Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆଶୀକ ୩ରେ ତୃପ୍ତିଙ୍କ ସାମିଲ ଖବରକୁ ଗୁଜବ କହିଲେ ମୁକେଶ

ମୁମ୍ବାଇ: ଆନିମଲ ଫିଲ୍ମ ଫେମ ତୃପ୍ତି ଡିମରୀ ଆଶୀକ ୩ରେ କାର୍ତିକ ଆର୍ଯ୍ୟନଙ୍କ ବିପକ୍ଷରେ ଅଭିନୟ କରିବାକୁ ଯାଉଛନ୍ତି ଖବର ବେଶ ଚର୍ଚ୍ଚା ସାଁଉଟିଥିଲା । ତେବେ ଏହି ଖବର ସମ୍ପୂର୍ଣ୍ଣ ଭାବେ ଗୁଜବ ବୋଲି ଏହାର ନିର୍ମାତା ମୁକେଶ ଭଟ୍ଟ କହିଛନ୍ତି । ମୁଁ ପ୍ରଥମରୁ କହି ଆସିଛି ଯେ ପର୍ଯ୍ୟନ୍ତ…

ହାପି ବାର୍ଥ ଡେ ଭାଇଜାନ: ପ୍ରଥମ ଅଡିଶନରେ ଡାଇଲଗ୍ ଶୁଣି ଚୟନକର୍ତ୍ତା କରିଥିଲେ ରିଜେକ୍ଟ

ମୁମ୍ବାଇ: ଆଜି ବଲିଉଡର ସବୁଠାରୁ ଲୋକପ୍ରିୟ ତାରକା ତଥା ସଭିଙ୍କ ଭାଇଜାନ ଓରଫ୍ ସଲ୍ଲୁ ଭାଇଙ୍କ ୫୮ତମ ଜନ୍ମଦିନ । ଗତକାଲି ରାତିରୁ ସଲମାନ ନିଜ ପରିବାର ଲୋକଙ୍କ ସହ ଜନ୍ମଦିନ ଉତ୍ସବ ପାଳନ କରିଥିଲେ । ସଲମାନ ହେଉଛନ୍ତି ବଲିଉଡର ସେହି ଲୋକପ୍ରିୟ ତାରକା ମନଙ୍କ ମଧ୍ୟରୁ ଜଣେ ଯାହାର କୋଟି କୋଟି…

ଆଶିକ ୩ରେ ଆନିମଲ ଫେମ ତୃପ୍ତିଙ୍କ ଏଂଟ୍ରି

ମୁମ୍ବାଇ: ଆନିମଲ ଫିଲ୍ମ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିବା ତୃପ୍ତି ଡିମୋରୀଙ୍କ ହାତରେ ଏକ ବଡ ଫିଲ୍ମ ଲାଗିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଆଶିକ ୩ରେ କାର୍ତିକ ଆର୍ଯ୍ୟନଙ୍କ ସହ ତୃପ୍ତି ଅଭିନୟ କରିବେ । ଏହି ରୋମାଂଟିକ ଡ୍ରାମା ଫିଲ୍ମକୁ ତୃପ୍ତି ସାଇନ ମଧ୍ୟ କରିଛନ୍ତି ।…

ପ୍ରଧାନମନ୍ତ୍ରୀଙ୍କ ଖ୍ରୀଷ୍ଟମାସ ସେଲିବ୍ରେସନରେ ସାମିଲ ହେଲେ ଡିନୋ ମେରିୟା, ଫଟୋ ଭାଇରାଲ

ମୁମ୍ବାଇ; ବଲିଉଡର ତାରକା ମାନେ ଖ୍ରୀଷ୍ଟମାସ ପର୍ବକୁ ବହୁତ ଧୁମ୍ ଧାମର ସହିତ ପାଳନ କରିଥାନ୍ତି | ବନ୍ଧୁବାନ୍ଧବ, ପ୍ରିୟଜନ ତଥା ସାଙ୍ଗସାଥୀ ମାନଙ୍କ ସହ ଏହି ପର୍ବକୁ ପାଳନ କରି ତାହାର କିଛି ବିଶେଷ ମୁହୁର୍ତ୍ତକୁ ସୋସିଆଲ ମିଡିଆରେ ସେୟାର କରନ୍ତି | ଏହି ପରୀପ୍ରେକ୍ଷୀରେ ୨୫ ଡିସେମ୍ବରରେ…

ଗିରଫ ହେଲେ କେଆରକେ

ମୁମ୍ବାଇ: କମାଲ ଆର ଖାଁ ଓରଫ କେଆରକେ ସର୍ବଦା ନିଜ ବୟାନ ଓ ଟିପ୍ପଣୀ ନେଇ ଚର୍ଚ୍ଚାରେ ରହିଥାନ୍ତି । ସ୍ୱୟଂଘୋଷିତ ଅଭିନେତା, ନିର୍ମାତା ଓ ସମାଲୋଚକ କେଆରକେ ସର୍ବଦା ଫିଲ୍ମକୁ ନେଇ ଅଭିନେତା ଓ ଅଭିନେତ୍ରୀଙ୍କୁ ଟାର୍ଗେଟ କରିଥାନ୍ତି । ରିପୋର୍ଟ ମୁତାବକ କେଆରକେଙ୍କୁ ମୁମ୍ବାଇ ପୋଲିସ ଗିରଫ…

ଶୁରାଙ୍କୁ ଦ୍ବିତୀୟ ବିବାହ କଲେ ଅରବାଜ୍

ମୁମ୍ବାଇ: ଅଭିନନ୍ଦନ ! ଅରବାଜ୍ ଖାନ୍ ଏବଂ ଶୁରା ଖାନ୍ । ଦୀର୍ଘ ଦିନ ପରେ ଅରବାଜ୍ ଶୁରାଙ୍କ ସହ ଦ୍ବିତୀୟ ବିବାହ କରିଛନ୍ତି  । ଯାହାର ସୂଚନା ଦେଇଛନ୍ତି ଅରବାଜ ଖାନଙ୍କ ଘନିଷ୍ଠ ବନ୍ଧୁ ରବିନା ଟଣ୍ଡନ  । ରବିନା ସୋସିଆଲ ମିଡିଆରେ ଅରବାଜ ଏବଂ ଶୁରାଙ୍କ ବିବାହକୁ ନିଶ୍ଚିତ କରିଛନ୍ତି । ଇନଷ୍ଟା…

ଏକତ୍ର ଅଭିନୟ କରିପାରନ୍ତି ସଲମାନ-ସନୀ

ମୁମ୍ବାଇ: ଗଦର ୨ର ସଫଳତା ପରେ ସନୀ ଦେଓଲଙ୍କ ନିକଟରେ ଫିଲ୍ମର ଲମ୍ବା ଲାଇନ ଲାଗିଛି । ରିପୋର୍ଟ ମୁତାବକ ସନୀ ଓ ସଲମାନ ଖାଁ ଏକ ପ୍ରୋଜେକ୍ଟରେ ଏକତ୍ର କାମ କରିବା ପାଇଁ ରାଜି ହୋଇଛନ୍ତି । ଗୋଆରେ ଉଭୟ ଏକତ୍ର ଏ ନେଇ ୨ରୁ ୩ଘଂଟା ସମୟ କାଟିଥିଲେ । ସଲମାନ ଓ ସନୀଙ୍କ ପରିବାର ମଧ୍ୟରେ ଭଲ…

ହାପି ବାର୍ଥ ଡେ ଅନିଲ କପୁର : ଜାଣନ୍ତୁ କିପରି ସଂଘର୍ଷମୟ ଥିଲା ତାଙ୍କର ଫିଲ୍ମ କ୍ୟାରିୟର

ମୁମ୍ବାଇ : ମିଷ୍ଟର ଇଣ୍ଡିଆ , ରାମ ଲଖନ , ହମ୍ ଆପକେ ଦିଲ ମେଁ ରହତେ ହେଁ  ଭଳି ବହୁ ସୁପର ହିଟ୍ ଫିଲ୍ମ ରେ ଅଭିନୟ କରି ଦର୍ଶନଙ୍କ ମନ କିଣିଥିଲେ । କେବଳ ଅଭିନୟ ନୁହେଁ ତାଙ୍କର ଫିଟନେସକୁ ନେଇ ବି ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି  । ଆମେ କହୁଛୁ ଅଭିନେତା ଅନିଲ କାପୁରଙ୍କ କଥା  । ତାଙ୍କୁ…

‘ମେଁ ଅଟଳ ହୁଁ’: ଦେଖନ୍ତୁ ପଙ୍କଜ ତ୍ରିପାଠୀଙ୍କର ରୋମାଞ୍ଚକର ଝଲକ

ମୁମ୍ବାଇ: ଭାରତର ପ୍ରିୟ ପ୍ରଧାନମନ୍ତ୍ରୀ  । ସୁଶାସନ , ମିଷ୍ଟଭାସିତା , ଦେଶଭକ୍ତି, ଏବଂ ଏକ ଭଲ ମଣିଷ ଭାବେ ସାରା ଭାରତ ତାଙ୍କୁ ଜାଣେ  । ଆମେ କହୁଛୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରସିଦ୍ଧ ନେତା ଅଟଳ ବିହାରୀ ବାଜପାୟୀଙ୍କ କଥା  । ତାଙ୍କ ଜୀବନୀକୁ ନେଇ ପ୍ରସ୍ତୁତ କରାଯାଇଛି ଏକ…

ବାହା ହେଲେ ‘ଇସ୍‌ ପ୍ୟାର୍‌ କୋ କ୍ୟାୟ ନାମ ଦୁଁ ’ ଅଭିନେତ୍ରୀ

ମୁମ୍ବାଇ: ଇସ୍କବାଜ୍ ସିରିଏଲରେ ଗୌରୀ ଭୂମିକା ନିଭାଇଥିବା ଶ୍ରୀନୁ ପାରିଖଙ୍କୁ ଆପଣମାନେ ଖୁବ୍ ଭଲ ରେ ଜାଣିଥିବେ । ଟେଲିଭିଜନ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ସେ ହେଉଛନ୍ତି ଅନ୍ୟତମ। ଡିସେମ୍ବର ୨୧ ତାରିଖରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୀର୍ଘ ଦିନର…