Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଘୁଞ୍ଚିପାରେ ଚନ୍ଦ୍ରମୁଖୀ -୨ର ରିଲିଜ୍ ତାରିଖ, ‘ଜୱାନ’ର କ୍ରେଜ ଦେଖି ଦ୍ଵନ୍ଦରେ ନିର୍ଦ୍ଦେଶକ

ମୁମ୍ବାଇ: ଜୱାନ'ର ସଫଳତା ଦେଖି ଅନ୍ୟାନ୍ୟ ଫିଲ୍ମ ନିର୍ମାତା ମାନେ ନିଜ ଫିଲ୍ମର ରିଲିଜକୁ ନେଇ ପଛଘୁଞ୍ଚା ଦେଉଥିବାର ଦେଖା ଯାଇଛି । ପ୍ରେକ୍ଷାଳୟ ଗୁଡ଼ିକରେ ଫିଲ୍ମ 'ଜୱାନ' ଚାଲିଥିବା ବେଳେ କାଳେ ତାଙ୍କର ଫିଲ୍ମଟି ବକ୍ସ ଅଫିସ୍ ରେ ଭଲ ବ୍ୟବସାୟ ନକରିବ ଏହାକୁ ନେଇ ଦ୍ଵନ୍ଦରେ ପଡିଛନ୍ତି ଅନେକ…

ଅକ୍ଷୟ କୁମାର @ 56 : ଜନ୍ମଦିନରେ ମହାକାଳଙ୍କ ଦର୍ଶନ କରି ଭସ୍ମ ଆଳତୀରେ ହେଲେ ସାମିଲ

ମୁମ୍ବାଇ : ବଲିଉଡରେ ଖିଲାଡି କହିଲେ ତାଙ୍କୁ ସମସ୍ତେ ଜାଣନ୍ତି  । ହଁ ଆଜ୍ଞା ଆମେ କହୁଛୁ ଅକ୍ଷୟ କୁମାରଙ୍କ କଥା  । ଆଜି ସେ ତାଙ୍କ ୫୬ତମ ଜନ୍ମଦିନ ପାଳନ କରୁଛନ୍ତି  । ଏ ନେଇ ଆଜି ସକାଳୁ ସେ ମହାକାଳ ମନ୍ଦିରରେ ପହଞ୍ଚି ପ୍ରଭୂଙ୍କୁ ଦର୍ଶନ କରିଛନ୍ତି  । ଅକ୍ଷୟ ତାଙ୍କ ପରିବାର ସହ ଆସି…

ଦକ୍ଷ ଅଭିନେତ୍ରୀଙ୍କ ମଧ୍ୟରୁ କଙ୍ଗନା ଅନ୍ୟତମ: ପ୍ରଶଂସା କଲେ ଜ୍ୟୋତିକା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏଥର ବଲିଉଡର ବିବାଦୀୟ ରାଣୀ ତାଙ୍କ ଆଗାମୀ କମେଡି ଫିଲ୍ମ ‘ଚନ୍ଦ୍ରମୁଖୀ ୨'କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ ରିଲିଜ୍ ପୂର୍ବରୁ ଏବେ ସେ ଏହାର ପ୍ରଚାର…

ବାଂଲାଦେଶରେ ରିଲିଜ ହେଲାନି ‘ଯବାନ’, ନିରାଶ ହେଲେ ପ୍ରଶଂସକ

ମୁମ୍ବାଇ: ବଲିଉଡର କିଙ୍ଗଖାନ ଶାହାରୁଖ ଖାଁଙ୍କ ଅଭିନୀତ ଫିଲ୍ମ ‘ଯବାନ’ ଏବେ ସାରା ବିଶ୍ୱରେ ଧମାଲ କରୁଛି । ଏହି ଫିଲ୍ମ ଗତ ୭ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ରିଲିଜ୍‌ର ପ୍ରଥମ ଦିନରେ ଫିଲ୍ମ ବ୍ୟବସାୟରେ ବକ୍ସ ଅଫିସରେ ରେକର୍ଡ଼ ଭାଙ୍ଗିଛି । କେବଳ…

ବସ୍‌ରେ ଯିବା ବେଳେ ପ୍ରଶଂସକଙ୍କ ମନ ଜିଣିଲେ ରାଘବ-ପରିଣୀତି

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମପି ରାଘବ ଚଢ଼ା । ଏହାକୁ ନେଇ ସେମାନେ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଗତ ମେ’ ମାସରେ ଉଭୟଙ୍କ ନିର୍ବନ୍ଧ ଆୟୋଜିତ ହୋଇଥିଲା । ନିର୍ବନ୍ଧ ପରଠାରୁ ଦୁହେଁ ଅଧିକାଂଶ ସମୟ ଏକାଠି…

ଡବିଂ କରୁଥିବା ବେଳେ ଚାଲିଗଲା ବରିଷ୍ଠ ଅଭିନେତାଙ୍କ ପ୍ରାଣବାୟୁ

ମୁମ୍ବାଇ: ଡବିଂ କରୁଥିବା ବେଳେ ଚାଲିଗଲା ତାମିଲର ବରିଷ୍ଠ ଅଭିନେତା ଜି ମାରିମୁଥଙ୍କ ପ୍ରାଣବାୟୁ । ସେ ସବୁଦିନ ଭଳି ଶୁକ୍ରବାର ସକାଳେ ଶୋ ପାଇଁ ଡବିଂ କରୁଥିବା ବେଳେ ହୃଦଘାତର ଶିକାର ହୋଇଥିଲେ । ଫଳରେ ସେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ । ସଙ୍ଗେସଙ୍ଗେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି…

ଡ୍ରଗ୍ସ ସିଣ୍ଡିକେଟ ଉପରେ ନିର୍ମିତ ଫିଲ୍ମରେ ଅଭିନୟ କରିବେ ୟଶ

ମାଡ୍ରାସ: କେଜିଏଫ ଫେମ ୟଶ ତାଙ୍କର ଆଗାମୀ ଫିଲ୍ମ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଗୋଆର ଡ୍ରଗ୍ସ ସିଣ୍ଡିକେଟ ଉପରେ ଏହି ଫିଲ୍ମ ଆଧାରିତ । ଏହା ଏକ ପିରିୟଡ କ୍ରାଇମ ଡ୍ରାମା । ୬୦ ଦଶକରେ ରୁଷିଆ ଓ ଭାରତର ଡ୍ରଗ୍ସ ମାଫିଆଙ୍କ ରାଜୁତି ଏଥିରେ ଦର୍ଶାଯିବ । ୟଶଙ୍କୁ କାହାଣୀ ବେଶ ପସନ୍ଦ…

ପ୍ରଥମ ଦିନରେ ରେକର୍ଡ ଭାଙ୍ଗିଲା ଜଓ୍ୱାନ, କଲା ଏତିକି ଟଙ୍କା ଆୟ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ତଥା କିଙ୍ଗ ଖାନ ଶାହରୁଖ ଖାନ ପୁଣିଥରେ 'ଜୱାନ' ସହିତ ବଡ ପରଦାରେ ଏଣ୍ଟ୍ରି ମାରିଛନ୍ତି।  ଆଶ୍ଚର୍ଯ୍ୟଜନକ କଥା ହେଉଛି କିଙ୍ଗ ଖାନଙ୍କ 'ଜୱାନ୍' ରିଲିଜ୍ ହେବା ପରେ ଚଳଚ୍ଚିତ୍ରଟି ଇଣ୍ଡଷ୍ଟ୍ରିର ଦୀର୍ଘ ଦିନର ଇତିହାସକୁ ବଦଳାଇ ଦେଇଛି । ଅଧିକାଂଶ ଚଳଚ୍ଚିତ୍ରର…

‘ଜବାନ୍’ କ୍ରେଜରେ ସବୁଠି ହାଉସଫୁଲ୍ ରହିଛି ସିନେମା ହଲ୍  

ଭୁବନେଶ୍ୱର: ସାହାରୁଖ୍ ଖାନଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ଜବାନ୍’ ଆଜି ରିଲିଜ୍ ହୋଇଛି । ଏଥିପାଇଁ ପ୍ରାୟ ସମସ୍ତ ହଲ୍ ହାଉସଫୁଲ୍ ରହିଛି । ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ରେକର୍ଡ ସୃଷ୍ଟି କରିଥିଲା ‘ଯବାନ’ ଫିଲ୍ମ । ଆଡଭାନ୍ସ ବୁକିଂରେ ୯ କୋଟିରୁ ଅଧିକ ଟଙ୍କା କମାଇଥିବା…

ଓଡ଼ିଶାର ଲୋକପ୍ରିୟ ୫ ମେଗା ଧାରାବାହିକ ମଧ୍ୟରେ ରହିଛି ଜୀ ସାର୍ଥକର ୫ ଧାରାବାହିକ

ଭୁବନେଶ୍ୱର: ଜୀ-ସାର୍ଥକ ସଦା ସର୍ବଦା ନୂତନ, ଅଭିନ୍ନ କାହାଣୀ, ପାରିବାରିକ ଓ ଓଡ଼ିଶାର ମହିଳାମାନଙ୍କ ଚିନ୍ତାଧାରକୁ ନେଇ ଦର୍ଶକମାନଙ୍କୁ ମନୋରଞ୍ଜନ କରିଆସୁଛି । ଜୀ ସାର୍ଥକ ରେ ଲୋକାଦୃତ ପାଲଟିଥିବା ‘ତୁ ଖରା ମୁଁ ଛାଇ’, ‘ସୁନା ଝିଅ’, ‘ଆମ ଝିଲି’, ‘ସାଥିରେ’ ଓ ‘ଖୁସିର ଛୁଙ୍କ’ ପରି ମେଗା…