Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଦମ୍ପତିଙ୍କ ଉପରେ ଅଭିନେତାଙ୍କ କାର ମାଡ଼ିଯିବା ଘଟଣା: ଗିରଫ ହେଲେ ନାଗଭୁଷଣ

ବେଙ୍ଗାଲୁରୁ: ଶନିବାର ବିଳମ୍ବିତ ରାତିରେ କନ୍ନଡ଼ ଚଳଚ୍ଚିତ୍ର ଅଭିନେତା ନାଗଭୂଷଣଙ୍କ କାର ଏକ ଦମ୍ପତ୍ତିଙ୍କୁ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣାରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଜଣକ ଗୁରୁତର ହୋଇଥିଲେ । ଏହି ଘଟଣାରେ ପୋଲିସ ଅଭିନେତା ନାଗଭୂଷଣଙ୍କୁ ଗିରଫ କରିଛି ।…

ଦମ୍ପତ୍ତିଙ୍କୁ ଧକ୍କା ଦେଲା କନ୍ନଡ ଅଭିନେତା ନାଗଭୂଷଣଙ୍କ କାର୍: ସ୍ତ୍ରୀ ମୃତ , ସ୍ବାମୀ ଗୁରୁତର

ବେଙ୍ଗାଲୁରୁ: କନ୍ନଡ଼ ଚଳଚ୍ଚିତ୍ର ଅଭିନେତା ନାଗଭୂଷଣଙ୍କ କାର୍‌ ଏକ ବୃଦ୍ଧ ଦମ୍ପତ୍ତିଙ୍କୁ ଧକ୍କା ଦେଇଛି  । ଫଳରେ ଏହି ଦୁର୍ଘଟଣାରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ବାମୀ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି  । ଗତକାଲି ବିଳମ୍ବିତ ରାତିରେ ସେ ଉତ୍ତରହାଲ୍ଲିରୁ…

ଚିକିତ୍ସାଧୀନ କର୍କଟ ରୋଗୀ ଓ ପରିବାର ଦେଖିଲେ ‘ପୁଷ୍କରା’, ସବ୍ୟସାଚୀଙ୍କୁ ଭେଟିଲେ

କଟକ: ନିକଟରେ ରିଲିଜ୍ ହୋଇଯାଇଛି ବହୁ ଚର୍ଚ୍ଚିତ ଓଡ଼ିଆ ଫିଲ୍ମ ପୁଷ୍କରା । ଏହି ଫିଲ୍ମଟିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଶନିବାର କଟକର ସଙ୍ଗମ ଫିଲ୍ମ ହଲରେ କେତେକ ଚିକିତ୍ସାଧୀନ କ୍ୟାନସର ଯୋଦ୍ଧା ଓ ତାଙ୍କ ପରିବାର ଏହି ଫିଲ୍ମକୁ ଦେଖିଛନ୍ତି । ଫିଲ୍ମ ଶେଷରେ ସେମାନଙ୍କୁ ଭେଟିଥିଲେ…

ଦର୍ଶକଙ୍କୁ ପସନ୍ଦ ଆସୁନି ‘ଦ ଭ୍ୟାକସିନ୍ ୱାର’

ମୁମ୍ବାଇ: ଗତ ୨୮ ତାରିଖରେ ରିଲିଜ୍ ହୋଇଯାଇଛି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ଭ୍ୟାକସିନ୍ ୱାର’ । ଏହି ଫିଲ୍ମଟିକୁ ଦର୍ଶକ ଏତେଟା ପସନ୍ଦ କରୁନାହାନ୍ତି । କିନ୍ତୁ ଏହା ସମାଲୋଚକମାନଙ୍କଠାରୁ ସକରାତ୍ମକ ପ୍ରତିକ୍ରିୟା ପାଇଛି । ଫିଲ୍ମର ଓପନିଙ୍ଗ୍ ଡେ’ରେ…

ହଲିଉଡ଼ରେ ଏଣ୍ଟ୍ରି କରିବେ ଜ୍ୟାକ୍‌ଲିନ୍‌, ଜିନ-କ୍ଲାଉଡଙ୍କ ସହ ଆସିଲେ ନଜର

ମୁମ୍ବାଇ: ବଲିଉଡ଼ ପରେ ଏବେ ହଲିଉଡ଼ରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ଅଭିନେତ୍ରୀ ତଥା ମଡେଲ ଜ୍ୟାକଲିନ ଫର୍ଣ୍ଣାଡିଜ । ସେ ବଲିଉଡରେ ଅନେକ ହିଟ ଫିଲ୍ମ ଭେଟିଦେଇ ଦର୍ଶକଙ୍କ ପସନ୍ଦର ନାୟିକା ପାଲଟି ଯାଇଛନ୍ତି । ବଲିଉଡ଼ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପରେ ଏବେ ସେ…

ଗୋଟିଏ ଦିନରେ ଡ଼ବଲ ଧମାକା: ଶାହରୁଖ୍ ଓ ପ୍ରଭାସଙ୍କ ମଧ୍ୟରେ ହେବ କଡ଼ା ଟକ୍କର

ମୁମ୍ବାଇ: ବଲିଉଡ଼ର କିଙ୍ଗ୍‌ଖାନ୍ ଶାହାରୁଖ ଖାନ୍ ଓ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ମଧ୍ୟରେ ହେବ କଡ଼ା ଟକ୍କର । ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ଡିଙ୍କି’ ଚଳିତ ବର୍ଷ ଖ୍ରୀଷ୍ଟମାସ ସପ୍ତାହରେ ରିଲିଜ୍ ହେବାକୁ ଯାଉଛି । ଠିକ୍ ସେହି ସମୟରେ ଶାହରୁଖଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରଭାସଙ୍କ…

ଚର୍ଚ୍ଚାରେ ରଣବୀର, ଫିଲ୍ମ ଆନିମଲ ପାଇଁ ୫୦ପ୍ରତିଶତ ପାରିଶ୍ରମିକ କମ୍ କଲେ

ମୁମ୍ବାଇ: ବଲିଉଡ଼ ଅଭିନେତା ରଣବୀର କପୁର ତାଙ୍କ ଆଗାମୀ ଅଭିନିତ ଫିଲ୍ମ ‘ଆନିମଲ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଏହି ଫିଲ୍ମର ଟିଜର ରିଲିଜ୍ ହୋଇଯାଇଛି । ଏହି ଟିଜରରେ ରଣବୀର କପୁର ଭିନ୍ନ ଲୁକ୍ ରେ ନଜର ଆସିଛନ୍ତିି । ଏଥିରେ ରଣବୀର ସିଗାରେଟ ଟାଣୁଥିବା ଦେଖିବାକୁ ମିଳିଛି ।…

୩ ରୁ ୪ ହେବାକୁ ଯାଉଛନ୍ତି ବିରୁଷ୍କା, ଦେଲେ ପୁଣି ଖୁସି ଖବର

ମୁମ୍ବାଇ: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖୁସି ଖବର । ପୁଣି ଥରେ ପିତା ମାତା ହେବାକୁ ଯାଉଛନ୍ତି ଏହି ଷ୍ଟାର ଦମ୍ପତି । ଅନୁଷ୍କା ଶର୍ମା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି । ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଏହି ଦମ୍ପତି ଖୁବ୍ ଶୀଘ୍ର ନିଜ ପ୍ରଶଂସକଙ୍କ…

ରିଲିଜ୍ ହେଲା ଟାଇଗର ଶ୍ରଫଙ୍କ ବହୁ ପତୀକ୍ଷିତ ଫିଲ୍ମ ‘ଗଣପତ’ର ଟିଜର, ଏହି ଦିନ କରିବ ପ୍ରେକ୍ଷାଳୟରେ…

ମୁମ୍ବାଇ: ରିଲିଜ୍ ହେଲା ଟାଇଗର ଶ୍ରଫ ଓ କ୍ରିତି ସାନନଙ୍କ ବହୁ ପତୀକ୍ଷିତ ଫିଲ୍ମ  'ଗଣପତ'ର ଟିଜର । ଇଣ୍ଟରନ୍ୟାସନାଲ ଫିଲ୍ମକୁ ଟକ୍କର ଦେବା ପାଇଁ ରହିଛି ଏହାର ଭିଜୁଆଲ୍ ଯାହା ଦର୍ଶକଙ୍କୁ ମତୁଆଲା କରିଛି । ପୂଜା ଏଣ୍ଟରଟେନମେଣ୍ଟ ‘ଗଣପତ: ଏ ହିରୋ ଇଜ୍‌ ବର୍ନ’ର ରୋମାଞ୍ଚକର ଟିଜର ରିଲିଜ…

୨ ବଲିଉଡ୍ ଫିଲ୍ମରେ ଅଭିନୟ କରିଛନ୍ତି ଆଇପିଏସ୍ ଅଫିସର ସିମାଲା ପ୍ରସାଦ

ମୁମ୍ବାଇ: ୟୁପିଏସ୍‌ସି ପରୀକ୍ଷା ଭାରତର ସବୁଠାରୁ କଠିନ ପରୀକ୍ଷା ଭାବେ ଜଣାଶୁଣା । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଛାତ୍ରଛାତ୍ରୀଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ । ଏମିତି ବି କିଛି ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ପ୍ରଥମ ପ୍ରୟାସରେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ…