Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବକ୍ସ ଅଫିସରେ ଜବରଦସ୍ତ ଇନକମ ପରେ ଏବେ ଓଟିଟିରେ ରିଲିଜ ହେବ ‘ଦେବରା’

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଷ୍ଟାରର ଫିଲ୍ମ 'ଦେବରା: ପାର୍ଟ ୱାନ' ବକ୍ସ ଅଫିସରେ ଭଲ ଇନକମ କରିଥିଲା । ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୩୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଜୁନିଅର ଏନଟିଆରଙ୍କ ସହିତ ଜାହ୍ନବୀ କପୁର ଏବଂ ସୈଫ…

ଏହି ଦେଶରେ ବ୍ୟାନ ହେଲା ସିଂଘମ୍ ଏଗେନ ଓ ଭୁଲଭୁଲେୟା ୩ ଫିଲ୍ମ

ନୂଆଦିଲ୍ଲୀ: ନଭେମ୍ବର ୧ରେ ଫିଲ୍ମ ସିଂଘମ୍ ଏବଂ ଭୁଲଭୁଲେୟା ୩ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମ ଦିୱାଲୀରେ ବକ୍ସ ଅଫିସରେ ରିଲିଜ ହେବ। ତେବେ ଏକ ରିପୋର୍ଟ ଅନୁଯାୟୀ ସାଉଦି ଆରବରେ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଧାର୍ମିକ ବିବାଦକୁ ରୋକିବା ପାଇଁ ସାଉଦି…

ଲରେନ୍ସ ବିଷ୍ଣୋଇଠୁ ଅଧିକ ଖରାପ ସଲମାନ, କାହିଁକି ଏମିତି କହିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ସମାଜସେବୀ ସୋମି ଅଲି ଅଭିନୟ ଅପେକ୍ଷା ସଲମାନ ଖାନଙ୍କ ସହ ସମ୍ପର୍କକୁ ନେଇ ଅଧିକ ଚର୍ଚ୍ଚାରେ ରୁହନ୍ତି। ନିକଟରେ ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କୁ ମଧ୍ଯ ହତ୍ଯା ଧମକ ମିଳିବାରେ ଲାଗିଛି। ଲରେନ୍ସ ବିଷ୍ଣୋଇଙ୍କ ନାଁରେ ସୋମି ଏକ ନୋଟ୍ ଶେୟାର କରିଛନ୍ତି।…

କେବିସିରେ ବଡ଼ ଖୁଲସା: ଜନ୍ମର ୫ ମାସ ପରେ ଝିଅର ନାଁ ରିଭିଲ୍ କଲେ ବରୁଣ

ମୁମ୍ବାଇ: ଚଳିତ ବର୍ଷ ଜୁନରେ ହିଁ ବାପା ହୋଇଥିଲେ ବଲିଉଡ୍ ଅଭିନେତା ବରୁଣ ଧୱନ୍। ୩ ଜୁନରେ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ ବରୁଣଙ୍କ ସ୍ତ୍ରୀ ନତାଶା। ଏନେଇ ନିଜ ସୋସିଆଲ ମିଡିଆରେ ଏକ ସୁନ୍ଦର ପୋଷ୍ଟ ଜାରି କରି ନିଜ ପ୍ରଶଂସକଙ୍କୁ ଖୁସି ଖବର ଦେଇଥିଲେ। ହେଲେ ସବୁଠୁ ବଡ଼ କଥା…

‘ସିଙ୍ଘମ ଏଗେନ’ କୁ ପଛରେ ପକାଇଲା ‘ଭୁଲ୍ ଭୁଲେୟା ୩’: କଲାଣି ଏତିକି ଆୟ

ମୁମ୍ବାଇ: ରୁହୁ ବାବା ଅବତାରରେ ପୁଣି ଥରେ ବଲିଉଡରେ ଧମାଲ କରିବେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ନଭେମ୍ବର ୧ ଅର୍ଥାତ୍ ଆସନ୍ତା କାଲି ରିଲିଜ ହେବାକୁ ଯାଉଛି ଭୁଲ ଭୁଲେୟା ୩ । ହରର୍ ଏବଂ କମେଡିରେ ଭରପୁର ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୁମିକାରେ ନଜର ଆସିବେ କାର୍ତ୍ତିକ ଆର୍ଯ୍ୟନ,…

ଅଯୋଧ୍ୟାର ମାଙ୍କଡ଼ଙ୍କ ପାଇଁ ୧ କୋଟି ଦେଲେ ଅକ୍ଷୟ କୁମାର

ଅଯୋଧ୍ୟା: ଭଗବାନ ରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଦୀପାବଳି ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଦୀପାବଳି ଦିନ ଏଠାରେ ଲକ୍ଷ ଲକ୍ଷ ଦୀପ ଜଳାଯାଏ। ତେବେ ଏହାରି ମଧ୍ଯରେ ଏଠାରେ ଥିବା ମାଙ୍କଡ ମାନଙ୍କ ପାଇଁ ଅକ୍ଷୟ କୁମାର ୧ କୋଟି ଟଙ୍କା ଦାନ କରିଛନ୍ତି। ଅଯୋଧ୍ୟାରେ ହଜାର ହଜାର…

ଭୁଲ ଭୁଲେୟା ୩ ଓ ସିଙ୍ଘମ ଏଗେନ୍; ଆଡଭାନ୍ସଡ ବୁକିଂରେ କିଏ ଆଗରେ… 

ମୁମ୍ବାଇ: ଦୀପାବଳିରେ ରିଲିଜ ହେବାକୁ ଯାଉଛି 'ଭୁଲ ଭୁଲେୟା ୩' ଓ 'ସିଙ୍ଘମ ଏଗେନ୍'। ଏହି ଦୁଇଟି ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ଯ ଆରମ୍ଭ ହୋଇଗଲାଣି। ରୋହିତ ଶେଟ୍ଟୀଙ୍କ 'ସିଙ୍ଘମ ଏଗେନ୍'କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଭରି ରହିଛି। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍ ପୁଣିଥରେ…

ଆପାର୍ଟମେଣ୍ଟରୁ ମିଳିଲା ‘କଙ୍ଗୁଭା’ ଫିଲ୍ମର ଏଡିଟର ନିଶାଦ ୟୁସୁଫଙ୍କ ମୃତଦେହ

ହାଇଦ୍ରାବାଦ: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। 'କଙ୍ଗୁଭା' ଫିଲ୍ମର ଏଡିଟର ନିଶାଦ ୟୁସୁଫଙ୍କର ମୃତ୍ୟୁ ଘଟିଛି। ତାଙ୍କ ଆପାର୍ଟମେଣ୍ଟରୁ ମୃତଦେହ ଉଦ୍ଧାର ହୋଇଛି। 'କଙ୍ଗୁଭା' ଫିଲ୍ମର ଏଡିଟର ନିଶାଦ ୟୁସୁଫଙ୍କର ମୃତଦେହ ବୁଧବାର ସକାଳେ କୋଚିରେ ଏକ…

ରେନୁକାସ୍ବାମୀ ହତ୍ୟା ମାମଲା, ଅଭିନେତା ଦର୍ଶନଙ୍କୁ ମିଳିଲା ଜାମିନ

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟ ବୁଧବାର ରେନୁକାସ୍ବାମୀ ହତ୍ୟା ମାମଲାରେ ଅଭିଯୁକ୍ତ ଅଭିନେତା ଦର୍ଶନ ଥିଗୁଦେପାଙ୍କୁ ମେରୁଦଣ୍ଡ ଅସ୍ତ୍ରୋପଚାର ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ଏସ୍. ବିଶ୍ୱଜିତ ଶେଟ୍ଟୀଙ୍କ ବେଞ୍ଚ ମେଡିକାଲ ଗ୍ରାଉଣ୍ଡରେ ଦର୍ଶନଙ୍କୁ ୬ ସପ୍ତାହ…

ଥାଲାପତିଙ୍କ ରେକର୍ଡ ଭାଙ୍ଗିଲେ ଅଲ୍ଲୁ, ବନିଲେ ଦେଶର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା

ଚେନ୍ନାଇ: ଅଲ୍ଲୁ ଅର୍ଜୁନ ଏବେ ନିଜର ଅପକମିଂ ଫିଲ୍ମ 'ପୁଷ୍ପା ୨' ରିଲିଜର ଅପେକ୍ଷାରେ ଅଛନ୍ତି। ଏହି ଫିଲ୍ମ ଡିସେମ୍ବର ୫ରେ ସିନେମା ହଲକୁ ଆସିବ। ଏହା ହିନ୍ଦୀ ସମେତ ୬ଟି ଭାଷାରେ ମୁକ୍ତିଲାଭ କରିବ। ଏକ ରିପୋର୍ଟ ଅନୁଯାୟୀ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଲ୍ଲୁ ଅର୍ଜୁନ ପୁଷ୍ପା…