Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅମିତାଭଙ୍କୁ ଭେଟିଲେ ଧୋନୀ, ଫଟୋ ଭାଇରାଲ

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କୁ ଭେଟିଛନ୍ତି । ଏବେ ମହେନ୍ଦ୍ର ସିଂ ଧୋନି ଏବଂ ଅମିତାଭ ବଚ୍ଚନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ଉଭୟ କିମ୍ବଦନ୍ତୀଙ୍କୁ ଏକାଠି ଦେଖି ଖୁବ୍…

ଆଉ ରୋମାଂଟିକ ଫିଲ୍ମ କରିବେନି ଶାହାରୁଖ ଖାଁ

ମୁମ୍ବାଇ: ଶାହାରୁଖ ଖାଁଙ୍କ ପ୍ରଶଂସକମାନଙ୍କୁ ଝଟକା ଲାଗିପାରେ । କିଙ୍ଗ ଖାଁ ଏବେ ଏକ ସାକ୍ଷାତକାରରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେ ଆଗକୁ ଆଉ କୌଣସି ରୋମାଂଟିକ ଫିଲ୍ମ କରିବେ ନାହିଁ । ପିଲାମାନେ ବଡ ହେଲେଣି, ଏଥର ସେମାନେ ରୋମାଂଟିକ ଫିଲ୍ମ କରିବେ । ମୁଁ ଏବେ ମଧ୍ୟ କହୁଛି କରନ ଜୌହର,…

କଙ୍ଗନାଙ୍କ କୁଇନ ସୀକ୍ୱେଲ ଉପରେ କାମ ଆରମ୍ଭ

ମୁମ୍ବାଇ: ବଲିଉଡରେ କୁଇନ ଫିଲ୍ମ ମାଧ୍ୟମରେ କଙ୍ଗନା ରାନାୱତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏପରିକି ସେ କୁଇନ କଙ୍ଗନା ଭାବେ ମଧ୍ୟ ପରିଚିତ ହେଉଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶକ ବିକାଶ ବହଲ କୁଇନର ସୀକ୍ୱେଲ ଉପରେ କାର୍ଯ୍ୟ ଆରମ୍ଭ କରିବା ନେଇ ସୂଚନା ଦେଇଛନ୍ତି । ଏବେ…

ଜାଣନ୍ତି ଡ୍ରିମ୍ ଗର୍ଲଙ୍କ ମୋଟ ସମ୍ପତ୍ତି କେତେ

ମୁମ୍ବାଇ: ବଲିଉଡ଼ର ଡ୍ରିମ୍ ଗର୍ଲ ହେମା ମାଳିନି ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ତିନି ବର୍ଷ ହେଲାଣି ତାଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ । କିନ୍ତୁ ତାଙ୍କୁ ଭାରତୀୟ ସିନେମାର ଜଣେ କିମ୍ବଦନ୍ତୀ ଅଭିନେତ୍ରୀ ଭାବରେ ସର୍ବଦା ଲୋକେ…

ଟାଇଗର ୩ର ପୋଷ୍ଟର ରିଲିଜ୍ ,ଖଳନାୟକ ଭୂମିକାରେ ନଜର ଆସିଲେ ଇମ୍ରାନ

ମୁମ୍ବାଇ: ବଲିଉଡ଼ର ଭାଇଜାନ ସଲମାନ ଖାନ୍‌ଙ୍କ ଅଭିନିତ ଫିଲ୍ମ ଫିଲ୍ମ ଟାଇଗର-୩ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ । ସୋମବାର ଫିଲ୍ମର ଏକ ଦମଦାର ଟ୍ରେଲର ରିଲିଜ ହେବା ପରେ କ୍ୟାଟ୍ରିନା କୈଫ, ସଲମାନ ଖାଁ ଏବଂ ଇମ୍ରାନ ହାସମିଙ୍କ ଅଭିନୀତ ଫିଲ୍ମ ଏବେ ଖୁବ୍ ଚର୍ଚ୍ଚାରେ । ଏହି…

ଶ୍ୱେତ କୁମାର ଦାଶଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ଦ ହିଲିଂ ଟଚ୍’ କୁ ସ୍ୱତନ୍ତ୍ର ସୂଚିତ ଶ୍ରେଣୀରେ ଜାତୀୟ ପୁରସ୍କାର

ଭୁବନେଶ୍ୱର: ଦିଲ୍ଲୀର ବିଜ୍ଞାନ ଭବନରେ ୬୯ତମ ଜାତୀୟ ଚଳଚିତ୍ର ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ରର ସ୍ବତନ୍ତ୍ର ସୂଚିତ (ନନ୍ ଫିଚର ସ୍ପେଶାଲ ମେନସନ) ଶ୍ରେଣୀରେ ଓଡିଆ ସିନେମା ‘ଦ ହିଲିଂ ଟଚ୍’କୁ ଜାତୀୟ ପୁରସ୍କାର ମିଳିଛି। ଏହି ସମ୍ମାନ ମାନ୍ୟତାର…

ଆରମ୍ଭ ହେବାକୁ ଯାଉଛି ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବର ଦ୍ୱିତୀୟ ସଂସ୍କରଣ

ଭୁବନେଶ୍ୱର: ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ, ୨୦୨୩ ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର ଦାଖଲ କରିବାର ତାରିଖ ଆଜିଠାରୁ ଆରମ୍ଭ ହୋଇଛି। ପ୍ରବେଶ ଦାଖଲର ଶେଷ ତାରିଖ ୧୭ ନଭେମ୍ବର, ୨୦୨୩ ଧାର୍ଯ୍ୟ କରାଯାଇଛି। ଏହି ଉତ୍ସବର ଲକ୍ଷ୍ୟ ହେଉଛି ସଡ଼କ ସୁରକ୍ଷା ପ୍ରସଙ୍ଗରେ ସଚେତନତା…

ବିବାହ ଶାଢି ପିନ୍ଧି ଜାତୀୟ ପୁରସ୍କାର ଆଣିଲେ ଆଲିଆ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଆଜି ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ଗଙ୍ଗୁବାଇ କାଠିଆୱାଡି ଫିଲ୍ମ ପାଇଁ ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି । ପୂର୍ବରୁ ତାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆଜି ଆଲିଆ ପୁରସ୍କାର…

ଦିଲ୍ଲୀ ବିଜ୍ଞାନ ଭବନରେ ୬୯ତମ ଫିଲ୍ମ ଆଓ୍ବାର୍ଡ: ଅଲ୍ଲୁ ଅର୍ଜୁନ୍ , ଆଲିଆ ଭଟ୍ଟ, ଏବଂ କ୍ରୀତି ସନ୍ନୋନଙ୍କୁ ମିଳିଲା…

ନୂଆଦିଲ୍ଲୀ : ଦିଲ୍ଲୀର ବିଜ୍ଞାନ ଭବନରେ ୬୯ତମ ଜାତୀୟ ଚଳଚିତ୍ର ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି ।  ପୁଷ୍ପା ଚଳଚିତ୍ର ପାଇଁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ।  କ୍ରୀତି ସନ୍ନୋନ ଏବଂ ଅଭିନେତ୍ରୀ…