Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଫିଲ୍ମ ପ୍ରମୋସନ୍ ପାଇଁ ସଂସଦ ଭବନରେ ପହଞ୍ଚିଲେ ଅଭିନେତ୍ରୀ, ଲୋକେ କଲେ ନାପସନ୍ଦ

ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ କିଛି ଦିନ ହେବ ମହିଳାମାନଙ୍କୁ ଦେଖିବାକୁ ମିଳୁଛି । ନାରୀ ସଶକ୍ତିକରଣଙ୍କୁ ପ୍ରୋତ୍ସାହନ ଦେବା ସକାଶେ ଅନେକ ଅଭିନେତ୍ରୀମାନଙ୍କୁ ସଂସଦ ଭବନ ଭିତରକୁ ନିମନ୍ତ୍ରିତ କରାଯାଇଛି । ଏହି ଅବସରରେ ‘ଥ୍ୟାଙ୍କ୍ ୟୁ ଫର କମିଂ’ ଫିଲ୍ମର ସଦସ୍ୟାମାନଙ୍କୁ ବି ସଂସଦ ଭବନରେ…

ଏହି ଦିନ ଓଟିଟିରେ ରିଲିଜ୍ ହେବ ‘ଗଦର ୨’

ମୁମ୍ବାଇ: ଖୁବ୍‌ଶୀଘ୍ର ଓଟିଟିରେ ରିଲିଜ୍ ହେବାକୁ ଯାଉଛି ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ଅଭିନିତ ଫିଲ୍ମ ‘ଗଦର ୨’ । ଏହି ଫିଲ୍ମକୁ ଲୋକେ ବହୁତ ପସନ୍ଦ କରିଛନ୍ତି । ଏଥିରେ ଅଭିନେତା ସନ୍ନି ଦେଓଲ, ଅମିଷା ପଟେଲ ଓ ଉତ୍କର୍ଷ ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହା ବକ୍ସ ଅଫିସ୍‌ରେ…

କେବଳ ‘ପୁ’ ନୁହେଁ, କରୀନା କପୁରଙ୍କ ଏହି ଚରିତ୍ର ମଧ୍ୟ ଆଜି ବି ଶୀର୍ଷରେ

ମୁମ୍ବାଇ: ବଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ କରୀନା କପୁର ଆଜିକାଲି ତାଙ୍କ ୱେବ୍ ସିରିଜ୍ 'ଜାନେ ଜାନ୍' କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ୱେବ୍ ସିରିଜ୍ ସହିତ ଅଭିନେତ୍ରୀ ତାଙ୍କର ଓଟିଟି ଡେବ୍ୟୁ କରିଛନ୍ତି। କରୀନା କପୁର ତମନ୍ନା ଭାଟିଆଙ୍କ ଗୁଜବ ପ୍ରେମିକା ବିଜୟ ବର୍ମାଙ୍କ…

ଭେଣ୍ଟିଲେଟରରେ ଥାଇ ‘ଯବାନ’ ଫିଲ୍ମ ଦେଖିଲେ ପ୍ରଶଂସକ, ଶାହରୁଖ ଦେଲେ ଏମିତିି ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ଼ର କିଙ୍ଗ୍ ଖାନ ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ଯବାନ’ ଏବେ ସାରା ବିଶ୍ୱରେ ଧମାଲ କରୁଛି । ଏହା ଗତ ୭ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଫିଲ୍ମ ଯବାନର କ୍ରେଜ ଦେଖିବାକୁ ମିଳିଛି । ନିକଟରେ…

‘ନାଟୁ-ନାଟୁ’ ଗୀତର ତାଳେ ତାଳେ ରିଙ୍ଗ୍‌ରେ ନାଚିଲେ ଡବ୍ଲ୍ୟୁଡବ୍ଲ୍ୟୁଇ ରେସଲର

ହାଇଦ୍ରାବାଦ: ‘ନାଟୁ-ନାଟୁ’ ଗୀତର ତାଳେ ତାଳେ ରିଙ୍ଗ୍‌ରେ ନାଚିଲେ ଡବ୍ଲ୍ୟୁଡବ୍ଲ୍ୟୁଇ ରେସଲର । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ରେସ୍‌ଲରମାନେ ନାଟୁ ନାଟୁ ଗୀତରେ ଡ଼୍ୟାନ୍ସ କରୁଥିବା ନଜର ଆସିଛିି । ଦୀର୍ଘ ୬ ବର୍ଷର ଅପେକ୍ଷା ପରେ ହାଇଦ୍ରାବାଦରେ…

ପୁଣି ନାଗାଙ୍କ ପ୍ରେମରେ ସାମନ୍ଥା, ଇନଷ୍ଟାରେ ନାଗାଙ୍କ ସହ ଫଟୋ କଲେ ସେୟାର

ମୁମ୍ବାଇ: ଚାରି ବର୍ଷର ବୈବାହିକ ଜୀବନ ପରେ ଅଲଗା ହୋଇଥିଲେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତ୍ତି ନାଗା ଚୈତନ୍ୟ ଓ ସାମନ୍ଥା ରୁଥ୍ ପ୍ରଭୁ । ଅଲଗା ହେବା ପରେ ଦୁହେଁ ଏବେ ନିଜ ନିଜ କାମକୁ ନେଇ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି । ଏବେ ଛାଡ଼ପତ୍ରର ୨ବର୍ଷ ପରେ ନାଗା ଓ ସାମନ୍ଥା ପୁଣି ଥରେ…

ଶାହାରୁଖ, ବିଜୟଙ୍କୁ ନେଇ ଫିଲ୍ମ କରିପାରନ୍ତି ଅଟଲୀ କୁମାର

ମୁମ୍ବାଇ: ଅଟଲୀ କୁମାରଙ୍କ ଯବାନ ବକ୍ସ ଅଫିସରେ ଚମତ୍କାର ବ୍ୟବସାୟ ଜାରୀ ରଖିଛି । ଶାହାରୁଖ ଖାଁ ଅଭିନୀତ ଫିଲ୍ମ ପ୍ରତ୍ୟେକ ଦିନ କିଛି ନା କିଛି ରେକର୍ଡ ଭାଙ୍ଗୁଛି । ପୂର୍ବରୁ ଯବାନରେ ଥାଲାପଥି ବିଜୟ କାମିଓ ରୋଲ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲେ । ମାତ୍ର କୌଣସି କାରଣ ବଶତଃ ଏହା…

‘ଗଣପଥ’ର ଫାଷ୍ଟ ଲୁକ ରିଲିଜ, ଆକ୍ସନ ଅବତାରରେ ନଜର ଆସିବେ ଟାଇଗର

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫ ତାଙ୍କ ଆଗାମୀ ଫିଲ୍ମ ‘ଗଣପଥ: ଏ ହିରୋ ଇଜ ବର୍ନ’କୁ ନେଇ ଖୁବ୍ ବ୍ୟସ୍ତ । ଖୁବଶୀଘ୍ର ସେ ତାଙ୍କର ଯାଦୁ ଦେଖାଇବାକୁ ଆସୁଛନ୍ତି । ନିକଟରେ ଏହି ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ୍ ହୋଇଯାଇଛି । ଟାଇଗର ନିଜେ ସୋସିଆଲ ମିଡ଼ିଆରେ ଫିଲ୍ମର ଫାଷ୍ଟ ଲୁକ ସେୟାର…

ଓଡ଼ିଆ ଫିଲ୍ମ ‘ପ୍ରତିଶୋଧ’ର ଅଡିଓ ଲୋକାର୍ପିତ: ୨୨ରେ ରିଲିଜ୍‌

ଭୁବନେଶ୍ୱର: ଜୀ-ସାର୍ଥକ ଫିଲ୍ମସ ନିବେଦିତ, କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ଫିଲ୍ମ “ପ୍ରତିଶୋଧ”ର ଅଡିଓ ରିଲିଜ୍ ହୋଇଯାଇଛି । ଭୁବନେଶ୍ୱରର ଏକ ହୋଟେଲରେ ଆୟୋଜିତ ଏହି ଉତ୍ସବରେ ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ଜୀ ସାର୍ଥକ ଚିଫ ଚାନେଲ ଅଫିସର ପ୍ରତୀକ ସିଲ, ନିର୍ଦ୍ଦେଶକ ସାଇ…

ଗ୍ଲୋବାଲ୍ ଷ୍ଟେଜ୍‌ରେ ଗୀତା ପଢି ଚର୍ଚ୍ଚାରେ ଆୟୁଷ୍ମାନ

ମୁମ୍ବାଇ: ଗ୍ଲୋବାଲ୍ ଷ୍ଟେଜ୍‌ରେ ଗୀତା ପଢିଲେ ବଲିଉଡ଼ ଅଭିନେତା ଆୟୁଷ୍ମାନ ଖୁରାନା । ଏହାକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ । ଆୟୁଷ୍ମାନ ଖୁରାନାଙ୍କୁ ଚଳିତ ବର୍ଷ ଟାଇମ ୧୦୦ ଇମ୍ପାକ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି । ଆୱାର୍ଡ ଆୟୁଷ୍ମାନ ଭଗବତ୍ ଗୀତା ପାଠ କରି ଏହି ମୁହୂର୍ତ୍ତକୁ ଆହୁରି…