Latest Odisha News

BREAKING NEWS

Browsing Category

ଖେଳ

ଦଳା ଚକଟାରେ ମୃତ୍ୟୁବରଣ କରିଥିବା ପ୍ରଶଂସକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବ କେଏସସିଏ

ବେଙ୍ଗାଲୁର: ଆଇପିଏଲ ୨୦୨୬ ଆରମ୍ଭରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ କର୍ଣ୍ଣାଟକ କ୍ରିକେଟ ଆସୋସିଏଶନ ଏକ ବଡ ପଦକ୍ଷେପ ନେଇଛନ୍ତି । ଗତ ସଂସ୍କରଣରେ ଆରସିବି ଚାମ୍ପିୟନ ହେବା ପରେ ବିଜୟ ଉତ୍ସବ ପାଳନ କରାଯାଇଥିଲା । ଏଥିରେ ବହୁ ସଂଖ୍ୟକ ପ୍ରଶଂସକ ଯୋଗ ଦେଇଥିଲେ । ଦଳାଚକାଟା ପରିସ୍ଥିତି…

୨୦୨୭ ଦିନିକିଆ ବିଶ୍ୱକପ: ଏହି ୬ ପେସ ବୋଲର ଖେଳିବା ନିଶ୍ଚିତ

ନୂଆଦିଲ୍ଲୀ: ଏବେ ଟିମ ଇଣ୍ଡିଆର ଅଧିକାଂଶ ଖେଳାଳି ଆଇପିଏଲ ୨୦୨୬ ନେଇ ବ୍ୟସ୍ତ ଅଛନ୍ତି । ୨୦୨୭ ଦିନିକିଆ ବିଶ୍ୱକପ ଟିମ ଚୟନ ପାଇଁ ଏଥର ଚୟନ କମିଟି ଆଇପିଏଲ ପ୍ରଦର୍ଶନ ଉପରେ ନଜର ରଖିବେ । ଚୟନ କମିଟି ସଦସ୍ୟମାନେ ଭିନ୍ନ ଭିନ୍ନ ସ୍ଥାନରେ ଖେଳାଳିଙ୍କ ପ୍ରଦର୍ଶନକୁ ଅନୁଧ୍ୟାନ କରିବେ । ଦିନିକିଆ…

ଆଇପିଏଲ ଆରମ୍ଭରୁ ବୁମରାହଙ୍କ ଖେଳିବା ନେଇ ଲାଗି ରହିଛି ସସ୍ପେନ୍ସ

ମୁମ୍ବାଇ: ଆଇପିଏଲର ୧୯ତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବୋଲର ଯଶପ୍ରୀତ ବୁମରାହଙ୍କ ଖେଳିବା ନେଇ ଲାଗି ରହିଛି ସସ୍ପେନ୍ସ । କେକେଆର ବିପକ୍ଷରେ ମୁମ୍ବାଇ ତାର ଅଭିଯାନ ଆରମ୍ଭ କରିବ । ଟି୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ବୁମରାହ ଏ ପର୍ଯ୍ୟନ୍ତ…

ଗୌତମଙ୍କୁ ପରାମର୍ଶ ଦେଲେ ଗାଙ୍ଗୁଲି ଅଯଥା ଗମ୍ଭୀର ହୁଅନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବର୍ତମାନର କୋଚ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକଳାପକୁ ପ୍ରଶଂସା କରିଛନ୍ତି । ସେ ଏହି ଅବସରରେ ଗୌତମ ଗମ୍ଭୀର ଅଯଥା କଠୋର ଏବଂ ଗମ୍ଭୀର ନ ହେବା ପାଇଁ ପରାମର୍ଶ ଦେଇଛନ୍ତି । ତୁମେ ଜଣେ ଭଲ ମଣିଷ ଏବଂ କୋଚ । ବର୍ତମାନ ଦଳକୁ…

ରୋହିତ, କୋହଲିଙ୍କ ପରେ ଇମ୍ପାକ୍ଟ ପ୍ଲେୟାର ନିୟମକୁ ନାପସନ୍ଦ କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପାଇଁ ସମସ୍ତ ପ୍ରସ୍ତୁତି ଶେଷ । ଏବେ ସମସ୍ତ ଫ୍ରାଂଚାଇଜର ମୁକାବିଲା ପାଇଁ ପ୍ରସ୍ତୁତ । ଇତି ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ସେ ଇମ୍ପାକ୍ଟ ପ୍ଲେୟାର ନିୟମକୁ ନାପସନ୍ଦ କରିଛନ୍ତି । ଆରମ୍ଭରୁ ଏହି…

IPL: କ୍ରିକେଟ୍ ପଡ଼ିଆରେ ଟଙ୍କାର ବର୍ଷା !

ନୂଆଦିଲ୍ଲୀ: ଆଜିର ସମୟରେ IPL କେବଳ ଏକ କ୍ରିକେଟ୍ ଲିଗ୍ ହୋଇ ରହିନାହିଁ, ବରଂ ଏହା ଏକ ବିରାଟ ବ୍ୟବସାୟିକ ମଡେଲ୍‌ରେ ପରିଣତ ହୋଇଛି । ଏକ ରିପୋର୍ଟ ଅନୁଯାୟୀ, IPL ଟିମ୍‌ଗୁଡ଼ିକର ସ୍ପନସରସିପ୍ ଆୟ ୧୦୦୦ କୋଟି ଟଙ୍କାର ସୀମା ଅତିକ୍ରମ କରିଛି। ବଡ଼ ବଡ଼ କମ୍ପାନୀଗୁଡ଼ିକ ପାଇଁ କ୍ରିକେଟ୍ ଏବେ…

କ୍ରିକେଟ ଅଷ୍ଟ୍ରେଲିଆ ଘୋଷଣା କଲା ବ୍ୟସ୍ତବହୂଳ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬-୨୭ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଘୋଷଣା କରିଛି । ଏହି ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ମଧ୍ୟରେ ଗାଭାସ୍କର-ବର୍ଡର ଟ୍ରଫି ରହିଛି । ଜାନୁୟାରୀ ୨୦୨୭ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଅଷ୍ଟ୍ରେଲିଆ ୧୪ ସପ୍ତାହ…

ପୃଥ୍ୱୀ ଶଙ୍କୁ ନେଇ କଣ କହିଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ଆଇପିଏଲର ୧୯ତମ ସିଜନ ପାଇଁ ପୃଥ୍ୱୀ ଶ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିଛନ୍ତିି । ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୭୫ ଲକ୍ଷ ଟଙ୍କାରେ ଦଳରେ ନେଇଛି । ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ ହେବ । ଗତ ସଂସ୍କରଣରେ ପୃଥ୍ୱୀ ଅନସୋଲ୍ଡ ରହିଥିଲେ । ୭ଟି ସିଜନ ପରେ ଦିଲ୍ଲୀ ତାଙ୍କୁ…

ଆନ୍ତର୍ଜାତୀୟସ୍ତରର ଏହି ଷ୍ଟାର ଖେଳାଳିମାନେ ଖେଳି ନାହାନ୍ତି ଆଇପିଏଲ

ନୂଆଦିଲ୍ଲୀ: ଆଇପିଏଲ ଖେଳିବାକୁ କେଉଁ କ୍ରିକେଟର ନ ଚାହିଁବ । ରୋମାଂଚ, ଗ୍ଲାମର ଓ ଅର୍ଥରେ ଭରପୂର ଏହି ଟି୨୦ ଲିଗ ଦିନକୁ ଦିନ ବେଶ ଲୋକପ୍ରିୟ ହେବାରେ ଲାଗିଛି । ତେବେ ଏ ଭଳି କେତେକ ଖେଳାଳି ଅଛନ୍ତିି ଯେଉଁମାନେ ଆନ୍ତର୍ଜାତୀୟସ୍ତରରେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ଆଇପିଏଲରେ ଖେଳି…

ଚାର୍ଟଡ ଫ୍ଲାଇଟ ବିବାଦ: ପ୍ରତିକ୍ରିୟା ଦେଲେ କୋହଲି

ବେଙ୍ଗାଲୁର: ଆଇପିଏଲ ୨୦୨୬ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲିଙ୍କୁ ନେଇ ଗୁଜବ ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେଲଣ୍ଡନରୁ ଯିବା ଆସିବା ପାଇଁ କୋହଲି ତାଙ୍କ ଫ୍ରାଂଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ଚାର୍ଟଡ ଫ୍ଲାଇଟ ଯୋଗାଇ ଦେବା ପାଇଁ କହିଥିଲେ । ଏ ନେଇ କୋହଲି ପ୍ରତିକ୍ରିୟା…