Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ସିଂଘମ୍’ ପରି ସିନେମା ସମାଜକୁ ବିପଜ୍ଜନକ ବାର୍ତ୍ତା ଦେଇଥାଏ: ବମ୍ବେ ହାଇକୋର୍ଟ

ମୁମ୍ବାଇ: ଆଇନ ବ୍ୟବସ୍ଥା ପ୍ରତି ଧ୍ୟାନ ନ ଦେଇ ତୁରନ୍ତ ନ୍ୟାୟ ଦେଉଥିବା ‘ସିଂଘମ୍‌’ ପରି ସିନେମା ସବୁ ଅତ୍ୟନ୍ତ କ୍ଷତିକାରକ ବାର୍ତ୍ତା ପ୍ରସାରଣ କରୁଛନ୍ତି ବୋଲି କହିଛନ୍ତି ବମ୍ବେ ହାଇକୋର୍ଟର ବିଚାରପତି ଗୌତମ ପଟେଲ୍‌ । ବିଚାରପତି ଗୌତମ ପଟେଲ ସିଙ୍ଘମ ଭଳି ସିନେମାରେ ଦେଖାଯାଇଥିବା…

ପଡିବ ହାତଗଣ୍ଠି, ହେବେ ଜୀବନ ସାଥୀ: ବିବାହ ବନ୍ଧନରେ ବାନ୍ଧି ହେବେ ରାଘବ ଓ ପରିଣୀତି

ଉଦୟପୁର: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ରାଘବ ଚଢା ଓ ପରିଣୀତି ଚୋପ୍ରା । ରାଜସ୍ଥାନର ଉଦୟପୁରରେ ଥିବା ହୋଟେଲ ଲୀଲା ଆଣ୍ଡ ତାଜ ପ୍ୟାଲେସରେ ସେମାନେ ବିବାହ କରିବେ । ଗତକାଲି ଏହି ଦୁଇ ଜଣଙ୍କର ହଳଦୀ-ମେହେନ୍ଦୀ ରଶମ ସଂପୂର୍ଣ୍ଣ ହୋଇଛି । ଏବେ କେବଳ ଅପେକ୍ଷା ସାତ ଫେରା ଓ ହସ୍ତଗଣ୍ଠିକୁ ।…

ରୋଜଗାର ତୁଳନାରେ ରାଘବଙ୍କଠାରୁ ପରିଣୀତି ଢେର ଆଗରେ

ମୁମ୍ବାଇ: ରାତି ପାହିଲେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା । ଆଜି ମେହେନ୍ଦୀ କାର୍ଯ୍ୟକ୍ରମ ଧୂମ୍‌ଧାମ୍‌ରେ ଆୟୋଜନ ହୋଇଥିବା ବେଳେ ଆସନ୍ତାକାଲି ହେବ ବାହାଘର । ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଉଭୟଙ୍କ ବିବାହ ପୂର୍ବ…

ବଲିଉଡ଼ର ଡ଼େବ୍ୟୁ ଫିଲ୍ମକୁ ନେଇ ଖୁସି ନାହାନ୍ତି ନୟନତାରା , ଦୁଃଖ କଲେ ଶାହରୁଖ

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ଯବାନ’ରେ ନାୟିକା ସାଜିଥିଲେ ଅଭିନେତ୍ରୀ ନୟନତାରା । ଏହି ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଛନ୍ତି । ଫିଲ୍ମ ‘ଯବାନ’ ରେ ତାଙ୍କୁ ଜଣେ ପୋଲିସ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିଥିଲା । ତାଙ୍କୁ ପୋଲିସ ଅଧିକାରୀ ଚରିତ୍ରରେ…

ରିଲିଜ୍ ପୂର୍ବରୁ ୧୫୫ କୋଟି ଆୟ କଲା ଶାହାରୁଖଙ୍କ ଫିଲ୍ମ ‘ଡଙ୍କି’

ମୁମ୍ବାଇ: ବଲିଉଡର଼ କିଙ୍ଗ୍ ଖାନ୍ ଶାହାରୁଖ ଖାନ୍‌ଙ୍କ ପାଇଁ ୨୦୨୩ ବର୍ଷ ଶୁଭ ସାବ୍ୟସ୍ତ ହୋଇଛି । ଚଳିତବର୍ଷ ସେ ଗୋଟେ ପରେ ଗୋଟେ ସୁପରହିଟ୍ ଫିଲ୍ମ ଦେଇ ଚାଲିଛନ୍ତି । ଚଳିତ ବର୍ଷ ଆରମ୍ଭରେ ଶାହରୁଖଙ୍କ ଫିଲ୍ମ ‘ପଠାନ’ ରିଲିଜ୍ ହୋଇଥିଲା, ଯାହା ବକ୍ସ ଅଫିସରେ ରେକର୍ଡ଼ କରିଥିଲା । ସେହିପରି ଗତ…

କାଲି ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି-ରାଘବ: ଆଜି ମେହେନ୍ଦୀ ସେରିମନି, ଯୋଗଦେବେନି ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ  ଆପ୍‌ର ରାଜ୍ୟସଭା ସାଂସଦ ରାଘବ ଚଢା। ଦୁହେଁ ରାଜସ୍ଥାନର ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି। ଏ ନେଇ ଗତକାଲି  ଉଭୟ ଉଦୟପୁରରେ ନିଜ ପରିବାର ସହିତ ପହଞ୍ଚିଛନ୍ତି  । ଉଭୟଙ୍କ ଫଟୋ…

ଗୀତ ପସନ୍ଦ ନ ହେବାରୁ ଅଭିନେତ୍ରୀଙ୍କ ଉପରକୁ ଚେୟାର ଫିଙ୍ଗିଲେ ଦର୍ଶକ

ମୁମ୍ବାଇ: ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଅକ୍ଷରା ସିଂ କୌଣସି ନା କୌଣସି କାରଣକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଫିଲ୍ମ ଏବଂ ମ୍ୟୁଜିକ ଭିଡିଓଗୁଡ଼ିକ ଅନେକ ହିଟ୍ ହୋଇଥାଏ । ସିଏ ଯୁଆଡ଼େ ଯାଆନ୍ତି ତାଙ୍କର ଟିକେ ଝଲକ ପାଇବା ପାଇଁ ପ୍ରଶଂସକମାନେ ଭିଡ଼…

ବିମାନରେ ଅଭିନେତ୍ରୀଙ୍କ ଚଷମା ଚୋରି

ମୁମ୍ବାଇ: ବିମାନରେ ଅଭିନେତ୍ରୀ ଗୌହର ଖାନଙ୍କ ଚଷମା ଚୋରି ହୋଇଯାଇଛି । ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଏକ୍ସ ଜରିଆରେ ଏୟାରଲାଇନ୍ସକୁ ମଧ୍ୟ ଅନୁରୋଧ କରିଛନ୍ତି । ଗୌହର ଦୁବାଇରୁ ମୁମ୍ବାଇ ଫେରୁଥିବାବେଳେ ଏହି ଘଟଣା ଘଟିଛି । ତୁରନ୍ତ ଚୋରକୁ ଧରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ…

ପ୍ରଥମଥର ପାଇଁ ସ୍କ୍ରିନ୍ ସେୟାର କରିବେ ସଞ୍ଜୟ-ଟାଇଗର

ମୁମ୍ବାଇ: ପ୍ରଥମଥର ପାଇଁ ସ୍କ୍ରିନ୍ ସେୟାର କରିିବେ ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତ ଓ ଟାଇଗର ଶ୍ରଫ । ବଲିଉଡର ଦୁଇ ଭିନ୍ନ ପିଢିର ଆକ୍ସନ ହିରୋଙ୍କୁ ଏକାଠି ନେଇ ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରିିଛନ୍ତି ନିର୍ମାତା ଫିରୋଜ ଏ ନାଡିଆଡୱାଲା । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ…

ମୁହଁ ଖୋଲିଲେ ଫରହାନ, କାହାଣୀ ନେଇ ଡନ ୩ରୁ ଅଲଗା ହେଲେ ଶାହାରୁଖ

ମୁମ୍ବାଇ: ଫରହାନ ଅଖତର ନିକଟରେ ଡନ ୩ ଫିଲ୍ମର ଘୋଷଣା କରିଛନ୍ତି । ଏଥିରେ ସେ ଶାହାରୁଖ ଖାଁଙ୍କ ବଦଳରେ ରଣବୀର ସିଂଙ୍କୁ ହୀରୋ ଭାବେ ଘୋଷଣା କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟଚିକତ ହୋଇ ଯାଇଥିଲେ । ଏବେ ଶାହାରୁଖଙ୍କ ବଦଳରେ ଫରହାନ କାହିଁକି ରଣବୀରଙ୍କୁ ଚୟନ କଲେ ତାର ଖୁଲାସା କରିଛନ୍ତି ।…