Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରାକ୍ଷୀ ପୂର୍ଣ୍ଣିମାରେ ରିଲିଜ୍ ହେଲା ମ୍ୟୁଜିକ୍ ଭିଡିଓ “ଏଇ ରାକ୍ଷୀ ହେଲା ସାକ୍ଷୀ ଯୁଗ ଯୁଗର”

ଭୁବନେଶ୍ୱର: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବର୍ଷା କ୍ରିଏସନ୍ ପକ୍ଷରୁ ରିଲିଜ୍ ହୋଇଛି ଓଡିଆ ମ୍ୟୁଜିକ୍ ଭିଡିଓ "ଏଇ ରାକ୍ଷୀ ହେଲା ସାକ୍ଷୀ ଯୁଗ ଯୁଗର’ । ଏହି ଅବସରରେ ଏହାର ଏକ ସିଡି ମଧ୍ୟ ଉନ୍ମୋଚନ କରାଯାଇଥିଲା । ମ୍ୟୁଜିକ୍ ଭିଡ଼ିଓରେ ଚଳିତବର୍ଷ ରଜ କୁଇନ୍‌ର ପ୍ରଥମ ରନର୍ସଅପ୍…

ତିରୁମାଲା ମନ୍ଦିରରେ ପୂଜାର୍ଚ୍ଚନା କଲେ ଜାହ୍ନବୀ କପୁର ଓ ତାଙ୍କ ବୟଫ୍ରେଣ୍ଡ

ମୁମ୍ବାଇ: ଆନ୍ଧ୍ରପ୍ରଦେଶର ତିରୁମାଲାଠାରେ ଥିବା ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ଓ ତିରୁମାଲା ସ୍ୱାମୀ ମନ୍ଦିର ପରିଦର୍ଶନ କରିଛନ୍ତି ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁର ଓ ତାଙ୍କ ବୟଫ୍ରେଣ୍ଡ ଶିଖର ପାହାଡ଼ିଆ । ସେମାନେ ତିରୁମାଲା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାର ଅନେକ ଫଟୋ ଓ ଭିଡ଼ିଓ…

ରାକ୍ଷୀ ବାନ୍ଧିବାକୁ ବିଗ୍- ବି’ଙ୍କ ଘରେ ପହଞ୍ଚିଲେ ମମତା ବାନାର୍ଜୀ

ମୁମ୍ବାଇ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାକ୍ଷୀ ବାନ୍ଧିବା ପାଇଁ ଅମିତାଭ ବଚ୍ଚନଙ୍କ ଘର ଜଲସା ପହଞ୍ଚିଛନ୍ତି। ଏଠାକୁ ପହଞ୍ଚି ବଚ୍ଚନ ପରିବାରକୁ ଭେଟିଲେ ମମତା ବାନାର୍ଜୀ। ଏହାପୂର୍ବରୁ ଅମିତାଭ ମମତାଙ୍କୁ ତାଙ୍କ ଘରକୁ ଚା ’ପାଇଁ ନିମନ୍ତ୍ରଣ କରିଥିଲେ। ତେବେ ଆଜି ସକାଳେ…

ଏହି ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହାଁନ୍ତି ସନ୍ନି ଦେଓଲ, ବାପା ଭୂମିକା ମିଳିଲେ ବି କରିବେ

ମୁମ୍ବାଇ: ବକ୍ସ ଅଫିସ୍‌ରେ ଧମାଲ ମଚାଇଛିି ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’ । ଫିଲ୍ମଟି ବେଶ୍ ଭଲ ରୋଜଗାର ମଧ୍ୟ କରୁଛି । ଇତିମଧ୍ୟରେ ଏହା ୪୬୫ କୋଟି ଟଙ୍କା ବ୍ୟବସାୟ କରି ସାରିଲାଣି । ଏବେ ଏହା ୫୦୦ କୋଟି ଅତିକ୍ରମ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା କରିଛି ।…

ପୁଣି ଚର୍ଚ୍ଚାରେ ରିୟା ଚକ୍ରବର୍ତ୍ତୀ, ବ୍ୟବସାୟୀଙ୍କୁ କରୁଛନ୍ତି ଡେଟ୍ !

ମୁମ୍ବାଇ: ବ୍ୟବସାୟୀଙ୍କ ପ୍ରେମରେ ପଡିଲେ ରିୟା ଚକ୍ରବର୍ତ୍ତୀ।। ରିୟା ଚକ୍ରବର୍ତ୍ତୀଙ୍କ ବଏଫ୍ରେଣ୍ଡ ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଥିଲେ। ଏହା ପରେ ରିୟା ବଣ୍ଟି ସାଜଦେହଙ୍କ ସହ ରିଲେସନସିପରେ ଥିବା ନେଇ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ରିୟା ଅନ୍ୟ ଜଣେ…

ମକ୍କା ମଦିନାରେ କାନ୍ଦି କାନ୍ଦି ନ୍ୟାୟ ମାଗିଛନ୍ତି ରାକ୍ଷୀ ସାୱନ୍ତ

ମୁମ୍ବାଇ: ବିଲଉଡର ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାକୁ ଆସିଥାଆନ୍ତି । କିଛି ଦିନ ହେବ ରାକ୍ଷୀ ସାୱନ୍ତ ଓ ତାଙ୍କ ସ୍ୱାମୀ ଆଦିଲ ଦୁର୍ରାନୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ଦୁହେଁ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ କରୁଛନ୍ତି ।…

ରକ୍ଷାବନ୍ଧନ ଅବସରରେ ‘ଗଦର ୨’ ନିର୍ମାତାଙ୍କ ସ୍ୱତନ୍ତ୍ର ଅଫର: ୨ ଟିକେଟ କିଣିଲେ ୨ ମାଗଣା

ମୁମ୍ବାଇ: ତିନି ସପ୍ତାହ ହେଲାଣି ବକ୍ସ ଅଫିସ୍‌ରେ ଦର୍ଶକଙ୍କ ମନୋରଞ୍ଜନ କରି ଚାଲିଛି ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’ । ଫିଲ୍ମଟି ବେଶ୍ ଭଲ ରୋଜଗାର ମଧ୍ୟ କରୁଛି । ଇତିମଧ୍ୟରେ ଏହା ୪୫୬.୦୫ କୋଟି ଟଙ୍କା ବ୍ୟବସାୟ କରି ସାରିଲାଣି । ଏବେ ଏହା ୫୦୦ କୋଟି ଅତିକ୍ରମ…

ମୁହାଁମୁହିଁ ହେବାକୁ ଯାଉଛି ଅମୀର ଓ ଅକ୍ଷୟଙ୍କ ଫିଲ୍ମ

ମୁମ୍ବାଇ: ଠଗ୍ସ ଅଫ ହିନ୍ଦୋସ୍ତାନ ଓ ଲାଲ ସିଂ ଚଢ଼ା ଫ୍ଲପ ହେବା ପରେ ଅମୀର ଖାଁ କିଛି ଦିନ ପାଇଁ ଫିଲ୍ମରୁ ବ୍ରେକ ନେଇଥିଲେ । ଏବେ ଅମୀର ତାଙ୍କ ପ୍ରତ୍ୟାବର୍ତନ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ନିଜ ବ୍ୟାନର ଅମୀର ତାଙ୍କ ଆଗାମୀ ଫିଲ୍ମ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି ।…

ପ୍ରଶଂସକଙ୍କ ଅନୁରୋଧ ରକ୍ଷା କଲେ ରଜନୀକାନ୍ତ, ଭେଟିବାକୁ ଗଲେ ବସଷ୍ଟାଣ୍ଡ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଗତ ୧୦ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମଟିକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ବକ୍ସ ଅଫିସରେ ବି ହଇଚଇ ସୃଷ୍ଟି କରୁଛି । ତେବେ ଫିଲ୍ମର ସଫଳତାକୁ ନେଇ ରଜନୀକାନ୍ତ ବେଶ୍ ଖୁସି ଅଛନ୍ତି । ଏହି ଫିଲ୍ମ ସାରା ବିଶ୍ୱରେ…

ରିଲିଜ୍ ହେଲା ଯବାନର ନୂଆ ଗୀତ ,ଦମଦାର ନୃତ୍ୟରେ ନଜର ଆସିଲେ ଶାହାରୁଖ-ନୟନତାରା

ମୁମ୍ବାଇ: ଫିଲ୍ମ ଯବାନକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡର କିଙ୍ଗ୍ ଖାନ୍ ଶାହାରୁଖ ଖାନ୍ । ଯବାନର କ୍ରେଜ ଦର୍ଶକଙ୍କୁ ଆକର୍ଷିତ କରିଛି । ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ଟ୍ରେଲରକୁ ଅପେକ୍ଷା କରିଛନ୍ତି । ମଙ୍ଗଳବାର ଏହି ଫିଲ୍ମର ନୂଆ ଗୀତ ରିଲିଜ୍ ହୋଇଯାଇଛି । ଏହି ଗୀତରେ ଶାହାରୁଖ…