Latest Odisha News

BREAKING NEWS

Browsing Category

ଖେଳ

ସ୍କ୍ୱାଶ, ୧୦୦୦୦ ମିଟରରେ ଭାରତକୁ ପଦକ

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସର ୭ମ ଦିନ ଭାରତ ୫ ପଦକ ହାସଲ କରିଛି । ଏଥିସହ ଓଭରାଲ ୩୮ ପଦକ ସହ ଭାରତ ତାଲିକାରେ ୪ର୍ଥ ସ୍ଥାନରେ ରହିଛି । ସ୍କ୍ୱାଶରେ ଭାରତୀୟ ପୁରୁଷ ଟିମ ପାକିସ୍ତାନକୁ ହରାଇ ୯ ବର୍ଷ ପରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତ ପାଇଁ ଅଭୟ…

ହକି: ପାକିସ୍ତାନ ବିପକ୍ଷରେ ଭାରତ ହାସଲ କଲା ବୃହତ ବ୍ୟବଧାନର ବିଜୟ

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଭାରତୀୟ ହକି ଟିମ ପାକିସ୍ତାନ ବିପକ୍ଷରେ ଇତିହାସ ରଚିଛି । ପୁରୁଷ ହକିରେ ଭାରତ ୧୦-୨ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରିଛି । ଏହା ପାକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ । ୧୯୫୬ରେ ଉଭୟ ଦେଶ ମଧ୍ୟରେ ପ୍ରଥମ ଥର ପାଇଁ ହକି ମ୍ୟାଚ ଖେଳା ଯାଇଥିଲା ।…

୧୯୯୨: ରଙ୍ଗୀନ ବିଶ୍ୱକପ, ରାଉଣ୍ଡ ରବିନ ଲିଗ୍‌, ବର୍ଷା ଅଭିଶାପ, ମିଆଁଦାଦ-ମୋରେ ବିବାଦ

୧୯୯୨ରେ କ୍ରିକେଟର ଆଧୂନିକୀକରଣ ହୋଇଥିଲା । ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ରଙ୍ଗୀନ ପୋଷାକ, ଧଳା ବଲ, କଳା ସାଇଟ ସ୍କ୍ରିନ ଓ ଫ୍ଲଡ ଲାଇଟ ପ୍ରଶଂସକଙ୍କ ମନରେ ରୋମାଂଚ ଭରିଥିଲା । ୪ ବର୍ଷ ବଦଳରେ ୫ ବର୍ଷ ବ୍ୟବଧାନରେ ଏହି ବିଶ୍ୱକପ ଖେଳା ଯାଇଥିଲା । ତେବେ…

ଏସୀୟ କ୍ରୀଡାରେ ଭାରତକୁ ମିଳିଲା ନବମ ସ୍ଵର୍ଣ୍ଣ, ୩୫ରେ ପହଞ୍ଚିଲା ପଦକ ସଂଖ୍ୟା

ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି । ଏସିଆନ ଗେମ୍ସର ଟେନିସ ମିକ୍ସଡ ଡବଲ୍ସରେ ଭାରତ ହାତେଇଛି ନବମ ସ୍ୱର୍ଣ୍ଣ ପଦକ । ରୋହନ ବୋପନ୍ନା ଓ ଋତୁଜା ଭୋସାବେଗ୍ଦଲଙ୍କୁ ସ୍ୱର୍ଣ୍ଣ । ଭାରତର ପଦକ…

ବିଶ୍ୱକପ କ୍ରିକେଟ ପାଇଁ ଭାଷ୍ୟକାରଙ୍କ ତାଲିକା ଜାରୀ କଲା ଆଇସିସି

ନୂଆଦିଲ୍ଲୀ:ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ଶୁକ୍ରବାର ଭାଷ୍ୟକାରଙ୍କ ତାଲିକା ଘୋଷଣା କରିଛି । ନାସୀର ହୁସେନ, ଇଆନ ବିଶପ ଓ ଇଆନ ସ୍ମିଥଙ୍କ ପରି ପ୍ରତିଷ୍ଠିତ ଭାଷ୍ୟକାରଙ୍କୁ ସାମିଲ କରାଯାଇଛି । ଭାରତରୁ ସୁନୀଲ ଗାଭାସ୍କର, ହର୍ଷ…

ବିଶ୍ୱକପ କ୍ରିକେଟ: ଚାମ୍ପିୟନ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ଖେଳିବେନି ୱିଲିୟମସନ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ଅଧିନାୟକ କେନ ୱିଲିୟମସନ ଏବେ ବି ସମ୍ପୂର୍ଣ୍ଣ ଭାବେ ଫିଟ ହୋଇ ନାହାନ୍ତି । ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟର ପ୍ରଥମ ମ୍ୟାଚ ଅକ୍ଟୋବର ୫ରେ ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ୱିଲିୟମସନ…

ଏସିଆନ ଗେମ୍ସ: ଷଷ୍ଠ ଦିନ ଭାରତୀୟ ଆଥଲେଟଙ୍କ ଦମଦାର ପ୍ରଦର୍ଶନ

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଶୁକ୍ରବାର ଷଷ୍ଠ ଦିନ ଭାରତୀୟ ଆଥଲେଟ ଦମଦାର ପ୍ରଦର୍ଶନ କରିଛନ୍ତି । ଚୀନରେ ହାଙ୍ଗଝୋଉ ଭାରତୀୟ ଖେଳାଳି ୨ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୨ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଓଭରାଲ ୩୩ ପଦକ ସହ ଭାରତ ପଦକ ତାଲିକାରେ ୪ର୍ଥ ସ୍ଥାନରେ ରହିଛି । ଭାରତୀୟ ଶୁଟର୍ସ ୨…

ପାକିସ୍ତାନ ସହ ମିଳିତ ଭାବେ ଭାରତ ଆୟୋଜିତ କଲା ୧୯୮୭ ବିଶ୍ୱକପ: ନୂଆ ବିଜେତା, ପ୍ରଥମ ହ୍ୟାଟ୍ରିକ, ସିଦ୍ଧୁଙ୍କ କମାଲ

ବିଶ୍ୱ ଚାମ୍ପିୟନ ଭାରତ ଏଥର ସମସ୍ତ ଉଦ୍ୟମ କରି ୧୯୮୭ରେ ପାକିସ୍ତାନ ସହ ମିଳିତ ଭାବେ ବିଶ୍ୱକପ କ୍ରିକେଟ ଆୟୋଜନ କରିଥିଲା । ୮ ଅକ୍ଟୋବରରୁ ୮ ନଭେମ୍ବର ପର୍ଯ୍ୟନ୍ତ ଏହା ଆୟୋଜିତ ହୋଇଥିଲା । ଇଂଲଣ୍ଡ ବାହାରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ଅଷ୍ଟ୍ରେଲିଆ ନୂଆ ବିଜେତା ହୋଇଥିଲା । ଭାରତର ଅଭିଯାନ…

ପୁଣି ସ୍ଵର୍ଣ୍ଣ ଜିତିଲା ଭାରତ: ସୁଟିଂରେ ଉଭୟ ମହିଳା ଓ ପୁରୁଷ ଟିମକୁ ସ୍ଵର୍ଣ୍ଣ, ୮ରେ ପହଞ୍ଚିଲା ସ୍ଵର୍ଣ୍ଣ ପଦକ…

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ନିଜର ଜଲୱା ଦେଖଉଛନ୍ତି ଭାରତୀୟ ଖେଳାଳି । ଚୀନ ମାଟିରେ ଥରକୁ ଥର ଉଡାଉଛନ୍ତି ଆମ ଦେଶର ଜାତୀୟ ଧ୍ଵଜା । ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଆଜି ଭାରତକୁ ମିଳିଛି ଆଉ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ୫୦…

ଏଥର ଦିନିକିଆ ବିଶ୍ୱକପ କ୍ରିକେଟରେ ବିଫ ମନା !

ନୂଆଦିଲ୍ଲୀ: ଭାରତରେ ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜିତ ହେବାକୁ ଯାଉଛି । ଏହି ମେଗା ଇଭେଂଟ ପାଇଁ ସମସ୍ତ ଟିମ ସେମାନଙ୍କ ଚୂଡାନ୍ତ ଦଳ ଘୋଷଣା କରି ସାରିଛନ୍ତି । ଏହି ଅବସରରେ ଆୟୋଜକ ଭାରତ ଭ୍ରମଣକାରୀ ସମସ୍ତ ଦେଶ ନିକଟକୁ ଫୁଡ ମେନ୍ୟୁ ପଠାଇଛି । ରିପୋର୍ଟ ମୁତାବକ ବିଫକୁ ଏଥିରେ…