Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କିଏ କହିଲେ ବୁମରାହଙ୍କ ବୋଲିଂ କବଳରୁ ଯଦି ବଂଚିବାକୁ ଚାହୁଁଛ ମୋ ପରି ଅବସର ନେଇ ଯାଅ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ତାର ଅପରାଜେୟ ଧାରା ବଜାୟ ରଖି ପାକିସ୍ତାନକୁ ୮ମ ଥର ପାଇଁ ପରାସ୍ତ କରିଛି । ଏହି ମ୍ୟାଚରେ ଯଶପ୍ରୀତ ବୁମରାହଙ୍କ ପ୍ରଦର୍ଶନ ବେଶ ପ୍ରଶଂସନୀୟ ଥିଲା । ପାକିସ୍ତାନ ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଏକ ମଜାଦାର ବୟାନ…

ଲେଡି ସିଘଂମ୍ ଦୀପିକା: ନବରାତ୍ରିର ପ୍ରଥମ ଦିନରେ ସାମ୍ନାକୁ ଆସିଲା ଫାଷ୍ଟ ଲୁକ୍

ମୁମ୍ବାଇ: ଆଜିଠୁ ମା ଦୂର୍ଗାଙ୍କର ନବରାତ୍ରି ପୂଜା ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନ ଅବସରରେ ବଲିଉଡର ଲେଡି ସୁପରଷ୍ଟାର  ଦୀପିକା ପାଦୁକୋନ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି  । ତାଙ୍କର ଆଗାମୀ ଆକ୍ସନ୍ ଫିଲ୍ମ 'ସିଙ୍ଗମ୍ ଅଗେନ୍ ର  ଫାଷ୍ଟ ପୋଷ୍ଟର ସେ ଆଜି ସେୟାର…

ୟ୍ୟୁଟୁବରଙ୍କୁ ଅଭିନେତ୍ରୀ ସୋନମ୍ ପଠାଇଲେ ଲିଗାଲ ନୋଟିସ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କପୁର ଆଜିକାଲି ଫିଲ୍ମ ଅପେକ୍ଷା ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଥିବା ଦେଖାଯାଇଛି । ଅଭିନେତ୍ରୀ ନିଜ ବ୍ୟକ୍ତିଗତ ଜୀବନର ମୁହୂର୍ତ୍ତକୁ ନେଇ ଲାଇମ ଲାଇଟରେ ରହୁଛନ୍ତି । ତେବେ ଏହାରି ଭିତରେ ଅଭିନେତ୍ରୀ ସୋନମ୍ ଜଣେ ୟୁଟୁବରଙ୍କୁ ଲିଗାଲ ନୋଟିସ ଦେଇ…

୨ ମାସର ପୁଅକୁ ନେଇ ପ୍ରଥମଥର ଆଉଟିଂରେ ବାହାରିଲେ ଇଲିଆନା

ମୁମ୍ବାଇ: ୨ ମାସ ତଳେ ମାଆ ହୋଇଥିଲେ ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ । ପ୍ରଥମଥର ପାଇଁ ଆଉଟିଂରେ ବାହାରିଛନ୍ତି ଇଲିଆନା । ଏବେ ସେ ତାଙ୍କ ମଦରହୁଡ ଏନଜୟ କରୁଛନ୍ତି । ସେ ତାଙ୍କ ପୁଅ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି । ଏହାସହ ସେ ମାଆ ହେବାର ଅନୁଭବକୁ ଲଗାତାର ଭାବେ ତାଙ୍କ…

ଡ଼ିଜାଇନ୍‌ରରୁ ନିର୍ମାତା ସାଜିଲେ ମନିଷ, ପ୍ରଥମ ଫିଲ୍ମର ଶୁଟିଂ ଶେଷ

ମୁମ୍ବାଇ: ଡ଼୍ରେସ ଡ଼ିଜାଇନର ଭାବେ ବେଶ୍ ପରିଚିତ ମନିଷ ମାଲହୋତ୍ରା । ସବୁଠାରୁ ପପୁଲାର ଡିଜାଇନରଙ୍କ ମଧ୍ୟରୁ ସେ ଅନ୍ୟତମ । ଏବେ ସେ ଡ଼ିଜାଇନରରୁ ଫିଲ୍ମ ନିର୍ମାତା ସାଜିଛନ୍ତି । ତାଙ୍କ ପ୍ରଡକଶନ ହାଉସ ଷ୍ଟେଜ ୫ ପ୍ରଡକଶନରେ ଏକ ଫିଲ୍ମ ନିର୍ମାଣ କରିଛନ୍ତି । ଯାହାର ନାଁ ହେଲା ‘ଟ୍ରେନ ଫ୍ରମ…

କର୍କଟ ପୀଡ଼ିତଙ୍କୁ କେଶ ଦାନ କଲେ ହେଜ୍‌ଲ, ଜିଣିଲେ ପ୍ରଶଂସକଙ୍କ ହୃଦୟ

ମୁମ୍ବାଇ: କର୍କଟ ପୀଡ଼ିତଙ୍କୁ କେଶ ଦାନ କଲେ ବଲିଉଡ଼ ଅଭିନେତ୍ରୀ ତଥା କ୍ରିକେଟର ଯୁବରାଜ ସିଂଙ୍କ ପତ୍ନୀ ହେଜ୍‌ଲ । ଏପରି କାର୍ଯ୍ୟ ଦେଖି ତାଙ୍କ ପ୍ରଶଂସକଙ୍କ ହୃଦୟ ଜିଣିଛନ୍ତି ହେଜଲ । ଫିଲ୍ମ ‘ବଡିଗାର୍ଡରେ’ କରୀନା କପୁରଙ୍କ ବାନ୍ଧବୀ ଭୂମିକାରେ ଅଭିନୟ କରି ହେଜଲ୍ ଚର୍ଚ୍ଚାକୁ ଆସିଥିଲେ ।…

ଜ୍ୟାକଲିନଙ୍କ ଲାଗି ନବରାତ୍ର ବ୍ରତ କରିବେ ସୁକେଶ

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଲାଗି ନବରାତ୍ର ବ୍ରତ କରିବେ ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର । ଏନେଇ ସେ ଜ୍ୟାକ୍‌ଲିନ୍‌ଙ୍କୁ ଏକ ଚିଠି ଲେଖି ଏହା ଜଣାଇଛନ୍ତି । ସୁକେଶଙ୍କ ଏହି ଚିଠି ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ…

ଆଧୁନିକ ପୋଷାକରେ ପରିଣୀତିଙ୍କ ସିନ୍ଦୂର, ଚୂଡ଼ି ପ୍ରଶଂସକଙ୍କ ହୃଦୟ ଛୁଇଁଲା

ମୁମ୍ବାଇ:  ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ଏବେ ପତି-ପତ୍ନୀ ହୋଇସାରିଛନ୍ତି । ଗତ ୨୪ ତାରିଖରେ ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ  ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି ।  ବିବାହ ପରେ ରାଘବ ଓ ପରିଣୀତିଙ୍କ ଗୋଟିଏ ପରେ ଗୋଟିଏ ଫଟୋ…

ରିଲିଜ୍ ହେଲା ସାଇକୋ କିଲରର କାହାଣୀକୁ ନେଇ ନିର୍ମିତ ଫିଲ୍ମ ‘ଡଟ୍‌ପେନ୍‌’

ଭୁବନେଶ୍ୱର: ଜଣେ ସାଇକୋ କିଲରର କାହାଣୀକୁ ନେଇ ନିର୍ମିତ ଫିଲ୍ମ ‘ଡଟ୍‌ପେନ୍‌’ ଶୁକ୍ରବାର ରିଲିଜ୍ ହୋଇଯାଇଛି । କେଶରୀ ଟକିଜଠାରେ ଫିଲ୍ମ ର ପ୍ରିମିୟର ଶୋ' ଆୟୋଜିତ ହୋଇଥିଲା । ଏହି ପ୍ରିମିୟର ଶୋ' ରେ ହାଉସ ଫୁଲ୍ ଥିବା ବେଳେ ଓଡ଼ିଆ ସିନେ ଜଗତର ପ୍ରଯୋଜକଙ୍କ ସମେତ ଅନେକ କଳାକାର ଏକାଠି ବସି…

ପ୍ରେମିକଙ୍କ ଘରୁ ବାହାରିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ମୁହଁ ଲୁଚାଇଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁର ଓ ତାଙ୍କ ପ୍ରେମିକ ଶିଖର ପହରିୟାଙ୍କ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଛି । ଅନେକ ବର୍ଷ ହେବ ଏହି ଦୁଇ ଜଣଙ୍କୁ ଅନେକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳୁଛି । ଗୁରୁବାର ରାତିରେ ଜାହ୍ନବୀଙ୍କୁ ଶିଖରଙ୍କ ଘରୁ ବାହାରୁଥିବାର…