Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସୁପରଷ୍ଟର ୟଶ ଦୋକାନକୁ ଯାଇ କିଣିଲେ ଚକୋଲେଟ, ପ୍ରଶଂସକ ସ୍ତବ୍ଧ

ବାଙ୍ଗାଲୋର: କୌଣସି ବଡ ସୁପରଷ୍ଟାରକୁ ଆପଣମାନେ ସାଧାରଣ ଏକ ଜେନେରାଲ ଷ୍ଟୋରରେ ନିଜେ ଯାଇ ପତ୍ନୀଙ୍କ ପାଇଁ ଚକୋଲେଟ କିଣିବା ଦେଖିଛନ୍ତି । ଏହାର ଅଧିକାଂଶ ଉତର ନାଁ ହେବ । ତେବେ କନ୍ନଡ ସୁପରଷ୍ଟାର ୟଶ ସ୍ଥାନୀୟ ଏକ ମନ୍ଦିରକୁ ଯିବା ସମୟରେ ବାଟରୁ ପତ୍ନୀଙ୍କ ପାଇଁ ନିଜେ ଯାଇ ଏକ ଆଇସକ୍ୟାଣ୍ଡି…

ଆଖି ବୁଜିଲେ ଦଙ୍ଗଲର କୁନି ବବିତା ଫୋଗଟ

ମୁମ୍ବାଇ: ଅମୀର ଖାଙ୍କ ଦଙ୍ଗଲ ଫିଲ୍ମରେ ବବିତା ଫୋଗଟଙ୍କ ପିଲା ବେଳର ଭୂମିକା କରିଥିବା ସୁହାନୀ ଭଟ୍ଟନାଗରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୯ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ହେବ ଦିଲ୍ଲୀର ଏମ୍ସ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ରିପୋର୍ଟ ମୁତାବକ ସୁହାନୀଙ୍କ ପାଦ…

ଅଯୋଧ୍ୟା ରାମ ମନ୍ଦିରରେ ରାଗ ସେବା କରିବେ ବଲିଉଡ୍ କୁଇନ୍ ହେମା ମାଳିନୀ

ଅଯୋଧ୍ୟା: ଗତ କିଛିଦିନ ତଳେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରଣପ୍ରତିଷ୍ଠା ହୋଇଥିଲା । ଯେଉଁଥିରେ ଯୋଗ ଦେଇଥିଲେ ଅନେକ ବଡିଉଡ୍ ତାରକା । ସେବେଠାରୁ ବି-ଟାଉନ୍ ର ତାରକାମାନେ କ୍ରମାଗତ ଭାବରେ ଅଯୋଧ୍ୟାକୁ ଯାଇ ରାମଲାଲାଙ୍କ ଦର୍ଶନ କରୁଛନ୍ତି । ନିକଟରେ ଅମିତାଭ ବଚ୍ଚନ ମଧ୍ୟ ଅଯୋଧ୍ୟାରେ ପହଞ୍ଚି…

ଦର୍ଶକଙ୍କ ହୃଦୟ ଛୁଇଁ ପାରିଲା ନାହିଁ ’ଲାଲ ସଲାମ’; ଜାଣନ୍ତୁ କେତେ କରିଛି ରୋଜଗାର

ନୂଆଦିଲ୍ଲୀ: ଆଠ ବର୍ଷର ବିରତି ପରେ ପୁଣି ବି ଟାଉନକୁ କ୍ୟମବ୍ୟାକ୍ କରିଛନ୍ତି ଐାଶ୍ୱର୍ଯ୍ୟା ରଜନୀକାନ୍ତ। ସେ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ’ଲାଲ ସଲାମ’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ରିଲିଜ ହେବାର ୮ ଦିନ ବିତି ଯାଇଥିଲେ ମଧ୍ୟ ଦର୍ଶକଙ୍କ ହୃଦୟ ଛୁଇଁ ପାରି ନାହିଁ ।…

‘ସ୍ଳମଡଗ୍ ମିଲିୟନାୟର’ ଫିଲ୍ମକୁ ରିଜେକ୍ଟ କରିଥିଲେ କିଙ୍ଗ୍ ଖାନ୍

ନୂଆଦିଲ୍ଲୀ: କିଙ୍ଗ୍ ଖାନ୍ ଶାହାରୁଖ ୱସ୍କାର ପୁରସ୍କାର ପାଇଥିବା ହଲିଉଡ୍ ଫିଲ୍ମ ‘ସ୍ଳମଡଗ ମିଲିୟନାୟର’ ରେ ଅଭିନୟ କରିବାକୁ ମନା କରିଥିଲେ । ଅଭିନେତା ଅନୀଲ କପୁର କରିଥିବା ରୋଲ୍ ଶାହାରୁଖ ଖାନଙ୍କୁ ଅଫର କରାଯାଇଥିଲା । ହେଲେ ସେ ଏହି ଫିଲ୍ମରେ ଅଭିନୟ କରିବାକୁ ମନା କରି ଦେଇଥିଲେ । ଏହି…

ଢୋଲ ନାଇଟ୍ ରେ ନିଜ ପରିବାର ସହ ଜ୍ୟାକିଙ୍କ ଘରେ ପହଞ୍ଚିଲେ ରକୁଲ, ସାମ୍ନାକୁ ଆସିଲା ଅଭିନେତ୍ରୀଙ୍କ ଫାଷ୍ଟ ଲୁକ୍

ମୁମ୍ବାଇ: ପୁଣି ବି-ଟାଉନରେ ବାଜିବ ଶାହାନାଇ। ହତକୁ ଦି ହାତ ହେବାକୁ ଯାଉଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ଚର୍ଚ୍ଚିତ ଯୋଡି। ଅଭିନେତ୍ରୀ ରକୁଲ ପ୍ରୀତ ସାଜିବେ ବଧୂ। ଅଭିନେତା ତଥା ପ୍ରଡ୍ୟୁସର ଜ୍ୟାକି ଭଗନାନୀଙ୍କ ଧରିବେ ହାତ। ଏଥିପାଇଁ ଆରମ୍ଭ ହୋଇଗଲାଣି ଜୋରସୋର୍‌ରେ ପ୍ରସ୍ତୁତି ।…

ଶକ୍ତିମାନ ହେବେ ରଣବୀର

ମୁମ୍ବାଇ: ୟଶରାଜ ବ୍ୟାନରରୁ କ୍ୟାରିୟର ଆରମ୍ଭ କରିଥିବା ରଣବୀର ସିଂ ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସିଂଘମ ଏଗେନ ପରେ ରଣବୀର ସୁପରହୀରୋ ଫିଲ୍ମ ଶକ୍ତିମାନ ସାଇନ କରିବାକୁ ଯାଉଛନ୍ତି । ୯୦ ଦଶକର ଲୋକପ୍ରିୟ ଟେଲିଭିଜନ ଶୋ ଶକ୍ତିମାନର ଫିଲ୍ମ ରୂପାନ୍ତରିତ ନେଇ ବେଶ…

ଭୁବନେଶ୍ବରରେ ଖୋଲିଲା ଅତ୍ୟାଧୁନିକ ଫିଲ୍ମ ଷ୍ଟୁଡିଓ ସ୍ଵସ୍ତିକ

ଭୁବନେଶ୍ବର: ରାଜଧାନୀ ଟଙ୍କପାଣି ସ୍ଥିତ ସାଇ ମନ୍ଦିର ଛକ ନିକଟରେ ଖୋଲିଲା ଫିଲ୍ମ ସୁଟିଂ ପାଇଁ ନିର୍ମିତ ଅତ୍ୟାଧୁନିକ ଷ୍ଟୁଡିଓ ସ୍ଵସ୍ତିକ । ପବିତ୍ର ସରସ୍ଵତୀ ପୂଜା ଅବସରରେ ଏହା ଉନ୍ମୋଚିତ ହୋଇଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଭିଜନ ଜଗତ ସହ ସମ୍ପୃକ୍ତ ବହୁ ପ୍ରଯୋଜନା ସଂସ୍ଥା,…

ପତ୍ନୀଙ୍କ ଦ୍ବାରା ମାନସିକ ନିର୍ଯାତନା ନେଇ ପୋଲିସ ଆଗରେ ଗୁହାରୀ କଲେ ମହାଭାରତ ଫେମ୍ ନୀତିଶ ଭରଦ୍ବାଜ

ଭୋପାଳ: ସବୁଠୁ ଲୋକପ୍ରିୟ ଟିଭି ସିରିଏଲ 'ମହାଭାରତ'ରେ ଭଗବାନ କୃଷ୍ଣଙ୍କ ଚରିତ୍ର ଅଭିନୟ କରିଥିବା ଅଭିନେତା ତଥା ରାଜନେତା ନୀତିଶ ଭରଦ୍ୱାଜ ନିଜ ପତ୍ନୀଙ୍କ ବିରୁଦ୍ଧରେ ଏକ ମାମଲା ଦାଏର କରିଛନ୍ତି । ଭେଟେରାନ୍ ଅଭିନେତା ନୀତିଶ ଭରଦ୍ୱାଜ ନିଜ ପତ୍ନୀଙ୍କ ଦ୍ୱାରା ମାନସିକ ନିର୍ଯାତିତ ହେଉଥିବା…

ନାତୁଣୀ ବାହାଘର ଉତ୍ସବରେ ଝୁମିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ତାଙ୍କ ନାତୁଣୀ ନିକିତାଙ୍କ ବାହାଘର ଉତ୍ସବରେ ଯୋଗ ଦେଇଥିଲେ ।  ଏହି ବାହାଘର ରାଜସ୍ଥାନର ଉଦୟପୁରରେ ଅନୁଷ୍ଠିତ ହୋଇଥିଲା । ଏହି ବାହାଘର ଉତ୍ସବର ଏକ ଭିଡିଓ ନିଜେ ଧର୍ମେନ୍ଦ୍ର ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହି ଭିଡିଓରେ ସେ ଖୁସିରେ…