Latest Odisha News

BREAKING NEWS

Browsing Category

ଖେଳ

ପୂର୍ବତନ ଏକ ନମ୍ବର ଟେନିସ ଖେଳାଳି ହାଲେପ ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ପୂର୍ବତନ ଏକ ନମ୍ବର ମହିଳା ଖେଳାଳି ସିମୋନା ହାଲେପ ଡୋପ ଟେଷ୍ଟରେ ଧରାପଡି ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି । ୩୧ ବର୍ଷୀୟ ଏହି ରୋମାନିଆ ଖେଳାଳି ନିୟମ ଉଲ୍ଲଂଘନ କରିଥିବା ଇଂଟରନ୍ୟାଶନାଲ ଟେନିସ ଇଂଟେଗ୍ରେଟି ଏଜେନ୍ସି ପକ୍ଷରୁ କୁହାଯାଇଛି । ୨୦୨୨ ୟୁଏସ ଓପନ ଅବସରରେ ତାଙ୍କ…

ଦିନିକିଆ କ୍ରିକେଟରେ ବାମହାତୀ ସ୍ପିନର ଭାବେ ଦ୍ରୁତ ୧୫୦ ୱିକେଟ ନେବାରେ ରେକର୍ଡ କଲେ କୂଲଦୀପ

ନୂଆଦିଲ୍ଲୀ: ଚଳିତ ଏସିଆ କପ କ୍ରିକେଟରେ ଭାରତ ଲୋ ସ୍କୋରିଂ ମୁକାବିଲାରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏଥିରେ ବାମହାତୀ ସ୍ପିନର କୂଲଦୀପ ଯାଦବ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । ସେ ୯.୩ ଓଭରରେ ୪୩ ରନ ଦେଇ ୪ଟି ୱିକେଟ ଅକ୍ତିଆର କରିଥିଲେ । ଏଥିସହ ସେ ବାମହାତୀ ସ୍ପିନର ଭାବେ ସବୁଠାରୁ କମ…

ଶ୍ରୀଲଙ୍କାକୁ ହରାଇ ଏସିଆ କପ ଫାଇନାଲରେ ଭାରତ, କମାଲ କଲେ କୁଲଦୀପ

କଲୋମ୍ବୋ: ଭାରତୀୟ ଦଳ ଏସିଆ କପ୍ ୨୦୨୩ ର ସୁପର ୪ର ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ମଧ୍ୟ ଫାଇନାଲରେ ପ୍ରବେଶ କରିଛି। ଏହି ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ୍ ୧୭ ସେପ୍ଟେମ୍ବରରେ ଖେଳାଯିବ। ସେପ୍ଟେମ୍ବର ୧୪ରେ ପାକିସ୍ତାନ ଏବଂ…

ୱେଲେଲାଗେଙ୍କ ବୋଲିଂରେ ଟିମ ଇଣ୍ଡିଆ ଧରାଶାୟୀ

କଲମ୍ବୋ: ଚଳିତ ଏସିଆ କପ କ୍ରିକେଟ ସୁପର ୪ର ଏକ ମୁକାବିଲାରେ ଭାରତ ୨୧୪ ରନର ବିଜୟ ଲକ୍ଷ୍ୟ ଶ୍ରୀଲଙ୍କା ସମ୍ମୁଖରେ ରଖିଛି । ୨୦ ବର୍ଷୀୟ ଯୁବ ସ୍ପିନର ଦୁନିଥ ୱେଲେଲାଗେଙ୍କ ସ୍ପିନର ଉଚିତ ମୁକାବିଲା ଭାରତୀୟ ବ୍ୟାଟ୍ସମ୍ୟାନମାନେ କରିପାରି ନ ଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତ ସତର୍କତା…

ଦି ଗ୍ରେଟ ଖଲୀ ଚଳାଇଲେ ହାର୍ଲି ଡେଭିଡସନ ବାଇକ, ତାଙ୍କ ପାଇଁ ଏହା ଥିଲା ଖେଳଣା ସଦୃଶ

ନୂଆଦିଲ୍ଲୀ: ପହିଲିୱାନ ତଥା ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର ଦି ଗ୍ରେଟ ଖଲୀଙ୍କୁ କିଏ ବା ନ ଜାଣେ । ନିକଟରେ ସେ ହାର୍ଲେ ଡେଭିଡସନ ହ୍ୟାରିଟେଜ ସଫ୍ଟଟେଲ କ୍ଲାସିକ ମୋଟର ସାଇକେଲ ଚଳାଇବା ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି । ଖଲୀ ପ୍ରଶଂସକଙ୍କ ପାଇଁ ଏହି ଭିଡିଓ ଶେୟାର କରିଥିଲେ । ଏହା ଏକ ଦାମୀ,…

ଦିନିକିଆ କ୍ରିକେଟରେ ୧୦ ହଜାର ରନ ପୂର୍ଣ୍ଣ କଲେ ରୋହିତ

କଲମ୍ବୋ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆନ୍ତର୍ଜାତୀୟ ଦିନିକିଆରେ ୧୦ ହଜାର ରନ ପୂର୍ଣ୍ଣ କରିଛନ୍ତି । ସେ ଷଷ୍ଠ ଭାରତୀୟ ଭାବେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡ, ମହେନ୍ଦ୍ର ସିଂ ଧୋନୀ ଓ ବିରାଟ…

କୁଲଦୀପ ଯାଦବଙ୍କ ୫ଟି ୱିକେଟ୍, ଭାରତ ପାକିସ୍ତାନକୁ ୨୨୮ ରନରେ କଲା ପରାସ୍ତ

କଲମ୍ବୋ: ଏସିଆ କପ୍ ୨୦୨୩ର ସୁପର ୪ ମ୍ୟାଚରେ ଭାରତ ପାକିସ୍ତାନକୁ ୨୨୮ ରନରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଦଳ ପକ୍ଷରୁ ବ୍ୟାଟିଂରେ ଶ୍ରେଷ୍ଠ ପ୍ରଦର୍ଶନ ପରେ କୁଲଦୀପ ଯାଦବ ପାଞ୍ଚ ୱିକେଟ୍ ନେଇ ପାକିସ୍ତାନକୁ ଜବରଦସ୍ତ ଝଟକା ଦେଇଛନ୍ତି। ପାକିସ୍ତାନ ବିପକ୍ଷରେ କୁଲଦୀପ ଯାଦବ ପ୍ରଥମେ ଶାଦବ…

କଲମ୍ବୋ: କୋହଲି, କେ.ଏଲଙ୍କ ଭାଗିଦାରୀ କଲା ବଡ଼ ରେକର୍ଡ

କଲମ୍ବୋ: ସୋମବାର ଏସିଆ କପ୍ ସୁପର-୪ ମୁକାବିଲାରେ ବିରାଟ କୋହଲି (ଅପରାଜିତ ୧୨୨) ଓ ଲୋକେଶ ରାହୁଲ (ଅପରାଜିତ ୧୧୧)ଙ୍କ ଧୂଆଁଧାର ଶତକ ବଳରେ ପାକିସ୍ତାନ ବୋଲରକୁ ବଡ ଝଟକା ସାବ୍ୟସ୍ତ ହୋଇଛି। କୋହଲି ଓ ରାହୁଲଙ୍କ ଅପରାଜିତ ୨୩୩ ରନ୍ ବଳରେ ଭାରତ ବାକି ଦିନରେ ୨୫.୫ ଓଭରରେ କୌଣସି ଓ୍ୱିକେଟ ନ…

ଭାରତ-ପାକିସ୍ତାନ ମ୍ୟାଚରେ ‘ବର୍ଷା’ ପରେ ବିରାଟ-ରାହୁଲଙ୍କ ରନ୍ ‘ବର୍ଷା’

ଭୁବନେଶ୍ୱର: ଚଳିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ୍ ୨୦୨୩ର ସୁପର-୪ରେ ଗତକାଲି ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମ୍ୟାଚ୍ ଅଧାରୁ ବନ୍ଦ ହୋଇଥିଲା । ତେବେ ଆଜି ପୁଣି କଲମ୍ବୋର ପ୍ରେମଦାସା ଷ୍ଟାଡିୟମଠାରେ ମ୍ୟାଚ୍ ଆରମ୍ଭ କରାଯାଇଥିଲା । ଗତକାଲି ବର୍ଷା ଯୋଗୁଁ ମ୍ୟାଚ ରିଜର୍ଭ ଡେ ପାଇଁ ରହିଥିଲା ।…

ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ

ହାମିଲଟନ: ଭାରତରେ ଅକ୍ଟୋବରୁ ୫ରୁ ହେବାକୁ ଥିବା ଦିିନିକିଆ ବିଶ୍ୱକପ କ୍ରିକେଟ ପାଇଁ ସୋମବାର ନ୍ୟୁଜିଲାଣ୍ଡ ୧୫ ଜଣିଆ ଦଳ ଘୋଷଣା କରିଛି । କେନ ୱିଲିୟମସନ ଦଳର ନେତୃତ୍ୱ ନେବେ । ଗତ ସଂସ୍କରଣର ରନର୍ସଅପ ନ୍ୟୁଜିଲାଣ୍ଡ ଚାମ୍ପିୟନ ଇଂଲଣ୍ଡକୁ ଭେଟିବ । ସିନିୟର ବୋଲର ଟ୍ରେଂଟ ବୋଲ୍ଟଙ୍କୁ ସୁଯୋଗ…