Latest Odisha News

BREAKING NEWS

Browsing Category

ଖେଳ

ରେକର୍ଡ ଟେଷ୍ଟ ଖେଳିବା ପରେ ଦଳରୁ ବାଦ ପଡିଲେ ଏହି ଖେଳାଳି

ନୂଆଦିଲ୍ଲୀ: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ କ୍ରେଗ ବ୍ରାଥୱେଟଙ୍କୁ ଚୂଡାନ୍ତ ଏକାଦଶରୁ ବାଦ ଦିଆଯାଇଛି । ବ୍ରେଥୱେଟ କ୍ରମାଗତ ଭାବେ ୯୦ ଟେଷ୍ଟ ଖେଳି ରେକର୍ଡ କରିବା ପରେ ଏବେ ବାଦ ପଡିଛନ୍ତି । ତାଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜକର କୌଣସି ଖେଳାଳି ଲଗାତାର ଏତେ ମ୍ୟାଚ ଖେଳି…

ଆର୍ଚ୍ଚରଙ୍କୁ ନେଇ ବଡ ଖୁଲାସା କଲେ ବୁମରାହ

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଲର୍ଡସରେ ଖେଳାଯାଉଛି । ଉଭୟ ଟିମ ମଧ୍ୟରେ ତୃତୀୟ ଦିବସ ସୁଦ୍ଧା ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିଛି । ପ୍ରଥମ ଇନିଂସରେ ୫ଟି ୱିକେଟ ନେଇଥିବା ବୁମରାହ ଇଂଲଣ୍ଡର ଜୋଫ୍ରା ଆର୍ଚ୍ଚରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଏକ ବଡ…

ଟି୨୦: ୨୯ ବଲରେ ଶତକ ମାରିଲେ ଫହଦ

ନୂଆଦିଲ୍ଲୀ: ଟି୨୦ କ୍ରିକେଟରେ ତୁର୍କୀର ମହମ୍ମଦ ଫହଦ ମାତ୍ର ୨୯ ବଲରେ ଶତକ ମାରିଛନ୍ତି । ଟି୨୦ କ୍ରିକେଟର ଏହା ଦ୍ୱିତୀୟ ଦ୍ରୁତ ଶତକ । ଇଷ୍ଟୋନିଆର ସାହିଲ ଚୌହ୍ୱାନ ୨୭ ବଲରେ ଶତକ ହାସଲ କରିଥିଲେ । ବୁଲଗେରିଆରେ ଚାଲିଥିବା ଟି୨୦ ତ୍ରିରାଷ୍ଟ୍ରୀୟ ମୁକାବିଲାରେ ତୁର୍କୀ ଫହଦଙ୍କ ଶତକ ବଳରେ…

ଡ୍ରାଭିଡ, ଗାଙ୍ଗୁଲିଙ୍କୁ ପଛରେ ପକାଇଲେ ରାହୁଲ

ଲଣ୍ଡନ: ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଆକର୍ଷଣୀୟ ପ୍ରଦର୍ଶନ ଜାରୀ ରଖିଛନ୍ତି । ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ କ୍ୟାରିୟରର ୧୦ମ ଶତକ ହାସଲ କରିଛନ୍ତି । ସେ ଏହି ଅବସରରେ ରାହୁଲ ଡ୍ରାଭିଡ ଓ ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ…

ଧୋନୀଙ୍କ ଆଉ ଏକ ରେକର୍ଡ ସହ ସମକକ୍ଷ ହେଲେ ପନ୍ତ

ଲଣ୍ଡନ: ଭାରତୀୟ କ୍ରିକେଟ ଟିମର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଇଂଲଣ୍ଡ ବିପକ୍ଷ ଲର୍ଡସ ଟେଷ୍ଟରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ରେକର୍ଡ ସହ ସେ ସମକକ୍ଷ ହୋଇଛନ୍ତି । ସେନା ଦେଶ (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ,…

କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆୟୋଜିତ ହେବ ୱାର୍ଲଡ଼ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍; ୧୦ରୁ ଅଧିକ ଦେଶ…

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ହେବ ୱାର୍ଲଡ଼ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ (ବ୍ରୋଞ୍ଜ ଲେଭେଲ)। ଆସନ୍ତା ଅଗଷ୍ଟ ମାସ ୧୦ ତାରିଖ ଦିନ ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯିବ। ଆଜି କଳିଙ୍ଗ ଷ୍ଟାଡ଼ିୟମ୍‌ ଠାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ…

ଆଘାତ ସମସ୍ୟା ସତ୍ୱେ ବ୍ୟାଟିଂ କରିବେ ପନ୍ତ

ଲଣ୍ଡନ: ଲର୍ଡସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆଘାତ ସମସ୍ୟାରେ ପଡିଛନ୍ତି । କିପିଂ କରୁଥିବା ବେଳ ଯଶପ୍ରୀତ ବୁମରାହ ଇଂଲଣ୍ଡର ଓଲୀ ପୋପଙ୍କ ଗୋଡ ଆଡେ ବୋଲିଂ କରିଥିଲେ । ପୋପ ଏହାକୁ ଖେଳିପାରି ନ ଥିଲେ । ବଲକୁ…

ଇଂଲଣ୍ଡ ୩୮୭ରେ ଅଲଆଉଟ, କପିଳଦେବଙ୍କ ରେକର୍ଡ ଭାଙ୍ଗିଲେ ବୁମରାହ

ଲଣ୍ଡନ: ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଯଶପ୍ରୀତ ବୁମରାହଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ୩୮୭ ରନରେ ଇଂଲଣ୍ଡକୁ ଅଲଆଉଟ କରିଛି । ପନ୍ତ ୭୪ ରନରେ ୫ଟି ୱିକେଟ ଅକ୍ତିଆର କରିଥିଲେ । ଏହି ଅବସରରେ ଭାରତର ମହାନ ଅଲରାଉଣ୍ଡର କପିଳ ଦେବଙ୍କ ଏକ ରେକର୍ଡ ପନ୍ତ ଭଙ୍ଗ କରିଛନ୍ତି ।…

ଭାରତ, ଶ୍ରୀଲଙ୍କା ବୋର୍ଡର ପଦକ୍ଷେପ ପରେ ଏସିଆ କପ ଆୟୋଜନ ସଂଶୟରେ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟର ଭବିଷ୍ୟତ ଏବେ ଧୀରେ ଧୀରେ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବାରେ ଲାଗୁଛି । ଭାରତ ଓ ଶ୍ରୀଲଙ୍କା ବୋର୍ଡ ଏସୀୟ କ୍ରିକେଟ ପରିଷଦ ବୈଠକରେ ଅଂଶଗ୍ରହଣ କରିବା ପାଇଁ ମନା କରିବା ପରେ ଏହି ସଂଶୟ ସୃଷ୍ଟି ହୋଇଛି । ଅନଲାଇନରେ ଏହି ୨ଟି ଟିମ ଅଂଶଗ୍ରହଣ କରିବା ପାଇଁ…

ସର୍ବାଧିକ ଶତକ ହାସଲରେ ବିଶ୍ୱର ୫ମ ଖେଳାଳି ହେଲେ ରୁଟ

ଲଣ୍ଡନ: ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ଇଂଲଣ୍ଡର ଷ୍ଟାର ଖେଳାଳି ଜୋ ରୁଟ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଆନ୍ତର୍ଜାତୀୟ ଟେଷ୍ଟରେ ସର୍ବାଧିକ ଶତକ ହାସଲରେ ୫ମ ସ୍ଥାନରେ ରହିଛନ୍ତି । ଏହା ତାଙ୍କ କ୍ୟାରିୟରର ୩୭ତମ ଶତକ ରହିଥିଲା । ସେ ଭାରତର ମହାନ ଖେଳାଳି ରାହୁଲ…