Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ମୁଁ ମରି ସାରିଥିଲି, ମୋର ପୁର୍ନଜନ୍ମ ହୋଇଛି‘

ମୁମ୍ଵାଇ; ୨୦୨୩ର ଶେଷ ମାସ ବଲିଉଡ୍ ଅଭିନେତା ଶ୍ରେୟସ ତଲପଡେଙ୍କ ପାଇଁ ବହୁତ କଷ୍ଟଦାୟକ ଥିଲା। ଡିସେମ୍ବର ୧୪ରେ ଫିଲ୍ମ ‘ଓ୍ୱେଲକମ୍ ଟୁ ଦ ଜଙ୍ଗଲ‘ର ସୁଟିଂ ଚାଲୁଥିବା ସମୟରେ ଶାରୀରିକ ଅସୁସ୍ଥତା ଅନୁଭବ କରିଥିଲେ ଶ୍ରେୟାସ୍। ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କର ହାର୍ଟ ଆଟାକ୍ ହୋଇଥିବା…

କରନ ନିଜେ ମାନିଲେ, ଫିଲ୍ମର ନେଗେଟିଭ ରେଟିଂରୁ ବଂଚିବା ପାଇଁ ନକଲି ରିଭ୍ୟୁ କରାଇଥାନ୍ତି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଓ ବିବାଦୀୟ ଫିଲ୍ମମେକର କରନ ଜୋହରଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ଫିଲ୍ମର ନେଗେଟିମ ରେଟିଂରୁ ବଂଚିବା ପାଇଁ ନକଲି ରିଭ୍ୟୁ କରାଇଥାଏ ବୋଲି ସେ ଏକ କାର୍ଯ୍ୟକ୍ରମରେ ନିଜେ ସ୍ୱୀକାର କରିଛନ୍ତି । ଏହା ଫଳରେ ଫିଲ୍ମ ଭଲ ହୋଇ ନ ଥିଲେ ମଧ୍ୟ ଦର୍ଶକ…

ଐତିହାସିକ ଟାଇମ ସ୍କୋୟାର ବିଲବୋର୍ଡରେ ପ୍ରଦର୍ଶିତ ହେଲା ଓଡ଼ିଆଫିଲ୍ମ ‘ଡ଼ିଅର ପୁରୁଷ’ ର ଟ୍ରେଲର

ଭୁବନେଶ୍ଵର: ଖ୍ୟାତନାମା ନିର୍ଦ୍ଦେଶକ ଜିତ୍ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶିତ ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ଚଳଚ୍ଚିତ୍ର 'ଡ଼ିଅର୍ ପୁରୁଷ'ର ଟ୍ରେଲର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଆମେରିକା, ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହୋଇ ଇତିହାସ ସୃଷ୍ଟି କରିଛି। ଯାହା…

ଆନିମଲ ପାର୍କରେ ବବିଙ୍କୁ ମିଳିବ ଅଧିକ ସ୍କ୍ରିନ ଟାଇମ

ମୁମ୍ବାଇ: ୨୦୨୩ରେ ରଣବୀର କାପୁର ଓ ବବି ଦେଓଲ ଅଭିନୀତ ଆନମିଲ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି । ଏହାର ସଫଳତା ପରେ ମେକର୍ସ ଦ୍ୱିତୀୟ ପାର୍ଟର ଘୋଷଣା ମଧ୍ୟ କରି ସାରିଛନ୍ତି । ଆନିମଲ ପାର୍କରେ ବବି ଦେଓଲଙ୍କୁ ଅଧିକ ସ୍କ୍ରିନ ଟାଇମ ମିଳିବ ବୋଲି ଜଣାପଡିଛି । ଏହି ପାର୍ଟରେ ବବି ଦେଓଲ…

ଦି ବୁଲ ଫିଲ୍ମ ପାଇଁ ଲୁକ ବଦଳାଇବେ ସଲମାନ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ ଖାଁ ତାଙ୍କର ଆଗାମୀ ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଧର୍ମା ପ୍ରଡକ୍ସନର ଦି ବୁଲ ଫିଲ୍ମରେ କରନ ଜୋହର ଓ ସଲମାନଙ୍କ କମ୍ବିନେଶନ ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ଏଥିପାଇଁ ସଲମାନ ତାଙ୍କ ଲୁକ ବଦଳାଇବା ପାଇଁ…

ସଲମାନଙ୍କ ଗାଳି ଶୁଣି ପ୍ରତିଯୋଗୀ ବେହୋସ

ମୁମ୍ବାଇ:ଛୋଟପରଦାର ସବୁଠୁ ଲୋକପ୍ରିୟ ରିୟଲିଟି ଶୋ ବିଗ୍‌ବସ୍ । ଏବେ ବିଗ୍‌ବସ ସିଜିନ ୧୭ରେ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଡ୍ରାମା ଦେଖିବାକୁ ମିଳୁଛି । ଏବେ ସୋସିଆଲ୍ ମିଡିଆରେ ବିଗ୍‌ବସ୍‌ର ଏକ ନୂଆ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁ ଭିଡିଓରେ ଜଣେ ପ୍ରତିଯୋଗୀଙ୍କୁ ସଲ୍‌ମାନ୍…

ଅନୁଷ୍କାଙ୍କ ପ୍ରଶଂସା ସହି ନପାରି ରାଗିଗଲେ କ୍ୟାଟ୍ରିନା

ମୁମ୍ବାଇ: ସୁପରଷ୍ଟାର୍ ଶାହରୁଖ୍ ଖାନ ତାଙ୍କର ବ୍ୟବହାର ଓ ବନ୍ଧୁତ୍ୱ ପାଇଁ ଇଣ୍ଡଷ୍ଟ୍ରିରେ ବେଶ୍ ଜଣାଶୁଣା । ସେ କେବେ ବି କାହାକୁ ରଗାନ୍ତି ନାହିଁ । ଅନ୍ୟମାନଙ୍କର ପ୍ରଶଂସା କରିବାକୁ ସେ ସଦା ପ୍ରସ୍ତୁତ ରହିଥାନ୍ତି । ପ୍ରତ୍ୟେକ ସାମ୍ନା ବ୍ୟକ୍ତିଙ୍କୁ ସେ ସମ୍ମାନର ସହ କଥା ହୋଇଥାନ୍ତି ।…

ଶ୍ରେୟଶ ତଲପଡେଙ୍କୁ ଶୁଟିଂ କରିବା ପାଇଁ ମିଳିଲା ଅନୁମତି

ମୁମ୍ବାଇ: ବଲିଉଡ ଅଭିନେତା ଶ୍ରେୟଶ ତଲପଡେଙ୍କୁ ଶୁଟିଂ କରିବା ପାଇଁ ଡାକ୍ତର ଅନୁମତି ପ୍ରଦାନ କରିଛନ୍ତି । ୱେଲକମ ଟୁ ଦି ଜଙ୍ଗଲ ଶୁଟିଂରୁ ଫେରିବା ପରେ ଶ୍ରେୟଶ ଦେହ ଖରାପ ହୋଇଥିଲା । ତାଙ୍କୁ ହାର୍ଟ ଆଟାକ ଆସିଥିବା ଜଣାପଡିଥିଲା । ଏହା ପରେ ତାଙ୍କର ଏଜିଂଓପ୍ଲାଷ୍ଟୋ କରାଯାଇଥିଲା ।…

ଚଳିତ ବର୍ଷ ଏହି ବଲିଉଡ ଫିଲ୍ମ ଉପରେ ରହିବ ନଜର

ମୁମ୍ବାଇ: ବଲିଉଡର ଅନେକ ଫିଲ୍ମ ୨୦୨୩ରେ ଭଲ ବ୍ୟବସାୟ କରିଛି । ଏହା ମଧ୍ୟରେ ଜୱାନ, ପଠାନ, ଡଙ୍କି, ସାଲାର, ଆନିମଲ ଓ ଗଦର ୨ ଏହାର ଜ୍ୱଳନ୍ତ ଉଦାହରଣ । ସାଉଥ ଓ ନର୍ଥ କମ୍ବିନେଶନ ଯୋଗୁ ଦର୍ଶକ ଥିଏଟରକୁ ଫେରିବା ଆରମ୍ଭ କରିଛନ୍ତି । ୨୦୨୪ରେ ମଧ୍ୟ ରିଲିଜ ହେବାକୁ ଅନେକ ଫିଲ୍ମ ନେଇ ଦର୍ଶକଙ୍କ…

ଅଭୁଲା ୨୦୨୩: ତୁନିଶା ଶର୍ମାଙ୍କ ମୃତ୍ୟୁ ଠାରୁ ଆରମ୍ଭ କରି ଏଲଭିଶ ଯାଦବଙ୍କ ରେଭ ପାର୍ଟୀ, ଏପରିଥିଲା ଟେଲିଭିଜନ ଦୁନିଆର…

ଭୁବନେଶ୍ଵର: ଟେଲିଭିଜନ ଦୁନିଆ ପାଇଁ ୨୦୨୩ ଏକ ବିଶେଷ ବର୍ଷ ଥିଲା | ଏହି ବର୍ଷ, କେତେଜଣ ସକାରାତ୍ମକ କାରଣ ପାଇଁ ଚର୍ଚ୍ଚାରେ ଥିବା ବେଳେ ଅନ୍ୟ କେତେକ ବିବାଦରେ ଛନ୍ଦି ହୋଇପଡିଥିଲେ | ତୁନିଶା ଶର୍ମାଙ୍କ ଅସ୍ଵଭାବିକ ମୃତ୍ୟୁରୁ ଆରମ୍ଭ କରି ଆଦିଲ ଖାନ ଦୁରାନୀଙ୍କ ସହ ରାଖୀ ସାୱନ୍ତଙ୍କ ଅଶାନ୍ତ…