Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବନ୍ଦ ହୋଇଯିବ ସୂର୍ଯ୍ୟା, ଜାହ୍ନବୀ ଅଭିନୀତ ୩୫୦ କୋଟି ବଜେଟର ଫିଲ୍ମ କର୍ଣ୍ଣ

ମୁମ୍ବାଇ: ଦକ୍ଷିଣ ଭାରତର ସୁପରଷ୍ଟାର ସୂର୍ଯ୍ୟା ଓ ଶ୍ରୀଦେବୀଙ୍କ ତନୟା ଜାହ୍ନବୀ କାପୁର ଅଭିନୀତ କର୍ଣ୍ଣ ଫିଲ୍ମ ବନ୍ଦ ହେବାକୁ ଯାଉଛି । ରାକେଶ ଓମପ୍ରକାଶ ମେହେରା ଏହାକୁ ୩୫୦ କୋଟି ବଜେଟରେ ପ୍ରସ୍ତୁତ କରିବା ପାଇଁ ଯୋଜନା କରାଯାଇଥିଲା । ବିଗ ବଜେଟ ଫିଲ୍ମଗୁଡିକୁ ବକ୍ସ ଅଫିସରେ ଭଲ ବ୍ୟବସାୟ…

୧୪ କୋଟି ନ ଦେଲେ ଜେଲ ଯିବେ ରାଜପାଲ ଯାଦବ

ମୁମ୍ବାଇ: ବଲିଉଡର ଲୋକପ୍ରିୟ କମେଡିଆନ ରାଜପାଲ ଯାଦବ ଅଡୁଆରେ ପଡି ଯାଇଛନ୍ତି । ଚେକ ବାଉନ୍ସ ମାମଲାରେ ତାଙ୍କୁ ୨୯ ଜୁନ ମଧ୍ୟରେ ୧୪ କୋଟି ପୈଠ କରିବାକୁ କୁହାଯାଇଛି । ଯଦି ସେ ଏହା ନ କରନ୍ତି ଜେଲ ମଧ୍ୟ ଯାଇପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ଅଭିଯୋଗକାରୀ ମୂରଲୀ ପ୍ରୋଜେକ୍ଟସ…

ହେପାଜତରେ ଲିପଷ୍ଟିକ ଓ ମେକ୍ଅପରେ ନଜର ଆସିଲେ ଅଭିନେତ୍ରୀ ପବିତ୍ରା, ପୋଲିସଙ୍କୁ ମିଳିଲା ନୋଟିସ୍

ବେଙ୍ଗାଲୁରୁ: ନ୍ୟାୟିକ ହେପାଜତରେ ଥାଇ ମଧ୍ୟ ମେକ୍ଅପ୍ ଓ ଲିପଷ୍ଟିକ ଲଗାଇଥିବାର ନଜର ଆସିଲେ ଅଭିନେତା ଦର୍ଶନଙ୍କ ପ୍ରେମିକା ପବିତ୍ରା ଗୌଡ । ପ୍ରଶ୍ନ କଲେ ବରିଷ୍ଠ କର୍ଣ୍ଣାଟକ ପୋଲିସ । କାର୍ଯ୍ୟରତ ପୋଲିସଙ୍କୁ ଜାରି ହେଲା ନୋଟିସ୍, ଦର୍ଶାନ୍ତୁ ହେପାଜତରେ ଥାଇ ମଧ୍ୟ ପବିତ୍ରା ଗୌଡଙ୍କୁ…

ଅଟଲୀଙ୍କ ଆଗାମୀ ଫିଲ୍ମରେ ରଜନୀକାନ୍ତ, ସଲମାନ

ମୁମ୍ବାଇ: ୨୦୨୩ରେ ରିଲିଜ ହୋଇଥିବା ଶାହାରୁଖ ଖାଁ ଅଭିନୀତ ଜୱାନ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ନିର୍ଦ୍ଦେଶକ ଅଟଲୀଙ୍କ ଷ୍ଟାଇଲକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ରିପୋର୍ଟ ମୁତାବକ ସେ ଆଉ ଏକ ପ୍ୟାନ ଇଣ୍ଡିଆ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରଥମ ଥର ପାଇଁ ସଲମାନ ଖାଁ…

ସେପ୍ଟେମ୍ବରରେ ସିନେମା ହଲରେ ଆସିବାକୁ ଯାଉଛି ‘ଏମରଜେନ୍ସି’

ମୁମ୍ବାଇ: କଳା ଦିବସରେ କଙ୍ଗନାଙ୍କ ଘୋଷଣା । ଶୀଘ୍ର ପରଦାକୁ ଆସିବାକୁ ଯାଉଛି କଳା ଦିବସ ଉପରେ ଆଧାରିତ ବଲିଉଡ କୁଇନଙ୍କ ଚର୍ଚ୍ଚିତ ଚଳଚିତ୍ର ‘ଏମରଜେନ୍ସି’  । ପରଦାକୁ ଆସିବାକୁ ସମସ୍ତ ପ୍ରସ୍ତୁତି ସରିଥିବା ନେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟର ଜାରି କଲେ କୁଇନ୍ କଙ୍ଗନା ରାଣାଓ୍ବତ ।…

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜହିର, ବାପା ଶତ୍ରୁଘ୍ନ କହିଲେ ‘ଯୋଡି ସଲାମତ ରହେ’

ମୁମ୍ବାଇ: ବହୁ ଚର୍ଚ୍ଚାରେ ଲାଗିଛି ବିରାମ । ଏକ ହୋଇଛନ୍ତି ଚର୍ଚ୍ଚିତ ପ୍ରେମୀଯୁଗଳ । ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍ ଷ୍ଟାର ସୋନାକ୍ଷୀ ସିହ୍ନା ଓ ଜହିର ଇକବାଲ । ସୋନାକ୍ଷୀ-ଜହିର ରବିବାର ସନ୍ଧ୍ୟାରେ ଅର୍ଥାତ୍ ୨୩ ଜୁନ୍ ୨୦୨୪ ରେ କୋର୍ଟ ମ୍ୟାରେଜ୍ କରିଛନ୍ତି। ଯାହା…

ରୂପେଲି ପରଦାରେ ନେପଥ୍ୟ ନାୟକ

ମୁମ୍ବାଇ: ନିକଟରେ ରିଲିଜ ହୋଇଛି ଏକ ବଲିଉଡ୍ ବାୟୋପିକ୍ ଚନ୍ଦୁ ଚାମ୍ପିଅନ । କାର୍ତ୍ତିକ ଆର୍ଯ୍ୟନ ଅଭିନୀତ ଓ କବୀର ଖାନ ନିର୍ଦ୍ଦେଶିତ ଚନ୍ଦ୍‌ୁ ଚାମ୍ପିଅନ ହେଉଛି ଏକ ସ୍ପୋର୍ଟସ ବାୟୋପିକ୍ । ଆଉ ଯାହାଙ୍କ ଜୀବନୀ ଉପରେ ଏହି ବାୟୋପିକ ନିର୍ମିତ ହୋଇଛି, ତାଙ୍କ ବାବଦରେ ହୁଏତ ଆମେ ସମସ୍ତେ ଅବଗତ…

କଳାକାରଙ୍କ କଳା କାହାଣୀ

ନୂଆଦିଲ୍ଲୀ: କନ୍ନଡ ସିନେମାର ଲୋକପ୍ରିୟ କିନ୍ତୁ ବିବାଦୀୟ ଷ୍ଟାର ଦର୍ଶନଙ୍କୁ ନେଇ ଚର୍ଚ୍ଚା । ଚର୍ଚ୍ଚା ତାଙ୍କର କୌଣସି ଫିଲ୍ମ ରିଲିଜକୁ ନେଇ ନୁହେଁ । ଚର୍ଚ୍ଚା ଏଥିପାଇଁ ଯେ, ନିଜର ଜଣେ ଫ୍ୟାନଙ୍କୁ ଅପହରଣ, ହତ୍ୟା ସହ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଦର୍ଶନ । କନ୍ନଡ…

ଏକତ୍ର ଅଭିନୟ କରିବେ ଶାହାରୁଖ-ସାମନ୍ଥା

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଶାହାରୁଖ ଖାଁ ଏବଂ ସାମନ୍ଥା ରୁଥ ପ୍ରଭୂ ଏକତ୍ର ଅଭିନୟ କରିବାକୁ ଯାଉଥିବା ଖବର ପ୍ରକାଶ ପାଇଛି । ଉଭୟଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଅନୁମାନ କରାଯାଇଛି । ତେବେ ଏ ନେଇ ଶାହାରୁଖ କିମ୍ବା ସାମନ୍ଥା ବିଧିବଦ୍ଧ ଭାବେ କୌଣସି ବୟାନ ଦେଇ ନାହାନ୍ତି…

ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ୍‌, କୋର୍ଟରେ ହାଜର ହେଲେ ଅଭିନେତା

କଟକ: ଅଭିନେତା ଅନୁଭବ ମହାନ୍ତି-ବର୍ଷା ବିବାଦ ମାମଲା । ଆଜି କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଅନୁଭବ ମହାନ୍ତି ହାଜର ପରେ ଚାର୍ଜଫ୍ରେମ କରାଯାଇଛି । ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ୍‌ ଦାଖଲ ହୋଇଛି । ବର୍ଷାଙ୍କୁ ନିର୍ଯାତନା ନେଇ ପୁରୀଘାଟ ଥାନାରେ ପୂର୍ବରୁ ମାମଲା ରୁଜୁ…