Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଦିଲ୍ଲୀର ଲାଲ କିଲ୍ଲା ମୈଦାନରେ ରାବଣ ଦହନ କରିବେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ତାଙ୍କ ଫିଲ୍ମ 'ତେଜସ୍'ର ରିଲିଜ ଅପେକ୍ଷାରେ ଅଛନ୍ତି । ବାୟୁସେନା ପାଇଲଟ ତେଜସ୍ ଗିଲଙ୍କ ଜୀବନର କାହଣୀ ଉପରେ ଆଧାରିତ ହୋଇଛି ଏହି ଫିଲ୍ମ । ଯାହାକୁ ନେଇ ବର୍ତ୍ତମାନ ସେ ଫିଲ୍ମର ପ୍ରମୋଶନରେ ବହୁତ ବ୍ୟସ୍ତ ଥିବାବେଳେ, ଆସନ୍ତା ମଙ୍ଗଳବାର…

ଆଲିଆଙ୍କୁ ନୁହେଁ, ଆଉ ଜଣେ ଆଗଧାଡ଼ିର ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ରଣବୀର

ମୁମ୍ବାଇ: ଆଲିଆଙ୍କୁ ନୁହେଁ, ଆଉ ଜଣେ ବଲିଉଡ଼ର ଆଗଧାଡ଼ିର ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ବୋଲି କହିଛନ୍ତି ରଣବୀର କପୁର । ଏହାର ଏକ ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ବଲିଉଡର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ତାଙ୍କ ସୋ’ ‘କଫି ଉଇଥ କରଣ’ର ନୂଆ ସିଜିନ…

ରାମାୟଣରେ ରାବଣ ଭୂମିକା ନଜର ଆସିବେ ୟଶ୍ , ଦେଢ କୋଟି ନେବେ ପାରିଶ୍ରମିକ

ମୁମ୍ବାଇ: ବଲିଉଡ୍‌ରେ ଅନେକ ଦିନରୁ ‘ରାମାୟଣ’ ଉପରେ ଏକ ଫିଲ୍ମ ତିଆରି ହେଉଥିବା ଶୁଣିବାକୁ ମିଳୁଛି । ଫିଲ୍ମ ନିର୍ମାତା ନିତେଶ ତିୱାରୀ ‘ରାମାୟଣ’କୁ ବଡ଼ ପରଦାରେ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ଯୋଜନା କରିଛନ୍ତି । ଏହି ‘ରାମାୟଣ’ର ମୁଖ୍ୟ ଚରିତ୍ର ରାମ ଓ ସୀତାଙ୍କ ଭୂମିକାରେ ଅଭିନେତା…

ଦୁର୍ଗାପୂଜା ପେଣ୍ଡାଲରେ ଝୁଣ୍ଟିପଡ଼ିଲେ କାଜୋଲ, ଧରିନେଲେ ପୁଅ

ମୁମ୍ବାଇ : ଦୁର୍ଗା ପୂଜା ନେଇ ବିଭିନ୍ନ ଅଞ୍ଚଳ ଉତ୍ସବମୁଖର । ବିଭିନ୍ନ ପୂଜା ମଣ୍ଡପରେ ବହୁ ସେଲିବ୍ରିଟି ନଜର ଆସୁଛନ୍ତି । ନିକଟରେ ବଲିଉଡ ଅଭିନେତ୍ରୀ କାଜୋଲଙ୍କୁ ପୂଜା ମଣ୍ଡପରେ ଦେଖିବାକୁ ମିଳିଥିଲା । ଏହି ସମୟରେ ସେ ଏକ ଗୋଲାପୀ ରଙ୍ଗର ଶାଢି ସହ ଏକ ସ୍ଲିଭଲେସ ବ୍ଲାଉଜ ପିନ୍ଧିଥିଲେ ।…

ପୂଜା ବଜାରରେ ନଜର ଆସିଲେନି ୩ ତିନି ହିଟ୍ ଯୋଡ଼ି

ଭୁବନେଶ୍ୱର: ଏଥର ଦଶହରାରେ ବଡ଼ ପରଦାରେ ନଜର ଆସିଲେନି କିଛି ହିଟ୍ ଯୋଡ଼ି । ସେମାନଙ୍କ ଭିତରେ ଅଛନ୍ତି ଓଲିଉଡର ସବୁଠୁ ବେଶୀ ଲୋକପ୍ରିୟ ଯୋଡ଼ି ଅନୁଭବ-ବର୍ଷା, ସବ୍ୟସାଚୀ-ଅର୍ଚ୍ଚିତା ଓ ବାବୁସାନ୍‌?-ଭୂମିକା । ଲଗାତର କିଛି ବର୍ଷ ହେଲା ଏହି ଯୋଡ଼ିଙ୍କୁ ପୂଜା ବଜାରରେ ଆଉ ଦେଖିବାକୁ ମିଳୁନାହିଁ ।…

ବିବେକ ଅଗ୍ନୀହୋତ୍ରୀଙ୍କ ନୂଆ ଫିଲ୍ମ ଘୋଷଣା, ମହାଭାରତ ଉପରେ ଆଧାରିତ ହେବ କାହାଣୀ

ମୁମ୍ବାଇ: ନିକଟରେ ଫିଲ୍ମ ମେକର ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦି ଭ୍ୟାକ୍ସିନ ୱାର୍‌’ ରିଲିଜ ହୋଇଛି। ଏହାପୂର୍ବରୁ ସେ ‘ଦ କାଶ୍ମୀର ଫାଇଲ’ ଭଳି ହିଟ୍ ଫିଲ୍ମ କରିଛନ୍ତି। କିନ୍ତୁ ତାଙ୍କ ଫିଲ୍ମ ‘ଦି ଭ୍ୟାକ୍ସିନ ୱାର୍‌’ ଫ୍ଲପ୍ ହୋଇଥିଲା। ଏହି ଫିଲ୍ମ ଫ୍ଲପ୍ ହେବା ପରେ ଫିଲ୍ମ ନିର୍ମାତା…

୨ ଡ୍ରିମଗାର୍ଲଙ୍କ ମଧ୍ୟରେ ଫସିଲେ ଧର୍ମେନ୍ଦ୍ର, ଆୟୁଷ୍ମାନ କଲେ ଫଟୋ ସେୟାର

ମୁମ୍ବାଇ: ବଲିଉଡର ସଫଳ ଦମ୍ପତି ଭାବେ ଅଭିନେତ୍ରୀ ହେମା ମାଳିନୀ ଏବଂ ଅଭିନେତା ଧର୍ମେନ୍ଦ୍ର ବେଶ ଜଣାଶୁଣା । ପ୍ରଶଂସକମାନେ ଉଭୟଙ୍କ ଯୋଡିକୁ ଖୁବ୍ ପସନ୍ଦ କରନ୍ତି । ଦୀର୍ଘ ଦିନ ପରେ ଉଭୟଙ୍କୁ ହେମାଙ୍କ ୭୫ତମ ଜନ୍ମଦିନ ଭୋଜିରେ ଦେଖିବାକୁ ମିଳିଥିଲା । ନିକଟରେ ବଲିଉଡ୍‌ର ଡ୍ରିମ୍‌ଗାର୍ଲ…

ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ଟ୍ରକ ଚାଳକ; କିଡନୀ ଦାନ କରିବାକୁ ପ୍ରସ୍ତୁତ

ମୁମ୍ବାଇ: ଜଣେ ଟ୍ରକ ଚାଳକଙ୍କ ଅନନ୍ୟ ପ୍ରେମ କାହାଣୀକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । କାରଣ ସେ ସାଉଥ୍ ଅଭିନେତ୍ରୀ ସଞ୍ଚିତା ବସୁଙ୍କ ପ୍ରେମରେ ପଡ଼ିଛନ୍ତି । ଆଉ ସେ ତାଙ୍କ ପ୍ରେମ ପାଇବା ପାଇଁ ଦୁଇଟି ଯାକ କିଡ଼ନୀ ଦାନ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ସାଉଥ୍ ଫିଲ୍ମ…

ଫଟୋଗ୍ରାଫରଙ୍କୁ ଧକ୍କା ମାରିଲେ ରଣବୀର

ମୁମ୍ବାଇ: ବଲିଉଡ଼ର ଜଣାଶୁଣା ଅଭିନେତା ହେଉଛନ୍ତି ରଣବୀର କପୁର । ସେ ଅନେକ ସମୟରେ ନିଜର ବ୍ୟକ୍ତିଗତ ଓ ପ୍ରଫେସନାଲ ଲାଇଫ୍‌?କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଫିଲ୍ମରେ ତାଙ୍କ ଅଭିନୟକୁ ଲୋକେ ଯେତିକି ପସନ୍ଦ କରନ୍ତି, ପ୍ରକୃତ ଜୀବନରେ ତାଙ୍କ ବ୍ୟବହାରକୁ ନେଇ ତାଙ୍କୁ ସେତିକି ଟ୍ରୋଲ ବି…

ନବରାତ୍ର ଅବସରରେ ବିଳାସପୂର୍ଣ୍ଣ କାର କିଣିଲେ ଆଲିଆ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ସେ ତାଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ପାଇଁ ଜାତୀୟ ପୁରସ୍କାର ପାଇଛନ୍ତି । ଆଲିଆ ତାଙ୍କ ସ୍ୱାମୀ ରଣବୀର କପୁରଙ୍କ ସହ ଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସେ ତାଙ୍କର…