Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସନ୍ଧ୍ୟା ଥିଏଟର ଦଳାଚକଟା ମାମଲା; ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ବେଲ

ହାଇଦ୍ରାବାଦ: ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳଚକଟା ମାମଲାରେ ତେଲୁଗୁ ସୁପୁରଷ୍ଟାର ଅଲ୍ଲୁ ଅର୍ଜନଙ୍କୁ ମିଳିଲା ବଡ଼ ଆଶ୍ବସ୍ତି । ଏହି ଦଳାଚକଟାରେ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ପୁଅ ଗୁରୁତର ହୋଇଥିଲେ । ଏହି ଘଟଣାରେ ହାଇଦ୍ରାବାଦ ସ୍ଥିତ ନାମପଲ୍ଲୀ କୋର୍ଟ ଆଜି…

ମୁକ୍ତିଲାଭ କଲା ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର ‘ୱାଇଫ’

ଭୁବନେଶ୍ବର: ଆଜି ରିଲିଜ ହେଲା ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର ‘ୱାଇଫ’। ରାଜ୍ୟର ୧୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ‘ୱାଇଫ’। ୱାଇଫ୍ ର ପ୍ରିମିଅର ଶୋ' କଟକ ସ୍ଥିତ ସଙ୍ଗମ ସିନେମା ହଲ୍ ରେ ହୋଇଛି । ପ୍ରିମିଅର ଶୋ' ରେ ଅଭିନେତ୍ରୀ, କ୍ରିଏଟିଭ ହେଡ଼ ବର୍ଷା…

ଜାନୁଆରୀ ୧୨ରେ ମୁକ୍ତିଲାଭ କରିବ ‘ରଙ୍ଗଶୁର’

ଭୁବନେଶ୍ବର: ଜାନୁଆରୀ ୧୨ ତାରିଖରେ ମୁକ୍ତିଲାଭ କରିବ ଓଡିଆ ଚଳଚ୍ଚିତ୍ର ‘ରଙ୍ଗଶୁର’ । ରାଜ୍ୟର ପାରମ୍ପରିକ ଲୋକନୃତ୍ୟ ‘ବାଘନାଚ’ ଏବଂ ନାରୀ ସଶକ୍ତୀକରଣ ଉପରେ ଆଧାରିତ ହୋଇଛି ଏହି ଚଳଚ୍ଚିତ୍ର । ପ୍ରକାଶ ଫିଲ୍ମସ୍ ଏବଂ ମୁନ୍ ଟିଭି ମୁଭିଜ୍‌ ପ୍ରଯୋଜନାରେ ନିର୍ମିତ ହୋଇଛି ଏହି ଚଳଚ୍ଚିତ୍ରଟି ।…

ସାମ୍ନାକୁ ଆସିଲା ରିଲିଜ ତାରିଖ, ଏହି ଦିନ ମୁକ୍ତିଲାଭ କରିବ ‘ସ୍ତ୍ରୀ ୩’

ମୁମ୍ବାଇ: ଗତ ବର୍ଷର ସବୁଠୁ ବଡ଼ ବ୍ଲକ୍‌ବଷ୍ଟର ଫିଲ୍ମ ‘ସ୍ତ୍ରୀ-୨’ ବକ୍ସ ଅଫିସ୍‌ରେ ପ୍ରାୟ ୬୦୦ କୋଟି ବ୍ୟବସାୟ କରିଥିଲା । ଦର୍ଶକମାନେ ଫିଲ୍ମକୁ ଢେର ଭଲପାଇବା ମଧ୍ୟ ଦେଇଥିଲେ । ତେବେ, ନିର୍ମାତା ଫିଲ୍ମର ଶେଷ ସିନ୍‌କୁ ଝୁଲାଇ ରଖିଥିବାରୁ ଏହାର ପରବର୍ତ୍ତୀ ସଂସ୍କରଣ ଆସିପାରେ ବୋଲି ଦର୍ଶକ…

ଶିଖର ଧୱନକୁ ବିବାହ କଲେ କି ହୁମା କୁରେଶି? 

ମୁମ୍ବାଇ: କ୍ରିକେଟର ଶିଖର ଧୱନ ଓ ବଲିଉଡ ଅଭିନେତ୍ରୀ ହୁମା କୁରେଶିଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଫଟୋରେ ଶିଖର ଧୱନ ଶେରୱାନି ଓ ହୁମା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ନଜର ଆସିଛି। ଏପରିକି ଶିଖର, ହୁମାଙ୍କୁ କିସ୍ କରୁଥିବାର ମଧ୍ଯ ଦେଖିବାକୁ…

ଜିରୋ ନାଇଟରେ କନ୍‌ସର୍ଟ କରି ପୁଣି ବିବାଦରେ ଦିଲଜିତ୍‌ ଦୋସାଞ୍ଜ

ଲୁଧିଆନା: ଲୋକପ୍ରିୟ ଗାୟକ ଏବଂ ଅଭିନେତା ଦିଲଜିତ୍‌ ଦୋସାଞ୍ଜ ପୁଣି ବିବାଦରେ ଫସିଛନ୍ତି। ଜିରୋନାଇଟ ଉପଲକ୍ଷେ ମଙ୍ଗଳବାର ରାତିରେ ପଞ୍ଜାବ ଏଗ୍ରିକଲ୍ଚର ୟୁନିଭର୍ସିଟିରେ ହେଉଥିବା ଲୁଧିଆନା କନ୍‌ସର୍ଟରେ ଦୋସାଞ୍ଜ ଗାଇଥିବା କେତେକ ଗୀତରେ ଆପତ୍ତି ଦର୍ଶାଇ ନୋଟିସ ଜାରି କରାଯାଇଛି। ପଞ୍ଜାବ…

୫୦ ବର୍ଷରେ ୫୫ କେଜି. ଓଜନ ହ୍ରାସ କଲେ ରାମ କପୁର… 

ନୂଆଦିଲ୍ଲୀ: ମଧୁମେହରେ ପୀଡିତ ରାମ କପୁରଙ୍କ ଓଜନ କ୍ରମାଗତ ଭାବରେ ବଢୁଥିଲା। ଆଉ ତାଙ୍କ ରୋଗକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଥିଲା। କିନ୍ତୁ ସେ ହାର ମାନିନଥିଲେ ଏବଂ ଦୃଢ ନିଷ୍ଠାର ସହିତ ନିଜର ଓଜନ ହ୍ରାସ ଯାତ୍ରା ଆରମ୍ଭ କରିଥିଲେ। ସେ ସୁସ୍ଥ ଖାଦ୍ୟାଭ୍ୟାସ ଏବଂ ନିୟମିତ ବ୍ୟାୟାମ…

ଭାରତରେ ୧୦୦ କୋଟି ପାର୍ କଲା ‘ମୁଫାସା: ଦ ଲାୟନ କିଙ୍ଗ… 

ମୁମ୍ବାଇ: ଶାହରୁଖ ଖାନଙ୍କ ଦମଦାର ଭଏସରେ ରିଲିଜ ହୋଇଥିବା 'ମୁଫାସା- ଦ ଲାୟନ କିଙ୍ଗ' ଭାରତର ବକ୍ସ ଅଫିସରେ ରାଜ କରୁଛି। ଏହି ହଲିଉଡ୍ ଫିଲ୍ମ ଭାରତୀୟଙ୍କ ହୃଦୟ ଜିତିପାରିଛି। ସେଥିପାଇଁ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି। ଏହି ଚଳଚ୍ଚିତ୍ର…

୨୦୨୫ ପ୍ରଥମ ସପ୍ତାହରେ ଓଟିଟିରେ ରିଲିଜ୍ ହେବାକୁ ଯାଉଛି ଏହି ଫିଲ୍ମ ଏବଂ ଓ୍ବେବ ସିରିଜ୍

ମୁମ୍ବାଇ: ନୂତନ ବର୍ଷ ଜବରଦସ୍ତ ମନୋରଞ୍ଜନ ସହ ଆରମ୍ଭ ହେବାକୁ ଯାଉଛି । କାରଣ ୨୦୨୪ ଶେଷ ପର୍ଯ୍ୟନ୍ତ ରିଲିଜ ହୋଇଥିବା ଭଲ ଭଲ ଚଳଚ୍ଚିତ୍ର ଓଟିଟିରେ ମୁକ୍ତିଲାଭ କରିବାକୁ ଯାଉଛି । ଭାରତୀୟ ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ଥ୍ରୀଲର ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ପର୍ଯ୍ୟନ୍ତ…

ମିକା ଓ କପିଲଙ୍କୁ ଚାପୁଡ଼ା ମାରିଥିଲେ ମୋ ଗାର୍ଡ: କେଆରକେ

ନୂଆଦିଲ୍ଲୀ: ନିକଟରେ ବଲିଉଡ ଗାୟକ ମିକା ସିଂ ଏକ ଚାଞ୍ଚଲ୍ୟକର ମନ୍ତବ୍ଯ ଦେଇ କହିଥିଲେ ଯେ କପିଲ ଶର୍ମା, କମଲ ଆର ଖାନ (କେଆରକେ)ଙ୍କ ଘରେ ବହୁତ ହଙ୍ଗାମା କରିଥିଲେ। ଯାହାପରେ ଘଟଣାରେ ମୁହଁ ଖୋଲିଛନ୍ତି କେଆରକେ। କେଆରକେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଭିଡିଓ ସେୟାର କରି କହିଛନ୍ତି ଯେ…