Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କଞ୍ଚା ଲଙ୍କାରେ ମୁକ୍ତିଲାଭ କଲା ବାରଙ୍ଗ ୧୯୯୯ର ଟ୍ରେଲର

ଭୂବନେଶ୍ବର: ୧୯୯୯ ମସିହାର ସେହି ବାରଙ୍ଗ ଦୁର୍ଘଟଣା ଆଜିବି ଲୋକଙ୍କ ମନରେ ଜୀବିତ ରହିଛି । ଓଡ଼ିଶା ରାଜନୀତିରେ ଚହଳ ସୃଷ୍ଟି କରିଥିବା ସେହି ଗଣଦୁଷ୍କର୍ମ ଘଟଣା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଇସ୍ତଫା ଦବାକୁ ବାଧ୍ୟ୍ୟ ହେଇଥିଲେ। ସେଦିନ ଥିଲା ୧୯୯୯ ମସିହା ଜାନୁଆରୀ…

ଡଙ୍କି ନା ସାଲାର , କିଏ କରିବ ବକ୍ସ ଅଫିସରେ ରାଜ୍ ?

ମୁମ୍ବାଇ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଆଜି ବଡ ପରଦାରେ ରିଲିଜ ହୋଇଛି ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ସାଲାର ଫିଲ୍ମ । ଏଇ ଗୋଟିଏ ସପ୍ତାହରେ ହଲ୍‌କୁ ଆସିଲା ୨୦୨୩ ବର୍ଷର ଦୁଇଟି ବଡ଼ ବଲିଉଡ୍ ସିନେମା। ଗତକାଲି ବଲିଉଡ୍ ସୁପରଷ୍ଟାର ଶାହରୁଖ୍‌ ଖାଁଙ୍କ ‘ଡଙ୍କି’ ରିଲିଜ୍‌…

କାହିଁକି ଗିରଫ ହେଲେ ବିଗ୍ ବସ୍ ସିଜନ-୭ ବିଜେତା ?

ମୁମ୍ବାଇ: ରିଆଲିଟି ଶୋ ବିଗ୍ ବସ୍ । ବର୍ତ୍ତମାନ ସମୟରେ ଏହାକୁ ଦେଖିବା ଲୋକଙ୍କ ପାଇଁ ଏକ କ୍ରେଜ୍ ହୋଇଗଲାଣି  । ବହୁତ୍ ସଂଖ୍ୟାରେ ଲୋକ ଏହି ଶୋକୁ ଦେଖୁଛନ୍ତି  । ବିଗ୍ ବସ୍ ତେଲୁଗୁ ସିଜନ୍ ୭ ର ବିଜେତା ହୋଇଥିବା ପଲ୍ଲବୀ ପ୍ରଶାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖରାପ ଖବର ରହିଛି ।…

ପାପା ଶାହାରୁଖଙ୍କ ଡଙ୍କି ଦେଖିବା ପରେ କିଛି ଏପରି ଥିଲା ପୁଅ ଅବରାମଙ୍କ ପ୍ରତିକ୍ରିୟା, କିଙ୍ଗଖାନ୍ କଲେ ଖୁଲାସା

ମୁମ୍ବାଇ: ‘ପଠାନ୍‌’ ଏବଂ ‘ଜଓ୍ବାନ୍‌’ ପରେ କିଙ୍ଗ୍‌ ଖାନ୍‌ଙ୍କ ‘ଡଙ୍କି’ ଏବ ବଡ଼ ପରଦାରେ ରିଲିଜ ହୋଇଛି। ଆଡଭାନ୍ସ ବୁକିଂରେ ପ୍ରଥମରୁ ଏହା ରେକର୍ଡ କରିଥିବା ବେଳେ ଏବେ ଦର୍ଶକଙ୍କ କ୍ରେଜ୍‌ ଦ୍ୱିଗୁଣିତ ହୋଇଛି। କାହାଣୀଟି ପସନ୍ଦ ଆସୁଥିବାରୁ ବ୍ୟବସାୟରେ ‘ଡଙ୍କି’ ରେକର୍ଡ କରିବ ବୋଲି…

ମଲାଇକାଙ୍କୁ ଡିଭୋର୍ସ, ଜର୍ଜିଆଙ୍କ ସହ ବ୍ରେକଅପ୍, ଏବେ ଏହି ଯୁବତୀଙ୍କ ପ୍ରେମରେ ଉବୁଟୁବୁ ୫୬ ବର୍ଷିୟ ଅରବାଜ୍ ଖାନ୍

ମୁମ୍ବାଇ: ସଲମାନ ଖାନଙ୍କ ଭାଇ ଅରବାଜ ଖାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି | ମଲାଇକା ଆରୋରାଙ୍କ ସହ ତାଙ୍କର ପ୍ରଥମେ ପ୍ରେମ, ତା’ପରେ ବିବାହ ଏବଂ ପରେ ବିବାହ ବିଚ୍ଛେଦ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ​​| ମଲାଇକା ଠାରୁ ଅଲଗା ହେବା ପରେ ସେ ଅଭିନେତ୍ରୀ…

ନୂଆବର୍ଷରେ ନୂଆ ଅବତାରରେ କ୍ୟାଟ୍

ମୁମ୍ବାଇ: ବିଦାୟ ନେବ ୨୦୨୩  । ଆଉ ପାଦ ଥାପିବ ୨୦୨୪  । ବର୍ଷ ଆରମ୍ଭରୁ ବକ୍ସ ଅଫିସରେ ପୁଣି ଥରେ ହଇଚଇ ଆରମ୍ଭ ହେବାକୁ ଯାଉଛି । ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିବ  । ପ୍ରଥମଥର ପାଇଁ ଦକ୍ଷିଣ ସୁପରଷ୍ଟାର ବିଜୟ ସେଥୁପଥି ଏବଂ ବଲିଉଡର ଚୁଲବୁଲି ନାୟିକା…

ସୁସ୍ଥ ହେଲେ ଶ୍ରେୟସ୍ : ଇମୋସନାଲ ପୋଷ୍ଟ ସେୟାର କରି ଏପରି କହିଲେ ପତ୍ନୀ ଦୀପ୍ତି

ମୁମ୍ବାଇ : ବଲିଉଡ ଅଭିନେତା ଶ୍ରେୟସ୍ ତଲପଡେ  । କିଛି ଦିନ ତଳେ ସେ ହୃଦଘାତର ଶିକାର ହୋଇଥିବା ଖବର ଶୁଣିବାକୁ ମିଳିଥିଲା  । ଯାହା ଫ୍ୟାନ୍ସ ମାନଙ୍କୁ ବେଶ୍ ନିରାଶ କରିଥିଲା । ଗତ ଗୁରୁବାର ଦିନ ଶ୍ରେୟସ୍ ୱେଲକମ ଟୁ ଜଙ୍ଗଲ ସୁଟିଂ କରୁଥିଲେ  । ସେତେବେଳେ ସେ ସୁସ୍ଥ ଅନୁଭବ କରୁଥିଲେ  ।…

ଗୋବିନ୍ଦା @୬୦ : ୯୦ ଦଶକରେ ନିଜ ଅଭିନୟ ଓ ଡ୍ୟାନ୍ସର ଜାଦୁରେ ୩ ଖାନଙ୍କୁ ପଛରେ ପକାଇଥିଲେ

ମୁମ୍ବାଇ: ହିନ୍ଦୀ ସିନେମା ଜଗତରେ ୯୦ ଦଶକକୁ ସବୁଠାରୁ ସ୍ବତନ୍ତ୍ର ବୋଲି ବିବେଚନା କରାଯାଏ  । ଏହା ଏପରି ଏକ ସମୟ ଥିଲଶ , ଯେତେବେଳେ ଅନେକ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଥିଲା । ସେ ସଙ୍ଗୀତ ହେଉ କିମ୍ବା ଚଳଚିତ୍ର  । ୯୦ ଦଶକର ଖାସିଅତ୍ କିଛି ଅଲଗା ଥିଲା । ଯଦି ଆମେ ୯୦ ଦଶକର ଅଭିନେତା…

ରଶ୍ମିକା ମନ୍ଦାନାଙ୍କ ଡିପ୍‌ଫେକ୍ ଭିଡିଓ ମାମଲାରେ ୪ ଜଣଙ୍କୁ ଗିରଫ କଲା ପୋଲିିସ

ନୂଆଦିଲ୍ଲୀ: ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡ଼ିପ୍‌ଫେକ୍ ଭିଡ଼ିଓ କରିବା ମାମଲାରେ ଦିଲ୍ଲୀ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏବେ ବି ଦିଲ୍ଲୀ ପୋଲିସ୍‌ର ଖୋଜା ଚାଲିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସକୁ ପ୍ରାୟ ଏକ ମାସ…

ଆକ୍ଟିଙ୍ଗ୍–ମଡେଲିଂ ଲାଇନକୁ ଆସିବା ପୂର୍ବରୁ ସାମ୍ବାଦିକା ଥିଲେ ଜାକଲିନ୍

ମୁମ୍ବାଇ: ବଲିଉଡରେ ଅନେକ ଆଗଧାଡିର ଅଭିନେତ୍ରୀ ରହିଛନ୍ତି  । କିନ୍ତୁ ତାଙ୍କର ହଟ୍ ନେସ୍ , ଆଉ ତାଙ୍କର ନିଆରା ଅନ୍ଦାଜ୍ ତାଙ୍କୁ ସବୁବେଳେ ଦର୍ଶକଙ୍କ ମନରେ ଭିନ୍ନ କରି ରଖିଥାଏ । ସେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍  । ପ୍ରତିଦିନ ସେ କିଛିନା କିଛି ହଟ୍ ଓ୍ବାଲା ଫଟୋ ସୋସିଆଳ ମିଡିଆରେ…