Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆଡ଼ଭାନ୍ସ ବୁକିଂରେ ପଠାନ ଓ ଯବାନର ରେକର୍ଡକୁ ଭାଙ୍ଗିଲା ‘ଲିଓ’

ମୁମ୍ବାଇ: ସାଉଥ ସୁପରଷ୍ଟାର ଥଲପଥି ବିଜୟଙ୍କ ଫିଲ୍ମ ‘ଲିଓ’ ଆସନ୍ତା ୧୯ ତାରିଖରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ରିଳିଜକୁ ଉତ୍ସାହର ସହିତ ଦର୍ଶକ ଅପେକ୍ଷା କରିଛନ୍ତି । ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ଏହି ଫିଲ୍ମ ଅଗ୍ରୀମ ବୁକିଂରେ ବହୁତ ଭଲ ରୋଜଗାର କରୁଛି । ବର୍ତ୍ତମାନ…

୨୫ ବର୍ଷ ପୂର୍ତ୍ତି ଅବସରରେ ୨୫ ଟଙ୍କାରେ ଟିକେଟ୍‌; ଅଧଘଣ୍ଟାରେ ଶେଷ

ମୁମ୍ବାଇ: ଦୀର୍ଘ ବର୍ଷ ପୂର୍ବେ ରିଲିଜ୍ ହୋଇଥିବା ଫିଲ୍ମ ‘କୁଛ୍ କୁଛ୍ ହୋତା ହେ’ କୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ଏମିତି କି ଅନେକ ଲୋକ ଏହି ଫିଲ୍ମକୁ ବାରମ୍ବାର ବି ଦେଖିଥିବେ । ଏହା ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ଏହି ଫିଲ୍ମଟି ସିନେ ନିର୍ମାତା କରଣ ଜୋହରଙ୍କ ଡେବ୍ୟୁ…

ଜମାଖାତାରେ କେତେ ଟଙ୍କା ଅଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ମ ମିସନ ରାଣୀଗଞ୍ଜ: ଦ ଗ୍ରେଟ ଭାରତ ରେସକ୍ୟୁକୁ ନେଇ ପୂରା ବ୍ୟସ୍ତ । ଏହି ଫିଲ୍ମଟି ପ୍ରକୃତ ଘଟଣାକୁ ନେଇ ନିର୍ମାଣ କରାଯାଇଛି । ରାଣୀଗଞ୍ଜ କୋଇଲା ଖଣି ଭିତରେ କିଛି ଶ୍ରମିକ ଫସି ରହିଥିଲେ । ଏତିକି ବେଳେ ଦିବଂଗତ ଯଶୱନ୍ତ ସିଂହ…

ବିମାନବନ୍ଦରରେ ଦିଶାଙ୍କୁ ଅଟକାଇଲା ପୋଲିସ, ଭିଡିଓ ଭାଇରାଲ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଦିଶା ପଟାନି ଅଧିକାଂଶ ସମୟ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ଦିଶା ପାଟାନିଙ୍କ ଏକ ନୂତନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ତାଙ୍କୁ ବିମାନବନ୍ଦରରେ ପୋଲିସ ଅଟକାଇ ତନ୍ନ ତନ୍ନ କରି ଯାଞ୍ଚ…

କଲ୍କୀ ୨୮୯୮ର ଅମିତାଭଙ୍କ ଫାଷ୍ଟ ଲୁକ ଜାରୀ

ମୁମ୍ବାଇ: କଲ୍କୀ ୨୮୯୮ ଫିଲ୍ମକୁ ୨୦୨୪ର ବହୁ ପ୍ରତୀକ୍ଷିତ ଫିଲ୍ମ ଭାବେ ବିବେଚନା କରାଯାଉଛି । ଏହି ଫିଲ୍ମରେ ଅମିତାଭ ବଚ୍ଚନଙ୍କ ଫାଷ୍ଟଲୁକ ଆଜି ଜାରୀ କରାଯାଇଛି । ଅମିତାଭ ବଚ୍ଚନଙ୍କ ଜନ୍ମଦିନ ଅବସରରେ ମେକର୍ସଙ୍କ ପକ୍ଷରୁ ଏହାକୁ ଜାରୀ କରାଯାଇଛି । ଏଥିରେ ଲେଖାଯାଇଛି ଆପଣଙ୍କ ଯାତ୍ରାର…

୮୧ ବର୍ଷରେ ବିଗ୍ ବି ; ରାତି ଅଧରେ ପ୍ରଶଂସକଙ୍କ ସହ ପାଳିଲେ ଜନ୍ମଦିନ

ମୁମ୍ବାଇ: ବଲିଉଡ଼ର ଖ୍ୟାତନାମା ଅଭିନେତା ଅମିତାଭ ବଚ୍ଚନ ବୁଧବାର ୮୧ ବର୍ଷରେ ପଦାର୍ପଣ କରିଛନ୍ତି । ବିଗ୍ ବିଙ୍କ ଜନ୍ମ ଦିନ ପାଳନ କରିବା ପାଇଁ ମଙ୍ଗଳବାର ମଧ୍ୟ ରାତ୍ରିରେ ଅସଂଖ୍ୟ ପ୍ରଶଂସକ ତାଙ୍କ ବାସଭବନ ‘ଜଲ୍‌ସା’ ବାହାରେ ଭିଡ଼ ଜମାଇଥିଲେ । ପରେ ବିଗ୍ ବିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।…

ଅମୀରଙ୍କ ଆଗାମୀ ଫିଲ୍ମର ନାମ ସିତାରେ ଜମୀନ ପର

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅମୀର ଖାଁ ବୁଧବାର ତାଙ୍କ ଆଗାମୀ ଫିଲ୍ମର ନାମ ଘୋଷଣା କରିଛନ୍ତି । ସିତାରେ ଜମୀନ ପର ନାମକ ଏହି ଫିଲ୍ମରେ ଅମୀର ପ୍ରଡ୍ୟୁସର ମଧ୍ୟ ରହିବେ । ତାରେ ଜମୀନ ପର ଏକ ଇମୋଶନାଲ ଫିଲ୍ମ ଥିବା ବେଳେ ଏହି ଫିଲ୍ମ କିନ୍ତୁ ଆପଣମାନଙ୍କୁ ମନୋରଞ୍ଜନ କରାଇବ ବୋଲି…

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଅସୁସ୍ଥ: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କଟକ:ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ହୋଇପଡିଛି । ଚୌଦ୍ୱାରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି । ପ୍ରାୟ ୪ ଦିନ ହେବ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମିଳିଥିବା ସୂଚନା ଅନୁସାରେ ସେ କ୍ୟାନ୍ସର ଆକ୍ରାନ୍ତ…

କଶ୍ମୀର ଫାଇଲ୍ସ ମେକର୍ସ ବିବେକ ଅଗ୍ନିହୋତ୍ରୀଙ୍କୁ ସମାଲୋଚନା କଲେ ଆଶା ପାରେଖ

ମୁମ୍ବାଇ: ଦି କଶ୍ମୀର ଫାଇଲର ମେକର୍ସ ବିବେକ ଅଗ୍ନିହୋତ୍ରୀଙ୍କୁ ଭେଟେରାନ ଅଭିନେତ୍ରୀ ଆଶା ପାରେଖ କଡା ସମାଲୋଚନା କରିଛନ୍ତି । ସେ ସିଧାସଳଖ ପ୍ରଶ୍ନ କରିଛନ୍ତି ଯେ, ଦି କଶ୍ମୀର ଫାଇଲ୍ସ ମାଧ୍ୟମରେ ବିବେକ ଯେଉଁ ଲାଭ କମାଇଛନ୍ତି ସେଥିରୁ କଶ୍ମୀର ପଣ୍ଡିତଙ୍କୁ ପାଇଁ କିଛି କରିଛନ୍ତି ନି ନାହିଁ…

୫୪ ବର୍ଷର ଲମ୍ବା ଯାତ୍ରା, ଦେଇଛନ୍ତି ୭୫ରୁ ଅଧିକ ଫ୍ଲପ୍ ଫିଲ୍ମ..ତଥାପି ସେ ଶତାବ୍ଦୀର ମହାନାୟକ

ମୁମ୍ବାଇ: ୫୪ ବର୍ଷର ଲମ୍ବା ଯାତ୍ରା । ଅନେକ ପଡିଛନ୍ତି, ଝୁଣ୍ଟିଛନ୍ତି, ଲହୁଲୁହାଣ ବି ହୋଇଛନ୍ତି । ହେଲେ ପାଦ ଥକିନି । ଆଉ ସେଥିପାଇଁ ଆଜି ସେ ବାଦଶାହ.. ମହାନାୟକ..। ହଁ, ଆମେ କହୁଛୁ ବଲିଉଡର ଶହେନଶାହ ବିଗ ବି ଅମିତାଭ ବଚ୍ଚନଙ୍କ କଥା । ଆଜି ୮୧ ବର୍ଷରେ ପାଦ ଥାପିଛନ୍ତି ଅମିତାଭ ।…