Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବେଶୀ ଦିନ ତିଷ୍ଠି ପାରିଲା ନାହିଁ ଦ୍ୱିତୀୟ ବିବାହ, ପତ୍ନୀଙ୍କୁ ବି ଛାଡ଼ପତ୍ର ଦେଲେ କରଣ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତା କରଣ ବୀର ମେହରାଙ୍କ ପୁଣିଥରେ ବିବାହ ବିଚ୍ଛେଦ ହୋଇଯାଇଛି । ଏହା କରଣଙ୍କ ଦ୍ୱିତୀୟ ବିବାହ ବିଚ୍ଛେଦ । କରଣ ୨୦୨୧ ଜାନୁୟାରୀରେ କରଣ ନିଧି ସେଠ୍‌ଙ୍କୁ ବିବାହ କରିଥିଲେ । ଏହି ବିବାହ ବି ବେଶୀ ଦିନ ତିଷ୍ଠି ପାରିଲା ନାହିଁ । ବିବାହକୁ ମାତ୍ର ୨ବର୍ଷ…

ପ୍ରେମ ବିଚ୍ଛେଦକୁ ନେଇ ମୁହଁ ଖୋଲିିଲେ ମଲାଇକା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ମଲ୍ଲାଇକା ଆରୋରା ନିଜର ବ୍ୟକ୍ତିଗତ ଲାଇଫକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଛନ୍ତି । ଅର୍ଜୁନ କପୁରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଢେର ଚର୍ଚ୍ଚା । ହେଲେ କିଛିଦିନ ହେବ ମଲ୍ଲାଇକା ଓ ଅର୍ଜୁନଙ୍କ ପ୍ରେମ ବିଚ୍ଛେଦ ହୋଇଥିବା ଖବର…

ସଲମନଙ୍କୁ ମିଛୁଆ କହିଲେ ଚନ୍ଦ୍ରଚୂଡ଼

ମୁମ୍ବାଇ: ଫିଲ୍ମ ‘କୁଛ କୁଛ ହୋତା ହେ’ ରିଲିଜକୁ ନିକଟରେ ୨୫ବର୍ଷ ପୂରଣ ହୋଇଛି । ଏହି ଅବସରରେ ଫିଲ୍ମଟିକୁ ନିକଟରେ ପୁନଃ ରିଲିଜ୍ କରାଯାଇଥିଲା । ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ କରଣ ଜୋହର । ଏହା ସହ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ…

ଝିଅଙ୍କ ସହ ଦୁର୍ଗା ମଣ୍ଡପରେ ନାଚିଲେ ସୁସ୍ମିତା

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ସୁସ୍ମିତା ସେନ ଗତ କିଛି ଦିନ ହେବ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏବେ ଦୁର୍ଗା ପେଣ୍ଡାଲରୁ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କ ଝିଅଙ୍କ ସହ ନାଚୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ…

୫ ଦିନ ମଧ୍ୟରେ ୪୦୦ କୋଟି ଛୁଇଁଲା ‘ଲିଓ’

ମୁମ୍ବାଇ: ଥଲାପତି ବିଜୟଙ୍କ ଆକ୍ସନ ଥ୍ରୀଲର ଫିଲ୍ମ ‘ଲିଓ’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ କେବଳ ଘରୋଇ ନୁହେଁ, ବିଦେଶୀ ବକ୍ସ ଅଫିସରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛି । ଫିଲ୍ମଟି ରିଲିଜ ହେବାର ପାଞ୍ଚ ଦିନ ମଧ୍ୟରେ ଭଲ ବ୍ୟବସାୟ କରିଛି । ଘରୋଇ ବଜାରରେ ବିଜୟଙ୍କ ଫିଲ୍ମ ୨୦୦ କୋଟି…

ବିଗ୍‌ବସ୍‌ରୁ ପ୍ରତିଯୋଗୀଙ୍କୁ ଉଠାଇ ନେଲା ପୋଲିସ

ମୁମ୍ବାଇ: ଛୋଟପରଦାର ସବୁଠୁ ବେଶୀ ଲୋକପ୍ରିୟ ରିୟଲିଟି ଶୋ ହେଉଛି ବିିଗ୍‌ବସ । ଟେଲିକାଷ୍ଟ ହେବାପରଠାରୁ ବିବାଦୀୟ ହୋଇପଡ଼ିଛି ଏହି ଶୋ’ । ଏବେ ଶୋ’ ମଝିରୁ ଜଣେ ପ୍ରତିଯୋଗୀଙ୍କୁ ଉଠାଇ ନେଇଛି ପୋଲିସ । ସେ ହେଲେ ବର୍ଥୁର ସନ୍ତୋଷ । ରିୟଲିଟି ଶୋ’ରେ ବାଘ ନଖର ପେଣ୍ଡେଣ୍ଟ ପିନ୍ଧିଥିବା ଅଭିଯୋଗରେ…

ଓଡ଼ିଆ ଫିଲ୍ମ ‘ରାମ’କୁ ସମ୍ବଲପୁରରେ ବିରୋଧ ଘଟଣା; ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ

ଭୁବନେଶ୍ୱର: ଦଶହରା ଉପଲକ୍ଷେ ବିଭିନ୍ନ ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଅନ୍ୟପଟେ ଓଡ଼ିଆ ଚଳଚ୍ଚିତ୍ର 'ରାମ' କୁ ନେଇ ଦେଖାଦେଇଛି ବିଭିନ୍ନ ପ୍ରକାର ବିବାଦ। ଫିଲ୍ମ ରାମକୁ ସମ୍ବଲପୁରରେ ରିଲିଜ କରାଇନଦେବା ଅଭିଯୋଗ ହୋଇଛି। ଗତ ୨୦ ତାରିଖରେ ଫିଲ୍ମଟି ସାରା ଓଡିଶାରେ ରିଲିଜ…

କେଦାରନାଥରେ ପୂଜାର୍ଚ୍ଚନା କଲେ ଜ୍ୟାକଲିନ୍‌

ମୁମ୍ବାଇ: ପ୍ରସିଦ୍ଧ ଶୈବପୀଠ କେଦାରନାଥରେ ପୂଜାର୍ଚ୍ଚନା କଲେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫଣ୍ଣାଣ୍ଡିଜ୍ । ନିଜର ସାଙ୍ଗସାଥୀଙ୍କ ସହ ବାବା କେଦାରନାଥଙ୍କ ଦର୍ଶନ କରି ସୋସିଆଲ୍ ମିଡିଆରେ ଫଟୋ ସେୟାର କରିଛନ୍ତି ଜ୍ୟାକଲିନ୍ । ନିକଟରେ ନିଜକୁ ଅଭିନେତ୍ରୀଙ୍କ ପ୍ରେମିକ ବୋଲି ଦାବି କରୁଥିବା…

ସବୁୁଠୁ ଲୋକପ୍ରିୟ ଅଭିନେତ୍ରୀଙ୍କ ତାଲିକାରେ ଅନନ୍ୟା

ମୁମ୍ବାଇ: ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ଏବେ ଖୁବ୍ ଚର୍ଚ୍ଚାରେ । ଦିନକୁ ଦିନ ତାଙ୍କର ଲୋକପ୍ରିୟତା ତଥା ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନନ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ବଡ଼ ବ୍ୟାନରର ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ପାଇ ନାହାନ୍ତି ସତ କିନ୍ତୁ ଯେଉଁ…

ପ୍ରେମିକାଙ୍କୁ ମୁଦି ପିନ୍ଧାଇ ଚୁମ୍ବନ ଦେଲେ ଅରମାନ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ଅରମାନ ମଲିକ । ତାଙ୍କ ଲୁକ୍ ଓ କଣ୍ଠ ପାଇଁ ସେ ଅନେକ ଯୁବତୀଙ୍କ ହୃଦୟ ଉପରେ ରାଜ କରନ୍ତି । ତାଙ୍କ ପାଇଁ ସାରା ଦୁନିଆ ପାଗଳ । ସେ ନିଜ ସ୍ୱର ସହିତ ସମସ୍ତଙ୍କୁ ବିସ୍ମିତ କରିଛନ୍ତି । ଏବେ ସେ ତାଙ୍କ ପ୍ରେମିକା ଫ୍ୟାଶନ ଇନଫ୍ଲୁଏନସର ଆଶନା ଶ୍ରଫଙ୍କୁ ମୁଦି…