Latest Odisha News

BREAKING NEWS

Browsing Category

ଖେଳ

ରୋହିତ, ବିରାଟଙ୍କ ନାମ ନ ଥିବା ନେଇ ସ୍ପଷ୍ଟୀକରଣ ରଖିଲା ଆଇସିସି

ନୂଆଦିଲ୍ଲୀ: ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗ ପ୍ରକାଶ ପାଇଛି । ଏଥିରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନାମ ନ ଥିବା ନେଇ ପ୍ରଶଂସକମାନେ ଚକିତ ହୋଇ ପଡିଥିଲେ । ଏ ନେଇ ବିବାଦ ବଢ଼ିବାରୁ ଆଇସିସି ସ୍ପଷ୍ଟୀକରଣ ରଖିବାକୁ ବାଧ୍ୟ ହୋଇଥିଲା । କିଛି ସମୟ ପାଇଁ ଏହି ଦୁଇ ମହାନ ଖେଳାଳିଙ୍କ ନାମ ନ…

ଚହଲଙ୍କ ସହ ଛାଡପତ୍ର ପରେ ମୁହଁ ଖୋଲିଲେ ଧନଶ୍ରୀ

ମୁମ୍ବାଇ: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଓ ୟୁଟ୍ୟୁବ ଡ୍ୟାନ୍ସର ଧନଶ୍ରୀ ବର୍ମାଙ୍କ ଭଲ ପାଇବା ଏବଂ ବିବାହ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ତେବେ ଏହି ବିବାହ ବେଶୀ ଦିନ ତିଷ୍ଠି ନ ଥିଲା । ଶେଷରେ ଉଭୟ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ଛାଡପତ୍ର ପରେ ପ୍ରଥମ ଥର ପାଇଁ ଚହଲଙ୍କୁ ନେଇ…

ଏସିଆ କପ ହକି: ଭାରତୀୟ ଦଳରେ ଓଡିଶାର ଶୀଲାନନ୍ଦ, ଅମିତ

ନୂଆଦିଲ୍ଲୀ: ବିହାରର ରାଜୀଗରରେ ଖେଳାଯିବାକୁ ଥିବା ଏସିଆ କପ ହକି ପାଇଁ ବୁଧବାର ୧୮ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳର ଘୋଷଣା କରାଯାଇଛି । ହରମନପ୍ରୀତ ସିଂ ଦଳର ନେତୃତ୍ୱ ନେବେ । ଘୋଷିତ ଦଳରେ ଓଡିଶାର ଅମିତ ରୋହୀଦାସ, ଶୀଲାନନ୍ଦ ଲାକ୍ରା ସ୍ଥାନ ପାଇଥିବା ବେଳେ ଷ୍ଟାଣ୍ଡବାଇରେ ନୀଲମ ସଞ୍ଜୀପ ଖେସ…

ଶ୍ରେୟାଶଙ୍କ ପ୍ରତି ହେଉଛି କି ଅନ୍ୟାୟ ?

ଭାରତୀୟ କ୍ରିକେଟ ଏବେ ନୂଆ କଳେବର ଦେଇ ଗତି କରୁଛି । ଅତ୍ୟଧିକ ପରୀକ୍ଷଣ କିମ୍ବା କିଛି ଲୋକଙ୍କ ଜିଦ ଯୋଗୁ ଟିମ ଇଣ୍ଡିଆ ବେଳେ ବେଳେ ବ୍ୟାକ ଗିୟର ପକାଇଥାଏ । ଗ୍ରେଗ ଚ୍ୟାପେଲଙ୍କଠାରୁ ଆରମ୍ଭ କରି ଅନେକ ଉଦାହରଣ ଆମ ନିକଟରେ ରହିଛି । ଅଜିତ ଅଗରକର ଚୟନ କମିଟି ଅଧ୍ୟକ୍ଷ ଏବଂ ଗୌତମ ଗମ୍ଭୀର…

ଏସିଆ କପ ହକି: ପାକିସ୍ତାନ ଆଉଟ, ଗ୍ରୁପ ଏରେ ଭାରତ

ନୂଆଦିଲ୍ଲୀ:ବିହାରର ରାଜୀଗରରେ ଅଗଷ୍ଟ ୨୯ରୁ ଏସିଆ କପ ହକି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ପାକିସ୍ତାନ ଓ ଓମାନ ବଦଳରେ ବାଂଲାଦେଶ ଓ କାଜକସ୍ତାନକୁ ଏଥିରେ ସାମିଲ କରାଯାଇଛି । ମଙ୍ଗଳବାର ଏ ସମ୍ପର୍କରେ ଆୟୋଜକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଚୀନ, ଜାପାନ ଓ କାଜାକସ୍ତାନ ସହ ଭାରତ ଗ୍ରୁପ ଏରେ…

ଦିନିକିଆ ମହିଳା ବିଶ୍ୱକପ କ୍ରିକେଟ: ଘୋଷଣା ହେଲା ଭାରତୀୟ ଦଳ

ମୁମ୍ବାଇ: ଏସିଆ କପ କ୍ରିକେଟ ପାଇଁ ଭାରତୀୟ ପୁରୁଷ କ୍ରିକେଟ ଟିମ ଘୋଷଣା ହେବାର କିଛି ସମୟ ପରେ ଦିନିକିଆ ମହିଳା ବିଶ୍ୱକପ ଓ ଅଷ୍ଟ୍ରେଲିଆ ଗସ୍ତ ନିମନ୍ତେ ମଧ୍ୟ ଦଳ ଚୟନ କରାଯାଇଛି । ହରମନପ୍ରୀତ କୌରଙ୍କୁ ଦଳର ନେତୃତ୍ୱ ଭାର ପ୍ରଦାନ କରାଯାଇଛି । ଘରୋଇ ପରିବେଶରେ ଭାରତୀୟ ଟିମ ପ୍ରଥମ ଥର…

ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାଶ, ଯଶସ୍ୱୀଙ୍କୁ ମିିଳିଲାନି ସୁଯୋଗ

ନୂଆଦିଲ୍ଲୀ: ଆଗାମୀ ଏସିଆ କପ ଟି୨୦ କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ମଙ୍ଗଳବାର ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପସ୍ଥିତିରେ ଦଳ ଘୋଷଣା କରିଛନ୍ତି । ସୂର୍ଯ୍ୟକୁମାର ଅଧିନାୟକ ପଦ ବଜାୟ ରଖିଥିବା ବେଳେ ଶୁଭମନ ଗିଲଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି ।…

ଅଶୋକ ପଟ୍ଟନାୟକ ସ୍ମାରକୀ ବନ୍ଧୁକଚାଳନା ଓ ବାହୁକୁସ୍ତି: ୬ ଜଣ ହାତେଇଲେ ସ୍ବର୍ଣ୍ଣ ପଦକ

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଓ ଉତ୍କଳ କରାଟେ ସ୍କୁଲ୍‌ ମିଳିତ ଆନୁକୂଲ୍ୟରେ ସୋମବାର କ୍ରୀଡ଼ା ସାମ୍ବାଦିକ ଅଶୋକ ପଟ୍ଟନାୟକଙ୍କ ୨୭ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ କ୍ରୀଡ଼ା ସାମ୍ବାଦିକଙ୍କ ମଧ୍ୟରେ ସୌଖିନ ବନ୍ଧୁକଚାଳନା ଓ ବାହୁକୁସ୍ତି…

ଦୁଲୀପ ଟ୍ରଫିରେ ଆଶୀର୍ବାଦ ସ୍ୱାଇଁଙ୍କୁ ସୁଯୋଗ

ଭୁବନେଶ୍ୱର: ଓଡିଶାର ୱିକେଟକିପର ବ୍ୟାଟ୍ସମ୍ୟାନ ଆଶୀର୍ବାଦ ସ୍ୱାଇଁଙ୍କୁ ଦୁଲୀପ ଟ୍ରଫିରେ ଖେଳିବା ପାଇଁ ସୁଯୋଗ ମିଳିଛି । ପୂର୍ବାଂଚଳ ଦଳରେ ଓଡିଶାର ଏହି ଖେଳାଳିଙ୍କୁ ସାମିଲ କରାଯାଇଛି । ଅନ୍ୟ ଓଡିଆଙ୍କ ମଧ୍ୟରେ ସନ୍ଦୀପ ପଟ୍ଟନାୟକଙ୍କୁ ମଧ୍ୟ ସୁଯୋଗ ମିଳିଛି । ସେହିପରି ସ୍ୱସ୍ତିକ…

ରୋହିତ,କୋହଲି ହୋଇପାର…ତୁମକୁ ଗାଭାସ୍କରଙ୍କୁ ସମ୍ମାନ ଦେବାକୁ ପଡିବ

ମୁମ୍ବାଇ: ଭାରତୀୟ କ୍ରିକେଟର ଲିଟିଲ ମାଷ୍ଟର ଭାବେ ପରିଚିତ ସୁନୀଲ ଗାଭାସ୍କର ଦୀର୍ଘ ଦିନ ହେବ ଭାଷ୍ୟକାର ଦାୟିିତ୍ୱ ତୁଲାଇ ଆସୁଛନ୍ତି । ଖେଳାଳିଙ୍କ ପ୍ରଦର୍ଶନ ନେଇ ବେଳେ ବେଳେ ସେ କଡା ବୟାନ ମଧ୍ୟ ଦେଇଥାନ୍ତି । ରୋହିତ ଶର୍ମା, ବିରାଟ କୋହଲି ଓ ଶୁଭମନ ଗିଲଙ୍କ ପରି ଖେଳାଳି ଏ ନେଇ…