Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଫିଲ୍ମ ‘ବୃଷଭ’ର ନାୟିକା ସାଜିଛନ୍ତି ସଞ୍ଜୟ କପୁରଙ୍କ ଝିଅ ସାନ୍ୟା

ମୁମ୍ବାଇ: ଫିଲ୍ମ ‘ବୃଷଭ’କୁ ନେଇ ଦକ୍ଷିଣୀ ଅଭିନେତ୍ରୀ ସାନ୍ୟା କପୁର ଚର୍ଚ୍ଚାରେ । ଏହି ନାରୀକୈନ୍ଦ୍ରିକ ଫିଲ୍ମରେ ସାନ୍ୟା ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି । ସେ ଏହି ଫିଲ୍ମରେ ମୋହନଲାଲଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି । ସାନ୍ୟା ହେଉଛନ୍ତି ଅଭିନେତା ସଞ୍ଜୟ କପୁରଙ୍କ ଝିଅ । ନିକଟରେ…

ଶ୍ରୀରାମଙ୍କ ପରେ ଏବେ ଭଗବାନଙ୍କ ଶିବଙ୍କ ଭୂମିକା କରିବେ ପ୍ରଭାସ

ମାଡ୍ରାସ: ତେଲୁଗୁ ସୁପରଷ୍ଟାର ପ୍ରଭାସ ନିକଟରେ ଆଦିପୁରୁଷ ଫିଲ୍ମରେ ଭଗବାନ ଶ୍ରୀରାମଙ୍କ ଭୂମିକା କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରି ନ ଥିଲେ ମଧ୍ୟ ପ୍ରଭାସଙ୍କ ଭୂମିକାକୁ ବେଶ ପସନ୍ଦ କରାଯାଇଥିଲା । ଏବେ ତାଜା ରିପୋର୍ଟ ଅନୁସାରେ ତେଲୁଗୁ ଫିଲ୍ମ କନ୍ନାପାରେ ସେ ଭଗବାନ…

ଇଟାଲିଆନ ମଡେଲଙ୍କ ପ୍ରେମରେ ଟାଇଟାନିକ୍ ଅଭିନେତା ଲିଓନାର୍ଡୋ

ମୁମ୍ବାଇ: ହଲିଉଡ଼ ଅଭିନେତା ଲିଓନାର୍ଡୋ ଡ଼ିକାର୍ପିଓ ଏବେ ଖୁବ୍ ଚର୍ଚ୍ଚାରେ । ଏବେ ସେ ଜଣେ ୨୫ ବର୍ଷୀୟା ଇଟାଲିଆନ ମଡ଼େଲଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଇଟାଲିଆନ ମଡ଼େଲ ଭିଟୋରିଆ ସେରେଟି ଓ ୪୮ ବର୍ଷୀୟ ଅଭିନେତା ଲିଓନାର୍ଡ଼ୋ ବାରମ୍ବାର ଏକାଠି ନଜର ଆସୁଛନ୍ତି । କିଛି ଦିନ…

ତୃତୀୟ ଥର ପାଇଁ ମାଆ ହେବେ ଜେନେଲିଆ

ମୁମ୍ବାଇ : ତୃତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଜେନେଲିଆ ଦେଶମୁଖ । ନିକଟରେ ସେ ଏକ ଇଭେଣ୍ଟରେ ନଜର ଆସିଥିଲେ । ଏଥିରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଜେନେଲିଆଙ୍କ ପେଟ ଓ ପୋଷାକ । ସେ ବାରମ୍ବାର ପେଟ ଉପରେ ହାତ ରଖୁଥିବାରୁ ସେ ଗର୍ଭବତୀ ଥିବା ନେଇ ତାଙ୍କ…

ଲୋକାର୍ପିତ ହେଲା “ଏଇ ଆମ ପ୍ରେମ କାହାଣୀ’ର ଫାଷ୍ଟ ଲୁକ୍

ଭୁବନେଶ୍ୱର: ଲୋକାର୍ପିତ ହେଲା ଓଡ଼ିଆ ଫିଲ୍ମ"ଏଇ ଆମ ପ୍ରେମ କାହାଣୀ’ର ଫାଷ୍ଟ ଲୁକ୍ । ଉଦୟ ସେଠୀ ଫିଲ୍ମସ ଓ ସନ୍ ମ୍ୟୁଜିକର ମିଳିତ ପ୍ରଯୋଜନାରେ ନିର୍ମିତ ହେଉଥିବା ଏହି ଫିଲ୍ମ ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏଥିରେ ନାୟକ ଭୂମିକାରେ ଅଭିଷେକ ରଥ ଏବଂ ନାୟିକା…

ବ୍ୟବସାୟୀଙ୍କଠାରୁ ୧୫.୮୩ କୋଟି ଟଙ୍କା ଠକି ନେବା ଘଟଣାରେ ଫିଲ୍ମ ନିର୍ମାତା ଗିରଫ

ମୁମ୍ବାଇ: ବ୍ୟବସାୟୀଙ୍କଠାରୁ ଟଙ୍କା ଠକି ନେବା ଘଟଣାରେ ପୋଲିସ ସାଉଥ ଇଣ୍ଡଷ୍ଟ୍ରିର ପ୍ରଖ୍ୟାତ ନିର୍ମାତା ରବିନ୍ଦ୍ର ଚନ୍ଦ୍ରଶେଖରନଙ୍କୁ ଗିରଫ କରିଛି । ସେ ବ୍ୟବସାୟୀଙ୍କ ଠାରୁ ୧୫.୮୩ କୋଟି ଟଙ୍କା ଠକି ନେଇଥିବା ଜଣାଯାଇଛି । ଏନେଇ ଅଭିଯୋଗ ହେବାପରେ ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ…

ଟ୍ରାକ୍ଟର, ଶଗଡ ଗାଡି ଓ ଜେସିବିରେ ବସି ‘ଜବାନ୍’ ଦେଖିବାକୁ  ଆସିଲେ ପ୍ରଶଂସକମାନେ

ମୁମ୍ବାଇ: ବଲିଉଡ୍ ବାଦ୍ସା ସାହାରୁଖ୍ ଖାନଙ୍କ ବହୁ ପ୍ରତୀକ୍ଷିତ ସିନେମା 'ଜବାନ୍'କୁ ଦର୍ଶକମାନଙ୍କ ଠାରୁ ଖୁବ୍ ଭଲପାଇବା ମିଳୁଛି । ସିନେମାଟି ବେଶ୍ ମନଛୁଆଁ ହୋଇଥିବାବେଳେ 'ଜବାନ୍' ପାଇଁ ଲୋକଙ୍କ କ୍ରେଜ୍ ବଢିବାରେ ଲାଗିଛି । ଏନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ହେଉଥିବା ବେଳେ…

ପୂର୍ବତନ ପ୍ରେମିକାଙ୍କ ଅଫିସ ନିକଟରେ ‘ଅଫିସ୍ ସ୍ପେସ୍‌’ କିଣିଲେ କାର୍ତ୍ତିକ

ମୁମ୍ବାଇ: ପୂର୍ବତନ ପ୍ରେମିକାଙ୍କ ଅଫିସ ନିକଟରେ ‘ଅଫିସ୍ ସ୍ପେସ୍‌’ କିଣିଲେ ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ସେ ମୁମ୍ବାଇରେ ୧୦ କୋଟି ଟଙ୍କାର ଏକ ‘ଅଫିସ୍ ସ୍ପେସ୍‌’ କିଣି ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । କାର୍ତ୍ତିକ ତାଙ୍କ ପୂର୍ବତନ ପ୍ରେମିକା ସାରା ଅଲ୍ଲୀ ଖାନ୍‌ଙ୍କ ଅଫିସ୍‌କୁ…

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଶାହାରୁଖଙ୍କ ‘ଯବାନ’

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବଲିଉଡ଼ର କିଙ୍ଗ୍ ଖାନ ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ଯବାନ । ଏହି ଫିଲ୍ମ ଏବେ ସାରା ବିଶ୍ୱରେ ଧମାଲ କରୁଛି । ଏହା ଗତ ୭ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଆଡଭାନ୍ସ ବୁକିଂରେ ଭଲ ଆୟ କରିବା ପରେ ରିଲିଜ୍‌ର…

ବାହୁବଲୀ-୨କୁ ପଛରେ ପକାଇଲା ସନ୍ନି ପାଜିଙ୍କ ‘ଗଦର-୨’:ଏବେ ମଧ୍ୟ ପ୍ରେକ୍ଷାଳୟରେ ଦ୍ରୁତ ଗତିରେ ଆଗେଇ…

ଭୁବନେଶ୍ୱର: ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ 'ଗଦର ୨' ସାମ୍ନାରେ ସବୁ ସିନେମା ଫିକା ପଡ଼ିଯାଇଛି । କେବଳ ଗୋଟିଏ ମାସ ଭିତରେ ଏହି ସିନେମା ଅନେକ ରେକର୍ଡ ଭାଙ୍ଗି ସାରିଛି ।  ଏହା ରିଲିଜ୍ ହେବାର ୨୯ତମ ଦିନରେ ପ୍ରଭାସଙ୍କ ଅଭିନୀତ 'ବାହୁବଲୀ-୨' କୁ ପଛରେ ପକାଇ ବର୍ତ୍ତମାନ…