Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବାଜପେୟୀଙ୍କ ଭୂମିକାରେ ନଜର ଆସିବେ ପଙ୍କଜ

ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିବେ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ । ଏହି ଫିଲ୍ମକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ । ବାଜପେୟୀଙ୍କ ଜୀବନୀ ଉପରେ ଆଧାରିତ ଏକ ଫିଲ୍ମ ପାଇଁ ସେ ପ୍ରସ୍ତୁତ ହେଉଛନ୍ତି । ସେ ‘ମେଁ ଅଟଳ ହୁଁ’ ଫିଲ୍ମରେ ଅଟଳ…

କାହିଁକି ଦୁଇ ଦୁଇଟି ଦାମୀ ଆପାର୍ଟମେଣ୍ଟ ବିକିଲେ ରଣଭୀର ସିଂ ?

ମୁମ୍ବାଇ: ବଲିଉଡ ଅଭିନେତା ରଣଭୀର ସିଂ ତାଙ୍କର ଜବରଦସ୍ତ ହିଟ୍ ଲୁକ୍ ପାଇଁ ପ୍ରସିଦ୍ଧ। ଆଜିକାଲି ଅଭିନେତା ତାଙ୍କ ଚଳଚ୍ଚିତ୍ର 'ରକି ଔର ରାନୀ କି ପ୍ରେମ କାହାନୀ' ପାଇଁ ଚର୍ଚ୍ଚାର ଶୀର୍ଷରେ ଅଛନ୍ତି। ଏହି ସମୟରେ ଖବର ଆସିଛି ଯେ ରଣଭୀର ନିକଟରେ ମୁମ୍ବାଇରେ ନିଜର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ…

ଅଭିନେତ୍ରୀ ମୈାସୁମୀ ନାୟକ ଗିରଫ, ଲେଖିକା ଆଣିଥିଲେ ମର୍ଯ୍ୟାଦା ହାନି ଅଭିଯୋଗ

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ତଥା ମଡେଲ୍ ମୈାସୁମୀ ନାୟକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ କମିଶନରେଟ୍ ପୋଲିସ ସୋମବାର ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରିଛି। ଉଭୟ ସମ୍ପର୍କରେ ଗୁରୁ-ଶିକ୍ଷ୍ୟା ଥିଲେ ବୋଲି ବନସ୍ମିତାଙ୍କ ଓକିଲ…

ଦୀପାବଳି ପାର୍ଟିରେ ତମନ୍ନା ଭାଟିଆ-ବିଜୟ ବର୍ମାଙ୍କ ରୋମାଣ୍ଟିକ ଏଣ୍ଟ୍ରି, ଆପଣ ଦେଖିଲେଣି କି?

ମୁମ୍ବାଇ: ନିକଟରେ ବି-ଟାଉନରେ ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ବିଜୟ ବର୍ମାଙ୍କ ସମ୍ପର୍କକୁ ନେଇ ଖୁବ୍‌ ଆଲୋଚନା ଚାଲିଥିଲା। କିନ୍ତୁ ବିଜୟ ବର୍ମା ନିଜ ପ୍ରେମକୁ ଖୋଲାଖୋଲି ଭାବରେ ପ୍ରକାଶ କରିବା ପରେ ଫ୍ୟାନ୍ସଙ୍କ ପ୍ରିୟ ଯୋଡି଼ ପାଲଟିଛନ୍ତି। ସମ୍ପ୍ରତି ବି-ଟାଉନର ନୂଆ ପ୍ରେମୀଯୁଗଳ ତମନ୍ନା…

୧୯ ବର୍ଷ ପୁରୁଣା ଶାଢି ପୁଣି ପିନ୍ଧିଲେ ସୁସ୍ମିତା

ମୁମ୍ବାଇ: ୧୯ ବର୍ଷ ପୁରୁଣା ଶାଢି ପୁଣି ପିନ୍ଧିଲେ ବଲିଉଡ଼ ଅଭିନେତ୍ରୀ ସୁସ୍ମିତା ସେନ । ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପରେ ଏବେ ଅଭିନେତ୍ରୀ ସୁସ୍ମିତା ସେନ୍ ତାଙ୍କ ପୁରୁଣା ଶାଢ଼ିକୁ ଆଉ ଥରେ ପିନ୍ଧିଛନ୍ତି । ସୁସ୍ମିତା ନଭେମ୍ବର ୧୧ରେ ଶିଳ୍ପା ସେଟ୍ଟୀଙ୍କ ଦୀପାବଳି ପାର୍ଟିରେ…

‘ଯବାନ’-‘ପଠାନ’କୁ ଟପିପାରିଲାନି ‘ଟାଇଗର-୩’

ମୁମ୍ବାଇ: ଦୀପାବଳି ଅବସରରେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର ୩’ ରିିଲିଜ୍ ହୋଇସାରିିଛି । ପୂର୍ବରୁ ଏହାର ପୋଷ୍ଟର, ଗୀତ ଏବଂ ଟ୍ରେଲର ସୋସିଆଲ ମିଡିଆରେ ବେଶ୍ ଆକୃଷ୍ଟ କରିଥିଲା । ଫିଲ୍ମଟି ପ୍ରଥମ ଦିନରେ କେତେ ଆୟ କରିବ ତାହା ଜାଣିବାର ଉତ୍ସୁକତା ସଭିଙ୍କ ଭିତରେ ରହିଥିଲା । ଆଡ୍‌ଭାନ୍ସ…

ରିଲିଜ ହେଲା ସଲ୍ଲୁ ଭାଇଙ୍କ ଟାଇଗର ୩, ଫାଷ୍ଟ ସୋ ରେ ଦର୍ଶକଙ୍କ ପ୍ରବଳ ଭିଡ..

ମୁମ୍ବାଇ: ଦୀପାବଳୀର ଖୁସିକୁ ଆହୁରୀ ଦ୍ୱିଗୁଣିତ କଲା ଭାଇଜାନଙ୍କ ଟାଇଗର ୩ । ଆଜି ବଡ ପରଦାରେ ରିଲିଜ ହେଲା ସଲମାନ-କ୍ୟାଟ୍ରିନାଙ୍କ ଅଭିନୀତ ଫିଲ୍ମ ଟାଇଗର ୩ । ଯାହାକୁ ଦେଖିବାକୁ ସକାଳୁ ସକାଳୁ ଫିଲ୍ମ ହଲରେ ଦେଖିବାକୁ ମିଳିଥିଲା ଫ୍ୟାନ୍ସ ମାନଙ୍କର ଖଚାଖଚ ଭିଡ । ଖାଲି ଗହଳି ନୁହେଁ…

ଦିଲ୍ଲୀରେ କିଆରାଙ୍କ ସହ ପ୍ରଥମ ଦୀପାବଳି ପାଳିବେ ସିଦ୍ଧାର୍ଥ

ମୁମ୍ବାଇ: ବିବାହ ପରେ ପ୍ରଥମ ଥର ଅଭିନେତ୍ରୀ କିଆରା ଆଡ଼ଭାନୀଙ୍କ ସହ ଦୀପାବଳି ପାଳନ କରିବେ ସିଦ୍ଧାର୍ଥ ମାଲହୋତ୍ରା । ଚଳିତବର୍ଷ ଦୀପାବଳି ସବୁଠୁ ପ୍ରିୟ କପଲ ସିଦ୍ଧାର୍ଥ ଏବଂ କିଆରାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । କାରଣ ଏହି ବର୍ଷ ଏହି ଦମ୍ପତି ବିବାହ ପରେ ପ୍ରଥମ ଦୀପାବଳି ପାଳନ କରିବାକୁ…

ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ଦୀପାବଳି ପାଳିଲେ ବଲିଉଡର ୩ ଷ୍ଟାର

ମୁମ୍ବାଇ: ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଦୀପାବଳି ପାଳିଲେ ବଲିଉଡ ୩ ଷ୍ଟାର । ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜ ସରକାରୀ ବାସଭବନରେ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହିନ୍ଦୁ ସମ୍ପ୍ରଦାୟର ଅନେକ ଲୋକ ଯୋଗ ଦେଇଥିବା ବେଳେ ବଲିଉଡ ଷ୍ଟାର…

କର୍କଟ ରୋଗର ଶିକାର ହେଲେ ଡ଼ଲି ସୋହି

ମୁମ୍ବାଇ: କର୍କଟ ରୋଗର ଶିକାର ହେଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଡ଼ଲିି ସୋହି । ସେ ଧାରାବାହିକ ‘ଭାବି’ରେ କାମ କରି ଲୋକପ୍ରିୟ ହୋଇଛନ୍ତି । କିଛି ବର୍ଷର ବ୍ୟବଧାନ ପରେ ଧାରାବାହିକ ‘ପରିଣୀତି’ ସହିତ ଛୋଟ ପରଦାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଡଲି । କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା…