Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଭାରତରେ ପାକିସ୍ତାନୀ କଳାକାରଙ୍କୁ କରାଗଲା କି ସମ୍ପୂର୍ଣ୍ଣ ବ୍ୟାନ ?

ମୁମ୍ବାଇ: ଭାରତକୁ ଆସୁଥିବା ପାକିସ୍ତାନୀ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନକୁ ଖାରଜ କରିଛନ୍ତି ବୋମ୍ବେ ହାଇକୋର୍ଟ। କୋର୍ଟ କହିଛନ୍ତି, ଦେଶପ୍ରେମୀ ହେବା ପାଇଁ ପଡୋଶୀ ଦେଶ ପ୍ରତି ଶତ୍ରୁତା କରିବାର କୌଣସି ଆବଶ୍ୟକତା ନାହିଁ। ସାଂସ୍କୃତିକ ସମନ୍ୱୟ, ଏକତା ଏବଂ ଶାନ୍ତି ପ୍ରତିଷ୍ଠା…

୪୮ ବର୍ଷରେ ପଦାର୍ପଣ କଲେ ମଲାଇକା, ଏକାକୀ ପାଳିଲେ ଜନ୍ମଦିନ

ମୁମ୍ବାଇ: ବଲିଉଡର ଫିଟନେସ୍ କୁଇନ୍ ଅଭିନେତ୍ରୀ ମଲାଇକା ଆରୋରା ଖୁବ୍ ଜଣାଶୁଣା । ସେ ଅନେକ ସମୟରେ ନିଜ ବ୍ୟକ୍ତିଗତ ଓ ପ୍ରଫେସନାଲ ଲାଇଫକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି । ଆଜି ଅଭିନେତ୍ରୀ ୪୮ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ବିଶେଷ ଦିନକୁ ସେ ବହୁତ ଧୁମଧାମରେ ନୁହେଁ ବରଂ ଅତି ସରଳ…

ତାରାଙ୍କ ପ୍ରେମରେ କାର୍ତ୍ତିକ, ଭିଡ଼ିଓ ଭାଇରାଲ

ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ଅଭନେତା କାର୍ତ୍ତିକ ଆର୍ଯ୍ୟନ୍ ଏବେ ଖୁବ୍ ଚର୍ଚ୍ଚାରେ । କାରଣ କାର୍ତ୍ତିକ ଏବେ ଅଭିନେତ୍ରୀ ତାରା ସୁତାରିଆଙ୍କ ପ୍ରେମରେ ପଡ଼ିଛନ୍ତି । ଉଭୟେ ଏକ ଡିନର ଡେଟ୍‌ରେ ଯିବା ପରେ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଛି । ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ…

ରିଲିଜ ହେଲା ‘ଟାଇଗର ୩’ର ‘ଲେକେ ପ୍ରଭୁ କା ନାମ’ ଗୀତ

ମୁମ୍ବାଇ : ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ । ରିଲିଜ ହେଲା 'ଟାଇଗର ୩' ର ପ୍ରଥମ ଗୀତ 'ଲେକେ ପ୍ରଭୁ କା ନାମ’ । ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ବବାଲ କରୁଛି ଏହି ଗୀତ । ଗୀତରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଡ୍ୟାନ୍ସ ମୁଭସ ସମସ୍ତଙ୍କ ହୋସ ଉଡେଇ ଦେଇଛି । ଖାଲି ସେତିକି ନୁହେଁ…

୪୪ ବର୍ଷରେ ରିବେଲ ଷ୍ଟାର୍ ପ୍ରଭାସ: ଦାଦାଙ୍କ ଜିଦ୍ ପାଇଁ ହୋଇଥିଲେ ହିରୋ…

ମୁମ୍ବାଇ: ନିଆରା ତାଙ୍କ ଅନ୍ଦାଜ , ନିଆରା ତାଙ୍କ ଷ୍ଟାଇଲ୍  । ଦର୍ଶକଙ୍କ ପାଇଁ ସେ ହେଉଛନ୍ତି ରିବେଲ ଷ୍ଟାର୍  । ହଁ ଆଜ୍ଞା ଆମେ କହୁଛି ପାନ୍ ଇଣ୍ଡିଆ ଅଭିନେତା  ପ୍ରଭାସଙ୍କ କଥା  । ଆଜି ହେଉଛି ତାଙ୍କର ୪୪ତମ ଜନ୍ମଦିନ । ୧୯୭୯ ମସିହା ଆଜିର ଦିନରେ ତାଙ୍କର ଜନ୍ମ  । ପ୍ରଭାସଙ୍କ ଆକ୍ସନ ଓ…

ଭଙ୍ଗାଯିବ ଅମିର ଖାନଙ୍କ ଆପାର୍ଟମେଣ୍ଟ

ମୁମ୍ବାଇ: ଖୁବ୍‌ଶୀଘ୍ର ଭଙ୍ଗାଯିବ ବଲିଉଡ଼ର ଚକୋଲେଟ୍ ହିରୋ ଅମିର ଖାନଙ୍କ ଆପାର୍ଟମେଣ୍ଟ । ମୁମ୍ବାଇର ପାଲି ହିଲ୍ ଅଞ୍ଚଳରେ ଥିବା ଏହି ବଡ଼ ଆପାର୍ଟମେଣ୍ଟକୁ ସମ୍ପୂର୍ଣ୍ଣ ଭଙ୍ଗାଯିବ । ଏହାକୁ ନେଇ ଅମିରଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅମୀରଙ୍କର ମୁମ୍ବାଇର ପାଲି ହିଲ୍…

ପରିଣୀତିଙ୍କୁ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରାଘବ

ମୁମ୍ବାଇ: ୩୫ ବର୍ଷ ବୟସରେ ପଦାର୍ପଣ କଲେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା । ଆଜି ସେ ତାଙ୍କର ୩୫ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କ ସ୍ୱାମୀ ରାଘବ ଚଢ଼ା ତାଙ୍କୁ ଏକ ସ୍ୱତନ୍ତ୍ର ଢ଼ଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି । ରାଘବ ତାଙ୍କ ପତ୍ନୀଙ୍କ ସହ କିଛି ଫଟୋ ସେୟାର କରି…

ବିବାହ ବନ୍ଧନରେ ବାନ୍ଧି ହେଲେ ଗାୟକ ହଂସରାଜ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଲୋକପ୍ରିୟ ଗାୟକ ହଂସରାଜ ରଘୁବଂଶୀ । ଦୀର୍ଘଦିନର ପ୍ରେମିକା କୋମଲ ସକଲାନୀଙ୍କୁ ସେ ବିବାହ କରିଛନ୍ତିି । ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ବିବାହର ଫଟୋ ପୋଷ୍ଟ କରି ହଂସରାଜ ପ୍ରଶଂସକଙ୍କୁ ଏହି ଖୁସି ଖବର ଜଣାଇଛନ୍ତି । ଏହା ଜାଣିବା ପରେ ତାଙ୍କ…

ବର୍ଷାଙ୍କ ଅଭିନୀତ ‘ବସ୍‌’କୁ ମିଳିଲା ସେନ୍ସର ସାର୍ଟିଫିକେଟ୍‌

ଭୁବନେଶ୍ୱର: ଆଗକୁ ଆସୁଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନିତ ଫିଲ୍ମ ‘ବସ’ । ଏହି ଫିଲ୍ମ ନାରୀ ସଶକ୍ତିକରଣ ଉପରେ ସିନେମା ଆଧାରିତ । ବର୍ତ୍ତମାନର ସମାଜରେ ଘଟୁଥିବା ଘଟଣା ଓ ବାସ୍ତବ ଜୀବନ ଉପରେ ଏ କାହାଣୀ ଆଧାରିତ ବୋଲି ଜଣାଯାଇଛି । ଏବେ ଏହାର ସେନ୍ସର କାମ ସରିଛି । ଜଣାଶୁଣା…

‘ରାମାୟଣ’ରେ ସୀତା ଭୂମିକାରେ ନଜର ଆସିବେ ସାଇ ପଲ୍ଲବୀ

ମୁମ୍ବାଇ: ବଲିଉଡ୍‌ରେ ଏବେ ପୌରାଣିକ ଓ ଐତିହାସିକ ଫିିଲ୍ମ ତିଆରି କରିବାର ପରମ୍ପରା ଆରମ୍ଭ ହୋଇ ଯାଇଛି । ସେହିଭଳି ଆଗକୁ ଆସୁଛି ଫିଲ୍ମ ‘ରାମାୟଣ’ । ରାମାୟଣର କାହାଣୀ କୌଣସି ଭାରତୀୟଙ୍କୁ ଅଜଣା ନାହିଁ । ସେହି କାହାଣୀକୁ ନେଇ ଫିଲ୍ମ ନିର୍ମାତା ନୀତେଶ ତିୱାରୀ ତିଆରି କରୁଛନ୍ତି ‘ରାମାୟଣ’ ।…