Latest Odisha News

BREAKING NEWS

Browsing Category

ଖେଳ

ବ୍ରିସବେନରେ ଭାରତ ରଚିପାରେ ବିଶ୍ୱରେକର୍ଡ

ବ୍ରିସବେନ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ସିିରିଜର ଅନ୍ତିମ ମୁକାବିଲା ବ୍ରିସବେନରେ ଖେଳାଯିବ । ୨-୧ରେ ଅଗ୍ରଣୀ ଥିବା ଭାରତ ସିରିଜ ଜିତିବା ଲକ୍ଷ୍ୟରେ ରହିବ । ଅପରପକ୍ଷରେ ଅଷ୍ଟ୍ରେଲିଆ ସିରିଜ ବରାବର କରିବା ପାଇଁ ଚାହିଁବ । ବ୍ରିସବେନରେ ଭାରତ ନିକଟରେ ଏକ ବିଶ୍ୱରେକର୍ଡ…

ମହାମହିମଙ୍କୁ ଭେଟିଲେ ବିଶ୍ବବିଜେତା ମହିଳା କ୍ରିକେଟର; ରାଷ୍ଟ୍ରପତି କହିଲେ, ବଡି ଲାଙ୍ଗୁଏଜ କହୁଥିଲା ବିଜୟର କଥା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ଜିତିଥିବା ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟମାନେ । ଆଜି ରାଷ୍ଟ୍ରପତି ଭବନ ଯାଇ ମହାମହିମଙ୍କୁ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି ଭାରତୀୟ ମହିଳା କ୍ରିକେଟ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ…

ଅହମ୍ମଦାବାଦରେ ହୋଇପାରେ ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲ

ଅହମ୍ମଦାବାଦ: ଅହମ୍ମଦାବାଦରେ ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ଆୟୋଜିତ ହେବା ସମ୍ଭାବନା ସୃଷ୍ଟି ହୋଇଛି । ବିସିସିଆଇ ପକ୍ଷରୁ ଗୁରୁବାର ଫାଇନାଲ ମ୍ୟାଚ ଆୟୋଜନ କରିବା ପାଇଁ କେତେକ ଭେନ୍ୟୁର ଲିଷ୍ଟ କରାଯାଇଛି । ଅହମ୍ମଦାବାଦ, ଦିଲ୍ଲୀ, କୋଲକାତା, ଚେନ୍ନାଇ ଓ ମୁମ୍ବାଇକୁ ଶର୍ଟଲିଷ୍ଟ…

IPLର କୌଣସି ଟିମ୍କୁ କେମିତି କିଣାଯାଏ ? ଏଥିପାଇଁ କେତେ ଟଙ୍କା ଆବଶ୍ୟକ

ନୂଆଦିଲ୍ଲୀ: ୨୦୨୬ରେ ହେବାକୁ ଯାଉଛି ଆଇପିଏଲ୍ ନିଲାମ । ଏହା ଯେମିତି ଆଗକୁ ବଢୁଛି, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ସମ୍ଭାବ୍ୟ ବିକ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଯେ, ଆରସିବିର ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହି ମଧ୍ୟରେ ଆସନ୍ତୁ ଜାଣିବା,…

ଡବ୍ଲ୍ୟୁପିଏଲ: ଫ୍ରାଂଚାଇଜର ଘୋଷଣା କଲେ ରିଟେନଶନ ଖେଳାଳିଙ୍କ ତାଲିକା

ନୂଆଦିଲ୍ଲୀ: ଓମେନ୍ସ ପ୍ରିମିୟର ଲିଗ ୨୦୨୬ ପାଇଁ ଗୁରୁବାର ଫ୍ରାଂଚାଇଜରମାନେ ସେମାନଙ୍କ ରିଟେନଶନ ଖେଳାଳି ତାଲିକାଙ୍କ ନାମ ଘୋଷଣା କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ଦୀପ୍ତି ଶର୍ମା ଓ ଦକ୍ଷିଣ ଆଫ୍ରିକାର ଷ୍ଟାର ଖେଳାଳି ଲୌରା ଭୋଲଭର୍ଟଙ୍କୁ ସେମାନଙ୍କ…

ଅଷ୍ଟ୍ରେଲିଆକୁ ୪୮ ରନରେ ହରାଇଲା ଭାରତ, ସିରିଜରେ ୨-୧ରେ ଅଗ୍ରଣୀ

ଗୋଲ୍ଡ କୋଷ୍ଟ: ଏଠାରେ ଅନୁଷ୍ଠିତ ୪ର୍ଥ ଟି୨୦ ମ୍ୟାଚରେ ଭାରତ ୪୮ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ପ୍ରଥମ ଟି୨୦ ବର୍ଷା ଯୋଗୁ ବାତିଲ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ୱିକେଟ…

ମହିଳା କ୍ରିକେଟର ସଫଳତା ପଛରେ ରହିଛି ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଭାରତୀୟ ମହିଳା କ୍ରିକେଟ ଟିମ ବିଶ୍ୱ ଚାମ୍ପିୟନ ହୋଇଛି । ଯେଉଁ ମହିଳା ଟିମର ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମ ଫାଙ୍କା ରହୁଥିଲା ଏବେ ତାହା ପୂର୍ଣ୍ଣ ହୋଇଥିଲା । ପଡିଆରେ ସମର୍ଥକଙ୍କ ଉପସ୍ଥିତି ଖେଳାଳିଙ୍କ ମନୋବଳ ବଢ଼ାଇଥାଏ ଓ ଉତ୍ସାହିତ କରିଥାଏ । ଏହି ସବୁ ପଛରେ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଫେରିଲେ ପନ୍ତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ଟେଷ୍ଟ ସିରିଜ ପାଇଁ ବୁଧବାର ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ଶୁଭମନ ଗିଲଙ୍କ ନେତୃତ୍ୱରେ ଘୋଷିତ ଦଳରେ ଷ୍ଟାର ୱିକେଟକିପର ରିଷଭ ପନ୍ତ ଫେରିଛନ୍ତି । ଆଘାତ ସମସ୍ୟା ଯୋଗୁ ସେ ଟିମଠାରୁ ଦୂରେଇ ରହିଥିଲେ । ତାଙ୍କୁ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ହେବ ଏହି ଷ୍ଟାର ଖେଳାଳିଙ୍କ ଏଂଟ୍ରି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ପରେ ଭାରତୀୟ କ୍ରିକେଟ ଟିମ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ । ନଭେମ୍ବର ୧୪ରୁ ଏହି ୨ ମ୍ୟାଚ ବିଶିଷ୍ଟ ସିରିଜ ଆରମ୍ଭ ହେବ । ଆଘାତପ୍ରାପ୍ତ ଷ୍ଟାର ଖେଳାଳି ରିଷଭ ପନ୍ତ ଏହି ସିରିଜରେ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି ।…

ଆଶେସ ସିରିଜ ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଦଳ

ପର୍ଥ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୧ରୁ ଆଶେସ କ୍ରିକେଟ ସିରିଜ ଆରମ୍ଭ ହେବ । ଷ୍ଟିଭ ସ୍ମିଥଙ୍କ ନେତୃତ୍ୱରେ ପ୍ରଥମ ଟେଷ୍ଟ ପାଇଁ ୧୫ ଜଣିଆ ଦଳର ଘୋଷଣା କରାଯାଇଛି । ନଭେମ୍ବର ୨୧ରୁ ପର୍ଥରେ ପ୍ରଥମ ଟେଷ୍ଟ ଖେଳାଯିବ । ଏହା ପରେ ବ୍ରିସବେନ, ଆଡିଲେଡ, ମେଲବୋର୍ଣ୍ଣ ଓ ସିଡନୀରେ…