Latest Odisha News

BREAKING NEWS

Browsing Category

ଖେଳ

ରଣଜୀ ଟ୍ରଫି: ବିଦର୍ଭ ନିକଟରୁ ଓଡିଶା ପରାସ୍ତ, ସ୍ୱସ୍ତିକଙ୍କ ଅର୍ଦ୍ଧଶତକ

ନାଗପୁର: ଏଠାରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ପୂନର୍ବାର ନୈରାଶ୍ୟଜନକ ପ୍ରଦର୍ଶନ କରି ବିଦର୍ଭ ନିକଟରୁ ୧୦୦ ରନରେ ପରାସ୍ତ ହୋଇଛି । ବିଦର୍ଭ ପ୍ରଥମ ଇନିଂସରେ ୨୮୬ ରନ କରିଥିଲା । ଏହାର ଜବାବରେ ଓଡିଶା ୧୬୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଦ୍ୱିତୀୟ ଇନିଂସରେ ବିଦର୍ଭ ୨ ୱିକେଟ…

ଟି୨୦ କ୍ରିକେଟରେ କେବଳ ଓପନିଂ ସ୍ଥାନ ସ୍ଥିର: ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଆନ୍ତର୍ଜାତୀୟ ଟି୨୦ରେ ଚମତ୍କାର ପ୍ରଦର୍ଶନ ଜାରୀ ରଖିଛି । ନିକଟରେ ଟିମ ଇଣ୍ଡିଆ ୨-୧ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଭାରତୀୟ ଟି୨୦ ଟିମର ବ୍ୟାଟ୍ସମ୍ୟାନଙ୍କ କ୍ରମରେ ଗମ୍ଭୀର ପରିବର୍ତନ କରୁଥିବାରୁ ଏହାକୁ ଅନେକ ସମାଲୋଚନା କରିଛନ୍ତି । ଏବେ ସେ ଏ ନେଇ…

Sultan Azlan Shah Cup 2025: ସୁଲତାନ ଆଜଲାନ ଶାହ କପ୍ ରେ ସିନିୟରମାନଙ୍କୁ ବିଶ୍ରାମ, ନେତୃତ୍ବ ନେବେ ସଞ୍ଜୟ

ନୂଆଦିଲ୍ଲୀ:ହକି ଇଣ୍ଡିଆ ମାଲେସିଆର ଇପୋହ (Ipoh, Malaysia)ରେ ୨୩ ରୁ ୩୦ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୩୧ତମ ସୁଲତାନ ଆଜଲାନ ଶାହ କପ୍ ୨୦୨୫(31st Sultan Azlan Shah Cup 2025) ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରିଛି। ଏହି ଇଭେଣ୍ଟ ପାଇଁ ସଞ୍ଜୟଙ୍କୁ ଦଳର…

ସାମୀଙ୍କ ଆନ୍ତର୍ଜାତୀୟ କ୍ରିକେଟ ଭବିଷ୍ୟତ ଅନ୍ଧକାରରେ

ମୁମ୍ବାଇ: ଭାରତର ସିନିୟର ପେସ ବୋଲର ମହମ୍ମଦ ସାମୀଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଏବେ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ଜାତୀୟ ଦଳକୁ ସେ ଫେରିବା ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ରଣଜୀ ଟ୍ରଫିରେ ସାମୀ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଏହା ତାଙ୍କୁ ଟିମ ଇଣ୍ଡିଆକୁ ଫେରିବା ପାଇଁ ଯଥେଷ୍ଟ…

ଚେନ୍ନାଇ ସୁପର କିଙ୍ଗସ ପ୍ରସ୍ତାବ ନେଇ ରାଜି ହେଲାନି ଗୁଜରାଟ ଟାଇଟାନ୍ସ

ଚେନ୍ନାଇ: ଆଇପିଏଲ ୨୦୨୬ ନିଲାମ ପୂର୍ବରୁ ଏବେ ଟ୍ରେଡିଂ ୱିଣ୍ଡୋ ଖୋଲା ଯାଇଛି । ଗତ ସଂସ୍କରଣରେ ଖରାପ ପ୍ରଦର୍ଶନ କରିଥିବା ଚେନ୍ନାଇ ସୁପର କିଙ୍ଗସ ଦଳରେ ବଡ ପରିବର୍ତନ କରିବାକୁ ଚାହୁଁଛି । ମହେନ୍ଦ୍ର ସିଂ ଧୋନୀ ଅବସର ନେବା ପୂର୍ବରୁ ଦଳକୁ ଏକ ମଜଭୁତ ଟିମ ଦେବାକୁ ଚାହୁଁଛନ୍ତି । ରାଜସ୍ଥାନ…

ମାଟିରେ ମିଶିବ ଜବାହାର ଲାଲ ନେହେରୁ ଷ୍ଟାଡିୟମ, ତିଆରି ହେବ ସ୍ପୋର୍ଟ୍ସ ସିଟି

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଜବାହାର ଲାଲ ନେହେରୁ ଷ୍ଟାଡିୟମ ମାଟିରେ ମିଶିବ । କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଏହି ଷ୍ଟାଡିୟମ ସ୍ଥାନରେ ଏକ ଅତ୍ୟାଧୂନିକ ସ୍ପୋର୍ଟ୍ସ ସିଟି ତିଆରି ହେବ । ବିଶ୍ୱସ୍ତରର ସମସ୍ତ ସୁବିଧା ସୁଯୋଗ ଏଠାରେ ଉପଲବ୍ଧ କରାଯିବ । ପୂର୍ବରୁ ଏହି…

ଓଡିଶା ଆଗରେ ୩୪୫ ରନର ବିଜୟ ଲକ୍ଷ୍ୟ

ନାଗପୁର:ଏଠାରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମୁକାବିଲାରେ ଓଡିଶା ଆଗରେ ବିଦର୍ଭ ୩୪୫ ରନର ବିଜୟ ଏକ୍ଷ୍ୟ ରଖିଛି । ଜବାବରେ ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଓଡିଶା କୌଣସି ୱିକେଟ ନ ହରାଇ ୪୪ ରନ ସଂଗ୍ରହ କରି ନେଇଛି । ସ୍ୱସ୍ତିକ ସାମଲ ୨୫ ଓ ଗୌରବ ଚୌଧୁରୀ ୧୭ ରନ କରି ଅପରାଜିତ…

ରଣଜୀ ଟ୍ରଫି: ବିଦର୍ଭ ୨୮୯, ଓଡିଶା ୧୨୨/୬

ନାଗପୁର: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ପୂର୍ବଭଳି ଚିରାଚରିତ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ବିଦର୍ଭକୁ ୨୮୬ ରନରେ ଅଲଆଉଟ କରିବା ପରେ ଓଡିଶା ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୧୨୨ ରନ କରି ବିପଦରେ ପଡିଛି । ଗୋବିନ୍ଦ ପୋଦ୍ଦାର ୧୭ ଓ ସମ୍ବିତ ବରାଳ ୨ ରନ କରି ଅପରାଜିତ ଅଛନ୍ତି…

ମ୍ୟାନ୍ ଅଫ୍ ଦି ମ୍ୟାଚକୁ ମିଳିଥାଏ କେତେ ଟଙ୍କା? ମ୍ୟାଚ୍ ଫିସଠୁ ଅଧିକ ନା କମ…

ନୂଆଦିଲ୍ଲୀ : ନିକଟରେ ମହିଳା ଓ୍ବାନଡେ ବିଶ୍ୱକପ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ୍ୱକପ୍ ଟ୍ରଫି ନିଜ ନାମରେ କରିଛି। ଫାଇନାଲ୍ ମ୍ୟାଚ୍‌ରେ ଶେଫାଳୀ ବର୍ମା ଧମାକାଦାର ଇନିଂସ୍ ଖେଳି ଭାରତକୁ ବିଶ୍ୱ ବିଜେତା ବନାଇଥିଲେ। ଏହି ମ୍ୟାଚ୍‌ରେ ଶେଫାଳୀଙ୍କ ଅସାଧାରଣ ପ୍ରଦର୍ଶନ…

ମେଘାଳୟର ଆକାଶ ଚୌଧୁରୀ ରଚିଲେ ଇତିହାସ, ମାରିଲେ କ୍ରମାଗତ ୮ ଛକା

ନୂଆଦିଲ୍ଲୀ: ମେଘାଳୟର ଆକାଶ ଚୌଧୁରୀ ରବିବାର ଇତିହାସ ରଚିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ଗୋଟିଏ ଓଭରରେ ୬ଟି ଛକା ଓ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ମାତ୍ର ୧୧ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହି ଇନିଂସରେ ସେ କ୍ରମାଗତ ୮ଟି ବଲରେ ୮ଟି…