Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆସନ୍ତୁ ଜାଣିବା ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଥିବା ମୋଏ ମୋଏ କେଉଁଠାରୁ ଆସିଛି

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ମୋଏ ମୋଏ ଗୀତ । ଶଟ୍ସ ଓ ରିଲ୍ସ କରୁଥିବା ଯୁବପିଢ଼ୀଙ୍କ ଏହା ଏବେ ଏକ ନମ୍ବର ଚାହିଦାରେ ରହିଛି । ତେବେ ଏହି ମୋଏ ମୋଏ ଆସିଛି କେଉଁଠାରୁ ଏବଂ ଏହାର ଅର୍ଥ କଣ ତାହା ଆସନ୍ତୁ ଜାଣିବା । ସର୍ବିୟାର ତେୟା ଡୋରା ଆଲବମ ଡଜାନାମରେ ଏହି ଗୀତ…

ଝିଅ ଶ୍ବେତାଙ୍କୁ ୫୦ କୋଟିର ‘ପ୍ରତିକ୍ଷା’ ବଙ୍ଗଳା ଉପହାର ଦେଲେ ବିଗ୍ ବି

ମୁମ୍ବାଇ: ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ନିଜର ଦମଦାର ଅଭିନୟ ସହିତ ସର୍ବଦା ପ୍ରଶଂସକଙ୍କ ମନ ଜିତିଥାଆନ୍ତି। ବର୍ତ୍ତମାନ ଅଭିନେତା ତାଙ୍କ ଝିଅ ଶ୍ୱେତା ବଚ୍ଚନଙ୍କୁ ଏକ ବହୁମୂଲ୍ୟ ଉପହାର ଦେଇଛନ୍ତି । ଜୁହୁ ସ୍ଥିତ ବଙ୍ଗଳା ‘ପ୍ରତିକ୍ଷା’କୁ ଝିଅ ଶ୍ୱେତା ନନ୍ଦାଙ୍କ ନାମରେ କରିଛନ୍ତି ବିଗ୍…

ଏହି ଦିନ ରିଲିଜ ହେବ ‘କାନ୍ତାରା ଚାପ୍ଟର-୧’ ର ଫାଷ୍ଟ ଲୁକ? ସୋସିଆଲ ମିଡିଆରେ ତାରିଖ ପୋଷ୍ଟ କଲେ…

ମୁମ୍ବାଇ: ଗତ ବର୍ଷ ରିଲିଜ ହୋଇଥିବା ସାଉଥ ସିନେମାର ଅନେକ ଗୁଡିଏ ଫିଲ୍ମ ମଧ୍ୟରେ ଥିଲା ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ 'କାନ୍ତାରା' । ରିଷଭଙ୍କ ଫିଲ୍ମ 'କାନ୍ତାରା' ବକ୍ସ ଅଫିସରେ ଧମାକାଦାର ଆୟ କରି ଅନେକ ରେକର୍ଡ ସୃଷ୍ଟି କରିଥିଲା । ତେବେ ଏହି ଫିଲ୍ମର ପାର୍ଟ-୧ର…

ରିଲିଜ ହେଲା ଫିଲ୍ମ ‘ଆନିମଲ୍‌’ର ଟ୍ରେଲର, ଦମଦାର ଚରିତ୍ରରେ ନଜର ଆସିଲେ ରଣବୀର

ମୁମ୍ବାଇ: ୨୦୨୩ ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ୍‌’ର ଟ୍ରେଲର ରିଲିଜ ହୋଇଯାଇଛି । ଟ୍ରେଲରରେ ଏପରି ଧମାକାଦାର ଆକ୍ସନ ସିନ୍ ରହିଛି ଯାହାକୁ ଦେଖି ଦର୍ଶକ ଖୁବ ପ୍ରଶଂସା କରିଛନ୍ତି । ରଣବୀର କପୁର ତାଙ୍କର ସିନେମା କ୍ୟାରିୟରରେ ପ୍ରଥମ ଥର ପାଇଁ ଏଭଳି ଭୟାନକ ଚରିତ୍ରରେ ନଜର ଆସିଛନ୍ତି ।…

ଫିଲ୍ମ ‘ରାମ’ର ଅରିଜିନାଲ ଭିଡିଓକୁ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ପକାଇ ଗିରଫ ହେଲେ ଯୁବକ

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ‘ରାମ’ର ଅରିଜିନାଲ ଭିଡିଓକୁ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରିବା ମହଙ୍ଗା ପଡ଼ିଛି । ଏହି ଘଟଣାରେ ପୋଲିସ ଗଂଜାମ ଜିଲ୍ଲାର ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଶିବରାମ ନାହାକ । ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା କରାପଲ୍ଲୀ ଗ୍ରାମର…

ରଶ୍ମିକା ଡିପଫେକ ଭିଡିଓ ମାମଲା: ଦିଲ୍ଲୀ ପୋଲିସକୁ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ ଭିଡିଓ ମାମଲାରେ ଦିଲ୍ଲୀ ପୋଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଏହି ଭିଡିଓ ସହ ଜଡିତ ମାମଲାର ତଦନ୍ତରେ ସେମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି । ବୈଷୟିକ ବିଶ୍ଳେଷଣ ମାଧ୍ୟମରେ ଏହାର ଯାଞ୍ଚ କରାଯାଉଛି । ବୈଷୟିକ ବିଶ୍ଳେଷଣର ଏକ…

ଡାକ୍ତରରୁ ହିରୋ ହେବେ ମାଧୁରୀଙ୍କ ସ୍ୱାମୀ ! ଫିଲ୍ମରେ କରିବେ ରୋମାନ୍ସ

ମୁମ୍ବାଇ: ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଏବଂ ତାଙ୍କ ସ୍ୱାମୀ ଡ. ଶ୍ରୀରାମ ନେନେ ବଲିଉଡର ପାୱାର କପଲ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଯେତିକି ଭଲ ସେତିକି ବେମିସାଲ ମଧ୍ୟ। ନିକଟରେ ଗୋଆରେ ଆୟୋଜିତ ଆଇଏଫଏଫଆଇ (IFFI) ୨୦୨୩ରେ ଭାରତୀୟ ଚଳଚ୍ଚିତ୍ରରେ ଅବଦାନ ପାଇଁ ମାଧୁରୀଙ୍କୁ ଏକ ବିଶେଷ…

ବଢିଲା ଅଭିନେତାଙ୍କ ଅଡୁଆ, ପୋଞ୍ଜି ସ୍କିମ୍ ଠକେଇ ମାମଲାରେ ପ୍ରକାଶ ରାଜଙ୍କୁ ଇଡି ସମନ

ନୂଆଦିଲ୍ଲୀ: ବଲିଉଡ ତଥା ଟଲିଉଡ଼ ଅଭିନେତା ପ୍ରକାଶ ରାଜଙ୍କ ଅଡୁଆ ବଢିବାରେ ଲାଗିଛି। ୧୦୦ କୋଟି ଟଙ୍କାର ଚିଟଫଣ୍ଡ ଠକେଇ ମାମଲାରେ ଅଭିନେତା ପ୍ରକାଶ ରାଜଙ୍କୁ ସମନ କରିଛି ଇଡି। ଏହାପରେ ବର୍ତ୍ତମାନ ପୋଞ୍ଜି ସ୍କିମ ପୁଣିଥରେ ଆଲୋଚନା ଘେରକୁ ଆସିଛି। ପୋଞ୍ଜି ସ୍କିମ୍ ମାମଲାରେ, ତାମିଲନାଡୁର…

ସ୍ଵର୍ଣ୍ଣ ମନ୍ଦିରରେ ବିକି କୌଶଲ, ସାଙ୍ଗରେ ନାହାନ୍ତି କ୍ୟାଟ୍…

ପଞ୍ଜାବ: ବଲିଉଡ ଅଭିନେତା ରଣବୀରର କପୁରଙ୍କ ଆଗାମୀ ଚଳଚ୍ଚିତ୍ର 'ଆନିମଲ୍' ଖୁବ୍ ଶିଘ୍ର ରିଲିଜ୍ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ର ସହିତ ବିକି କୌଶଲଙ୍କ ଆଗାମୀ ଚଳଚ୍ଚିତ୍ର 'ସାମ୍ ବାହାଦୂର' ମଧ୍ୟ ରିଲିଜ୍ ହେବ। ଏହି ଚଳଚ୍ଚିତ୍ର ରିଲିଜ୍ ହେବା ପୂର୍ବରୁ ବିକି ଅମୃତସର ଯାଇ ସ୍ଵର୍ଣ୍ଣ ମନ୍ଦିର…

ହୃଦଘାତରେ ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କ ନିଧନ

ମୁମ୍ବାଇ: ବଲିଉଡର ବରିଷ୍ଠ ଫିଲ୍ମମେକର ରାଜକୁମାର କୋହଲିଙ୍କର ଶୁକ୍ରବାର ହାର୍ଟ ଆଟାକରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ଆଜି ସକାଳେ ସେ ବାଥରୁମରେ ହୃଦଘାତର ଶିକାର ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୮ଟାରେ ସେ ବାଥରୁମ ଯାଇଥିଲେ…