Latest Odisha News

BREAKING NEWS

Browsing Category

ଖେଳ

କ୍ୟାପଟେନ କୁଲକୁ ଟ୍ରେଡମାର୍କ କରିବା ପାଇଁ ଆବେଦନ କଲେ ଧୋନୀ

ରାଂଚୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଦୁନିଆରେ କ୍ୟାପଟେନ କୁଲ ଭାବେ ପରିଚିତ । ଏବେ ଧୋନୀ କ୍ୟାପଟେନ କୁଲ ଶବ୍ଦକୁ ଟ୍ରେଡମାର୍କ କରିବା ପାଇଁ ଆବେଦନ କରିଛନ୍ତି । ଯଦି ତାଙ୍କୁ ଏଥିପାଇଁ ଅନୁମତି ମିଳିବ ତେବେ ଅନ୍ୟ କୌଣସି ବ୍ୟକ୍ତି କିମ୍ବା…

ବୁମରାହଙ୍କୁ ନେଇ ଟିମ ଇଣ୍ଡିଆ ଉପରେ ରାଗିଗଲେ ଡିଭିଲର୍ସ

ନୂଆଦିଲ୍ଲୀ: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ପ୍ରଥମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ନିକଟରୁ ଭାରତ ପରାଜିତ ହୋଇଛି । ସିରିଜରେ ୫ଟି ମ୍ୟାଚ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଯଶପ୍ରୀତ ବୁମରାହ ସିରିଜରେ ୩ଟି ମ୍ୟାଚ ଖେଳିବେ ବୋଲି କୋଚ ଗୌତମ ଗମ୍ଭୀର କହିଛନ୍ତି । ଯାହା ଦକ୍ଷିଣ ଆଫ୍ରିକାର ମହାନ…

ସମ୍ମାନଜନକ ଏସଜେଏଫଆଇ ପଦକ ପାଇଁ ମନୋନୀତ ହେଲେ ଚେସ ମହାରଥୀ ବିଶ୍ୱନାଥନ

ଭୁବନେଶ୍ୱର: ଭାରତର ପ୍ରଥମ ଗ୍ରାଣ୍ଡମାଷ୍ଟର ତଥା ମହାନ ଚେସ ଖେଳାଳି ବିଶ୍ୱନାଥନ ଆନନ୍ଦଙ୍କୁ ଏସଜେଏଫଆଇ ପଦକ ୨୦୨୪ ପାଇଁ ମନୋନୀତ କରାଯାଇଛି । ପାଖାପାଖି ୪ ଦଶନ୍ଧି ଧରି ଭାରତରେ କ୍ରୀଡାର ବିକାଶରେ ବିଶ୍ୱନାଥନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।…

ଏସିଆ କପ କ୍ରିକେଟ ନେଇ ଏବେ ବି ରହିଛି ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ୨୦୨୫କୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି । ଭାରତରେ ଏହି ଟୁର୍ଣ୍ଣାମେଂଟର ଆୟୋଜକ ରହିଛି । କ୍ରିକବିଜ ରିପୋର୍ଟ ଅନୁସାରେ ଏସିଆ କପ ସେପ୍ଟମ୍ବର ୧୦ରୁ ଆରମ୍ଭ ହେବା ସମ୍ଭାବନା ରହିଛି । ଅବଶ୍ୟ ଏସିସି ଏ ନେଇ କୌଣସି ବୟାନ ଜାରୀ କରି ନାହିଁ । ପାକିସ୍ତାନ…

ଜୁନିୟର ପୁରୁଷ ହକି ବିଶ୍ୱକପ : ଭାରତ-ପାକିସ୍ତାନ ହେବେ ମୁହାଁ ମୁହିଁ

ନୂଆଦିଲ୍ଲୀ: ଚେନ୍ନାଇ ଓ ମଦୁରାଇରେ ଜୁନିୟର ପୁରୁଷ ହକି ବିଶ୍ୱକପ ନଭେମ୍ବରୁ ୨୮ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଖେଳାଯିବ । ଏଥିନେଇ ଏଫଆଇଏଚର ମୂଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଗ୍ରୁପ ବିରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ସ୍ଥାନ ପାଇଛନ୍ତି ।…

ଓଏସ୍‌ଜା ପକ୍ଷରୁ “ଓଡ଼ିଶା କ୍ରୀଡା ବିକାଶ ଓ ସୁଯୋଗ” କନକ୍ଲେଭ୍‌

ଭୁବନେଶ୍ବର:ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓଏସ୍‌ଜା) ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ‘ଓଡ଼ିଶା କ୍ରୀଡ଼ା: ବିକାଶ ଓ ସୁଯୋଗ’ ଶୀର୍ଷକ କନ୍‌କ୍ଲେଭ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବଛାବଛା କ୍ରୀଡ଼ା ସାମ୍ବାଦିକ ଓ କ୍ରୀଡ଼ାବିତ୍‌ଙ୍କ ସହ ସାରା ଦେଶର ୨୪ଜଣ ଜାତୀୟସ୍ତରୀୟ…

ଓସ୍‌ଜା ପକ୍ଷରୁ ‘ଓଡ଼ିଶା କ୍ରୀଡ଼ା: ବିକାଶ ଓ ସୁଯୋଗ’ କନକ୍ଲେଭ୍‌

ଭୁବନେଶ୍ବର : ରାଜ୍ୟରେ ଜାତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍‌ଜେଏଫ୍‌ଆଇ)ର ଏକମାତ୍ର ଅନୁବନ୍ଧିତ ସଂଘ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓଏସ୍‌ଜା) ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ‘ଓଡ଼ିଶା କ୍ରୀଡ଼ା: ବିକାଶ ଓ ସୁଯୋଗ’ ଶୀର୍ଷକ କନ୍‌କ୍ଲେଭ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର…

ଚେନ୍ନାଇ ପକ୍ଷରୁ ଖେଳି ପାରନ୍ତି ସଞ୍ଜୁ ସାମସନ

ଚେନ୍ନାଇ: ଆଇପିଏଲର ୧୯ତମ ସିଜନରେ ଏକ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିପାରେ । ଏକ ରିପୋର୍ଟ ଅନୁସାରେ ଚେନ୍ନାଇ ସୁପର କିଙ୍ଗସ ସଞ୍ଜୁ ସାମସନଙ୍କୁ ନେବା ପାଇଁ ଜୋରସୋରରେ ଉଦ୍ୟମ ଆରମ୍ଭ କରିଛି । ଏଥିପାଇଁ ରାଜସ୍ଥାନ ରୟାଲ୍ସ ସହିତ ଦଳ ଯୋଗାଯୋଗରେ ରହିଛି । ରବିଚନ୍ଦ୍ରନ ଅଶ୍ୱୀନ ଓ ଶିବମ…

ଟେଷ୍ଟ କ୍ରିକେଟରେ ସେହ୍ୱାଗଙ୍କୁ ପଛରେ ପକାଇଲେ ପନ୍ତ

ନୂଆଦିଲ୍ଲୀ: ଭାରତର ଷ୍ଟାର ୱିକେଟକିପର ରିଷଭ ପନ୍ତ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଚଳିତ ସିରିଜର ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ପନ୍ତ ଶତକ ହାସଲ କରିଥିଲେ । ସେ ଏହି ଶତକୀୟ ଇନିଂସ ଅବସରରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ଛକା ରେକର୍ଡକୁ ପଛରେ…

ବାପା ହେଲେ କ୍ରିକେଟର ମୁକେଶ କୁମାର

ଛପରା: ଭାରତର ପେସ ବୋଲର ମୁକେଶ କୁମାର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପତ୍ନୀ ଦିବ୍ୟା ସନ୍ତାନ ଜନ୍ମ କରିବା ପରେ ମୁକେଶ ଏହି ଖୁସି ଖବର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଶେୟାର କରିଥିଲେ । ବିହାରର ଛପରା ବାସିନ୍ଦା ମୁକେଶ ୨୦୨୩ରେ ଦିବ୍ୟାଙ୍କୁ ବିବାହ କରିଥିଲେ । ସେ…