Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ୍ ହେଲା ‘ଗଣପତ’: ଟାଇଗର-କ୍ରିତିଙ୍କ ଅଭିନୟକୁ ଢେର ପ୍ରଶଂସା

ମୁମ୍ବାଇ: ବଲିଉଡ଼ ଅଭିନେତା ଟାଇଗର ଶ୍ରଫ ଏବଂ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଗଣପତ’ ଶୁକ୍ରବାର ରିଲିଜ୍ ହୋଇଯାଇଛି । ବହୁ ଦିନ ହେଲା ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମକୁୁ ଅପେକ୍ଷା କରିଥିଲେ । ଏହି ଆକ୍ସନ ପ୍ୟାକ ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ ହୋଇଥିବା ବେଳେ ଏହାର ପ୍ରଥମ ଦିନର…

ଅଲଗା ହେଲେ କି ଶିଳ୍ପା-ରାଜ୍! : ‘X’ରେ କଲେ ପୋଷ୍ଟ ସେୟାର

ମୁମ୍ବାଇ: ଅଲଗା ହେଲେ ଶିଳ୍ପା ଶେଟ୍ଟୀ-ରାଜ କୁନ୍ଦ୍ରା । ଏନେଇ ସୋସିଆଲ ମିଡିଆରେ ରାଜ ତାଙ୍କର ଅଲଗା ହେବା ଘୋଷଣା କରିଛନ୍ତି। ଯଦିଓ ସେ ଏହି ପୋଷ୍ଟରେ କାହା ବିଷୟରେ ଉଲ୍ଲେଖ କରିନାହାଁନ୍ତି । ଯାହା ପରେ ପ୍ରଶଂସକମାନେ ଚିନ୍ତିତ ହୋଇଯାଇଛନ୍ତି । 'X'ରେ ଏକ ପୋଷ୍ଟ ସେୟାର କରି ରାଜ…

‘ବିଗ୍‌ ବସ୍‌-୧୭’କୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଶୋ’ର ବେଆଇନ ଟେଲିକାଷ୍ଟ ଉପରେ ପ୍ରତିବନ୍ଧକ

ମୁମ୍ବାଇ: ଟେଲିଭିଜନ୍‌ର ସବୁଠୁ ଲୋକପ୍ରିୟ ଶୋ’ ‘ବିଗ୍‌ ବସ୍‌-୧୭’ବହୁତ ଉତ୍ସାହର ସହିତ ଚାଲିଛି। କିନ୍ତୁ ନିକଟରେ ଏହି ଶୋ ବିଷୟରେ ଏପରି ଖବର ଆସିଛି ଯାହା ପ୍ରଶଂସକଙ୍କୁ ଚକିତ କରିଛି। ନିକଟରେ ଦିଲ୍ଲୀ ହାଇକୋର୍ଟ ଏହି ଶୋ’ର ବେଆଇନ ଟେଲିକଷ୍ଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏକ ରିପୋର୍ଟ…

ଦ୍ୱିତୀୟ ସନ୍ତାନ ପରେ ଅଭିନୟ ଛାଡିପାରନ୍ତି ଅନୁଷ୍କା

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ତଥା ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏପରିକି ଦ୍ୱିତୀୟ ସନ୍ତାନର ମାଆ ହେବା ପରେ ସେ ଅଭିନୟ ଛାଡିବା ନେଇ ଅନୁମାନ କରାଯାଉଛି । ସିମି ଗେରୱେଲାଙ୍କ ସହ ଅନୁଷ୍କାଙ୍କ ଏକ ପୁରୁଣା…

‘ଲେକେ ପ୍ରଭୁକା ନାମ୍’: ଟାଇଗର-୩ ରେ ସଲମାନ ଖାନଙ୍କ ପାଇଁ ଅରିଜିତ ସିଂଙ୍କ ପ୍ରଥମ ଗୀତ

ମୁମ୍ବାଇ: ସଲମାନ ଖାନ ଏବଂ ଅରିଜିତ ସିଂଙ୍କ ମଧ୍ୟରେ ତିକ୍ତତା ଲାଗି ରହିବା ଆପଣମାନେ ତ ନିଶ୍ଚୟ ଶୁଣିଥିବେ। ୯ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା ବାଦ-ବିବାଦ। ଏହି ଝଗଡା ପରେ ଅରିଜିତ ସିଂ ସଲମାନଙ୍କ କୌଣସି ଫିଲ୍ମରେ ଗୀତ ଗାଇବାର ସୁଯୋଗ ପାଇନଥିଲେ। ତା ଛଡା ସେ ଗାଇଥିବା ଗୀତ ମଧ୍ୟ ହାତ…

ଫିଲ୍ମ ‘ଲିଓ’କୁ ନେଇ କ୍ରେଜ୍, ଗୋଟେ ଟିକେଟକୁ ଲକ୍ଷେ ୧୦ ହଜାର ୧ ଟଙ୍କା ଦେଇ କିଣିଲେ ଫ୍ୟାନ୍

ହାଇଦ୍ରାବାଦ: ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ସାଉଥ୍ ଷ୍ଟାର ବିଜୟଙ୍କ ନୂଆ ଲୋକପ୍ରିୟ ଫିଲ୍ମ ‘ଲିଓ’। ଫିଲ୍ମ ରିଲିଜ ହେବା ପରେ ସବୁଠି ପ୍ରଶଂସକ କରୁଛନ୍ତି ସେଲିବ୍ରେସନ। ବିଜୟଙ୍କ ମୁଭି ଦେଖିବାକୁ ପ୍ରଶଂସକ ଉତ୍ସାହର ସହ ଅପେକ୍ଷାରେ ଥିଲେ। ଶେଷରେ ଆଜି ଅପେକ୍ଷାର ଅନ୍ତ ଘଟିଛି। ମୁଭିର…

ସିଂଘମ ଏଗେନରେ ଟାଇଗରଙ୍କ ଏଂଟ୍ରି, ଫାଷ୍ଟ ଲୁକ ଜାରୀ

ମୁମ୍ବାଇ: ରୋହିତ ଶେଟ୍ଟୀଙ୍କ ବହୂ ପ୍ରତିକ୍ଷୀତ ସିଂଘମ ଏଗେନରେ ଟାଇଗର ଶ୍ରଫଙ୍କ ଏଂଟ୍ରି ହୋଇଛି । ମେକର୍ସଙ୍କ ପକ୍ଷରୁ ଏହାରୁ ଫାଷ୍ଟ ଲୁକ ଜାରୀ କରାଯାଇଛି । କପ ୟୁନିଭର୍ସର ଏହି ଫିଲ୍ମରେ ଅଜୟ ଦେବଗାନ, ରଣବୀର ସିଂ, ଅକ୍ଷୟ କୁମାର ଅଭିନୟ କରୁଛନ୍ତି । କିଛି ଦିନ ତଳେ ଦୀପିକା ପାଦୁକୋନଙ୍କ…

ବାୟା କଲା ଓଡିଶା ପ୍ରସିଦ୍ଧ ଦହିବରା, ମୁମ୍ବାଇରେ ଦହିବରା ରାନ୍ଧି ସାଥୀମାନଙ୍କୁ ଖୁଆଇଲେ ସେଫ୍ ବିକାଶ ଖାନ୍ନା

ମୁମ୍ବାଇ: ଦହିବରା ଆଳୁଦମ୍‌ ପ୍ରାୟ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ । ଦହିପାଣିରେ ଭିଜା ଯାଇଥିବା ବରା ସାଙ୍ଗକୁ ଆଳୁଦମ | ଏହା ସହ ପିଆଜ, ସେଓ ଓ ପୁଦିନା ଚଟଣି | ସକାଳ ହେଉ କି ମଧ୍ୟାହ୍ନ ଦହିବରା ସାଙ୍ଗରେ ଆଳୁଦମ ଏକ ସ୍ୱତନ୍ତ୍ର ମହତ୍ତ୍ୱ ରଖେ | ଆଉ ଏହାର ସ୍ଵାଦ, ଯିଏ ଖାଇଛି ସେ ଜାଣିଛି ।…

ଦଶହରାରେ ରିଲିଜ ହେବ ମାଲ୍ୟଗିରି, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ଓ ଅଭିନେତ୍ରୀ

ପୁରୀ: ଦଶହରାରେ ଦର୍ଶକଙ୍କୁ ନୂଆ ଭେଟି । ଓଲିଉଡ ଅଭିନେତା ବାବୁସାନ ମହାନ୍ତିଙ୍କ ଦମନର ସଫଳତା ପରେ ପୁଣି ଫିଲ୍ମ ମାଲ୍ୟଗିରି ଦର୍ଶକ ମାନଙ୍କ ମଧ୍ୟରେ ଧମାକା କରିବାକୁ ଯାଉଛି । ଏହି ଫିଲ୍ମରେ ବାବୁସାନଙ୍କ ସହ ପ୍ରଥମ ଥର ପାଇଁ ଅମ୍ଳାନ୍ ଦାସ ସ୍କ୍ରିନ୍ ସେୟାର କରୁଥିବା ଦର୍ଶକ ମାନଙ୍କୁ…

ପୁଣି ଚମକିଲେ ଓଡିଆ: ଇଣ୍ଡିଆନ ଆଇଡଲରେ ଓଡ଼ିଆ ଡାକ୍ତର ରୋହନ ବିଶ୍ୱାଳ

ଭୁବନେଶ୍ବର: ଇଣ୍ଡିଆନ ଆଇଡ଼ଲ ମଞ୍ଚରେ ଓଡ଼ିଆ ଡାକ୍ତର ରୋହନ ବିଶ୍ୱାଳ । ପେଶା ତାଙ୍କର ଡାକ୍ତର କିନ୍ତୁ ନିଶା ହେଉଛି ସଙ୍ଗୀତ । ଡାକ୍ତର ହେଇକି ମଧ୍ୟ ସଂଗୀତକୁ ତାଙ୍କ ଜୀବନ ବୋଲି ସେ କହିଛନ୍ତି । ଜାତୀୟସ୍ତରର ଲୋକପ୍ରିୟ ସଂଗୀତ ପ୍ରତିଯୋଗିତା ସୋ ‘ଇଣ୍ଡିଆନ୍ ଆଇଡଲ୍‌-୧୪’ରେ ଓଡ଼ିଆ ଡାକ୍ତର…