Latest Odisha News

BREAKING NEWS

Browsing Category

ଖେଳ

ଟି୨୦: ୫ ବଲରେ ୫ ୱିକେଟ ନେଇ ଚହଳ ସୃଷ୍ଟି କଲେ ଏହି ବୋଲର

ନୂଆଦିଲ୍ଲୀ:ଟି୨୦ କ୍ରିକେଟରେ ଆୟର୍ଲାଣ୍ଡର ଅଲରାଉଣ୍ଡର କର୍ଟିଶ କ୍ୟାମ୍ଫର ଚହଳ ସୃଷ୍ଟି କରିଛନ୍ତି । ପୁରୁଷ ଟି୨୦ କ୍ରିକେଟରେ ସେ ପ୍ରଥମ ବୋଲର ଭାବେ ୫ଟି ବଲରେ ୫ଟି ୱିକେଟ ନେଇଛନ୍ତି । ଇଂଟର ପ୍ରୋଭିନ୍ସନାଲ ଟି୨୦ ଟ୍ରଫିରେ ମୁଷ୍ଟର ରେଡ୍ସ ପକ୍ଷରୁ ଖେଳୁଥିବା କ୍ୟାମ୍ଫର ନର୍ଥ ଇଷ୍ଟ…

ୟଶ ଦୟାଲ କହିଲେ ମୋତେ ଷଡଯନ୍ତ୍ର କରି ଫସାଯାଇଛି

ନୂଆଦିଲ୍ଲୀ:ଆରସିବିର ଷ୍ଟାର କ୍ରିକେଟର ୟଶ ଦୟାଲଙ୍କ ବିରୋଧରେ ଜଣେ ମହିଳା ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ସେ ୟଶଙ୍କ ବିପକ୍ଷରେ ମାମଲା ମଧ୍ୟ ରୁଜୁ କରିଛନ୍ତି । ଗୁରୁବାର ୟଶ ଏବେ ଖୁଲଦବାଦ ଥାନାରେ ସମ୍ପୃକ୍ତ ମହିଳା ଏବଂ ତାଙ୍କ ସାଥୀମାନେ ସୁଚିନ୍ତିତ ଷଡଯନ୍ତ୍ର ରଚି ତାଙ୍କ…

ବ୍ୟାଡମିଂଟନ ଖେଳାଳି ଜ୍ୱାଲା କାହିଁକି କହିଲେ ଅମୀରଙ୍କ ସହଯୋଗ ବିନା ମାଆ ହୋଇପାରି ନ ଥାନ୍ତି

ମାଡ୍ରାସ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଜ୍ୱାଲା ଗୁଟ୍ଟା ଏବଂ ଅଭିନେତା ବିଷ୍ଣୁ ବିଶାଳ ନିକଟରେ ମାଆ, ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଦୀର୍ଘ ଦିନ ହେବ ଉଭୟ ସମସ୍ତ ପ୍ରକାର ଉଦ୍ୟମ କରୁଥିଲେ ମଧ୍ୟ ସଫଳ ହୋଇପାରୁ ନ ଥିଲେ । ଜ୍ୱାଲା ୫ରୁ ୬ଥର ଆଇଭିଏଫ ଟ୍ରିଟମେଂଟ କରି ମଧ୍ୟ…

ଆଇପିଏଲ ଟିକେଟ ହେରଫେରରେ ଗିରଫ ହେଲେ ଏଚସିଏ ସଭାପତି

ହାଇଦ୍ରାବାଦ: ଆଇପିଏଲ ୨୦୨୫ ଟିକେଟ ହେରଫେରରେ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନର ସଭାପତି ଜଗନମୋହନ ରାଓ ଗିରଫ ହୋଇଛନ୍ତି । ତେଲେଙ୍ଗାନା ପୋଲିସ ରାଓଙ୍କ ସମେତ ଅନ୍ୟ ୪ ସିନିୟର ଅଧିକାରୀଙ୍କୁ ମଧ୍ୟ ଗିରଫ କରିଛି । ସେମାନେ ହେଲେ କୋଷାଧ୍ୟକ୍ଷ ସି.ଶ୍ରୀନିବାସ ରାଓ, ସିଇଓ ସୁନୀଲ କାନ୍ତେ ଓ…

୨୦୨୧ ପରେ ରେଳବାଇ ଚାକିରୀରେ ଯୋଗ ଦେଲେ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର

ନୂଆଦିଲ୍ଲୀ: ୨ ଥର ଅଲିମ୍ପିକ୍ସରେ ପଦକ ଜିତିଥିବା ଭାରତୀୟ ରେସଲର ସୁଶୀଲ କୁମାର ପୂନର୍ବାର ଚାକିରୀରେ ଯୋଗ ଦେଇଛନ୍ତି । ହାଇ ପ୍ରୋଫାଇଲ ହତ୍ୟା ମାମଲାରେ ତାଙ୍କଚୁ ଜାମିନ ମିଳିବା ପରେ ସେ ରେଲବାଇ ଅଫିସରେ ପଂହଚି ରିପୋର୍ଟ କରିଥିଲେ । ଯୁବ ରେସଲର ସାଗର ଧନଖାଡାଙ୍କ ହତ୍ୟା ମାମଲାରେ ସେ…

ଲର୍ଡସ ଟେଷ୍ଟରେ ବୁମରାହ-ଆର୍ଚ୍ଚରଙ୍କ ମଧ୍ୟରେ କାହା ପଲା ରହିବ ଭାରୀ

ଲର୍ଡସ: ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ୧-୧ ସମାନ ସ୍ଥିତିରେ ରହିଛି । ତୃତୀୟ ମୁକାବିଲା ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯିବ । ଏଥର ଉଭୟ ଟିମ ଏକ ଶକ୍ତିଶାଳୀ ବୋଲିଂ ଲାଇନ ଅପ ନେଇ ପଡିଆକୁ ଓହ୍ଲାଇବେ । ତୃତୀୟ ମୁକାବିଲା ଯିଏ ଜିତିବ ଆଗକୁ ସିରିଜ ଜିତିବା ପାଇଁ…

ବାଂଲାଦେଶ ଗସ୍ତ ଘୁଂଚିବା ପରେ ଶ୍ରୀଲଙ୍କା ସହ ସୀମିତ ଓଭର ସିରିଜ ଖେଳିପାରେ ଭାରତ

ନୂଆଦିଲ୍ଲୀ: ସୁରକ୍ଷା ଦୃଷ୍ଟିକୋଣରୁ ଭାରତୀୟ କ୍ରିକେଟ ଟିମ ତାର ବାଂଲାଦେଶ ଗସ୍ତକୁ ସେପ୍ଟମ୍ବର ୨୦୨୬କୁ ଘୁଂଚାଇ ଦେଇଛି । ରିପୋର୍ଟ ମୁତାବକ ଭାରତ ଏବଂ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହି ସମୟ ମଧ୍ୟରେ ଏକ ସୀମିତ ଓଭର ସିରିଜ ଆୟୋଜନ କରିବା ନେଇ ଆଲୋଚନା କରୁଛନ୍ତି । ଆଇସିସି ଫ୍ୟୁଚର ଟୁର…

ମୁଲ୍ଡରଙ୍କ ନିଷ୍ପତିକୁ ସମାଲୋଚନା କଲେ ଗେଲ

କେପଟାଉନ: ଜିମ୍ବାୱେ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଇୟାନ ମୁଲ୍ଡର ୩୬୭ ରନର ଐତିହାସିକ ଇନିଂସ ଖେଳିଥିଲେ । ଦକ୍ଷିଣ ଆଫ୍ରିକାର ଏହି ଅଧିନାୟକଙ୍କ ନିକଟରେ ବ୍ରାଏନ ଲାରାଙ୍କ ରେକର୍ଡ ଭାଙ୍ଗିବା ସୁଯୋଗ ଥିଲେ ମଧ୍ୟ ସେ ଏହା କରି ନ ଥିଲେ । ପରେ ସମ୍ମାନ…

ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିଅନସିପ୍: ଚୂଡ଼ାନ୍ତ ପର୍ଯ୍ୟାୟରେ ଖେଳିବେ ୧୬ ଫାଇନାଲିଷ୍ଟ ଦଳ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିଅନସିପ ୨୦୨୫ର ୫ମ ସଂସ୍କରଣକୁ ଓଡ଼ିଶା ସରକାରଙ୍କ ମାନ୍ୟବର କ୍ରୀଡ଼ା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦଘାଟନ କରିଛନ୍ତି। ଏହି ଅବସରରେ ଭାରତୀୟ ଜୁନିୟର ଟିମର…

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ସର୍ବଭାରତୀୟ ସିନିୟର ର‌୍ୟାଙ୍କିଙ୍ଗ ବ୍ୟାଡମିଂଟନ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠାରୁ ଆରମ୍ଭ ହୋଇଯାଇଛି ଅଲ୍ ଇଣ୍ଡିଆ ସିନିୟର ବ୍ୟାଡ଼ମିଣ୍ଟନ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ । ପ୍ରକାଶଯୋଗ୍ୟ ଯେ, ଅଲ୍ ଇଣ୍ଡିଆ ସିନିୟର ବ୍ୟାଡ଼ମିଣ୍ଟନ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସ, ଡ଼ବଲ୍ସ, ମିକ୍ସଡ଼ ଡ଼ବଲ୍ସ ଆଦି କ୍ୟାଟାଗୋରୀରେ ପ୍ରାୟ…