Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୧୪ ବର୍ଷ ପରେ ସ୍ୱାମୀଙ୍କଠାରୁ ଅଲଗା ହେଲେ ଈଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ମଡେଲ ଈଶା କୋପିକାରଙ୍କ ବିବାହ ବିଚ୍ଛେଦ ଘଟିଛି । ୧୪ ବର୍ଷ ପରେ ଈଶା ଓ ତାଙ୍କ ସ୍ୱାମୀ ଟିମି ନାରଙ୍ଗ ପରସ୍ପରଠାରୁ ଅଲଗା ହୋଇଛନ୍ତି । ୨୯ ନଭେମ୍ବର ୨୦୦୯ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସେମାନଙ୍କ ଏକ କନ୍ୟା ସନ୍ତାନ ରହିଛି । ବିବାହ ବିଚ୍ଛେଦ…

ସଲାର ଦେଖିବା ପାଇଁ ପ୍ରଭାସଙ୍କ ବିଦେଶୀ ପ୍ରଶଂସକ ଆସିଲେ ଭାରତ

ମୁମ୍ବାଇ: ପ୍ରଭାସ ଅଭିନୀତ ସଲାର: ପାର୍ଟ ୧ ସିଜଫାୟାର ବକ୍ସ ଅଫିସରେ ରେକର୍ଡ ଆୟ ଜାରୀ ରଖିଛି । ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ପୃଥ୍ୱୀରାଜ ସୁକୁମାରନ, ଶ୍ରୁତି ହାସନ ଓ ଜଗପତି ବାବୁ ମୂଖ୍ୟ ଭୂମିକାରେ ରହିଛନ୍ତି । ପ୍ରଭାସଙ୍କ ଏହି ଫିଲ୍ମକୁ ଦେଖିବାକୁ ଜାପାନରୁ…

ଆଶୀକ ୩ରେ ତୃପ୍ତିଙ୍କ ସାମିଲ ଖବରକୁ ଗୁଜବ କହିଲେ ମୁକେଶ

ମୁମ୍ବାଇ: ଆନିମଲ ଫିଲ୍ମ ଫେମ ତୃପ୍ତି ଡିମରୀ ଆଶୀକ ୩ରେ କାର୍ତିକ ଆର୍ଯ୍ୟନଙ୍କ ବିପକ୍ଷରେ ଅଭିନୟ କରିବାକୁ ଯାଉଛନ୍ତି ଖବର ବେଶ ଚର୍ଚ୍ଚା ସାଁଉଟିଥିଲା । ତେବେ ଏହି ଖବର ସମ୍ପୂର୍ଣ୍ଣ ଭାବେ ଗୁଜବ ବୋଲି ଏହାର ନିର୍ମାତା ମୁକେଶ ଭଟ୍ଟ କହିଛନ୍ତି । ମୁଁ ପ୍ରଥମରୁ କହି ଆସିଛି ଯେ ପର୍ଯ୍ୟନ୍ତ…

ହାପି ବାର୍ଥ ଡେ ଭାଇଜାନ: ପ୍ରଥମ ଅଡିଶନରେ ଡାଇଲଗ୍ ଶୁଣି ଚୟନକର୍ତ୍ତା କରିଥିଲେ ରିଜେକ୍ଟ

ମୁମ୍ବାଇ: ଆଜି ବଲିଉଡର ସବୁଠାରୁ ଲୋକପ୍ରିୟ ତାରକା ତଥା ସଭିଙ୍କ ଭାଇଜାନ ଓରଫ୍ ସଲ୍ଲୁ ଭାଇଙ୍କ ୫୮ତମ ଜନ୍ମଦିନ । ଗତକାଲି ରାତିରୁ ସଲମାନ ନିଜ ପରିବାର ଲୋକଙ୍କ ସହ ଜନ୍ମଦିନ ଉତ୍ସବ ପାଳନ କରିଥିଲେ । ସଲମାନ ହେଉଛନ୍ତି ବଲିଉଡର ସେହି ଲୋକପ୍ରିୟ ତାରକା ମନଙ୍କ ମଧ୍ୟରୁ ଜଣେ ଯାହାର କୋଟି କୋଟି…

ଆଶିକ ୩ରେ ଆନିମଲ ଫେମ ତୃପ୍ତିଙ୍କ ଏଂଟ୍ରି

ମୁମ୍ବାଇ: ଆନିମଲ ଫିଲ୍ମ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିବା ତୃପ୍ତି ଡିମୋରୀଙ୍କ ହାତରେ ଏକ ବଡ ଫିଲ୍ମ ଲାଗିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଆଶିକ ୩ରେ କାର୍ତିକ ଆର୍ଯ୍ୟନଙ୍କ ସହ ତୃପ୍ତି ଅଭିନୟ କରିବେ । ଏହି ରୋମାଂଟିକ ଡ୍ରାମା ଫିଲ୍ମକୁ ତୃପ୍ତି ସାଇନ ମଧ୍ୟ କରିଛନ୍ତି ।…

ପ୍ରଧାନମନ୍ତ୍ରୀଙ୍କ ଖ୍ରୀଷ୍ଟମାସ ସେଲିବ୍ରେସନରେ ସାମିଲ ହେଲେ ଡିନୋ ମେରିୟା, ଫଟୋ ଭାଇରାଲ

ମୁମ୍ବାଇ; ବଲିଉଡର ତାରକା ମାନେ ଖ୍ରୀଷ୍ଟମାସ ପର୍ବକୁ ବହୁତ ଧୁମ୍ ଧାମର ସହିତ ପାଳନ କରିଥାନ୍ତି | ବନ୍ଧୁବାନ୍ଧବ, ପ୍ରିୟଜନ ତଥା ସାଙ୍ଗସାଥୀ ମାନଙ୍କ ସହ ଏହି ପର୍ବକୁ ପାଳନ କରି ତାହାର କିଛି ବିଶେଷ ମୁହୁର୍ତ୍ତକୁ ସୋସିଆଲ ମିଡିଆରେ ସେୟାର କରନ୍ତି | ଏହି ପରୀପ୍ରେକ୍ଷୀରେ ୨୫ ଡିସେମ୍ବରରେ…

ଗିରଫ ହେଲେ କେଆରକେ

ମୁମ୍ବାଇ: କମାଲ ଆର ଖାଁ ଓରଫ କେଆରକେ ସର୍ବଦା ନିଜ ବୟାନ ଓ ଟିପ୍ପଣୀ ନେଇ ଚର୍ଚ୍ଚାରେ ରହିଥାନ୍ତି । ସ୍ୱୟଂଘୋଷିତ ଅଭିନେତା, ନିର୍ମାତା ଓ ସମାଲୋଚକ କେଆରକେ ସର୍ବଦା ଫିଲ୍ମକୁ ନେଇ ଅଭିନେତା ଓ ଅଭିନେତ୍ରୀଙ୍କୁ ଟାର୍ଗେଟ କରିଥାନ୍ତି । ରିପୋର୍ଟ ମୁତାବକ କେଆରକେଙ୍କୁ ମୁମ୍ବାଇ ପୋଲିସ ଗିରଫ…

ଶୁରାଙ୍କୁ ଦ୍ବିତୀୟ ବିବାହ କଲେ ଅରବାଜ୍

ମୁମ୍ବାଇ: ଅଭିନନ୍ଦନ ! ଅରବାଜ୍ ଖାନ୍ ଏବଂ ଶୁରା ଖାନ୍ । ଦୀର୍ଘ ଦିନ ପରେ ଅରବାଜ୍ ଶୁରାଙ୍କ ସହ ଦ୍ବିତୀୟ ବିବାହ କରିଛନ୍ତି  । ଯାହାର ସୂଚନା ଦେଇଛନ୍ତି ଅରବାଜ ଖାନଙ୍କ ଘନିଷ୍ଠ ବନ୍ଧୁ ରବିନା ଟଣ୍ଡନ  । ରବିନା ସୋସିଆଲ ମିଡିଆରେ ଅରବାଜ ଏବଂ ଶୁରାଙ୍କ ବିବାହକୁ ନିଶ୍ଚିତ କରିଛନ୍ତି । ଇନଷ୍ଟା…

ଏକତ୍ର ଅଭିନୟ କରିପାରନ୍ତି ସଲମାନ-ସନୀ

ମୁମ୍ବାଇ: ଗଦର ୨ର ସଫଳତା ପରେ ସନୀ ଦେଓଲଙ୍କ ନିକଟରେ ଫିଲ୍ମର ଲମ୍ବା ଲାଇନ ଲାଗିଛି । ରିପୋର୍ଟ ମୁତାବକ ସନୀ ଓ ସଲମାନ ଖାଁ ଏକ ପ୍ରୋଜେକ୍ଟରେ ଏକତ୍ର କାମ କରିବା ପାଇଁ ରାଜି ହୋଇଛନ୍ତି । ଗୋଆରେ ଉଭୟ ଏକତ୍ର ଏ ନେଇ ୨ରୁ ୩ଘଂଟା ସମୟ କାଟିଥିଲେ । ସଲମାନ ଓ ସନୀଙ୍କ ପରିବାର ମଧ୍ୟରେ ଭଲ…

ହାପି ବାର୍ଥ ଡେ ଅନିଲ କପୁର : ଜାଣନ୍ତୁ କିପରି ସଂଘର୍ଷମୟ ଥିଲା ତାଙ୍କର ଫିଲ୍ମ କ୍ୟାରିୟର

ମୁମ୍ବାଇ : ମିଷ୍ଟର ଇଣ୍ଡିଆ , ରାମ ଲଖନ , ହମ୍ ଆପକେ ଦିଲ ମେଁ ରହତେ ହେଁ  ଭଳି ବହୁ ସୁପର ହିଟ୍ ଫିଲ୍ମ ରେ ଅଭିନୟ କରି ଦର୍ଶନଙ୍କ ମନ କିଣିଥିଲେ । କେବଳ ଅଭିନୟ ନୁହେଁ ତାଙ୍କର ଫିଟନେସକୁ ନେଇ ବି ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି  । ଆମେ କହୁଛୁ ଅଭିନେତା ଅନିଲ କାପୁରଙ୍କ କଥା  । ତାଙ୍କୁ…