Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବିଜୟଙ୍କ ଶେଷ ଫିଲ୍ମ ଅକ୍ଟୋବର ୨୦୨୫ରେ ହେବ ରିଲିଜ

ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟଙ୍କ ଶେଷ ଫିଲ୍ମ ଦଳପତି ୬୯ର ରିଲିଜ ଡେଟ କେବେ ହେବ ତାର ଘୋଷଣା ମେକର୍ସ କରିଛନ୍ତି । ବିଜୟ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଏହା ତାଙ୍କର ଶେଷ ଫିଲ୍ମ ହେବ କହିଥିଲେ । କେଭିଏନ ପ୍ରଡକ୍ସନ ଏହି ଫିଲ୍ମ ନିର୍ମାଣ କରୁଛି । ଆସନ୍ତା ବର୍ଷ ଅକ୍ଟୋବରରେ ଫିଲ୍ମ…

ସବୁ ଇଣ୍ଡଷ୍ଟ୍ରିରେ ହେମା କମିଟି ରହିବା ଜରୁରୀ: ଅନନ୍ୟା ପାଣ୍ଡେ

ମୁମ୍ବାଇ: ସବୁ ଇଣ୍ଡଷ୍ଟ୍ରିରେ ହେମା କମିଟି ରହିବା ଜରୁରୀ। ଇଣ୍ଡିଆ ଟୁଡେ ମାଇଣ୍ଡ ରକ୍ସ ୨୦୨୪ ଯୁବ ସମ୍ମିଳନୀରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ସାମିଲ ହେବା ସହ ନିଜ ମତ ରଖିଥିଲେ। ପ୍ରାଇମ୍ ଭିଡିଓ ସିରିଜ୍ କଲ୍ ମେ ବାଇରେ ଜବରଦସ୍ତ ଅଭିନୟ ପାଇଁ ପ୍ରଶଂସା ସାଉଁଟୁଥିବା ଏହି ଅଭିନେତ୍ରୀ…

ଅଭିନୟ ଜଗତରୁ ସନ୍ୟାସ ନେଲେ ଥାଲାପତି ବିଜୟ

ଚେନ୍ନାଇ: ଦକ୍ଷିଣ ଫିଲ୍ମ ସୁପରଷ୍ଟାର ଥାଲାପତି ବିଜୟଙ୍କ ଫ୍ୟାନ୍ସଙ୍କ ପାଇଁ ଦୁଃଖଦ ଖବର । ଆଉ ଫିଲ୍ମରେ ଦେଖାଯିବେ ନାହିଁ ଥାଲାପତି । ଅଭିନେତା ଫିଲ୍ମ ଜଗତକୁ ଛାଡିବାକୁ ମନସ୍ଥ କରିଛନ୍ତି । ଏନେଇ ଅଭିନେତା ଜଣକ ନିଜେ ଏକ ଭିଡିଓ ରିଲିଜ୍ କରି ଏହା ଘୋଷଣା କରିଛନ୍ତି । ଏହି ଭିଡିଓଟି…

ହ୍ୟାକ ହେଲା ନୟନତାରାଙ୍କ ଏକ୍ସ ଆକାଉଣ୍ଟ, ନିଜେ ସୂଚନା ଦେଲେ ଅଭିନେତ୍ରୀ

ମୁମ୍ବାଇ: ମଡଲିଂ ଓ ଟେଲିଭିଜନ୍ ଇପସ୍ଥାପିକାରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ନୟନତାରା ଏବେ ସାଉଥ ଇଣ୍ତଷ୍ଟ୍ରିର ଜଣେ ଦାମୀ ଅଭିନେତ୍ରୀ। ସାଉଥ୍ ଫିଲ୍ମ ସହ ବଲିଉଡରେ ମଧ୍ୟ ଏଣ୍ଟ୍ରି ମାରିଛନ୍ତି ନୟନତାରା । ସେ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ଶାହାରୁଖ…

ଏହି ତାରିଖରେ ରିଲିଜ ହେବ ଭଂସାଲୀଙ୍କ ଆଗାମୀ ଚଳଚ୍ଚିତ୍ର ‘ଲଭ୍ ଆଣ୍ଡ ୱାର’, ଏକାଠି ନଜର ଆସିବେ ୩ ଷ୍ଟାର

ମୁମ୍ବାଇ: ଖୁବ ଶିଘ୍ର ବଡ ପରଦାକୁ ଓହ୍ଲାଇବ ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଚଳଚ୍ଚିତ୍ର 'ଲଭ୍ ଆଣ୍ଡ ୱାର' । ଏହି ଚଳଚ୍ଚିତ୍ରରେ ନଜର ଆସିବେ ୩ ହିଟ୍ ସୁପରଷ୍ଟାର ରଣବୀର କପୁର, ଆଲିଆ ଭଟ୍ଟ ଏବଂ ବିକି କୌଶଲ । ପୂର୍ବରୁ ଏହି ୩ଜଣ ଏକାଠି କାମ କରିନଥିବା ବେଳେ ପ୍ରଥମ କରି ୩ଜଣ ସ୍କ୍ରିନ ସେୟାର…

ଏହି ଦିନ ରିଲିଜ୍ ହେବ କିଙ୍ଗ୍ ଖାନଙ୍କ ‘କିଙ୍ଗ’, ଧମାଲ କରିବେ ବାପ-ଝିଅ

ମୁମ୍ବାଇ: ଶାହରୁଖ ଖାନଙ୍କର କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ବହୁତ ପ୍ରଶଂସକ ଅଛନ୍ତି । ତାଙ୍କର ୩୨ ବର୍ଷର ଫିଲ୍ମ କ୍ୟାରିୟରରେ ଶାହରୁଖ ଖାନ ସିନେ ଜଗତକୁ ଅନେକ ପ୍ରକାରର ଫିଲ୍ମ ଦେଇଛନ୍ତି ଏବଂ ତାଙ୍କର ଅବଦାନ ପ୍ରଶଂସନୀୟ । ଗତ ୨୦୨୩ରେ ଶାହାରୁଖ ଖାନଙ୍କ ଅଭିନୀତ ତିନି ତିନୋଟି…

ଫିଲ୍ମ ଛଡାଇ ନେଇଛନ୍ତି ଷ୍ଟାର୍‌କିଡ୍

ମୁମ୍ବାଇ: ରକୁଲ ପ୍ରୀତ ସିଂହ ବଲିଉଡ ପର୍ଯ୍ୟନ୍ତ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଅଭିନେତ୍ରୀ କେବଳ ତାମିଲ ଏବଂ ତେଲୁଗୁ ଭାଷାରେ ଅନେକ ସୁପରହିଟ୍ ଚଳଚ୍ଚିତ୍ର କରିନାହାଁନ୍ତି, ବରଂ 'ଦେ ଦେ ପ୍ୟାର୍ ଦେ', 'ରନୱେ 34', 'ଡକ୍ଟର ଜୀ' ଏବଂ 'ଛତ୍ରୀୱାଲୀ' ଭଳି ହିନ୍ଦୀ ସିନେମାରେ…

୯ ବର୍ଷ ପରେ କମ ବ୍ୟାକ୍ କରିବେ ଇମ୍ରାନ ଖାନ

ମୁମ୍ବାଇ: ଅଭିନେତା ଇମ୍ରାନ ଖାନ ଦୀର୍ଘ ସମୟ ଧରି ଅଭିନୟ ଜଗତରୁ ଦୂରେଇ ରହିଥିଲେ। ପ୍ରାୟ ୯ ବର୍ଷ ପରେ ଦିଲ୍ଲୀ ବେଲି' ଏବଂ 'ଆଇ ହେଟ୍ ଲଭ ଷ୍ଟୋରୀ'ର ଅଭିନେତା ଇମ୍ରାନ ଖାନ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଅଭିନେତା ଜଣକ ଆମିର ଖାନଙ୍କ ପ୍ରଡକ୍ସନ୍ସ ହାଉସ ଦ୍ବାରା…

ସାମ୍ନାକୁ ଆସିଲା ଅଜୟ ଦେବଗନଙ୍କ ‘ରେଡ୍ ୨’ର ନୂଆ ରିଲିଜ ଡେଟ୍

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅନେକ ସୁପରହିଟ୍ ଫିଲ୍ମ ମଧ୍ୟରେ 'ରେଡ୍'ର ନାମ ମଧ୍ୟ ଅନ୍ତର୍ଭୁକ୍ତ । ତାଙ୍କର ଆଗାମୀ ଚଳଚ୍ଚିତ୍ର ଗୁଡ଼ିକରେ 'ରେଡ୍ ୨' ମଧ୍ୟ ରହିଛି ଯାହାକି ଚଳିତ ବର୍ଷ ରିଲିଜ୍ ହେବାର ଥିଲା । ନଭେମ୍ବର ୨୦୨୪ରେ ଏହି ଚଳଚ୍ଚିତ୍ର ରିଲିଜ ହେବାକୁ ଥିବାବେଳେ…

ବକ୍ସ ଅଫିସରେ ଖୁବଶୀଘ୍ର ମୁହାଁମୁହିଁ ହେବେ ‘ଭୁଲ୍ ଭୁଲେୟା ୩’ ଏବଂ ‘ସିଙ୍ଘମ୍ ଏଗେନ୍’

ମୁମ୍ବାଇ: ବକ୍ସ ଅଫିସରେ ଖୁବଶୀଘ୍ର ମୁହାଁମୁହିଁ ହେବେ ଭୁଲ୍ ଭୁଲେୟା ୩ ଏବଂ ସିଙ୍ଘମ ଏଗେନ୍। ଏହି ଦୁଇ ଫିଲ୍ମ ଦିୱାଲୀରେ ଧମାକା କରିବେ। ହେଲେ ବକ୍ସ ଅଫିସରେ କିଏ ବାଜିମାତ୍ କରିବ ତାହା ଦେଖିବାକୁ ବାକି ରହିଲା। କିଛି ସପ୍ତାହ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ସିଙ୍ଘମ ଏଗେନ୍ ର…