Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସନ୍ଦେହଜନକ ଭାବେ ହୁମାଇରାଙ୍କ ମୃତ୍ୟୁ

ଢାକା: ବାଂଲାଦେଶ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସନ୍ଦେହଜନକ ଭାବେ ବାଂଲାଦେଶୀ ଅଭିନେତ୍ରୀ ହୁମାଇରା ହିମୁଙ୍କର ମାତ୍ର ୩୭ବର୍ଷ ବୟସରେ ମୃତ୍ୟୁ ହୋଇଛି । ଅଭିନେତ୍ରୀଙ୍କ ହଠାତ ମୃତ୍ୟୁ ହେତୁ ତାଙ୍କ ପରିବାର ଏବଂ ପ୍ରଶଂସକମାନେ ଚକିତ ହୋଇଯାଇଛନ୍ତି । ଏନେଇ ଫିଲ୍ମ…

ବିବାଦ ପରେ ଫିଲ୍ମ ପ୍ରଥାକୁ ହଲରୁ ପ୍ରତ୍ୟାହାର କରିନେଲେ ପ୍ରଯୋଜିକା

ଭୁବନେଶ୍ୱର: ନିଜ ଜନ୍ମମାଟି ଶିବା ହଲରେ ପ୍ରିମିୟର୍ ଶୋ' ରିଲିଜ ହେବାରେ ବାଧାପ୍ରାପ୍ତ ହେବା ପରେ ଓଲିଉଡର ନବାଗତ ପ୍ରଯୋଜିକା ସାନଲିଶା ପଟେଲ୍ ତାଙ୍କ ଚଳଚ୍ଚିତ୍ର 'ପ୍ରଥା'କୁ ପ୍ରତ୍ୟାହାର କରିନେଇଛନ୍ତି। ଯେଉଁଭଳି ଭାବେ କୋଶଳ ସେନା ଫିଲ୍ମର ପୋଷ୍ଟର ଚରିଦେଲା ଏବଂ ରିଲିଜ କରିଇବାରେ ବଡ…

ମହିଳା ସାମ୍ବାଦିକଙ୍କୁ ମାଡ ମାରି ଗିରଫ ହେଲେ ପ୍ରଯୋଜକ ଟୁଟୁ ନାୟକ

ଭୁବନେଶ୍ୱର: ଗିରଫ ହେଲେ ଟୁଟୁ ନାୟକ । ମହିଳା ସାମ୍ବାଦିକଙ୍କୁ ମାଡ ମାରିଥିବା ଅଭିଯୋଗରେ ଗିରଫ କଲା ଖାରବେଳ ନଗର ଥାନା ପୋଲିସ । ଆଜି ତାଙ୍କୁ ଥାନାକୁ ଆଣି ଜେରା କରୁଥିଲା । ଏହା ପରେ ଗିରଫ କରିଛି ପୋଲିସ  । ଏନେଇ ସୂଚନା ଦେଇଛନ୍ତି, ଜୋନ୍‌-୪ ଏସିପି ମାନସ ଗଡ଼ନାୟକ  ।  ମହିଳା…

ସାମ୍ବାଦିକାଙ୍କୁ ମାଡ ଘଟଣା: ଥାନାକୁ ଆସିଲେ ଟୁଟୁ ନାୟକ, ସେପଟେ ମହିଳା କମିଶନ ନିଜ ଆଡୁ ରୁଜୁ କଲା ମାମଲା

ଭୁବନେଶ୍ୱର: ଥାନାରେ ପହଞ୍ଚିଲେ ପ୍ରଯୋଜକ ଟୁଟୁ ନାୟକ । ମହିଳା ସାମ୍ବାଦିକାଙ୍କୁ ମାଡି ମାରିଥିବା ଅଭିଯୋଗରେ  ଟୁଟୁ ନାୟକଙ୍କୁ ଥାନାକୁ ଆଣିଥିବା ସୂଚନା ଦେଇଛି ଖାରବେଳ ନଗର ଥାନା ପୋଲିସ । ଘଟଣା ସମ୍ପର୍କରେ ତାଙ୍କୁ ଜେରା ଚାଲିଛି । ତେବେ ଟୁଟୁ ନାୟକ ନିଜେ ଆସି ନାହାନ୍ତି, ତାଙ୍କୁ ଅଣା…

ଟାଇଗର ୩ରେ ହ୍ରିତକ !

ମୁମ୍ବାଇ: ସଲମାନ ଖାଁ, କ୍ୟାଟ୍ରିନ କୈଫ ଓ ଇମ୍ରାନ ହାସମୀ ଅଭିନୀତ ଟାଇଗର ୩ ନୂତନ ପ୍ରୋମୋ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଇତି ମଧ୍ୟରେ ଆଉ ଏକ ଖବର ପ୍ରକାଶିତ ହୋଇଛି ଯେ, ହ୍ରିତିକ ରୋଶନ ଟାଇଗର ୩ରେ କ୍ୟାମିଓ କରିପାରନ୍ତି । ଅବଶ୍ୟ…

କଳାକାର କଳିରେ ପୁଣି ଲାଗିଲା ନିଆଁ: ସୋସିଆଲ ମିଡିଆରେ ଅଡିଓ କଲ ସେୟାର କଲେ ମନୋଜ ମିଶ୍ର

ଭୁବନେଶ୍ୱର:ପୁଣି ସୋସିଆଲ ମିଡିଆରେ ନିଆଁ ଜଳାଇଲେ ମନୋଜ ମିଶ୍ର । କିଛି ପ୍ରଯୋଜକଙ୍କ ଅଡିଓ କଲ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ କଳାକାର କଳି ଆହୁରି ଘନେଇଛି । ଗୁରୁବାର ବସିଥିବା  ଓଡ଼ିଶା ଚଳଚ୍ଚିତ୍ର ନିଗମ ବୈଠକକୁ ମନୋଜ ଆସି ନ ଥିବାରୁ ତାଙ୍କୁ ଅନେକ ସମାଲୋଚନା କରାଯାଇଥିଲା ।…

ଷ୍ଟାର କଳିରେ ବଳି ପଡୁଛି ଓଡିଆ ଚଳଚ୍ଚିତ୍ର, ଝାରସୁଗୁଡାରେ ଫିଲ୍ମ ‘ପ୍ରଥା’କୁ ବିରୋଧ

ଭୁବନେଶ୍ଵର: ଷ୍ଟାର କଳିରେ ବଳି ପଡୁଛି ଓଡିଆ ଚଳଚ୍ଚିତ୍ର । ଗୋଟିଏ ପରେ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ରକୁ ବିରୋଧ କରି ବନ୍ଦ କରାଯାଉଛି । ଗତକାଲି ସାରା ଓଡିଶାରେ ଓଡିଆ ଚଳଚ୍ଚିତ୍ର ପ୍ରଥା ମୁକ୍ତିଲାଭ କରିଥିବା ବେଳେ ଝାରସୁଗୁଡାରେ ଏହି ଚଳଚ୍ଚିତ୍ରକୁ ବିରୋଧ କରାଯାଇଛି । ଏପଟେ ଓଡ଼ିଆ ଚଳଚ୍ଚିତ୍ର…

ରଜନୀକାନ୍ତଙ୍କ ମନ୍ଦିର ନିର୍ମାଣ କଲେ ପ୍ରଶଂସକ

ଚେନ୍ନାଇ: ତାମିଲନାଡୁର ମଦୁରାଇଠାରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଏକ ମନ୍ଦିର ନିର୍ମାଣ କରିଛନ୍ତି ତାଙ୍କ ପ୍ରଶଂସକ । ଏଥିପାଇଁ ଜଣେ ପ୍ରଶଂସକ ତାଙ୍କ ଘର ଅଗଣାକୁ ରଜନୀକାନ୍ତଙ୍କ ମନ୍ଦିର ନିର୍ମାଣ ଲାଗି ଉତ୍ସର୍ଗ କରିଛନ୍ତି । ମନ୍ଦିରରେ ରଜନୀକାନ୍ତଙ୍କ ୨୫୦ କିଲୋ ଓଜନର ମୂର୍ତ୍ତି…

ତୁମେ ଏତେ ଭଲ ହେଲ କିପରି: ଏପରି କିଛି କହିଲେ ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଗତ ୧ ତାରିଖରେ ତାଙ୍କର ୫୦ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଉତ୍ସବକୁ ପାଳନ କରିବା ପାଇଁ ସେ ମୁମ୍ବାଇରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଯେଉଁଥିରେ ତାଙ୍କୁ ଗଣମାଧ୍ୟମ ସହ ତାଙ୍କ ଜନ୍ମଦିନ ପାଳନ କରୁଥିବା ଦେଖିବାକୁ…

୧୧ ବର୍ଷ ପରେ ସ୍ୱାମୀଙ୍କଠାରୁ ଅଲଗା ହେବେ କନିକା

ବମ୍ବେ:ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ କନିକା ମାହେଶ୍ୱରୀ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଦୀର୍ଘ ୧୧ ବର୍ଷ ପରେ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି । ଏବେ ସେ ଛାଡ଼ପତ୍ର ଦେବେ । କିଛିଦିନ ହେଲା କନିକା ଏବଂ ତାଙ୍କ ସ୍ୱାମୀ ଅଙ୍କୁର ଘାଇଙ୍କ ମଧ୍ୟରେ କୌଣସି କାରଣକୁ ନେଇ…