କରିଛନ୍ତି । ମୀନା ଭୁବନେଶ୍ୱର କ୍ରୀଡା…

ଦିଲ୍ଲୀ ଟିମ ସହିତ ରହିବେ ପନ୍ତ

ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁ ଷ୍ଟାର ଖେଳାଳି ରିଷଭ ପନ୍ତ ଆଇପିଏଲ ୨୦୨୩ରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ଡେଭିଡ ୱାର୍ଣ୍ଣର ନେବେ । ଦଳର ମୂଖ୍ୟ କୋଚ ରିକି ପଂଟି କିନ୍ତୁ ପନ୍ତ ସାମିଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ପନ୍ତ ଆମ ଟିମର…

ସର୍ବାଧିକ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ରୋନାଲ୍ଡୋଙ୍କ ବିଶ୍ୱରେକର୍ଡ

ଲିସବୋନ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଗୋଟିଏ ପରେ ଗୋଟିଏ କୀର୍ତିମାନ ସ୍ଥାପନ କରିବାରେ ଲାଗିଛନ୍ତି । ଶୁକ୍ରବାର ସେ ସର୍ବାଧିକ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ୧୯୭ ମ୍ୟାଚ ଖେଳି ଏହି ରେକର୍ଡ କରିଛନ୍ତି । ତାଙ୍କ…

ଓଡ଼ିଶାର ଗର୍ବ ରିଷିତା: ୧୨ ବର୍ଷରେ ଘୋଡା ଚଢି ପଦକ ହାତେଇଲେ

ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଗର୍ବ ଆଣିଲେ ରିଷିତା । ୧୨ ବର୍ଷରେ ଘୋଡ଼ା ଚଢି କମାଲ ଦେଖାଇଲେ । ସାରା ଦେଶରେ ନିଜର ଚମକ ଖେଳାଇ ଦେଲେ ।  ଦିଲ୍ଲୀରେ ଆୟୋଜିତ ଜାତୀୟ ସ୍ତରୀୟ ହର୍ସ ରାଇଡିଂ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ଖେଳି ବ୍ରୋଞ୍ଚ ପଦକ ପାଇଛନ୍ତି ରିଶିତା । ୧୦୦ ଜଣ ପ୍ରତିଯୋଗୀଙ୍କ…

ବାଲେଶ୍ୱରର ବାପି ହର୍ଡଲ୍ସରେ ବିଶ୍ୱରେ ଏକ ନମ୍ବର, ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯେତେ ଘାତ ପ୍ରତିଘାତ ଥାଉ ଯଦି ଜଣଙ୍କର ନିଷ୍ଠା ଅଛି ତାହେଲେ ତାଙ୍କର ପ୍ରତିଷ୍ଠା ଆସିବା ଥୟ। ଆଜି ଏହା ପ୍ରମାଣିତ କରି ଦେଖାଇଛନ୍ତି ୧୮ ବର୍ଷରୁ କମ୍ ଦୌଡ଼ ପ୍ରତିଯୋଗିତାରେ ୪୦୦ ମିଟର ହର୍ଡଲସରେ ସ୍ୱର୍ଣ୍ଣ ପଦକ ଜିତିଥିବା ବାଲେଶ୍ୱରର ଆଥଲେଟ ବାପି ହାଁସଦା। ଯାହାଙ୍କୁ ୨୫ ଲକ୍ଷ…

୨୦୨୩ ଏସିଆ କପ ପାକିସ୍ତାନରେ ହୋଇପାରେ

ନୂଆଦିଲ୍ଲୀ: ୨୦୨୩ ଏସିଆ କପ କ୍ରିକେଟ ପାକିସ୍ତାନରେ ହୋଇପାରେ । ଗୁରୁବାର କ୍ରିକଇନଫୋରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିସିସିଆଇ ଓ ପିସିବି ଏଥିନେଇ ଆଲୋଚନା କରିଛନ୍ତି । ଏସିଆ କପ ଆୟୋଜନ ଅଧିକାର ପାକିସ୍ତାନ ପାଖରେ ରହିଛି । ୟୁଏଇ, ଓମାନ, ଶ୍ରୀଲଙ୍କା ଓ ଇଂଲଣ୍ଡରେ ଭାରତ ମ୍ୟାଚ ଆୟୋଜନ…

ଏଏଚଏଫ ଦ୍ୱାରା ସମ୍ବର୍ଦ୍ଧିତ ହେଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ହକି ବିଶ୍ୱକପ ୨୦୨୩କୁ ସଫଳତାର ସହ ଆୟୋଜନ କରିଥିବା ନେଇ ଏସିଆନ ହକି ମହାସଂଘ ହକି ଇଣ୍ଡିଆକୁ ସମ୍ବର୍ଦ୍ଧିତ କରିଛି । ଦକ୍ଷିଣ କୋରିଆର ମୁଙ୍ଗୟେୟୋଙ୍ଗରେ ଆୟୋଜିତ ବୈଠକରେ ଶ୍ରେଷ୍ଠ ଆୟୋଜକ ଭାବେ ହକି ଇଣ୍ଡିଆ ସମ୍ମାନୀତ ହୋଇଛି । ଏଚଆଇର ମହାସଚିବ ଭୋଳନାଥ ସିଂ ଏହି ପୁରସ୍କାର…

ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ: ନିଖତ, ନୀତୁ ଫାଇନାଲରେ

ନୂଆଦିଲ୍ଲୀ: ଚଳିତ ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପର ଭାରତର ଦୁଇ ଷ୍ଟାର ବକ୍ସର ନିଖତ ଜରୀନ ଓ ନୀତୁ ଘଂଘାସା ଫାଇନାଲରେ ପ୍ରବେଶ କରିଛନ୍ତି । ଏବେ ଦୁଇ ବକ୍ସରଙ୍କ ଟାର୍ଗେଟ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବା । ଗୁରୁବାର ୫୦ କିଗ୍ରା ସେମିଫାଇନାଲ ବିଭାଗରେ ଜବରଦସ୍ତ ଫର୍ମରେ ଥିବା…

ଗୋଲକିପର ଲିଏଣ୍ଡ୍ରୋ ରିକେନା ମାରିଲେ ୧୦୧ ମିଟର ଦୂରତାରୁ ଗୋଲ

ନୂଆଦିଲ୍ଲୀ: ଚିଲିରେ ଆୟୋଜିତ ଏକ ଟପ ଡିଭିଜନ ଫୁଟବଲ ଲିଗରେ ଗୋଲକିପର ଲିଏଣ୍ଡ୍ରୋ ରିକେନା ଏକ ଅଦ୍ଭୁତପୂର୍ବ ଗୋଲ କରିଛନ୍ତି । ସେ ୧୦୧ ମିଟର ଦୂରତାରୁ ଗୋଲ ସ୍କୋର କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । କାହାକୁ ପାସ ନ ଦେଇ ଗୋଟିଏ କିକରେ ସେ ଏହି ଗୋଲ କରିଥିଲେ । କେବ୍ରେସେଲ ଟିମ ଓ କୋଲୋ…