Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କ୍ରିଷ୍ଟିନା ପାଇସ୍କୋଭା ପିନ୍ଧିଲେ ମିସ୍ ୱାର୍ଲ୍ଡ  ମୁକୁଟ

ନୂଆଦିଲ୍ଲୀ: ୭୧ତମ ମିସ୍ ୱାର୍ଲ୍ଡ ହେଲେ କ୍ରିଷ୍ଟିନା ପାଇସ୍କୋଭା । ୨୭ ବର୍ଷ ପରେ ଭାରତରେ ଆୟୋଜିତ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ଏହି ୨୪ ବର୍ଷୀୟ ସୁନ୍ଦରୀ । ମୁମ୍ୱାଇରେ ଆୟୋଜିତ ମିସ୍ ୱାର୍ଲ୍ଡ  ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ ଉପରେ…

ଦାରା ସିଂଙ୍କ ମୃତ୍ୟୁ ଦିନ ବିନ୍ଦୁଙ୍କୁ ମଉଜ କରୁଥିବା ଦେଖି ଚକିତ ହୋଇଥିଲେ ଅମିତାଭ

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଦାରା ସିଂଙ୍କୁ ଏବେ ବି ପ୍ରଶଂସକମାନେ ମନେ ପକାଉଛନ୍ତି । ରାମାନନ୍ଦ ସାଗରଙ୍କ ରାମାୟଣରେ ସେ ହନୁମାନଙ୍କ ଭୂମିକା କରି ଘରେ ଘରେ ପରିଚିତ ହୋଇ ଯାଇଥିଲେ । ୨୦୧୨ରେ ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା । ଏବେ ଏକ ସାକ୍ଷାତକାରରେ ତାଙ୍କ…

ବିଜୟ ସେତୁପତି ନୁହେଁ ହରମନ ବାୱେଜା କରିବେ ବିଭୀଷଣଙ୍କ ଭୂମିକା !

ମୁମ୍ବାଇ: ନୀତେଶ ତିୱାରୀଙ୍କ ରାମାୟଣ ଫିଲ୍ମକୁ ନେଇ ଚର୍ଚ୍ଚା କମିବାରେ ନାମ ଧରୁନି । ପ୍ରତ୍ୟେକ ଦିନ ଏହି ଫିଲ୍ମ ସମ୍ପର୍କିତ କିଛି ନା କିଛି ଖବର ସମ୍ମୁଖକୁ ଆସିଛି । ନବଭାରତ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ବିଜୟ ସେତୁପତିଙ୍କ ବଦଳରେ ହରମନ ବାୱେଜା ବିଭୀଷଣଙ୍କ ଭୂମିକା କରି ପାରନ୍ତି ।…

ଭାରତରେ କେବେ ଏବଂ କେଉଁଠାରେ ହେବ ଓସ୍କାର ୨୦୨୪ର ଲାଇଭ ଷ୍ଟ୍ରିମିଂ, ଜାଣନ୍ତୁ

ନୂଆଦିଲ୍ଲୀ: ୯୬ତମ ଏକାଡେମୀ ପୁରସ୍କାର ଯେତିକି ପାଖେଇ ଆସୁଛି, ଲୋକଙ୍କ ଭିତରେ ଉତ୍ସାହ ସେତିକି ବଢୁଛି | ବହୁ ପ୍ରତୀକ୍ଷିତ ପୁରସ୍କାର କାର୍ଯ୍ୟକ୍ରମ ମାର୍ଚ୍ଚ ୧୦ରେ ଆମେରିକାର ଲସ୍ ଆଞ୍ଜେଲ୍ସର ହଲିଉଡର ପ୍ରେସଟିଜିଅସ ଡଲବି ଥିଏଟରରେ ଅନୁଷ୍ଠିତ ହେବ । ଚତୁର୍ଥ ଥର ପାଇଁ ହାସ୍ୟ ଅଭିନେତା ଜେମି…

ପୁଣି ବିବାଦରେ ଏଲଭିସ୍ ଯାଦବ, ଜଣଙ୍କୁ ମାଡ ମାରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ

ନୂଆଦିଲ୍ଲୀ: ପୁଣିଥରେ ବିବାଦରେ ଏଲଭିସ୍ ଯାଦବ । ଜଣକୁ ମାଡ଼ ମାରିବା ସହ ହତ୍ୟା ଧମକ ଦେବା ଘଟଣାରେ ବିଗ୍‌ ବସ୍ ଓଟିଟି ୨ ବିଜେତା ଏଲଭିସ ଯାଦବଙ୍କ ବିରୋଧରେ ଗୁରୁଗ୍ରାମ ଥାନାରେ ମାମଲା ରୁଜୁ ହୋଇଛି । ଏଲଭିସ୍ ମାଡ ମାରିବା ବେଳର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

ରିଲିଜର ପ୍ରଥମ ଦିନରେ ବକ୍ସ ଅଫିସରେ ଧମାକା କଲା ଫିଲ୍ମ ‘ଶୈତାନ’, ଜାଣନ୍ତୁ କେତେ କରିଛି ସଂଗ୍ରହ

ମୁମ୍ବାଇ: ଶୁକ୍ରବାର ଅର୍ଥାତ୍ ୮ ମାର୍ଚ୍ଚରେ ରିଲିଜ ହୋଇଯାଇଛି ଅଜୟ ଦେବଗାନ୍, ଆର ମାଧବନ୍ ଏବଂ ଜ୍ୟୋତିକା ଅଭିନୀତ ଫିଲ୍ମ 'ଶୈତାନ'। ଟିଜର ରିଲିଜ ହେବା ଦିନଠାରୁ ଏହି ଫିଲ୍ମକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ କ୍ରେଜ୍ ଲାଗିରହିଥିଲା । ପ୍ରଥମ ଦିନରେ ବହୁତ ଭଲ ରେସପନ୍ସ ମିଳିଛି ।…

ବିବାଦୀୟ ବୟାନ ପ୍ରତି କାଶ୍ୟପଙ୍କ ଅନୁରାଗ: ରାମ ମନ୍ଦିର ପ୍ରତିଷ୍ଠାକୁ ବିଜ୍ଞାପନ ସହ ତୁଳନା କଲେ

ମୁମ୍ବାଇ: ଅନୁରାଗ କାଶ୍ୟପ ଫିଲ୍ମ ବ୍ୟତୀତ ସର୍ବଦା ତାଙ୍କ ବିବାଦୀୟ ବୟାନ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଏକ ବିଜ୍ଞାପନ ସହ ତୁଳନା କରି ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି । ତାଙ୍କର ଏହି ବୟାନକୁ ସୋସିଆଲ ମିଡିଆରେ ବେଶ…

ନୀତେଶଙ୍କ ଫିଲ୍ମ ରାମାୟଣ ୩ଟି ଭାଗରେ ହେବ

ମୁମ୍ବାଇ: ନୀତେଶ ତିୱାରୀ ରାମାୟଣ ଫିଲ୍ମକୁ ଭବ୍ୟ ଆକାରରେ ନିର୍ମାଣ କରିବାକୁ ଯାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । କେତେକ ମିଡିଆ ରିପୋର୍ଟରେ ପ୍ରକାଶିତ ଖବର ଅନୁସାରେ ସେ ରାମାୟଣକୁ ୩ଟି ପାର୍ଟରେ କରିବାକୁ ଯାଉଛନ୍ତି । ପ୍ରଥମ ଭାଗରେ ସୀତା ହରଣ ପର୍ଯ୍ୟନ୍ତ କାହାଣୀ ରହିବ । ସେ…

ଜନ୍ମଦିନରେ ପ୍ରଶଂସକଙ୍କୁ ସରପ୍ରାଇଜ୍ ଦେଲେ ଅଭିନେତା ଅନୁପମ୍ ଖେର

ମୁମ୍ବାଇ; ୬୯ବର୍ଷ ବୟସରେ ପାଦ ରଖିଲେ ଜାତୀୟ ପୁରସ୍କାର ବିଜେତା ଅଭିନେତା ଅନୁପମ ଖେର । ଅନୁପମ ଖେର ତାଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୬ତାରିଖରେ ଏକ ଭିଡିଓ ସେୟାର କରିଥିଲେ | ଏହି ଭିଡିଓରେ ସେ କହିଥିଲେ ଯେ ତାଙ୍କ ଜନ୍ମଦିନ ଅବସରରେ ସେ କିଛି ନୂଆ ଏବଂ…

ଆସନ୍ତୁ ଜାଣିବା ନିଜକୁ କାହିଁକି ଲତା ମଙ୍ଗେସକରଙ୍କ ସହିତ ତୁଳନା କଲେ କଙ୍ଗନା

ମୁମ୍ବାଇ: ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଂଟଙ୍କ ପ୍ରି ୱେଡିଂ କାର୍ଯ୍ୟକ୍ରମରେ ଦେଶ ଓ ବିଦେଶର ଅନେକ କଳାକାର ଅଂଶଗ୍ରହଣ କରିଥିଲେ । ଏହା କିନ୍ତୁ କୁଇନ କଙ୍ଗନା ରାନାୱତଙ୍କୁ ପସନ୍ଦ ଆସିନି । ଅମ୍ବାନୀଙ୍କ ପାର୍ଟିରେ ଯୋଗ ଦେଇଥିବା କଳାକାରଙ୍କୁ ସମ୍ମାନ ରକ୍ଷା ପାଇଁ କହିବା ସହ ନିଜକୁ…