Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପାକିସ୍ତାନ କରିପାରିଲାନି, ବଲିଉଡ୍ ଦେଖାଇଲା; “ଧୁରନ୍ଧର”କୁ ପ୍ରଶଂସା କଲେ ରେହମାନ ଡକୈତର ବନ୍ଧୁ…

ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ "ଧୁରନ୍ଧର" କାଳ୍ପନିକ ହେଲେ ମଧ୍ୟ ସତ୍ୟ ଘଟଣା ଉପରେ ଆଧାରିତ ଅଟେ। ଏହି ସ୍ପାଏ ଥ୍ରୀଲର ଫିଲ୍ମଟି ପାକିସ୍ତାନର କରାଚୀର ଲିଆରିରେ ସୁଟିଂ କରାଯାଇଥିଲା । ଯାହାକି ୨୦୦୦ ଦଶକର ପ୍ରାରମ୍ଭରେ ଏକ କୁଖ୍ୟାତ ଅଞ୍ଚଳ ଭାବରେ ପରିଚିତ ଥିଲା। ତେବେ ଏହି ଫିଲ୍ମ ରେ…

Year Ender 2025: ବଲିଉଡ ପାଇଁ ସ୍ୱତନ୍ତ୍ର ବର୍ଷ, ୨୦୧୬ର ଫ୍ଲପ୍ ଫିଲ୍ମ ୨୦୨୫ରେ ହେଲା ସୁପରହିଟ୍

ମୁମ୍ବାଇ: ୨୦୨୫ ବର୍ଷ ବଲିଉଡ ପାଇଁ ଏକ ସ୍ୱତନ୍ତ୍ର ବର୍ଷ ହୋଇଛି। ଏହି ବର୍ଷ ଅନେକ ପୁରୁଣା ଫିଲ୍ମ ପୁନଃ ମୁକ୍ତିଲାଭ କରିଥିଲା, ଯାହା ଭଲ ଇନକମ୍ ହାସଲ କରିଥିଲା। ୨୦୨୫ ବର୍ଷ ବଲିଉଡ ଏବଂ ଭାରତୀୟ ସିନେମା ପାଇଁ ଏକ ଉଲ୍ଲେଖନୀୟ ବର୍ଷ ଥିଲା। ନୂତନ ଫିଲ୍ମଗୁଡ଼ିକ ନିଜକୁ ପ୍ରତିଷ୍ଠିତ କରିବାକୁ…

Salman khan’s upcoming film:ଜନ୍ମଦିନରେ ଭାଇଜାନଙ୍କ ସରପ୍ରାଇଜ୍, ‘ବ୍ୟାଟେଲ ଅଫ୍ ଗାଲୱାନ୍’ର…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ  ଜନ୍ମଦିନରେ ତାଙ୍କ ପ୍ରଶଂସକମାନଙ୍କୁ ଏକ ସରପ୍ରାଇଜ୍ ଦେଇଛନ୍ତି ଯାହା ସୋସିଆଲ ମିଡିଆରୁ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଛି। ସଲମାନ ଖାନଙ୍କ ଆଗାମୀ ଫିଲ୍ମ 'ବ୍ୟାଟଲ ଅଫ୍ ଗାଲୱାନ୍'ର ଟିଜର ଆଜି ତାଙ୍କ ଜନ୍ମଦିନରେ ରିଲିଜ୍ ହୋଇଛି।…

୧୦୦୦ କୋଟି କ୍ଲବରେ ‘ଧୁରନ୍ଧର’, ଜାଣନ୍ତୁ ଆଉ କେଉଁ ଫିଲ୍ମ ଏଥିରେ ସାମିଲ…

ମୁମ୍ବାଇ: ଡିସେମ୍ବର ୫ରେ ମୁକ୍ତିଲାଭ କରିଥିବା ରଣବୀର ସିଂହଙ୍କ ଅଭିନୀତ ଓ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ସ୍ପାଏ ଥ୍ରୀଲର ଫିଲ୍ମ 'ଧୁରନ୍ଧର' ବଲିଉଡର ଅନେକ ଫିଲ୍ମକୁ ପଛରେ ପକାଇ ୧୦୦୦ କୋଟି କ୍ଲବରେ ସାମିଲ ହୋଇସାରିଛି। ତେବେ ଚଳଚ୍ଚିତ୍ରଟିର କମ୍ ପ୍ରଚାର ସତ୍ୱେ ମଧ୍ୟ ଏହା ୨୦୨୫ର…

୬୦ ବର୍ଷରେ ସଲମାନ ଖାନ, ଏବେବି କମିନି ଚାର୍ମ…

ମୁମ୍ବାଇ: ଆଜି ସଲମାନ ଖାନ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ୬୦ତମ ଜନ୍ମଦିନ ପାଳନ କରିବା ପାଇଁ ପରିବାର ଏବଂ ବନ୍ଧୁମାନେ ତାଙ୍କ ଫାର୍ମହାଉସରେ ଏକାଠି ହୋଇଥିଲେ। ସଲମାନଙ୍କ ପିତା, ଲେଖକ ସଲିମ ଖାନ ଏବଂ ତାଙ୍କ ଭଣଜା ନିର୍ବାଣ ଏବଂ ଅରହାନ ଖାନଙ୍କ ସମେତ ପରିବାରର ଅନେକ ସଦସ୍ୟ ସେଠାରେ…

Hardik Pandya: ପାଣ୍ଡ୍ୟାଙ୍କ ଉପରେ ରାଗିଗଲେ ଫ୍ୟାନ୍ସ, ଗାଳି ଦେଇ କହିଲେ ‘ଭାଡ଼ ମେ ଯାଓ’

ନୂଆଦିଲ୍ଲୀ: ସବୁବେଳେ ନିଜର ପର୍ସନାଲ ଲାଇଫକୁ ନେଇ ଲାଇମ ଲାଇଟରେ ରହୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଚର୍ଚ୍ଚାରେ । କେତେବେଳେ କ୍ରିକେଟ ପାଇଁ ଆଉ କେତେ ବେଳେ ନିଜ ବିବାହ ଏବହ ପ୍ରେମ ସମ୍ପର୍କକୁ ନେଇ ତାଙ୍କ ବିଷୟରେ ବେଶ ଚର୍ଚ୍ଚା ଆଲୋଚନା ଲାଗିରହିଥାଏ ।  କିନ୍ତୁ ଏଥର ସେ ଏକ ଫଟୋ…

ରଜନୀକାନ୍ତ ଫିଲ୍ମରେ ହେବ ଶାହାରୁଖଙ୍କ ଏଂଟ୍ରି

ମୁମ୍ବାଇ: ରଜନୀକାନ୍ତଙ୍କ ଫିଲ୍ମରେ ଶାହାରୁଖ ଖାଁ ଅଭିନୟ କରିବାକୁ ଯାଉଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଛି । ରିପୋର୍ଟ ମୁତାବକ ଲୋକେଶ କନଗରାଜ ସୁପରଷ୍ଟାର ରଜନୀକାନ୍ତଙ୍କୁ ନେଇ ଜେଲର ୨ ଫିଲ୍ମ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ…

ଡନ ୩ରୁ ରଣବୀରଙ୍କୁ ବାହାର କରାଯାଇଛି !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ରଣବୀର ସିଂ ଡନ ୩ରୁ ଅଲଗା ହୋଇ ଯାଇଛନ୍ତି । ଧୂରନ୍ଧର ଫିଲ୍ମର ସଫଳତା ପରେ ରଣବୀର ଏହି ମେଗା ବଜେଟ ଫିଲ୍ମରୁ ଓହରିଯିବା ପ୍ରଶଂସକଙ୍କ ଆଶ୍ଚର୍ଯ୍ୟଚକିତ କରିଛି । ପ୍ରଥମେ ରଣବୀର ଏହି ଫିଲ୍ମ ଛାଡିବା କଥା ରିପୋର୍ଟ ପ୍ରକାଶ ପାଇଥିଲା । ଏବେ ଏହା ଗୁଜବ…

Letter to Jacqueline Fernandez: ଜେଲରୁ ଜ୍ୟାକଲିନଙ୍କ ପାଇଁ ଚିଠି ଲେଖିଲା ସୁକେଶ, ଅଡୁଆରେ ଅଭିନେତ୍ରୀ

ନୂଆଦିଲ୍ଲୀ:  ଦିଲ୍ଲୀର ମାଣ୍ଡୋଲି ଜେଲରେ ବନ୍ଦୀ ଥିବା କୁଖ୍ୟାତ ଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି। ଖ୍ରୀଷ୍ଟମାସର ବିଶେଷ ଅବସରରେ ସେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଏକ ଭାବପ୍ରବଣ ଚିଠି ଲେଖିଛନ୍ତି। ଏହି ଚିଠିରେ ସୁକେଶ କେବଳ ଜ୍ୟାକଲିନ୍…

Akshay Khanna: କମ୍ ପଇସାରେ ଆଉ ଫିଲ୍ମ କରିବିନି: ଧୁରନ୍ଧର ପରେ ଫି ବଢାଇଲେ ଅକ୍ଷୟ ଖାନ୍ନା

ମୁମ୍ବାଇ: ଫିଲ୍ମ 'ଧୁରନ୍ଧର' ବକ୍ସ ଅଫିସରେ ଧମାକା କରିଛି। ଫିଲ୍ମରେ ଅକ୍ଷୟ ଖାନାଙ୍କ ଦମ୍ ଦେଖି ଲୋକଙ୍କ ନଜର ତାଙ୍କ ଉପରୁ ହଟାଇବା କଷ୍ଟକର ହୋଇପଡିଛି। ନୃତ୍ୟ ହେଉ କି ଶକ୍ତିଶାଳୀ ସଂଳାପ ପରିବେଷଣ, ଅକ୍ଷୟ ଖାନାଙ୍କ ପ୍ରତ୍ୟେକ ଦୃଶ୍ୟ ଉପରେ ପ୍ରଭାବ ପଡ଼ିଛି। ଫିଲ୍ମର ସଫଳତା ପରେ, ଏହି…