Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସେଲଫି ମାଗିବାରୁ ଗରିବ ମହିଳାଙ୍କୁ ଚୁପ୍ କହିଲେ ସନ୍ନି ଦେଓଲ

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଗଦର-୨’ ନିକଟରେ ରିଲିଜ୍ ହୋଇଯାଇଛି । ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ହିଁ ବକ୍ସ ଅଫିସରେ ଧମାଲ ଦେଖାଇଛି । ଏଥିରେ ଅଭିନେତା ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଷା ପଟେଲଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।…

ଚାରିଧାମରେ ବାହାରିଲେ ରଜନୀକାନ୍ତ , କଲେ ବଦ୍ରିନାଥ ଦର୍ଶନ

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତ ଫିଲ୍ମ ‘ଜେଲର’କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି । ଏନେଇ ସେ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଏହି ଖୁସିରେ ସେ ଏବେ ଚାରି ଧାମ ଯାତ୍ରାରେ…

୧୦୦ ବର୍ଷର ଭାରତୀୟ ବକ୍ସ ଅଫିସ ରେକର୍ଡ ଭାଙ୍ଗିଲା

ମୁମ୍ବାଇ: ୱିକେଣ୍ଡ ବକ୍ସ ଅଫିସ କଲେକ୍ସନରେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି । ସନୀ ଦେଓଲଙ୍କ ଗଦର ୨, ଅକ୍ଷୟ କୁମାରଙ୍କ ଓଏମଜି ୨, ରଜନୀକାନ୍ତଙ୍କ ଜେଲର ଓ ଚିରଞ୍ଜିବୀଙ୍କ ଭୋଳା ଶଙ୍କର ଫିଲ୍ମ ୱିକେଣ୍ଡରେ ୪୦୦ କୋଟି ଆୟ କରିଛି । ଯାହା କି ଏକ ରେକର୍ଡ । ଏହା…

Gadar 2 vs OMG 2: ଦ୍ଵୀତିୟ ଦିନରେ କିଏ କରିଛି ବେଶି ଆୟ, ଜାଣନ୍ତୁ ବକ୍ସ ଅଫିସ୍ କଲେକ୍ସନ

ମୁମ୍ବାଇ: ଗତ ଶୁକ୍ରବାରରେ ଦୁଇ ଦୁଇଟି ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ରିଲିଜ୍ ହୋଇଛି । ସନି ଦେଓଲଙ୍କ 'ଗଦର-୨' ରିଲିଜ ହୋଇଥିବା ବେଳେ ଖିଲାଡି଼ ବୟେ ଅକ୍ଷୟ କୁମାରଙ୍କ 'ଓଃ ମାଇଁ ଗଡ଼-୨ ' ରିଲିଜ୍ ହୋଇଛି । କମେଡିରେ ଭରପୁର ଥିବା ଫିଲ୍ମ ଓଏମଜି-୨ କୁ ଟକ୍କର ଦେଇଛି ଡ୍ରାମା ଓ ଆକ୍ସନରେ…

ହାପି ବାର୍ଥ ଡେ ଶ୍ରୀଦେବୀ: ନିଆରା ଢଙ୍ଗରେ ଅଭିନେତ୍ରୀଙ୍କ ଜନ୍ମଦିନ ପାଳିଲା ଗୁଗଲ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଶ୍ରୀଦେବୀ । ସେ ଆଜି ଆମ ଗହଣରେ ନାହାଁନ୍ତି । କିନ୍ତୁ ତାଙ୍କ ଅଭିନୟକୁ ଆଜି ବି ଭୁଲି ପାରୁ ନାହାଁନ୍ତି ଲୋକେ । ଶ୍ରୀଦେବୀ ତାଙ୍କ କ୍ୟାରିୟରରେ ବଲିଉଡକୁ ଏକାଧିକ ହିଟ୍ ମୁଭି ଦେଇଛନ୍ତି। ସେ ସିନେ ଜଗତର ପ୍ରଥମ ଲେଡି ସୁପରଷ୍ଟାର ଥିଲେ । ଆଜି ତାଙ୍କ ଜନ୍ମ…

୯୪ ବର୍ଷ ବୟସରେ ଆଖି ବୁଜିଲେ ଅଭିନେତା ସତ୍ୟରାଜଙ୍କ ମାଆ

ମୁମ୍ବାଇ: ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଖ୍ୟାତନାମା ଅଭିନେତା ସତ୍ୟରାଜ ଓରଫ କଟପ୍ପାଙ୍କ ମାଆ ନାଥମ୍ବଲଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । କୋଏମ୍ବାଟୁରସ୍ଥିତ ତାଙ୍କ ଘରେ ଦେହାନ୍ତ ହୋଇଯାଇଛି । ହାଇଦ୍ରାବାଦରେ ସୁଟିଂରେ ବ୍ୟସ୍ତ ଥିବା ସତ୍ୟରାଜ ମାଆଙ୍କ…

ଚର୍ଚ୍ଚାରେ ସୁହାନା: ମହିଳାଙ୍କ ଦୁଃଖ ଶୁଣି ପର୍ସରୁ ଟଙ୍କା ଦେଲେ

ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍ ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ଏବେ ଖୁବ୍ ଚର୍ଚ୍ଚାରେ । କେତେବେଳେ ତାଙ୍କର କିଛି ଫଟୋକୁ ନେଇ ତ ଆଉ କେତେବେଳେ ବ୍ୟବହାରକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି । ଏବେ ସେ ଏମିତି କିଛି କରିଛନ୍ତି, ଯାହା ଲୋକଙ୍କ ହୃଦୟକୁ ଜିତିଛନ୍ତି । ଏହାର ଏକ ଭିଡ଼ିଓ ଏବେ…

୫ ମାସର ଗର୍ଭବତୀ ଥିବା ବେଳେ ନଷ୍ଟ ହୋଇଗଲା ମୋର ପିଲା: ଏମିତି କିଛି କହିଲେ ରାଣୀ ମୁଖାର୍ଜୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚମକାଇ ଦେଲା ଭଳି କଥା କହିଛନ୍ତି । ନିକଟରେ ମେଲବର୍ନରେ ଆୟୋଜିତ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ଅବସରରେ ରାଣୀ ଏମିତି କିଛି କହିଛନ୍ତି,ଯାହାକୁ ଶୁଣି ସେଠାରେ ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ…

ପ୍ରଥମ ଦିନରେ ୪୦ କୋଟି ବ୍ୟବସାୟ କଲା ‘ଗଦର-୨’ , ପ୍ରଶଂସା କଲେ ସଲମାନ

ମୁମ୍ବାଇ: ଅଭିନେତା ସନି ଦେଓଲଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ ଶୁକ୍ରବାର ରିଲିଜ୍ ହୋଇଯାଇଛି । ଏଥିରେ ଅଭିନେତା ସନ୍ନି ଦେଓଲ, ଅମିଷା ପଟେଲ ଓ ଉତ୍କର୍ଷ ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମକୁ ଲୋକେ ବହୁତ ପସନ୍ଦ କରିଛନ୍ତି । ଏହି ଫିଲ୍ମ ରିଲିଜ୍‌ର ପ୍ରଥମ ଦିନରେ…

ଜୱାନର କ୍ଲିପ ଲିକ୍‌, ଏଫଆଇଆର ରୁଜୁ କଲେ ମେକର୍ସ

ମୁମ୍ବାଇ: ପଠାନ ଫିଲ୍ମ ସୁପରହିଟ ହେବା ପରେ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଜୱାନକୁ ନେଇ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ତେବେ ଫିଲ୍ମ ରିଲିଜ ହେବାକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ଏହାର କ୍ଲିପ ଲିକ ହୋଇଯାଇଛି । ଯାହାକୁ ନେଇ ମେକର୍ସ ଅସନ୍ତୋଷ ବ୍ୟକ୍ତ କରିବା ସହ ଏ ନେଇ…