Latest Odisha News

BREAKING NEWS

Browsing Category

ମନୋରଞ୍ଜନ

Bharat Bhagya Vidhata:କଙ୍ଗନାଙ୍କ ‘ଭାରତ ଭାଗ୍ୟ ବିଧାତା’ ରିଲିଜ୍ ତାରିଖ ଘୋଷଣା;୨୬/୧୧ ରିୟଲ୍…

ମୁମ୍ବାଇ:ଦର୍ଶକମାନେ କଙ୍ଗନା ରାଣାୱତଙ୍କ ଆଗାମୀ ଫିଲ୍ମ "ଭାରତ ଭାଗ୍ୟ ବିଧାତା"କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଅପେକ୍ଷାର ଅନ୍ତ ଖୁବ୍ ଶୀଘ୍ର ହେବାକୁ ଯାଉଛି। ଏହି ଫିଲ୍ମଟି ଆସନ୍ତା ଜୁନ୍ ୧୨ରେ ସିନେମା ହଲଗୁଡ଼ିକରେ ମୁକ୍ତିଲାଭ କରିବ। ୨୬/୧୧ ମୁମ୍ବାଇ ଆକ୍ରମଣ ସମୟରେ କାମା…

Vijay’s Big Hint In Movie: ୨୦୨୪ରେ ୨୬ର ବିଜୟ ଲେଖି ସାରିଥିଲେ ଥାଲାପତି ବିଜୟ, ଭାଇରାଲ ହେଉଛି ତାଙ୍କର…

ଥିରୁଅନନ୍ତପୁରମ: ବିଜୟ ଏବଂ ତାଙ୍କ ଦଳ, ତାମିଲଗା ଭେଟ୍ଟ୍ରି କାଝାଗମ (TVK), ତାମିଲନାଡୁର ରାଜନୀତିରେ ଏକ ବ୍ଲକବଷ୍ଟର ଡେବ୍ୟୁ କରିଛନ୍ତି, ଯାହା ରାଜ୍ୟର ଦଶନ୍ଧି ପୁରୁଣା DMK ଶାସନର ଅନ୍ତ ଘଟାଇଛି । ଯାହା ୫୦ ବର୍ଷରୁ ଅଧିକ ସମୟ ଧରି ଦ୍ରାବିଡ଼ ରାଜନୀତିର ଗଡ଼ ଭାବରେ ଜଣାଶୁଣା ଥିଲା, ତାହା…

୨୫ ବର୍ଷ ପରେ ରିଲିଜ ହେଲା ଇରଫାନ-ବିଦ୍ୟାଙ୍କ ଫିଲ୍ମ

ମୁମ୍ବାଇ: ୨୫ ବର୍ଷ ପରେ ସ୍ୱର୍ଗତଃ ଇରଫାନ ଖାଁ ଦି ଲାଷ୍ଟ ଟେନେଂଟ ଫିଲ୍ମ ଶେଷରେ ରିଲିଜ ହୋଇଛି । ଏଥିରେ ଇରଫାନଙ୍କ ସହ ବିଦ୍ୟା ବାଲାନ ଅଭିନୟ କରିଥିଲେ । ବହୁ କଷ୍ଟରେ ଏବେ ଏହାକୁ ୟୁଟ୍ୟୁବରେ ରିଲିଜ କରାଯାଇଛି । ଅଭିନୟ ମାଧ୍ୟମରେ ଇରଫାନ ଓ ବିଦ୍ୟା ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର…

୬୭ ବର୍ଷରେ ବିବାହ କରିବେ କି ମୁକେଶ ଖାନ୍ନା…

ନୂଆଦିଲ୍ଲୀ: ଅଭିନେତା ମୁକେଶ ଖାନ୍ନା ବିଭିନ୍ନ ପ୍ରସଙ୍ଗରେ ନିଜର ସ୍ପଷ୍ଟବାଦିତା ପାଇଁ ଜଣାଶୁଣା। ସେ "ଶକ୍ତିମାନ" ରେ ସୁପରହିରୋ ଭୂମିକା ନିଭାଇଛନ୍ତି। ଆଉ ଏବେ ସେ ପ୍ରେମ, ସମ୍ପର୍କ ଏବଂ ବିବାହ ଉପରେ ନିଜର ମତାମତ ରଖିଛନ୍ତି। ମୁକେଶ ଖାନ୍ନା କହିଛନ୍ତି ଯେ ସେ ବିବାହ ସମ୍ଭାବନାକୁ…

ପରଲୋକରେ ବରିଷ୍ଠ ଅଭିନେତା ସୁଦେଶ କୁମାର, ବଲିଉଡକୁ ଦେଇଛନ୍ତି ଅନେକ ବ୍ଲକବଷ୍ଟର ଫିଲ୍ମ

ମୁମ୍ବାଇ: ହିନ୍ଦୀ ସିନେମାର ସୁବର୍ଣ୍ଣ ଯୁଗରେ ଅନେକ ହିଟ୍ ଏବଂ ବ୍ଲକବଷ୍ଟର ଦେଇଥିବା ବରିଷ୍ଠ ଅଭିନେତା ସୁଦେଶ କୁମାରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ସୁଦେଶ କୁମାରଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ତାଙ୍କ ଝିଅ ମିଶିକା ଧାୱନ ଜାମତାନି ତାଙ୍କ ମୃତ୍ୟୁ ଖବର ଦେଇଛନ୍ତି । ସୁଦେଶ କୁମାର ୫୦,…

ବଲିଉଡରେ ଏବେ ବି ଲମ୍ବିଛି ଦାଉଦ୍‌ର ଦାଦାଗିରି: ମାୟାନଗରୀ ଓ ଅଣ୍ଡରୱାର୍ଲ୍ଡର ଅନ୍ଧାରୀ ସମ୍ପର୍କର ଗୁମର

ମୁମ୍ବାଇ: ମୁମ୍ବାଇର ମାୟାନଗରୀ ବା ବଲିଉଡ୍। ବାହାରକୁ ଏହା ଯେତିକି ଚକାଚକ୍ ଦିଶେ, ଏହା ଭିତରର କାହାଣୀ ସେତିକି ଅନ୍ଧକାର। ଆଉ ଏହି ଅନ୍ଧାର ସାମ୍ରାଜ୍ୟର ସବୁଠାରୁ ବଡ଼ ନାଁ ହେଉଛି ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍। ଗୋଟିଏ ସମୟ ଥିଲା ଯେତେବେଳେ ବଲିଉଡ୍‌ରେ ଦାଉଦ୍‌ର ନାଁ ଶୁଣିଲେ ବଡ଼…

ଓସ୍କାର ନିୟମରେ ପରିବର୍ତନ, ଭାରତୀୟ ଫିଲ୍ମକୁ ହେବ ଫାଇଦା

ନୂଆଦିଲ୍ଲୀ: ଓସ୍କାର ୨୦୨୭ ପୂର୍ବରୁ ଏକାଡେମୀ ଅଫ ମୋଶନ ପିକ୍‌ଚର୍ସ ଆର୍ଟସ ଆଣ୍ଡ ସାଇନ୍ସେଜ ଏହାର ପୁରସ୍କାର ନେଇ ଏକ ବଡ ପରିବର୍ତନ କରିଛି । ଆନ୍ତର୍ଜାତୀୟ ଫିଚର ଫିଲ୍ମ କାଟାଗୋରୀରେ ଏହି ପରିବର୍ତନ କରାଯାଇଛି । ନୂତନ ନିୟମ ଅନୁସାରେ କୌଣସି ଦେଶ ପକ୍ଷରୁ ଫିଲ୍ମର ଅଫିସିଆଲ ଏଂଟ୍ରି ଏହାର…

ଦର୍ଶକଙ୍କ ମନ ଜିତିଲା’ମନ୍ତ୍ର ମୁଗ୍ଧ’, ପ୍ରଥମ ଦିନରେ କଲା ୨୧.୫୧ ଲକ୍ଷ ରୋଜଗାର

ଭୁବନେଶ୍ବର:ବହୁ ପ୍ରତିକ୍ଷୀତ ଫିଲ୍ମ 'ମନ୍ତ୍ର ମୁଗ୍ଧ'ଫିଲ୍ମ ମେ ୧ ରେ ରିଲିଜ ହୋଇଥିବା ବେଳେ ସିନେମାଘରେ ଭିଡ଼ ଦେଖିବାକୁ ମିଳିଛି । ହରର ସହ କମେଡି ଫିଲ୍ମ ହୋଇଥିବାରୁ ଲୋକଙ୍କୁ ବେଶ ମନୋରଞ୍ଜନ କରୁଛି । ତେବେ ଫିଲ୍ମ ପ୍ରଥମ ଦିନରେ ମଧ୍ୟ ଭଲ ରୋଜଗାର କରିଛି । ନିର୍ମାତା ଫିଲ୍ମର କଲେକ୍ସନ…

Salman Khan in ‘Raja Shivaji’: ‘ରାଜା ଶିବାଜୀ’ରେ ସଲମାନଙ୍କ ଧମାକା

ମୁମ୍ବାଇ: ଥିଏଟରରେ ‘ରାଜା ଶିବାଜୀ’ ପହଞ୍ଚିବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ସଲମାନ ଖାନଙ୍କ ଲୁକ୍। ଏହି ଚଳଚ୍ଚିତ୍ରରେ ସଲମାନ ବୀର ଯୋଦ୍ଧା ଜୀବା ମହାଲେଙ୍କ ଚରିତ୍ରରେ ଏକ ସ୍ପେଶାଲ କ୍ୟାମିଓ କରିଛନ୍ତି। ପାରମ୍ପରିକ ମରାଠା ପୋଷାକ, ନିଶ ଏବଂ ମୁଣ୍ଡରେ ଗେରୁଆ ପଗଡ଼ି…

ଧୂରନ୍ଧର ସ୍କ୍ରିପ୍ଟ ଚୋରି ବିବାଦ ସହିତ ଜଡିତ ୨ଟି ପୃଥକ ମାମଲାରେ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ଆଶ୍ୱସ୍ତି

ମୁମ୍ବାଇ: ଧୂରନ୍ଧର ସ୍କ୍ରିପ୍ଟ ଚୋରି ବିବାଦ ସହିତ ଜଡିତ ଦୁଇଟି ପୃଥକ ମାମଲାରେ ଗୁରୁବାର ପ୍ରଯୋଜକ-ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ଆଶ୍ୱସ୍ତି ମିଳିଛି । ପ୍ରଥମେ, ଧୂରନ୍ଧରଙ୍କୁ ପ୍ରଦାନ କରାଯାଇଥିବା କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC) ପ୍ରମାଣପତ୍ର ବାତିଲ କରିବା ପାଇଁ ପ୍ରଯୋଜକ…