Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୩ ରୁ ୪ ହେବାକୁ ଯାଉଛନ୍ତି ବିରୁଷ୍କା, ଦେଲେ ପୁଣି ଖୁସି ଖବର

ମୁମ୍ବାଇ: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖୁସି ଖବର । ପୁଣି ଥରେ ପିତା ମାତା ହେବାକୁ ଯାଉଛନ୍ତି ଏହି ଷ୍ଟାର ଦମ୍ପତି । ଅନୁଷ୍କା ଶର୍ମା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି । ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଏହି ଦମ୍ପତି ଖୁବ୍ ଶୀଘ୍ର ନିଜ ପ୍ରଶଂସକଙ୍କ…

ରିଲିଜ୍ ହେଲା ଟାଇଗର ଶ୍ରଫଙ୍କ ବହୁ ପତୀକ୍ଷିତ ଫିଲ୍ମ ‘ଗଣପତ’ର ଟିଜର, ଏହି ଦିନ କରିବ ପ୍ରେକ୍ଷାଳୟରେ…

ମୁମ୍ବାଇ: ରିଲିଜ୍ ହେଲା ଟାଇଗର ଶ୍ରଫ ଓ କ୍ରିତି ସାନନଙ୍କ ବହୁ ପତୀକ୍ଷିତ ଫିଲ୍ମ  'ଗଣପତ'ର ଟିଜର । ଇଣ୍ଟରନ୍ୟାସନାଲ ଫିଲ୍ମକୁ ଟକ୍କର ଦେବା ପାଇଁ ରହିଛି ଏହାର ଭିଜୁଆଲ୍ ଯାହା ଦର୍ଶକଙ୍କୁ ମତୁଆଲା କରିଛି । ପୂଜା ଏଣ୍ଟରଟେନମେଣ୍ଟ ‘ଗଣପତ: ଏ ହିରୋ ଇଜ୍‌ ବର୍ନ’ର ରୋମାଞ୍ଚକର ଟିଜର ରିଲିଜ…

୨ ବଲିଉଡ୍ ଫିଲ୍ମରେ ଅଭିନୟ କରିଛନ୍ତି ଆଇପିଏସ୍ ଅଫିସର ସିମାଲା ପ୍ରସାଦ

ମୁମ୍ବାଇ: ୟୁପିଏସ୍‌ସି ପରୀକ୍ଷା ଭାରତର ସବୁଠାରୁ କଠିନ ପରୀକ୍ଷା ଭାବେ ଜଣାଶୁଣା । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଛାତ୍ରଛାତ୍ରୀଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ । ଏମିତି ବି କିଛି ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ପ୍ରଥମ ପ୍ରୟାସରେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ…

ମୋ କ୍ୟାରିୟରରେ ୨ଥର କାଷ୍ଟିଂ କାଉଚର ଶିକାର ହୋଇଛି ବୋଲି କହିଲେ ଇଶା ଗୁପ୍ତା

ମୁମ୍ବାଇ: ମୁଁ ମୋ କ୍ୟାରିୟର ଭିତରେ ୨ଥର କାଷ୍ଟିଂ କାଉଚର ଶିକାର ହୋଇଛିି । ଏଥିପାଇଁ ମୋ ହାତରୁ ଅନେକ ଫିଲ୍ମ ମଧ୍ୟ ଚାଲିଯାଇଛି । ଏଭଳି କିଛି କହିଛନ୍ତି ବଲିଉଡ଼ ଲୋକପ୍ରିୟ ଅଭିନେତ୍ରୀ ଇଶା ଗୁପ୍ତା । ଇଶାଙ୍କ ଏପରି କଥା ଶୁଣି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ନିକଟରେ…

ସିଦ୍ଧାନ୍ତଙ୍କୁ ଡେଟ କରୁଛନ୍ତି ବିଗ୍ ବିଙ୍କ ନାତୁଣୀ: ନିଜ ବିବାହକୁ ନେଇ ଏମିତି କିଛି କହିଲେ ନବ୍ୟା

ମୁମ୍ବାଇ : ବିଗ ବି ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ନାତୁଣୀ ନବ୍ୟା ନନ୍ଦା ନଭେଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ଅଭିନୟ ଦୂନିଆରେ ନ ଥାଇ ବି କୌଣସି ସେଲିବ୍ରିଟିଙ୍କଠାରୁ କମ୍ ନୁହଁନ୍ତି । ସେ ମହିଳା କେନ୍ଦ୍ରିକ ସ୍ୱାସ୍ଥ୍ୟ ବୈଷୟିକ କମ୍ପାନୀ…

୨୦୨୪ ଓସ୍କାର ଦୌଡ଼ରେ ସାମିଲ ହେଲା ଫିଲ୍ମ ‘୨୦୧୮’

ମୁମ୍ବାଇ: ୨୧ ଫିଲ୍ମକୁ ପଛରେ ପକାଇ ୨୦୨୪ ଓସ୍କାର ଦୌଡ଼ରେ ସାମିଲ ହେଲା ମାଲାୟଲୀ ଫିଲ୍ମ ‘୨୦୧୮’ । ଚଳିତ ବର୍ଷର ଓସ୍କାର ଫିଚର ଫିଲ୍ମ ବିଭାଗ ପୁରସ୍କାର ପାଇଁ ଏହି ଫିଲ୍ମକୁ ଭାରତ ପକ୍ଷରୁ ଆନୁଷ୍ଠାନିକ ଭାବେ ପଠାଯାଇଛି । ଗତ ମେ ମାସରେ ଏହି ଫିଲ୍ମଟି ରିଲିଜ୍ ହୋଇଥିଲା । ଉଭୟ ବକ୍ସ ଅଫିସ ଓ…

ବଲିଉଡରେ ୨୦ ବର୍ଷ ପୂରଣ କଲେ କାଟ୍ରିନା, ଶୁଭେଚ୍ଛା ଜଣାଇ ଢେର ପ୍ରଶଂସା କଲେ ବିକ୍କି

ମୁମ୍ବାଇ: ବଲିଉଡରେ ୨୦ ବର୍ଷ ପୂରଣ କରିଛନ୍ତି ଲୋକପ୍ରିୟ ଅଭିନେତ୍ରୀ କାଟ୍ରିନା କୈଫ । ହିନ୍ଦୀ କହି ପାରୁ ନ ଥିବା ଜଣେ ଝିଅ ବଲିଉଡ଼ରେ ଲୋକପ୍ରିୟ ଅଭିନେତ୍ରୀ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା କମ୍ କଥା ନୁହେଁ । ତାଙ୍କର ଏହି ଯାତ୍ରା ବେଶ ପ୍ରେରଣାଦାୟୀ । ସେ ଏହି ୨୦ ବର୍ଷ ଭିତରେ…

ବିବାହ ସମୟରେ ଅତିଥିମାନେ କେତେ ଉପହାର ଅର୍ଥ ରାଶି ଦେବେ ତାହା ସ୍ଥିର କରିଥିଲେ ରାଘବ-ପରିଣୀତି

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ଏବେ ପତି-ପତ୍ନୀ ହୋଇସାରିଛନ୍ତି । ଗତ ୨୪ ତାରିଖରେ ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି । ବିବାହ ପରେ ରାଘବ ଓ ପରିଣୀତିଙ୍କ ଗୋଟିଏ ପରେ ଗୋଟିଏ…

ଡିସେମ୍ବର ୨୨ରେ ରିଲିଜ ହେବ ସାଲାର, ଡଙ୍କି ସହ ମୁହାଁ ମୁହିଁ ହେବା ନିଶ୍ଚିତ

ମୁମ୍ବାଇ: ପ୍ରଭାସଙ୍କ ଫିଲ୍ମ ସାଲାର ପାର୍ଟ ୧ ଡିସେମ୍ବର ୨୨ରେ ରିଲିଜ ହେବ । ନୂତନ ପୋଷ୍ଟରରେ ମେକର୍ସଙ୍କ ପକ୍ଷରୁ ଏହା ଉଲ୍ଲେଖ କରାଯାଇଛି । ଅପରପକ୍ଷରେ ଶାହାରୁଖ ଖାଁଙ୍କ ଡଙ୍କି ମଧ୍ୟ ସମାନ ତାରିଖରେ ରିଲିଜ ହେବ ବୋଲି ଚୂଡାନ୍ତ ହୋଇଛି । ଫଳରେ ଦୁଇ ସୁପରଷ୍ଟାର ଖ୍ରୀଷ୍ଟମାସରେ ମୁହାଁମୁହିଁ…

ହ୍ୟାରୀ ପୋର୍ଟରର ଚର୍ଚ୍ଚିତ ଡମ୍ବଲଡୋର ଚରିତ୍ର କରିଥିବା ମାଇକେଲ ଗ୍ୟାମ୍ବନ ଆର ପାରିରେ

ନୂଆଦିଲ୍ଲୀ: ହଲିଉଡର ଭେଟେରାନ କଳାକାର ସାର ମାଇକେଲ ଗ୍ୟାମ୍ବନଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । କ୍ରମାଗତ ଭାବେ ନିମୋନିଆରେ ଆକ୍ରାନ୍ତ ହେବା ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି । ହ୍ୟାରୀ ପୋର୍ଟର ଫିଲ୍ମରେ ସେ…