Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଇଣ୍ଡିଆନ ପୋଲିସ ଫୋର୍ସରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ଟେଲି ଅଭିନେତ୍ରୀ

ମୁମ୍ବାଇ: ରୋହିତ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଇଣ୍ଡିଆନ ପୋଲିସ ଫୋର୍ସ’ର ଟ୍ରେଲର ନିକଟରେ ରିଲିଜ୍ ହୋଇଯାଇଛି । ଏଥିରେ ସିଦ୍ଧାର୍ଥ ମାଲହୋତ୍ରା, ଶିଳ୍ପା ଶେଟ୍ଟୀ ଏବଂ ବିବେକ ଓବରୋଇ ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଏହା ବ୍ୟତୀତ ଟେଲି ଅଭିନେତ୍ରୀ ଶ୍ୱେତା…

ଫିଲ୍ମ ‘ଟ୍ୱେଲଥ୍ ଫେଲ୍‘ ସୁଟିଂ ସେଟରେ ଭୋ ଭୋ ହୋଇ କାନ୍ଦିଥିଲେ ଅଭିନେତା ବିକ୍ରାନ୍ତ ମୈସୀ

ମୁମ୍ବାଇ; ବଲିଉଡ୍ ଫିଲ୍ମ ‘ଟ୍ୱେଲଥ୍ ଫେଲ୍‘ ସମସ୍ତଙ୍କ ମନକୁ ଛୁଇଁ ପାରିଛି। ଏହି ଫିଲ୍ମ ଦେଖିବା ପରେ ବିଶେଷକରି ଯୁବପିଢ଼ି ଉତ୍ସାହିତ ହେବା ସହ ଜୀବନରେ ସଫଳତା ପାଇବା ପାଇଁ କିପରି ସଂଘର୍ଷ କରିବାକୁ ପଡ଼େ, ଏହାକୁ ଭଲ ଭାବରେ ଅନୁଭଵ କରୁଛନ୍ତି।  ଫିଲ୍ମରେ ଅଭିନେତା ବିକ୍ରାନ୍ତ ମୈସୀଙ୍କ…

ଓଟିଟିରେ ଡେବ୍ୟୁ କଲେ ଶିଳ୍ପା

ମୁମ୍ବାଇ: ଓଟିଟିରେ ଡେବ୍ୟୁ କଲେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ନିକଟରେ ରିଲିଜ୍ ହୋଇଛି ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ଇଣ୍ଡିଆନ୍ ପୋଲିସ ଫୋର୍ସ’ର ଟ୍ରେଲର । ଯାହା ଓଟିଟି ପ୍ଲାଟ୍‌ଫର୍ମରେ ହଇଚଇ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଏହି ଫିଲ୍ମ ଜରିଆରେ ସିଦ୍ଧାର୍ଥ ମାଲହୋତ୍ରା,…

ଦୀପିକାଙ୍କୁ ମିିଳିଲା ସବୁଠୁ ଦାମୀ ଉପହାର, ଦେଲେ ଫାଇଟର ଟିମ୍‌

ମୁମ୍ବାଇ: ୩୮ ବର୍ଷ ବୟସରେ ପଦାର୍ପଣ କଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଶୁକ୍ରବାର ସେ ତାଙ୍କର ୩୮ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ସ୍ୱତନ୍ତ୍ର ଦିନରେ ତାଙ୍କୁ ମିଳିଛି ସବୁଠାରୁ ଦାମୀ ଉପହାର । ଏହାକୁ ଦେଇଛନ୍ତି ତାଙ୍କର ଆଗାମୀ ଫିଲ୍ମ ଫାଇଟରର ଟିମ୍ । ଏହି ଜନ୍ମଦିନକୁ ଅଧିକ…

ଏ ହେଉଛି ପ୍ରଥମ ଭାରତୀୟ ଫିଲ୍ମ ଯାହାର ପ୍ରିମିୟର ଆମେରିକାରେ ହୋଇଥିଲା

ମୁମ୍ବାଇ; ଭାରତରେ ସିନେମା ଇଣ୍ଡଷ୍ଟ୍ରୀ ଆରମ୍ଭ ହେବା ପରେ ଫିଲ୍ମ ନିର୍ମାତାମାନେ ଭାରତୀୟ ସଂସ୍କୃତି ଉପରେ ଆଧାରିତ ହୋଇଥିବା କାହାଣୀକୁ ବଡ଼ ପରଦାକୁ ଆଣିବାକୁ ଚେଷ୍ଟା କରିଥିଲେ। ସେଥିରେ ରାମାୟଣ ସବୁଠାରେ ଉପରେ ରହିଥିଲା।  ଫିଲ୍ମରେ ସାଉଣ୍ଡର ପ୍ରଚଳନ ପରେ ୧୯୩୦ରୁ ୧୯୪୦…

ଆମେ ଦୁଇଜଣ ପରସ୍ପର ପାଇଁ କେବେ ମା‘ ତ କେବେ ଛୁଆ ବନି ନିଜକୁ ସମ୍ଭାଳୁଛୁ; ଜାହ୍ନବୀ  

ମୁମ୍ବାଇ; କଫି ଉଇଥ୍ କରଣ ସିଜନ-୮ର ଏକାଦଶ ଅଧ୍ୟାୟରେ ଦୁଇ ବଲିଉଡ ଅଭିନେତ୍ରୀ ତଥା ଭଉଣୀ ଜାହ୍ନବୀ କପୁର ଓ ଖୁସି କପୁର ଶୋ’ର ଅତିଥି ଭାବରେ ନଜର ଆସିଥିଲେ। ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ପେସାଦାର ଜୀବନ ପର୍ଯ୍ୟନ୍ତ, ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ଦୁଇ ଭଉଣୀ। ନିଜ ମା’…

ହମ୍ପଟି ଶର୍ମା ଓ ବଦ୍ରିନାଥ ପରେ ଆଉ ଦୁଲହନିଆଁ ହେବେନି ଆଲିଆ, ଜାଣନ୍ତୁ କିଏ ହେବେ ବରୁଣଙ୍କ ଦୁଲହନିଆଁ

ମୁମ୍ବାଇ: ବଲିଉଡର ଲୋକପ୍ରିୟ କଳାକାର ବରୁଣ ଧାୱନ ତାଙ୍କ ଅଭିନୀତ ଫିଲ୍ମ ‘ହମ୍ପଟି ଶର୍ମା କି ଦୁଲହନିଆଁ’ ଓ ‘ବଦ୍ରିନାଥ କି ଦୁଲହନିଆଁ’ରେ ସବୁ ସିନେପ୍ରେମୀଙ୍କ ମନ କିଣିଥିଲେ । ବର୍ତ୍ତମାନ ବରୁଣ ‘ଦୁଲହନିଆଁ’ ଫ୍ରାଞ୍ଚାଇଜ୍ ରେ ତୃତୀୟ ଥର ପାଇଁ ବର ହେବାକୁ ଯାଉଛନ୍ତି । କିନ୍ତୁ ଏଥର…

ଝିଅ ଇରା ଖାନ ବିବାହରେ ପୂର୍ବତନ ପତ୍ନୀଙ୍କୁ କିସ୍ କଲେ ଅମୀର ଖାନ୍

ମୁମ୍ବାଇ: ଜାନୁଆରୀ ୩ରେ ବଲିଉଡର ଲୋକପ୍ରିୟ ଅଭିନେତା ଅମୀର ଖାନଙ୍କ ଝିଅ ଇରା ଖାନ ଏବଂ ନୁପୁର ଶିଖରେ ପରସ୍ପରକୁ ବିବାହ କରିଛନ୍ତି। ଇରା ଏବଂ ନୁପୁରଙ୍କ ବିବାହର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଇତିମଧ୍ୟରେ ଏବେ ସୋସିଆଲ ମିଡିଆରେ ଆମୀର ଖାନଙ୍କ ଏକ ଭିଡିଓ ଭାଇରାଲ…

ହାଫ୍ ପ୍ୟାଣ୍ଟ ପିନ୍ଧି ବିବାହ କଲେ ନୂପୁର

ମୁମ୍ବାଇ: ହାଫ ପ୍ୟାଣ୍ଟ ପିନ୍ଧି ବିବାହ କଲେ ନୂପୁର ଶିଖରେ । ସେ ବଲିଉଡ୍ ସୁପରଷ୍ଟାର ଅମିର ଖାନ୍‌ଙ୍କ ଝିଅ ଇରା ଖାନ୍‌ଙ୍କୁ ବିବାହ କରିଛନ୍ତି । ଅତି ସାଧାରଣ ଢ଼ଙ୍ଗରେ ଦୁହେଁ ବିବାହ କରିଛନ୍ତି । ବିବାହର ଭୋଜି ବଡ଼ ଆକାରରେ ଦିଆଯିବ ବୋଲି ଜଣାପଡ଼ିଛି । ସବୁଠୁ ବଡ଼ କଥା ହେଲା, ବିବାହ ପାଇଁ…

ମାଆ ସୀତାଙ୍କୁ ମିଳିଲା ରାମ ମନ୍ଦିରକୁ ନିମନ୍ତ୍ରଣ

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ସିରିଏଲ ‘ରାମାୟଣ’ରେ ସୀତା ମାଆଙ୍କ ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖିଲିଆଙ୍କୁ ମିଳିଲା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ । ପ୍ରଭୁ ଶ୍ରୀରାମଙ୍କ ମନ୍ଦିରକୁ ନିମନ୍ତ୍ରଣ ମିଳିଥିବାରୁ ବେଶ୍ ଖୁସି ଅଛନ୍ତି ଦୀପିକା । ‘ରାମାୟଣ’…