Latest Odisha News
Browsing Category

ଖେଳ

ଏସିଆନ ଗେମ୍ସ: ଭାରତର ପଦକ ସଂଖ୍ୟା ୫ରେ ପଂହଚିଲା, ମହିଳା କ୍ରିକେଟ ଫାଇନାଲରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଏସିଆନ ଗେମ୍ସ ଆରମ୍ଭ ହୋଇଯାଇଛି । ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାର ଅଭିଯାନ ଆରମ୍ଭ କରିଛି । ରିପୋର୍ଟ ହସ୍ତଗତ ହେଲା ବେଳକୁ ଟିମ ଇଣ୍ଡିଆ ୫ଟି ପଦକ ହାସଲ କରିବା ସହ ମହିଳା କ୍ରିକେଟ ଫାଇନାଲରେ ପ୍ରବେଶ କରି ଆଉ ଏକ ମେଡାଲ ନିଶ୍ଚିତ କରିଛି । ୧୦ ମିଟର ଏୟାର…

ଏସିଆନ ଗେମରେ ଭାରତର ଦମଦାର ଯାତ୍ରା: ପ୍ରଥମ ଦିନରେ ହାତେଇଲା ୨ ରୌପ୍ୟ ପଦକ

ନୂଆଦିଲ୍ଲୀ:ଏସିଆନ ଗେମରେ ଭାରତ ଆରମ୍ଭ କରିଛି ପଦକ ଯାତ୍ରା । ଦମଦାର ଆରମ୍ଭ କରିଛି ଭାରତ । ପ୍ରଥମ ଦିନରେ ହାତେଇଛି ୨ ପଦକ । ରୋଇଂ ଏବଂ ଏୟାର ରାଇଫଲରେ ୨ ରୌପ୍ୟ ପଦକ ପାଇବାର ସୌଭାଗ୍ୟ ଲାଗି କରିଛି ଭାରତ । ଅର୍ଜୁନ ଲାଲ ଜାଟ ଏବଂ ଅରବିନ୍ଦ ସିଂହ ଲାଇଟୱେଟ ପୁରୁଷ ଡବଲ୍ସ ସ୍କଲ୍ସରେ…

ଏତେ ସହଜ ନୁହେଁ… ସାମିଙ୍କ ବୋଲିଂଙ୍କୁ ପ୍ରଶଂସା କଲେ ବ୍ୟାଟର ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପେଶ ବୋଲର ମହମ୍ମଦ ସାମି ଅଷ୍ଟ୍ରେଲିଆ ବିପକ୍ଷରେ ୫ ଓ୍ୱିକେଟ୍ ଅକ୍ତିଆର କରିଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି ବ୍ୟାଟର ସୂର୍ଯ୍ଯକୁମାର ଯାଦବ। ମୋହାଲିରେ ଶୁକ୍ରବାର ଖେଳାଯାଇଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚର ଭାରତ ୫ ଓ୍ୱିକେଟ୍ ହରାଇ ବିଜୟ ହାସଲ…

ଆଇଏସଏଲ: ଚେନ୍ନାୟିନ ଏଫସିକୁ ହରାଇଲା ଓଡିଶା ଏଫସି

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ ଫୁଟବଲ ଏକ ମ୍ୟାଚରେ ଓଡିଶା ଏଫସି ୨-୦ ଗୋଲରେ ଚେନ୍ନାୟିନି ଏଫସିକୁ ପରାସ୍ତ କରିଛି । ଏଥିସହ ଓଡିଶା ଟିମ ସହଜରେ ୩ ପଂଏଟ ହାସଲ କରିଛି । ଶନିବାର ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଓଡିଶା ଘରୋଇ ପରିବେଶରେ ଚମତ୍କାର…

୧୭ ବର୍ଷ ହେଲା ଇନ୍ଦୋରରେ ହାରିନି ଟିମ ଇଣ୍ଡିଆ

ଇନ୍ଦୋର: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରରେ ୨୪ ସେପ୍ଟମ୍ବରରେ ଖେଳାଯିବ । ପ୍ରଥମ ଦିନିକିଆ ଜିତିଥିବା ଭାରତ ଏହି ମ୍ୟାଚକୁ ଜିତି ସିରିଜ ବିଜୟ ଲକ୍ଷ୍ୟରେ ରହିବ । ଇନ୍ଦୋର ପିଚ ସର୍ବଦା ଭାରତ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି । ୧୭ ବର୍ଷ ହେଲା ଟିମ…

ବର୍ଣ୍ଣାଢ଼୍ୟ ପରିବେଶରେ ଆରମ୍ଭ ହେଲା ଏସିଆନ ଗେମ୍ସ

ହାଙ୍ଗଝୋଉ: ଚୀନର ହାଙ୍ଗଝୋଉରେ ଏସିଆନ ଗେମ୍ସର ୧୯ତମ ସଂସ୍କରଣର ଉଦଘାଟନୀ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଆରମ୍ଭ ହୋଇଯାଇଛି । ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଉପସ୍ଥିତିରେ ଏହାକୁ ବିଧିବଦ୍ଧ ଭାବେ ଆରମ୍ଭ କରାଯାଇଥିଲା । ଏ ନେଇ ଆୟୋଜିତ ମନୋରଂଜନ କାର୍ଯ୍ୟକ୍ରମ ମାଧ୍ୟମରେ ଚୀନର ଅତୀତ,…

ଏସିଆନ ଗେମ୍ସ: ଏଥର ଭାରତର ଟାର୍ଗେଟ ୧୦୦ ପଦକ

ଏସିଆନ ଗେମ୍ସର ୧୯ତମ ସଂସ୍କରଣ ଆରମ୍ଭ ହୋଇଯାଇଛି । ଭାରତ ଏ ପର୍ଯ୍ୟନ୍ତ ଏସିଆନ ଗେମ୍ସରେ ୧୦୦ ପଦକ ମାର୍କ ପାର କରିପାରି ନାହିଁ । ଏଥର ଏହି ଲ୍ୟାଣ୍ଡ ମାର୍କ ଛୁଇଁବା ପାଇଁ ଆମ ଆଥଲେଟ ପ୍ରସ୍ତୁତ ଅଛନ୍ତି । ୭୩ ବର୍ଷରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ୨୦୧୮ରେ ହୋଇଥିଲା । ଏହି ସଂସ୍କରଣରେ ଭାରତ ୭୦…

ଧୋନୀଙ୍କ ବ୍ୟାଟିଂ ସ୍ଥାନକୁ ନେଇ ନିଜ ନିଜ ଷ୍ଟାଇଲରେ ଅନୁଭବ ବାଣ୍ଟିଲେ ଶ୍ରୀସନ୍ତ ଏବଂ ଗମ୍ଭୀର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଭାରତକୁ ଦୁଇଥର ବିଶ୍ୱକପ ଜିତିବାରେ ତାଙ୍କର ରେକର୍ଡ ରହିଛି। ଏମଏସ ଧୋନିଙ୍କ କ୍ରିକେଟ କ୍ୟାରିଅରର ସମୟର ବିଭିନ୍ନ ଅନୁଭୂତି ତାଙ୍କ ସହଯୋଗୀ…

୨୭ ବର୍ଷ ଅପେକ୍ଷାର ଅନ୍ତ ସହ କ୍ରିକେଟର ତିନି ଫର୍ମାଟରେ ଟିମ୍ ଇଣ୍ଡିଆ ନମ୍ବର ଓ୍ବାନ

ମୁମ୍ବାଇ: ମୋହାଲି ଦିନିକିଆ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ମ୍ୟାଚରେ କେ.ଏଲ ରାହୁଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରିଛି। ଏଥି ସହିତ, ଏହି ବିଜୟ ପରେ ଟିମ୍ ଇଣ୍ଡିଆ ମୋହାଲିରେ ୨୭ ବର୍ଷ ଧରି ଅପେକ୍ଷା କରିଥିବା ଏକ ରେକର୍ଡକୁ…